Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ଗୁଣ ଥିବା ଝିଅଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ, ନଚେତ କେବଳ ପଶ୍ଚାତାପ କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ମଣିଷ ଜୀବନରେ ଶବ୍ଦ ବହୁତ ବଡ ପରିବର୍ତ୍ତନ ଆଣିଥାଏ।ଯଦି ମଣିଷ ଶବ୍ଦକୁ ଭଲ ଭାବରେ ଜାଣି ତାକୁ କାର୍ଯ୍ୟରେ ଲଗାଏ, ତାହେଲେ ମଣିଷର ଜୀବନ ସଂପୂର୍ଣ୍ଣ ରୂପରେ ପରିବର୍ତ୍ତନ ହୋଇ ଯାଇଥାଏ। ବେଳେବେଳେ ଶବ୍ଦ ନୂଆ ଜୀବନ ଦେଇଥାଏ, ତ ଆଉ କେତେବେଳେ ଏହି ଶବ୍ଦ ଶତ୍ରୁତାର ଆରମ୍ଭ କରିଦିଏ। ପ୍ରତ୍ୟେକ ପୁରୁଷ ଲୋକଙ୍କର ଉତ୍ତମ ଓ ଗୁଣବତୀ ସ୍ତ୍ରୀ ପାଇବା ପାଇଁ ଆଶା ରହିଥାଏ। ଆସନ୍ତୁ କିଛି ବିଶେଷ ଗୁଣ ଥିବା ମହିଳା ମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯେଉଁ ମହିଳାମାନେ ସର୍ବଦା ନିଜ କଥା ଭାବୁଥିବେ ବା ଆତ୍ମସ୍ଵାର୍ଥୀ ହୋଇଥିବେ, ସେମାନଙ୍କୁ ବିବାହ କରି ଜୀବନ ନଷ୍ଟ କରିବା ଉଚିତ ନୁହେଁ।

– ଯେଉଁ ମହିଳା ମାନେ ସର୍ବଦା ବିରକ୍ତି ପ୍ରକାଶ କରିଥାନ୍ତି ବା ଜୀବନରେ ଖୁସି ବୋଲି କିଛି ଜାଣି ନଥାନ୍ତି ଅଥବା ସେମାନଙ୍କ ମନରେ ସର୍ବଦା ଖରାପ ବିଚାର ଆସିଥାଏ, ସେମାନେ କେବେବି ନିଜେ ଖୁସିରେ ରୁହନ୍ତି ନାହିଁ ଏବଂ କାହାକୁ ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ। ତେଣୁ ଏଭଳି ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ।କାରଣ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ, ତେଣୁ ଜୀବନକୁ ଉପଭୋଗ କରିବା ହେଉଛି ଏହା ଖୁସି ଅଟେ। ଖୁସିରେ ଜୀବନକୁ ଅତିବାହିତ କରିବା ହେଉଛି ଜୀବନର ପ୍ରକୃତ ସତ୍ୟ ଅଟେ।

– ଯେଉଁ ମହିଳା ମାନେ ସର୍ବଦା ଟଙ୍କାପଇସାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି, ସେମାନେ କେବେବି ଜୀବନର ଖୁସିକୁ ଅନୁଭବ କରି ପାରନ୍ତି ନାହିଁ। କାରଣ ଯେଉଁ ସମୟ ଚାଲିଯିବ, ତାହା କେବେ ଫେରିବ ନାହିଁ।ତେଣୁ ଜୀବନରେ କ୍ରୋଧ, ଅହଙ୍କାର, ଈର୍ଷା, ଲୋଭ ଆଦିକୁ ତ୍ୟାଗ କରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ଅତିବାହିତ କରି ବଞ୍ଚିବା ଶିଖିବା ଉଚିତ। କାରଣ କେହି କେବେ ଟଙ୍କା ନେଇ ସ୍ୱର୍ଗକୁ ଯିବେ ନାହିଁ, କିନ୍ତୁ ସମସ୍ତେ କର୍ମଫଳ ଅନୁସାରେ ମୃତ୍ୟୁପରେ ପରିଣାମ ପାଇବେ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *