Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୪୧ ବର୍ଷ ପରେ ବନିବାକୁ ଯାଉଛି ଏକ ଅଦ୍ଭୁତ ମହାସଂଯୋଗ । ଭଗବାନ ମହାଦେବଙ୍କ କୃପାରୁ ଏହି ୪ ଗୋଟି ରାଶି ହେବେ ଧନବାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ।ଗୀତା ଓ ପୁରାଣରେ ଭଗବାନଙ୍କୁ ନେଇ ଅନେକ କାହାଣୀ ବର୍ଣ୍ଣିତ ରହିଛି। ପ୍ରାୟତଃ ସମସ୍ତେ ନିଜ ମନର ଶାନ୍ତି ପାଇଁ ଭଗବାନଙ୍କୁ ଡାକି ଥାଆନ୍ତି।ଯଦି ଆମେ ମନରେ କିଛି ଖରାପ ଚିନ୍ତା କରି ଭଗବାନଙ୍କୁ ଡାକିବା ତାହେଲେ ନିଶ୍ଚିତ ଭାବରେ ତେବେ ଆମକୁ ଅଶୁଭ ପରିଣାମ ପ୍ରାପ୍ତ ହେବ ଏବଂ ଯଦି ଆମେ ସଚ୍ଚୋଟ ଭାବନା ନେଇ ଭଗବାନଙ୍କୁ ଆରାଧନା କରିବା, ତାହେଲେ ଭଗବାନଙ୍କର କୃପା ଦୃଷ୍ଟି ଆମକୁ ପ୍ରାପ୍ତ ହେବ। ତେଣୁ ଆସନ୍ତୁ ସେହି ବିଷୟରେ ଜାଣିବା।

ଗ୍ରହ ଚଳନ ପରିବର୍ତ୍ତନ ହେବା ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶି ଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ସମୟରେ ଏକ ବଡ଼ ମହାସଂଯୋଗ ବନିବାକୁ ଯାଉଛି, ଯାହାର ପରିଣାମ ସ୍ବରୂପ କିଛି ରାଶିର ଲୋକେ ପ୍ରଭାବିତ ହୋଇ ପାରନ୍ତି।

ଆମେ ଆଜି ଆପଣ ମାନଙ୍କୁ ଚାରି ଗୋଟି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଆଗାମୀ ସମୟରେ ଧନବାନ ହେବା ସହିତ ଉତ୍ତମ ଜୀବନ ଅତିବାହିତ କରିବେ।କୁହାଯାଏ କି ଆମେ ଯେଉଁ ଲୋକଙ୍କୁ ସାହାଯ୍ୟ କରିଥାଉ, ତାହା ସଠିକ ସମୟ ଆସିଲେ ଆମ ପାଖକୁ ପୁଣ୍ୟ ରୂପରେ ଫେରି ଆସିଥାଏ।ସେହି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇ ଥାନ୍ତି।

ଏହି ରାଶିର ଲୋକେ ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ। ଏହାସହିତ ଏମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ଏମାନେ ପ୍ରଶଂସିତ ହେବେ ଏବଂ ପଦୋନ୍ନତୀ ହାସଲ କରିବେ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ଶୁଣି ପାରନ୍ତି। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଶୁଭ ପରିଣାମ ପ୍ରାପ୍ତ କରିବା ପାଇଁ ଯାଉଛନ୍ତି।

ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ନବ ବିବାହିତ ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ଅଧିକ ଉପାର୍ଜନ ପାଇଁ ନୂଆ ମାର୍ଗ ମିଳିପାରେ। ଏହି ରାଶିର ଲୋକେ ଜମିବାଡ଼ି, ଧନସମ୍ପତ୍ତି କ୍ରୟ କରି ପାରନ୍ତି।

ଏଭଳି ଅଦ୍ଭୁତ ସଂଯୋଗ ୪୧ ବର୍ଷ ପରେ ବନିବାକୁ ଯାଉଛି। ଏହି ସମୟରେ ଆପଣ ମାନେ ନୂଆ ବାହାନ କ୍ରୟ କରି ପାରନ୍ତି। ଏହାସହିତ ଆପଣଙ୍କର ସମ୍ପର୍କୀୟଙ୍କ ସହିତ ରହିଥିବା ଜମିବାଡି ବିବାଦର ସମାଧାନ ହୋଇଯିବ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ।

ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ତାଙ୍କ କଠିନ ପରିଶ୍ରମରେ ଉଚିତ ଫଳ ପ୍ରାପ୍ତ ହେବ। ଏହାସହିତ ଆପଣ ନିଜ ପତ୍ନୀ ଓ ପରିବାର ଲୋକଙ୍କୁ ନେଇ କୌଣସି ଭ୍ରମଣରେ ଯାଇ ପାରନ୍ତି ଏବଂ ସେମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ତେବେ ଆମେ ଯେଉଁ ରାଶି ଗୁଡ଼ିକ ବିଷୟରେ ଆଲୋଚନା କରୁଥିଲୁ, ସେହି ରାଶି ଗୁଡ଼ିକ ହେଉଛି – ଏହି ରାଶି ମେଷ ରାଶି, କନ୍ୟା ରାଶି, କୁମ୍ଭ ରାଶି ଏବଂ ମିଥୁନ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *