Excuse Me Odisha

ଯାହା କହିବୁ ସତ କହିବୁ

ଆଜି ହିଁ ଶରୀରେ ଏହି ଜାଗାରେ ବାନ୍ଧି ନିଅନ୍ତୁ କଳାସୂତା। ମାଗିବା ପୂର୍ବରୁ ଆପଣଙ୍କର ସବୁ ଇଛା ହେବ ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ହିଁ ଶରୀରେ ଏହି ଜାଗାରେ ବାନ୍ଧି ନିଅନ୍ତୁ କଳାସୂତା। ମାଗିବା ପୂର୍ବରୁ ଆପଣଙ୍କର ସବୁ ଇଛା ହେବ ପୂରଣ।

ବନ୍ଧୁଗଣ ଏହି କଳାସୂତାର ଉପାୟରେ ନିଜର ବନ୍ଦ ଭାଗ୍ୟକୁ ଖୋଲି ପାରିବେ। ଆଜି ପର୍ଯ୍ୟନ୍ତ ଲୋକେ ଶରୀରରେ କଳା ସୂତା ବାନ୍ଧିବାର ଶୁଣିଥିବେ। ଆଜି ଆମେ ଆପଣଙ୍କୁ କେଉଁ ରାଶିର ଲୋକ କଳା ସୂତା ବାନ୍ଧିଲେ ଶୁଭ ଏବଂ କେଉଁ ରାଶିର ଲୋକ କଳା ସୂତା ବାନ୍ଧିଲେ ଅଶୁଭ ହୋଇଥାଏ ତାହା ଆଜି ଆମେ ଜାଣିବା। ଏହା ସହିତ ଲାଲ ସୂତା ବାନ୍ଧିବାର ଲାଭ ବିଷୟରେ ବି ଜାଣିବା। ଏହି ଉପାୟକୁ କରିବା ଦ୍ୱାରା ଧନ ସହିତ ଜଡିତ ସବୁ ସମସ୍ୟାକୁ ସମାପ୍ତ କରି ହେବ। ଯଦି ଆପଣ ଶରୀରରେ ଏହି ଜାଗାରେ ବାନ୍ଧନ୍ତି କଳା ସୂତା ତ ପ୍ରତ୍ୟକ ଜିନିଷ ଆପଣଙ୍କ ପାଦ ତଳେ ରହିବ।

ଆଜିକାଲି ଅଧିକାଂଶ ଲୋକ ଖରାପ ଦୃଷ୍ଟିରେ ଶିକାର ହୋଇଥାନ୍ତି ଆମର ବଡ଼ ଲୋକମାନେ ଏହା କହିଥାନ୍ତି କି କେଉଁ ବି ଶୁଭ ଦିନରେ କଳା କପଡା ପିନ୍ଧିବା ଶୁଭ ନୁହେଁ। କାରଣ କଳା କପଡା ଦ୍ୱାରା ନକରାତ୍ମକ ଶକ୍ତି ଆକର୍ଷଣ ହୋଇଥାଏ କିନ୍ତୁ ଯେମିତି ହିଁ ଆମର ଖରାପ ନଜର କଥା ମନକୁ ଆସିଥାଏ ତ ଆମକୁ କେବଳ କଳା ଜିନିଷର ହିଁ ଧ୍ୟାନ ଆସିଥାଏ। ପ୍ରାୟ ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ କଳା ଜିନିଷର ପ୍ରୟୋଗ କରାଯାଏ ଯେମତିକି କଳା ସୂତା କଳା ଟୀକା।

ଏମିତି ଲୋକେ ଅଛନ୍ତି ଯେଉଁମାନେ ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ କଳା ସୂତା ବ୍ୟବହାର କରିଥାନ୍ତି। ଛୋଟ ହୁଅନ୍ତୁ ଅବା ବଡ଼ ପ୍ରତ୍ୟକ ଜଣଙ୍କୁ ଖରାପ ନଜରରୁ ବଞ୍ଚିବା ପାଇଁ ସେମାନଙ୍କୁ କଳା ସୂତା ବନ୍ଧାଯାଏ। ଆହୁରି ଅନେକ ଲୋକ ଅଛନ୍ତି ସବୁବେଳେ ଆର୍ଥିକ ସମସ୍ୟାରେ ଘେରି ରହିଥାନ୍ତି। ଆଉ ବହୁତ ଶୀଘ୍ର ସେଥିରୁ ମୁକ୍ତି ପାଇବା ପାଇଁ ଚାହିଁଥାନ୍ତି ଏମିତିରେ ଯଦି ଆପଣ ମଧ୍ୟ ଏଥିରେ ସାମିଲ ଅଛନ୍ତି ଆପଣଙ୍କୁ ଯଦି ଟଙ୍କାର ସମସ୍ୟା ସବୁବେଳେ ହେଉଛି ତ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଯେଉଁ ଉପାୟ ଜଣେଇବୁ ତାହା ଆପଣଙ୍କୁ ଖରାପ ଦୃଷ୍ଟିରୁ ତ ବଞ୍ଚାଇବ ତା ସହିତ ଆପଣଙ୍କୁ ଧନ ସହିତ ଜଡିତ ସବୁ ସମସ୍ୟାକୁ ଦୂର କରିବ।

ଏଥିପାଇଁ ଆପଣଙ୍କୁ ଭୈରବ ଦେବଙ୍କ ମନ୍ଦିରରେ କଳା ସୂତା ପୂଜା କରି ଆଣିବାର ଅଛି। ସେଥିରେ ଅଳ୍ପ ଟିକେ ସୋରିଷ ତେଲ ଲଗାଇଦେବେ। ଏହାପରେ ତାକୁ ନିଜର ଡାହାଣ ହାତରେ ବାନ୍ଧି ଦେବେ। ଏହିସବୁ କରିବା ସମୟରେ ଆପଣ ଭଗବାନଙ୍କୁ ସ୍ମରଣ କରିବେ। ଏମିତି କରିବା ଦ୍ୱାରା ଆପଣଙ୍କ ଧନ ସହ ଜଡିତ ସବୁ ସମସ୍ୟା ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଖରାପ ଦୃଷ୍ଟି ଲାଗିଲେ କଳା ସୂତାକୁ କେମିତି ବ୍ୟବହାର କରିବେ।

ଏଥିପାଇଁ ମଙ୍ଗଳବାର କିମ୍ବା ଶନିବାର ଦିନ କଳା ସୂତା ନେଇ ଭଗବାନ ହନୁମାନ ମନ୍ଦିରକୁ ଯାଆନ୍ତୁ। ଆଉ ସେହି କଳା ସୂତାକୁ ଭଗବାନ ହନୁମାନଙ୍କ ଚରଣରେ ରଖି ଦେବେ। ଏହାପରେ ଏଥିରେ ଭଗବାନ ହନୁମାନଙ୍କ ସିନ୍ଦୁର ଲଗେଇ ଦେବେ। ଏହାପରେ ସେହି କଳା ସୂତାକୁ ନିଜ ବେକ କିମ୍ବା ଡାହାଣ ହାତରେ ବ୍ୟବହାର କରିପାରିବେ। ଏମିତି କରିବା ଦ୍ୱାରା ସବୁ ଖରାପ ଦୃଷ୍ଟି ଦୂର ହୋଇଯିବ।

ଯଦି ଆପଣଙ୍କ ବିଜନେସରେ ସବୁବେଳେ କ୍ଷତି ହେଉଛି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି ତାହେଲେ ଶନିବାର ଦିନ କଳା ସୂତା ଭଗବାନ ହନୁମାନ ମନ୍ଦିରକୁ ନେଇକି ଯିବେ। ଆଉ ସେଥିରେ ୯ ଟି ଗଣ୍ଠି ପକାଇ ଦେବେ। ଏହାପରେ ସେଥିରେ ହନୁମାନଙ୍କ ସିନ୍ଦୁର ଲଗେଇ ଏହାକୁ ନିଜର ଘରର ସିନ୍ଦୁକ କିମ୍ବା ଦୁକାନରେ ରଖିଦେବେ। ଆପଣ ଚାହିଁଲେ ଏହାକୁ ଘରର ମୁଖ୍ୟ ଦ୍ୱାରରେ ବି ବାନ୍ଧି ପାରିବେ। କୁହାଯାଏ କି ଏପରି କଲେ ଘରେ ଧନର ବର୍ଷା ହୋଇଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନଙ୍କୁ କଳା ସୂତା ବାନ୍ଧିବା ଭଲ ନୁହେଁ। ଯଦି ସେମାନେ ବାନ୍ଧିବେ ତେବେ ନକରାତ୍ମକ ଶକ୍ତି ଏବଂ ଖରାପ ଶକ୍ତିର ପ୍ରଭାବ ସେମାନଙ୍କ ଉପରେ ପଡିପାରେ। ଆଉ ସେମାନଙ୍କ ଜୀବନରେ ଦୁଃଖ କଷ୍ଟ ଆସିପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ କଳା ସୂତା ବାନ୍ଧିବା ଉଚିତ ନୁହେଁ।

ମେଷ ରାଶି। ଏହି ରାଶିର ଲୋକ ମାନଙ୍କୁ କେବେବି କଳା ସୂତା ନିଜ ହାତରେ ଧାରଣ କରିବା ଉଚିତ ନୁହେଁ। ଏହାର କାରଣ ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି। ଅର୍ଥାତ ଭଗବାନ ହନୁମାନଙ୍କୁ କେବଳ ନାରଙ୍ଗୀ ରଙ୍ଗ ଏବଂ ଲାଲ ରଙ୍ଗ ହିଁ ପସନ୍ଦ ଅଟେ। ସେଥିପାଇଁ ଏହି ରାଶିର ସମସ୍ତ ଲୋକଙ୍କୁ ନିଜ ହାତରେ କେବଳ ଲାଲ ସୂତା ପିନ୍ଧିବା ଉଚିତ। କଳା ସୂତା ପିନ୍ଧିଲେ ଧନ ସହିତ ଜଡ଼ିତ ସମସ୍ୟା ଲାଗିରହିଥାଏ। କୌଣସି କାମରେ ସଫଳତା ମିଳି ନଥାଏ।

ବିଛା ରାଶି। ଏହି ରାଶିର ସ୍ୱାମୀ ବି ମଙ୍ଗଳ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ରାଶି ବିଛା ଅଟେ ଖାସ କରି ମହିଳାମାନେ ନିଜ ଗୋଡ଼ରେ ଯଦି କଳା ସୂତା ବାନ୍ଧନ୍ତି ଆଉ ପୁରୁଷ ମାନେ ହାତରେ ବାନ୍ଧିଛନ୍ତି ତାହେଲେ ଶୀଘ୍ର ବାହାର କରି ନିଅନ୍ତୁ କାରଣ ଯଦି ଆପଣଙ୍କ ଜୀବନରେ ଯଦି କିଛି ସମସ୍ୟା ଚାଲୁଛି ତାହାର କାରଣ ଏହି କଳା ସୂତା ହୋଇପାରେ। ସେଥିପାଇଁ ଏହି ରାଶିର ଲୋକମାନେ କଳା ସୂତା ପିନ୍ଧିବା ଉଚିତ ନୁହେଁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ। ଆପଣ ଲାଲ ସୂତା ବାନ୍ଧିପାରିବେ।

ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କଳା ସୂତା ପିନ୍ଧିବା ଉଚିତ ହୋଇଥାଏ।

ଯଦି ଆପଣ ଶନିଙ୍କ ସାଢ଼େ ସାତିରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତ ଆପଣ କେଉଁ ବି ଶନିବାର ଦିନ ଶୀଘ୍ର ଉଠି ସ୍ନାନ ଆଦି କରି ହାତରେ ୩ କିମ୍ବା ୫ ଥର ଘୁରେଇବା ପରେ ସେତିକି ଲାଲ ସୂତା ନେଇ ନିଜର ଇଷ୍ଟ ଦେବତା ଅର୍ଥାତ ପୂର୍ବ ଦିଗକୁ ମୁହଁ କରି ବସି ଯାଆନ୍ତୁ। ଏହାପରେ ଭଗବାନ ହନୁମାନଙ୍କୁ ସ୍ମରଣ କରି ଏହି ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ର ଟି ହେଉଛି କୋନସୋ ସଂକଟ ମୋର୍ ଗରିବ କୋ ଜୋ ତୁମସେ ନେହିଁ ଜାତେ ହେ ଟାରେ ବେଗୀ ହରେ ହନୁମାନ ମହା ପ୍ରଭୁ ଜୋ କୋଇ ସଂକଟ ହୋଏ ହମାରୋ।

ଏହା ପରେ ନିଜର ଡାହାଣ ହାତରେ ଲାଲ ସୂତାକୁ ରଖି ୧୦୮ ଥର ଓମ ହମ ହନୁମନ୍ତେ ନମଃ ମନ୍ତ୍ରର ଜପ କରନ୍ତୁ। ଏହି ମନ୍ତ୍ର ଆପଣଙ୍କ ସୂତାକୁ ଅଭି ମନ୍ତ୍ରିତ କରିବ। ଆଉ ଏହି ସୂତାକୁ ଆପଣଙ୍କ ରକ୍ଷା କବଜ ପରି ରକ୍ଷା କରିବ। ଏହାପରେ ମହିଳା ମାନେ ବାମ ହାତରେ ପୁରୁଷ ମାନେ ଡାହାଣ ହାତରେ ଏହି ସୂତାକୁ ପିନ୍ଧି ପାରିବେ। ସୂତା ପୁରୁଣା ହୋଇଗଲେ କିମ୍ବା ଛିଣ୍ଡି ଗଲେ କୌଣସି ବି ଶନିବାର ଦିନ ଆପଣ ପୁଣି ଏହିପରି ଭାବରେ ଉପାୟକୁ ପାଳନ କରି ସୂତାକୁ ବାନ୍ଧି ପାରିବେ।

ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଲାଲ ସୂତା ପିନ୍ଧିଲେ ଶୁଭ ହୋଇଥାଏ।

ମେଷ ରାଶି। ଏହି ରାଶିର ଲୋକ ଲାଲ ସୂତା ପିନ୍ଧିଲେ ବହୁତ ଶୁଭ ହୋଇଥାଏ। ଏହା ସହିତ ଏମାନଙ୍କୁ ସମାଜରେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ। ଚାକିରୀରେ ଉନ୍ନତି ହେବ। ଘର ପରିବାରରେ ସବୁବେଳେ ଖୁସିର ବାତାବରଣ ରହିବ।

ସିଂହ ରାଶି। ଏହି ରାଶିର ଲୋକେ ନିଜ ହାତରେ ଲାଲ ସୂତା ପିନ୍ଧିଲେ ଏହା ବହୁତ ଶୁଭ ଏବଂ ଲାଭକାରୀ ହୋଇଥାଏ। ଏହା ସହିତ ଏମାନଙ୍କୁ ଭଗବାନଙ୍କ କୃପା ମିଳିବା ସହିତ ଚାକିରୀ ଏବଂ ବ୍ୟବସାୟରେ ସଫଳତା ମିଳିଥାଏ।

କନ୍ୟା ରାଶି। ଏହି ରାଶିର ଲୋକମାନେ ଲାଲ ସୂତା ନିଶ୍ଚୟ ବାନ୍ଧିବା ଦରକାର। ଏହା ଦ୍ବାରା ସେମାନଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ।

କର୍କଟ ରାଶି। ଏହି ରାଶିର ଲୋକେ ଲାଲ ସୂତା ବାନ୍ଧିଲେ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *