Excuse Me Odisha

ଯାହା କହିବୁ ସତ କହିବୁ

ଏହି ମାସରେ ଏହି ୪ ଗୋଟି ରାଶିର ଲୋକଙ୍କ ଜୀବନରେ ଘଟିବାକୁ ଯାଉଛି ବଡ଼ ଘଟଣା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଗ୍ରହ ନକ୍ଷତ୍ରର ଚାଳନାରେ ପରିବର୍ତ୍ତନ କାରଣରୁ, ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। କେତେବେଳେ କେଉଁ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିଥାଏ, ତ ଆଉ କିଛି ରାଶିର ଲୋକଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିଥାଏ।ଆପଣ ଜାଣିଥିବେ କି ପ୍ରତ୍ୟେକ ମାସରେ ରାଶିଚକ୍ରରେ ଅନେକ ପରିବର୍ତ୍ତନ ହୋଇଥାଏ। ଜ୍ୟୋତିଷ ମାନଙ୍କ ମତରେ ଏହି ମାସର ଆରମ୍ଭରୁ କିଛି ରାଶିର ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି:-

ଏହି ମାସରେ ହେବାକୁ ଯାଉଥିବା ବଡ଼ ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି।ଏହି ରାଶିର ଲୋକେ କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବ୍ୟବସାୟରେ ଲାଭବାନ ହେବେ।ଅଚାନକ ଆପଣଙ୍କୁ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି।ଅବିବାହିତ ଲୋକମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ଆପଣ ନିଜ ପାରିବାରିକ ଜୀବନରେ ବହୁତ ଖୁସିରେ ରହିବେ। ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଏମାନେ ଧର୍ମ କର୍ମ କାର୍ଯ୍ୟରେ ଲିପ୍ତ ରହିବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବା ସହିତ ପ୍ରଶଂସାର ପାତ୍ର ହେବେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ବିରାଜମାନ ହେବ। ଗୁରୁଜନଙ୍କ ଆଶୀର୍ବାଦରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ପ୍ରାପ୍ତ ହେବ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କୁ ପ୍ରଭୁ ହନୁମାନଙ୍କର ଆରାଧନା କରିବା ଉଚିତ। ଏହି ମାସରେ ଆପଣଙ୍କୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଏହାସହିତ ଆପଣଙ୍କର ସମସ୍ତ ଅଭିଳାଷା ମଧ୍ୟ ପୂରଣ ହେବ।କିନ୍ତୁ ଏହି ସମୟରେ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କୁ ଅନେକ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ଆପଣ ଅନେକ କାର୍ଯ୍ୟ କରିବାରେ ସକ୍ଷମ ହେବେ। ବ୍ୟାପାର କ୍ଷେତ୍ରରେ ଦେଖା ଯାଉଥିବା ସମସ୍ତ ସମସ୍ୟା ଦୀର ହୋଇଯିବ।ଅଚାନକ ଆପଣଙ୍କୁ ଧନ ସମ୍ପତ୍ତି ମିଳିବାର ସଂକେତ ମିଳୁଛି। ଏହି ସମୟରେ ଆପଣଙ୍କୁ ଅସହାୟ ଲୋକଙ୍କୁ ଦାନ କରିବା ଉଚିତ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *