Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଖୁସିରେ ରହିବା ପାଇଁ ଚାହୁଁଥିଲେ ରବିବାର ଦିନ ଏହି ଗୋଟିଏ କାମ କେବେବି କରନ୍ତୁ ନାହିଁ। ମା ଲକ୍ଷ୍ମୀ ଫେରି ଯିବେ କବାଟ ପାଖରୁ।

ସେୟାର୍ କରନ୍ତୁ

ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କ ଦିନ ଅଟେ। ଆଉ ସୂର୍ଯ୍ୟ ଯିଏ ଆତ୍ମାର ବି କାରକ ଅଟନ୍ତି। ପିତା ସମ୍ମାନ ଏବଂ ସରକାରୀ ଚାକିରୀର ବି କାରକ ଅଟନ୍ତି। ତ ଭଗବାନ ସୂର୍ଯ୍ୟଦେବଙ୍କ ଉପସନା କଲେ ନବ ଗ୍ରହ ବି ଆପଣଙ୍କ କଣ୍ଟ୍ରୋଲରେ ବି ଆସିଯାନ୍ତି କିନ୍ତୁ ରବିବାର ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହା ଭୁଲରେ ବି କରିବା ଉଚିତ ନୁହେଁ। ଏମିତି ଜିନିଷ ଅଛି ଯାହା ଖାଇବା ବି ଉଚିତ ନୁହେଁ।

ରବିବାର ଦିନ ଛୁଟିର ଦିନ ହୋଇପାରେ ଏଥିପାଇଁ ଲୋକେ ଏହାର ଲାଭ ଉଠାଇ ଥାନ୍ତି ଭଲସେ ଖାଇଥାନ୍ତି। ଏହା ଭଲ କଥା କିନ୍ତୁ ଯଦି ଆପଣ ଚାହାନ୍ତି କି ଆପଣଙ୍କ କୁଣ୍ଡଳୀ ଭଲ ଫଳ ଦେଉ ତ ରବିବାର ଦିନର କିଛି କଥାର ଧ୍ୟାନ ନିଶ୍ଚୟ ଦିଅନ୍ତୁ। ରବିବାର ଦିନ ଛୁଟିର ଦିନ ହୋଇଥାଏ ତ କିଛି ଜିନିଷ ଭଲ ବି ହୋଇଥାଏ ତ ଆଉ କିଛି ଜିନିଷ ଖରାପ ବି ହୋଇଥାଏ। କିନ୍ତୁ କୌଣସି ଜିନିଷ କିଣିବା ଉଚିତ ନୁହେଁ

ରବିବାର ଦିନ ଲୁହା ଜିନିଷ କିମ୍ବା ଫର୍ନିଚର କିଣିବା ଉଚିତ ନୁହେଁ। ମାନ୍ୟତା ଅଛି କି ରବିବାର ଦିନ ତମ୍ବାର ଜିନିଷ ବିକିବା ଉଚିତ ନୁହେଁ।

ଏହି ଦିନ କଳା ନୀଳ ଗ୍ରେ ରଙ୍ଗର କପଡା ପିନ୍ଧିବା ଉଚିତ ନୁହେଁ।

ମାନ୍ୟତା ଅଛି କି ରବିବାର ଦିନ ବିଗିଡି ଯାଇଥିବା ସୂର୍ଯ୍ୟଙ୍କୁ ଭଲ କରିବା ପାଇଁ ମଦ ମାଂସର ସେବନ କରନ୍ତୁ ନାହିଁ। ଯଦି ଖାଇବେ ସନ୍ଧ୍ୟା ପରେ ଖାଆନ୍ତୁ। ଦିନରେ ଖାଆନ୍ତୁ ନାହିଁ। ଆଉ ମାଛ ଭୁଲରେ ବି ଖାଆନ୍ତୁ ନାହିଁ।

ଏହି ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ଅତି କମରେ ଗୋଟେ ଲୋଟା ଜଳ ଅର୍ପଣ କରନ୍ତୁ। ଯଦି ଅର୍ପଣ କରି ପାରୁନାହାନ୍ତି ତ ପ୍ରଣାମ ବି କରି ୨୭ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ଯଦି ଆପଣ ଚାହାଁନ୍ତି ଆପଣଙ୍କ ସୂର୍ଯ୍ୟ ଆପଣଙ୍କ କଣ୍ଟ୍ରୋଲରେ ରହୁ ତେବେ ରବିବାର ଦିନ ଅଦାର ସେବନ କରନ୍ତୁ ନାହିଁ। କିନ୍ତୁ ଅନ୍ୟ ଜିନିଷ ଖାଇ ପାରିବେ କିନ୍ତୁ ଅଦା କେବେବି ଖାଇବେ ନାହିଁ।

ରବିବାର ଦିନ ଖେଚିଡି ବି ଖାଇବା ଉଚିତ ନୁହେଁ।

ଯଦି ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି ଆଉ ଚାହୁଁଛନ୍ତି ଚାକିରୀ ମିଳୁ ତ ରବିବାର ଦିନ ସୋରିଷ ତେଲର ସେବନ କରିବା ବନ୍ଦ କରି ଦିଅନ୍ତୁ। କେବଳ ରବିବାର ଦିନ ଅନ୍ୟ ଦିନରେ ଖାଇପାରିବେ। ଆଉ ଶରୀରରେ ମଧ୍ୟ ସୋରିଷ ତେଲ ଲଗେଇବେ ନାହିଁ। ଏହା ଦ୍ବାରା ସୂର୍ଯ୍ୟ ଠିକ ହୋଇଯିବ।

ରବିବାର ଦିନ ତିଳର ବ୍ୟବହାର କେବେବି କରନ୍ତୁ ନାହିଁ କି ଖାନ୍ତୁ ନାହିଁ କି ଛୁଅନ୍ତୁ ନାହିଁ। ଏହି ଦିନ ତିଳ ଖାନ୍ତୁ ନାହିଁ କି ଦାନ କରନ୍ତୁ ନାହିଁ

ରବିବାର ଦିନ ଲାଲ ମସୁର ଡାଲି ବି ଖାଇବା ଉଚିତ ନୁହେଁ। କୁହାଯାଏ ଏହି ଦିନ ଲାଲ ମସୁର ଡାଲି ଖାଇଲେ ଆପଣଙ୍କର ଯେଉଁ ପୁଣ୍ୟ ଫଳ ଅଛି ତାହା କମ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *