Excuse Me Odisha

ଯାହା କହିବୁ ସତ କହିବୁ

ବାସୀ ରୋଟି ଖାଇଲେ ଭାଗ୍ୟର ତାଲା ଖୋଲିଥାଏ । ଗୋଟିଏ ରୋଟିରେ ଚମକାଉନ୍ତୁ ନିଜର ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାସୀ ରୋଟି ଖାଇଲେ ଭାଗ୍ୟର ତାଲା ଖୋଲିଥାଏ। ୧ ରୋଟିରେ ଚମକାଉନ୍ତୁ ନିଜର ଭାଗ୍ୟ।

ବନ୍ଧୁଗଣ ଏମିତି ରୋଟି କେବେବି ଖାଆନ୍ତୁ ନାହିଁ। ଯଦି ଆପଣଙ୍କ ପାଖରେ ଅଳ୍ପ ବି ସମୟ ଅଛି ତ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ପ୍ରାୟ ଲୋକ ଖାଦ୍ୟ ଅଧିକ ବନାଇଥାନ୍ତି ଏବଂ କିଛି ଖାଦ୍ୟ ବଳକା ବି ହୋଇଯାଇଥାଏ। ରୋଟି ପର ଦିନ ଅର୍ଥାତ ବାସୀ ରୋଟି ଘରର ସଦସ୍ୟ କିମ୍ବା ପିଲା ଖାଇଥାନ୍ତି। ଯଦି ଆପଣଙ୍କ ଘରେ ବି ଏମିତି ହୋଇଥାଏ ତ ଏହି ସୂଚନା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଯଦି ଆପଣ ଏମିତି ରୋଟି ଖାଉଛନ୍ତି ତ ଆପଣଙ୍କୁ ମାଲାମାଲ ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଆଉ ଏହା ସହିତ ଜାଣିବା ଏମିତି କିଛି ଭୁଲ ବିଷୟରେ ଯଦି ଆପଣଙ୍କ ଘରେ ବି ମହିଳାମାନେ ଏମିତି କରୁଛନ୍ତି ତ ଆଜି ହିଁ ଅଟକାଇ ଦିଅନ୍ତୁ ନଚେତ ପୁରା ଘର ହୋଇଯିବ ବର୍ବାଦ।

ବନ୍ଧୁଗଣ ରୋଷେଇ ଘରେ ଏହି ଭୁଲ କେବେବି କରିବା ଉଚିତ ନୁହେଁ। ଏହି ଭୁଲ ଯୋଗୁ ମା ଅନ୍ନପୂର୍ଣ୍ଣା ଘର ଛାଡି ଚାଲିଯିବେ। ଏହାକୁ ବଡ଼ ପାପ ମାନାଯାଏ। ପୁରା ଘର ପରିବାର ବର୍ବାଦ ହୋଇଯାଏ। ଆଉ ଘରେ ଅନର୍ଥ ହୋଇଯାଏ। ରୋଷେଇ ଘରେ ଏହି ଭୁଲ କଲେ ବ୍ୟକ୍ତି ନିର୍ଧନୀ ହୋଇଯାଇଥାଏ। ଆଉ ଗରିବିର ସାମ୍ନା କରିବାକୁ ପଡିଥାଏ। ଆଉ ପୁରା ପରିବାରକୁ ଏହି ଭୁଲର ସଜା ଭୋଗିବାକୁ ପଡିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଯାଏ ତ ମାଙ୍କ ସହିତ ସବୁ ଦେବୀ ଦେବତା ଏକ ସହିତ ବାସ କରିଥାନ୍ତି। ଆଉ ତାଙ୍କ ଘରେ ଧନର ଭଣ୍ଡାର ଭରି ରହିଥାଏ। ସେଥିପାଇଁ ରୋଷେଇ ଘରେ ଏହି ଭୁଲ କେବେବି କରନ୍ତୁ ନାହିଁ।

ବ୍ୟକ୍ତିକୁ ସଫଳତା ମିଳିବା ପାଇଁ ସର୍ବପ୍ରଥମେ ସେ ସୁସ୍ଥ ରହିବା ଦରକାର। ଆଉ ଯଦି ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ ରହିଥାଏ ତ ବ୍ୟକ୍ତି ସର୍ବଦା ସଫଳତା ହାସଲ କରିଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ରୋଷେଇ ଘରେ ଏହି ଭୁଲ ହୋଇନଥାଏ ତ ସେହି ଘରେ ମା ଅନ୍ନପୂର୍ଣ୍ଣା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଆଉ ଆପଣଙ୍କୁ ମାଲାମାଲ କରି ଦେଇଥାନ୍ତି।

ଅନେକ ମହିଳା ଅଛନ୍ତି ରୋଷେଇ କରିବା ପୂର୍ବରୁ ସ୍ନାନ କରନ୍ତି ନାହିଁ ହାତ ଗୋଡ଼ ଧୋଇ ନଥାନ୍ତି। ଆଉ ରୋଷେଇ ଘରେ ଖାଦ୍ୟ ବନେଇବା ସମୟରେ ଏଠି ସେଠି ଯେମିତି କେଶରେ ମୁହଁରେ ହାତ ଲଗେଇ ଥାନ୍ତି ଆଉ ହାତ ନଧୋଇ ହାତକୁ ସଫା ନକରି ଖାଦ୍ୟ ବନେଇଥାନ୍ତି ତ ଏମିତିରେ ଖାଦ୍ୟ ଦୂଷିତ ହୋଇଯାଇଥାଏ ଏବଂ ସେହି ଖାଦ୍ୟ ଖାଇବା ଦ୍ୱାରା ଘର ପରିବାରରେ ବିମାରୀ ଆସିଥାଏ ଆଉ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି। ଏମିତି ଘରେ ଦରିଦ୍ରତାର ବାସ ହୋଇଥାଏ। ଏମିତି ଘରେ ରହୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିନଥାଏ ଆଉ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ। ଏଥିପାଇଁ ଏମିତି ଭୁଲ କେବେବି କରନ୍ତୁ ନାହିଁ। ସର୍ବଦା ସ୍ୱଚ୍ଛ ହାତରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ

ଯେଉଁଠି ଗୃହିଣୀ ଖାଦ୍ୟ ପ୍ରସ୍ତୁତ କରିଥାଏ ସେହି ସ୍ଥାନ ସ୍ୱଚ୍ଛ ନଥିଲେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ ଏହା ସହିତ ଶନି ବି କ୍ରୋଧିତ ହୋଇଯାନ୍ତି। ଏମିତି ଘରେ ରୋଜଗାର କରିଥିବା ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ। ପୁରା ଘର ନିର୍ଧନୀ ହୋଇଯାଏ। ଏଥିପାଇଁ ରୋଷେଇ ଘର ସର୍ବଦା ସଫା ପରିଷ୍କାର ରଖିବା ଉଚିତ। ଏହା ସହିତ ଗଙ୍ଗା ଜଳ ନିଶ୍ଚୟ ଛିଞ୍ଚନ କରିବା ଉଚିତ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣା ଆକର୍ଷିତ ହୋଇଥାନ୍ତି ଏବଂ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।

ନିଜ ଘରେ ଧାରୁଆ ଜିନିଷ ରଖିବା ଉଚିତ ନୁହେଁ। ଏମିତି ଜିନିଷ ରଖିଲେ ପରିବାରରେ କ୍ଳେଶ ବଢିଥାଏ ଆଉ ଲଢେଇ ଝଗଡା ଆଦି ହୋଇଥାଏ। ରୋଷେଇ ଘରେ ୧ ରୁ୨ ଟିରୁ ଅଧିକ ରଖିବା ଉଚିତ ନୁହେଁ। ଏମିତି ଛୁରୀ ଯାହାକୁ ଆପଣ ଏବେ ବ୍ୟବହାର କରୁନାହାନ୍ତି କିନ୍ତୁ ଆପଣ ଏବେବି ରୋଷେଇ ଘରେ ତାକୁ ରଖିଛନ୍ତି ତ ଏମିତି ବେକାର ପଡିଥିବା ଛୁରୀ ରୋଷେଇ ଘରେ ରଖିବା ଉଚିତ ନୁହେଁ। ଏମିତି ଜିନିଷକୁ ତୁରନ୍ତ ବାହାର କରିଦେବା ଉଚିତ। ଏହି ଜିନିଷ ରହିଲେ ନକରାତ୍ମକ ଉର୍ଜା ଅଧିକ ଆକର୍ଷିତ ହୋଇଥାଏ। ଏହା ଦ୍ୱାରା ଅଧିକ ଖରାପ ପ୍ରଭାବ ପଡିଥାଏ।

ରୋଷେଇ ଘର ସାମ୍ନାରେ ଝାଡୁ ଚପଲ କେବେବି ରଖିବା ଉଚିତ ନୁହେଁ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି ଆଉ ପୁରା ଘରକୁ ଗରିବିର ସାମ୍ନା କରିବାକୁ ପଡିଥାଏ। ଏହାକୁ ପାପ ବି ମାନାଯାଏ ତ ଏଥିପାଇଁ କେବେବି ରୋଷେଇ ଘର ସାମ୍ନାରେ ଝାଡୁ ଚପଲ ରଖିବା ଉଚିତ ନୁହେଁ।

ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଅଇଁଠା କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ। ଏହା ଦ୍ବାରା ଘରେ ଦରିଦ୍ରତାର ବାସ ହୋଇଥାଏ। ବହୁତ ମହିଳା ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟର ମସଲା ଲୁଣ ହୋଇଛି କି ନାହିଁ ଚାଖି ଥାନ୍ତି ଏହାବି କରିବା ଉଚିତ ନୁହେଁ। ଏହା ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଘର ଧୀରେ ଧୀରେ ଦରିଦ୍ରତା ହୋଇଯାଇଥାଏ। ଏଥିପାଇଁ ଖାଇବା ସମୟରେ ଖାଦ୍ୟକୁ ସର୍ବପ୍ରଥମେ କେଉଁଠି ଚଢେଇ ଦିଅନ୍ତୁ କିମ୍ବା ଅଳ୍ପ ଟିକେ କୌଣସି କନ୍ୟାଙ୍କୁ ଖୁଆଇ ଦିଅନ୍ତୁ। ତେବେ ଯାଇ ଆପଣ ଖାଦ୍ୟ ଚାଖି ପାରିବେ।

ଯଦି ବାରମ୍ବାର ଆପଣଙ୍କ ଖାଦ୍ୟରେ ବାଳ ବାହାରୁଛି ତ ଏହା ବହୁତ ଅଶୁଭ ହୋଇଥାଏ। ଏହା ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ। ଏମିତି ଘର ସର୍ବଦା ଦାରିଦ୍ର୍ୟତା ରହିଥାଏ। ଖାଦ୍ୟରେ କେବେବି ବାଳ ବାହାରିବା ଉଚିତ ନୁହେଁ। ଏହା ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ମାନାଯାଏ। ଏହା ଦ୍ୱାରା ଘରେ ଭୟଙ୍କର ରୋଗର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ମହିଳାଙ୍କୁ ସର୍ବଦା ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବାଳକୁ ବାନ୍ଧି ହିଁ ରୋଷେଇ କରିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏମିତି କିଛି ଜିନିଷ ଅଛି ଯାହା ରୋଷେଇ ଘରେ କେବେବି ରଖିବା ଉଚିତ ନୁହେଁ। ଏହାକୁ ରଖିଲେ ଚିନ୍ତାର ବୃଦ୍ଧି ହୋଇଥାଏ।

ଆଇନା। ଘର ସୁନ୍ଦର ଦେଖାଯିବା ପାଇଁ କିଛି ଲୋକ ରୋଷେଇ ଘରେ ଆଇନା ଲଗେଇଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଆଇନା କେବେବି ରଖିବା ଉଚିତ ନୁହେଁ। ଏହା ଏଥିପାଇଁ ରୋଷେଇ ଘରେ ଚୁଲା ଅଗ୍ନି ଦେବଙ୍କ ସୂଚକ ମାନାଯାଏ। ଯଦି ଆଇନାରେ ଚୁଲା ଦେଖାଯାଏ ତ ଅଶୁଭ ମାନାଯାଏ। ଏହା ଦ୍ବାରା ଘରେ କ୍ଳେଶ ବଢିଥାଏ। ଏହା ସହିତ ଘରେ ଆର୍ଥିକ ସ୍ଥିତିବି ଖରାପ ହୋଇଥାଏ।

ଚକଟା ହୋଇଥିବା ଅଟା। ଅନେକ ମହିଳା ରୋଟି କରିବା ସମୟରେ ବଳକା ଅଟା ଚକଟା ରଖି ଦେଇଥାନ୍ତି। ଆଉ ସକାଳେ ତାହାକୁ ରୋଟିରେ ବ୍ୟବହାର କରିଥାନ୍ତି। ବାସ୍ତୁ ଅନୁସାରେ ଏହା ଉଚିତ ହୋଇନଥାଏ। ଚକଟା ହୋଇଥିବା ଅଟା ରୋଷେଇ ଘରେ ରହିଲେ ଶନି ଏବଂ କେତୁଙ୍କ ନକରାତ୍ମକ ପ୍ରଭାବ ପଡିଥାଏ। ଏହା ଦ୍ବାରା ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ।

ରୋଷେଇ ଘରେ ଭଙ୍ଗା ରୁଜା ବାସନ ରଖନ୍ତୁ ନାହିଁ। ରୋଷେଇ ଅନେକ ପ୍ରକାରର ବାସନ ବ୍ୟବହାର ହୋଇଥାଏ। କିଛି ବାସନ ଅଧିକ ବ୍ୟବହାର ହେବା ପରେ ଭାଙ୍ଗି ଯାଇଥାଏ ଆଉ ଆମେ ତାହାକୁ ବ୍ୟବହାର କରିଥାଉ ବାସ୍ତୁ ଅନୁସାରେ ଏହାକୁ ଅଶୁଭ ମାନାଯାଏ। ରୋଷେଇ ଘରେ କେବେବି ଭଙ୍ଗା ରୁଜା ବାସନ ରଖନ୍ତୁ ନାହିଁ। ଏହା ଦ୍ବାରା ପରିବାର ଭିତରେ ମତଭେଦ ହୋଇଥାଏ।

ବାସୀ ରୋଟି ଖାଇଲେ କଣ ହୋଇଥାଏ।

ଖାଦ୍ୟ ଯେତେବେଳେ ବାସୀ ହୋଇଯାଏ ତ ଆମେ ତାହାକୁ ଫୋପାଡ଼ି ଦେଇଥାଉ। ଆପଣ କେବେବି ଜାଣିନଥିବେ କି ବାସୀ ଖାଇବା ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇପାରେ। ଆସନ୍ତୁ ଜାଣିବା ବାସୀ ରୁଟି ସ୍ୱାସ୍ଥ୍ୟ ଏବଂ ଭାଗ୍ୟ ପାଇଁ କଣ ପ୍ରଭାବ ପକାଇ ଥାଏ।

ବାସୀ ରୋଟି ପାଚନ କ୍ରିୟା ପାଇଁ ବହୁତ ଲାଭଦାୟକ ହୋଇଥାଏ। ବାସୀ ରୋଟି ପାଚନ କ୍ରିୟାକୁ ମଜବୁତ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ମିଳିଥାଏ। ବାସୀ ରୁଟି ଖାଇଲେ ପେଟ ବଢିବାର ସମସ୍ୟା ଗ୍ୟାସ ସମସ୍ୟା କବଜ ସମସ୍ୟାରୁ ମୁକ୍ତି ମିଳିଥାଏ। ଶାସ୍ତ୍ର ଅନୁସାରେ ଖାଦ୍ୟ ଯେତେ ପର୍ଯ୍ୟନ୍ତ ଖରାପ ହୋଇନଥିବ ସେତେ ପର୍ଯ୍ୟନ୍ତ ଫୋପାଡିବା ଉଚିତ ନୁହେଁ। କାରଣ ଏହା ଭୋଜନର ଅପମାନ ହୋଇଥାଏ। ଏମିତିରେ ଯେଉଁ ବ୍ୟକ୍ତି ବାସୀ ବୋଲି ଭାବି ଖାଦ୍ୟ ଫୋପାଡ଼ି ନଥାଏ ଆଉ ତାକୁ ଗ୍ରହଣ କରିଥାଏ ତା ଉପରେ ମା ଅନ୍ନପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି।

ଧ୍ୟାନ ରଖନ୍ତୁ ବାସୀ ରୋଟିରେ ବିଷ ମିଳିଥାଏ ଯେତେବେଳେ ତା ଭିତରୁ ରସ ବାହାରି ଆସିଥାଏ। ବାସୀ ରୋଟିକୁ ଯେବେବି ଆପଣ ଖାଇବେ ତ କିମ୍ବା ଛୋଟ ପିଲା ଖାଇବ ତ ପ୍ରଥମେ ଆପଣ ତାକୁ ଚେକ ନିଶ୍ଚୟ କରିନେବେ। ଯଦି ବାସୀ ରୋଟିରେ ରସ ବାହାରୁ ଥିବ ତ ଆପଣଙ୍କ ପିଲାର ଜୀବନ ଯାଇପାରେ କିମ୍ବା ଆପଣ ରୋଗରେ ବି ପଡିପାରନ୍ତି। ବାସୀ ରୋଟି ହୋଇପାରେ କୌଣସି ଚମତ୍କାର ଠାରୁ କମ ନୁହେଁ କିନ୍ତୁ ଅଧିକ ଡେରି ପର୍ଯ୍ୟନ୍ତ ବାସୀ ରୋଟି ବିଷ ସହିତ ସମାନ ହୋଇଥାଏ। ଏଥିପାଇଁ ସାବଧାନତାର ସହିତ ବାସୀ ରୋଟିର ବ୍ୟବହାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *