Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୁର୍ବରୁ ଖାଆନ୍ତୁ ରସୁଣ,ଆଉ ଦେଖିବେ ୩ ଦିନ ଭିତରେ ହେବ କମାଲ………….

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। କଞ୍ଚା ରସୁଣକୁ ସେବନ କରିବା ଆପଣଙ୍କ ଶରୀର ପାଇଁ ବହୁତ ଜରୁରୀ ଓ ଲାଭଦାୟକ ଅଟେ। ପ୍ରାୟତଃ କଞ୍ଚା ରସୁଣକୁ ରୋଷେଇରେ ବ୍ୟବହାର କରାଯାଇଥାଏ। ଏହାସହିତ ଏହାକୁ ଔଷଧ ରୂପରେ ମଧ୍ୟ ସେବନ କରାଯାଇଥାଏ।

ଯେଉଁମାନଙ୍କର ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ରହିଛି ବା ଯେଉଁମାନଙ୍କର ଶରୀର ଦୁର୍ବଳ ହୋଇ ଯାଉଛି, ସେମାନଙ୍କୁ ନିଶ୍ଚିତ ଭାବରେ କଞ୍ଚା ରସୁଣର ସେବନ କରିବା ଉଚିତ। ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଏହାକୁ ପ୍ରୟୋଗ କଲେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ତେଣୁ ସକାଳେ ଗୋଟିଏ ଗ୍ଳାସ କ୍ଷୀର ନେଇ ସେଥିରେ ୪ରୁ ୫ କୋଷା ରସୁଣ ପକାଇ ଦିଅନ୍ତୁ, ଏହାପରେ ଏହାକୁ ଗୋଟେ ପାତ୍ରରେ ଢ଼ାଳି ତାକୁ ଭଲ ଭାବରେ ଗରମ କରି ଦିଅନ୍ତୁ। ଗରମ କରିବା ପରେ ଏହାକୁ ଛାଣି ନିଅନ୍ତୁ। ପ୍ରତ୍ୟେକଦିନ ସକାଳେ ଏହାକୁ ଖାଲି ପେଟରେ ସେବନ କରନ୍ତୁ।ଦେଖିବେ,

ଏଭଳି କରିବା ଦ୍ଵାରା ଆପଣଙ୍କର ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ଦୁର୍ବଳତା ସବୁ ଦୂର ହୋଇଯିବ।ଏହା ଶରୀର ପାଇଁ ବହୁତ ଗରମ ଅଟେ, ତେଣୁ ଗରମ ଦିନରେ ଏହାକୁ ସପ୍ତାହକୁ ଦୁଇଥର ସେବନ କରନ୍ତୁ।ଆପଣଙ୍କୁ କହି ରଖୁଛୁ ଯେ ଯେଉଁମାନେ ପ୍ରତ୍ୟେକଦିନ ରସୁଣର ସେବନ କରନ୍ତି, ବେଳେବେଳେ ସେମାନଙ୍କ ଶରୀରରେ ଭୟଙ୍କର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖା ଯାଇଥାଏ।

ଏହାର କାରଣ ହେଉଛି ଯେଉଁମାନେ ପ୍ରତ୍ୟେକଦିନ ରସୁଣ ସେବନ କରନ୍ତି, ସେମାନଙ୍କ ଶରୀରରେ ରକ୍ତ ସଂଚାଳନ ପ୍ରକ୍ରିୟା ବଢିଯାଏ।ତେଣୁ ରସୁଣ ସେବନ କରିବା ଦ୍ୱାରା ଆପଣଙ୍କୁ ଫାଇଦା ମିଳୁଥିଲେ ମଧ୍ୟ ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ରସୁଣ ସେବନ କରିବା ଉଚିତ ନୁହେଁ।

ବୈଜ୍ଞାନିକମାନଙ୍କ ମତରେ ଆପଣଙ୍କ ମସ୍ତିଷ୍କରେ ଯେତେ କମ ରକ୍ତ ସଂଚାଳନ ହେବ, ତାହେଲେ ଆପଣଙ୍କ ମସ୍ତିଷ୍କ ସୁଦୃଢ ହୋଇ କାର୍ଯ୍ୟ କରିବ।ଯେଉଁ ପୁରୁଷ ଲୋକଙ୍କର ଯୌନ ସମ୍ବନ୍ଧିତ ସମସ୍ୟା ରହିଛି, ସେମାନଙ୍କୁ ସପ୍ତାହକୁ ଦୁଇରୁ ତିନିଥର ରସୁଣ ସେବନ କରିବା ଉଚିତ। ଦେଖିବେ ନିଶ୍ଚିତ ଭାବରେ ସେମାନଙ୍କୁ ଅଧିକ ସୁଫଳ ମିଳିବ।

କହିବାକୁ ଗଲେ ଆବଶ୍ୟକତା ଠାରୁ ଅଧିକ ରସୁଣ ସେବନ କଲେ, ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ପାରିବେ ନାହିଁ, ଏଭଳି କିଛି ସମସ୍ୟା ଦେଖା ଦେଇଥାଏ। ଯେଉଁ ଲୋକମାନଙ୍କର ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିଥାଏ, ବ୍ଲଡ ପ୍ରେସର ଅଧିକ ରହିଥାଏ ଓ ମଧୁମେହ ସମସ୍ୟା ରହିଥାଏ

ସେମାନଙ୍କୁ ସପ୍ତାହକୁ ଦୁଇଥର ସକାଳେ ଖାଲି ପେଟରେ କଞ୍ଚା ରସୁଣର ନିଶ୍ଚିତ ଭାବରେ ସେବନ କରିବା ଉଚିତ। ଏହାସହିତ ଯେଉଁମାନଙ୍କର କେଶ ଝଡିବା ସମସ୍ୟା ରହିଛି, ସେମାନେ କଞ୍ଚା ରସୁଣର ପେଷ୍ଟ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ମଧ୍ୟ ଦୂର ହୋଇଯିବ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *