Excuse Me Odisha

ଯାହା କହିବୁ ସତ କହିବୁ

ଅଦାର ଗୋଟେ ଖଣ୍ଡ ପୋତି ଦିଅନ୍ତୁ ଘରର ସବୁ ସଦସ୍ୟ କୋଟି କୋଟି ଟଙ୍କା କମେଇବେ।

ସେୟାର୍ କରନ୍ତୁ

ଯଦି ଲକ୍ଷେ ପ୍ରୟାସ ପରେ ବି ଉନ୍ନତି ନହେଉଛି ଆପଣ ଯେଉଁଠି ଚାଲୁଛନ୍ତି ସେଇଠି ରହି ଯାଉଛନ୍ତି ତ ସମସ୍ୟା ଅଧିକ ବଢିଯାଏ। ଯଦି ଆପଣ ଚାହୁଁଥାନ୍ତି ଅନେକ ଉନ୍ନତି କରନ୍ତୁ ବୋଲି ତ ଏହି ଉପାୟ କରନ୍ତୁ। ଜୀବନରେ ବହୁତ ଜିନିଷ ଆସିଥାଏ ଆଉ ଚାଲି ଯାଇଥାଏ। ଜୀବନରେ ଭଲ ସମୟରେ ଆଣୁଥିବା ଜିନିଷ ଭଲ ପରିଣାମ ଦେଇଥାଏ। ସମସ୍ତ ଜିନିଷର ଏକ ସମୟ ଥାଏ।

ପୁଣି ତାହା ସଜୀବ ହେଉ କିମ୍ବା ନିର୍ଜୀବ ହେଉ। ଏଥିପାଇଁ ଶୁଭ ମୁହୂର୍ତ୍ତ ଦେଖି କିମ୍ବା ଭଲ ଦିନ ଦେଖି ଆପଣ ସପିଂ କରିଥାନ୍ତି ତ ଆଜି ଆମେ ବୃକ୍ଷ ଲତା ବିଷୟରେ କହିବୁ। ଯାହା ବିଲକୁଲ ସଜୀବ ଅଟେ। ବୃକ୍ଷ ଲତା ଆମ ଜୀବନକୁ ପ୍ରଭାବିତ କରିଥାଏ। ତ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଯାହା ଦ୍ୱାରା ଆପଣ ଜୀବନରେ ବହୁତ ଉନ୍ନତି କରିବେ।

ଅଦା। ଯେବେବି ଏହି ପ୍ରକ୍ରିୟା କରିବେ ଯେମିତି ଆପଣଙ୍କୁ କେହି ବାଧା ଦେବେ ନାହିଁ କି କାହାରି ସହିତ କଥା ହେବେ ନାହିଁ ଚୁପ ରହିବେ ଆଉ ଚୁପରେ କରିବେ। ଅଦା ତ ଆପଣଙ୍କ ଘରେ ଥିବ। ଅଦାକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଏମିତି ମାନ୍ୟତା ଅଛି ଯାହାଙ୍କ ଘରେ ଅଦା ଥାଏ ସେହି ଘରେ ଧନର କମି ହୋଇନଥାଏ। ଯଦି ଆପଣଙ୍କ ଘରେ ଅଦା ଥିବ ଆଉ ସେଥିରେ ଗଛ ଉଠି ଯାଇଥିବ ତ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। କାରଣ ଅଦାରେ ଗଛ ବାହାରିବା ବି ଆପଣଙ୍କ ଜୀବନରେ ଉନ୍ନତି ଆଣିବାର ସୂଚନା ଦେଇଥାଏ।

ତ ଆସନ୍ତୁ ଗୋଟେ ଛୋଟ ଉପାୟ ବିଷୟରେ ଜାଣିବା। ଏହି ପ୍ରୟୋଗକୁ ଆପଣ କେଉଁବି ଦିନ କରିପାରିବେ। କିନ୍ତୁ ମଙ୍ଗଳବାର ଶନିବାର ଦିନ ଅଧିକ ଶୁଭ ହୋଇଥାଏ। ଅଦାକୁ ଆପଣ ଗୋଲ ଗୋଲ ପତଳା କରି କାଟନ୍ତୁ। ଯେଉଁଠି ଅଦାର ଗଛ ଉଠିଥିବ ଅର୍ଥାତ ଚେର ବାହାରିଥିବ। ଚେରକୁ ରଖିବେ ସେହିଠାରୁ ହିଁ କାଟିବେ। ଏବେ ଚେର ଵାଲା ଅଂଶରେ କୌଣସି ବି ଜିନିଷ ସାହାର୍ଯ୍ୟରେ ପଦ୍ମ ଫୁଲ କିମ୍ବା ଷ୍ଟାର ବନେଇ ଦିଅନ୍ତୁ। ଆଉ ନିଜର ମନର ଇଛା କୁହନ୍ତୁ। ସାରା ଯାଦୁ ଏହିଥିରେ ଲୁଚି ରହିଛି।

ଅଦାର ଗୋଲ ଖଣ୍ଡ ନେବାକୁ ହେବ। ଯେତିକି ମନର ଇଛା ଥିବ ସେତିକି ଟି ନେବେ। ଅଦାର ଚେର ବାଲା ଅଂଶକୁ ଅର୍ଥାତ ଯେଉଁ ମୁହଁ ଥାଏ ଯେଉଁଥିରେ ଗଛ ଉଠିଥାଏ ସେହି ଅଂଶକୁ ଉପରକୁ ରଖିବେ। ଆଉ ନିୟମିତ ରୂପରେ ପାଣି ଢାଳିବେ। ଆଉ ଯେମିତି ଏଥିରେ ଗଛ ଉଠିବ ତ ଆପଣଙ୍କ ଜୀବନରେ ସମସ୍ୟା ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ।

କାରଣ ଅଦାର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ଅଟେ। ଘରେ ଅଦା ରହିଲେ ମା ଲକ୍ଷ୍ମୀ ଘରେ ବାସ କରିଥାନ୍ତି। ଅଦା ଖାଆନ୍ତୁ କି ନଖାନ୍ତୁ କିନ୍ତୁ ଘରେ ରଖିବେ ନିହାତି। ସର୍ବଦା ସ୍ୱଚ୍ଛ ସ୍ଥାନରେ ରଖିବେ। ଅଦା ଗଛ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଜୀବନରେ କେବଳ ଖୁସି ଆଣିଥାଏ। ଯେଉଁ ଘରେ ଅଦା ରଖିଥାନ୍ତି ସେହି ଘରେ ଉନ୍ନତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *