Excuse Me Odisha

ଯାହା କହିବୁ ସତ କହିବୁ

ଚଢେଇ ଘରକୁ ବାରମ୍ବାର ଆସିବାକୁ ନେଇ କଣ କୁହନ୍ତି ଭଗବାନ ଶ୍ରୀକୃଷ୍ଣ୍ଣ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କଣ କୁହନ୍ତି ଭଗବାନ ଶ୍ରୀକୃଷ୍ଣ ଚଢେଇ ଘରକୁ ବାରମ୍ବାର ଆସିବାର ସଂକେତ କଣ ହୋଇଥାଏ।

ଏହି ମନୁଷ୍ୟ ଦୁନିଆରେ କିଛି ପଶୁପକ୍ଷୀ ଆଉ ଜାନବର ନିଜ ତରିକାରେ କିଛି ଶୁଭ ଏବଂ ଅଶୁଭ ସଂକେତ ଦେଇଥାନ୍ତି। ଆଜି ଆମେ ସେହି ଜିନିଷ ବିଷୟରେ ଆପଣଙ୍କ ସହିତ ଆଲୋଚନା କରିବା।

ପାରା। ଆପଣଙ୍କ ଆଖପାଖରେ ଏହାକୁ ଦେଖୁଥିବେ। କିନ୍ତୁ ପାରା ଯଦି ଘରେ ବସା ବନାଏ ତ ଅଣ୍ଡା ଦେବା ପୂର୍ବରୁ ଘଉଡ଼ାଇ ଦିଅନ୍ତୁ ଯଦି ଅଣ୍ଡା ଦେଇଦେଇଛି ତ ଛୁଆ ହୋଇ ସାରିବା ପରେ ତାକୁ ଘଉଡ଼ାଇ ଦେବେ। ଏହା ଶୁଭ ହୋଇନଥାଏ।

ବାଇ ଚଢେଇ। ଏହାକୁ ବହୁତ ଅଶୁଭ ମାନାଯାଏ। ଏହାକୁ କେବେବି ଘରେ ବସା ବନେଇବାକୁ ଦିଅନ୍ତୁ ନାହିଁ କି ଘରକୁ ଆସିବାକୁ ଦିଅନ୍ତୁ ନାହିଁ

ପେଚା। ଯଦି ଘରର ଅଗ୍ରରେ ବସିଯାଏ କିମ୍ବା ଘରର ଛାତ ଉପରେ ବସିଯାଏ ତ ଏହା ଘର ପାଇଁ ସମସ୍ୟା ଆଣିଥାଏ। ଯଦି ଆଉ କେଉଁଠି ଦେଖନ୍ତି ତ ଭଲ ଅଟେ।

ଟିଆ। ଏ ସର୍ବଦା ଘରର ବାଲକୁନିରେ ଏହା କେଉଁଠି ନାଁ କେଉଁଠି ନିଜର ବସା ବନେଇ ନେଇଥାଏ। ତ ଟିଆର ବସା ଶୁଭ ହୋଇନଥାଏ। ଏହା ଘରର ସମସ୍ୟା ବଢାଇଥାଏ ଚିନ୍ତା ବଢାଇଥାଏ। ତ ଏହାକୁ ବି ଘଉଡ଼ାଇ ଦିଅନ୍ତୁ।

ମହୁ ମାଛିର ବସା। ଏହାକୁ ବି ଘରର ଛାତ ଉପରେ ବସା କରିବାକୁ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ଜୀବନରେ ସମସ୍ୟା ଆସିବାର ସଂକେତ ଦେଇଥାଏ।

ଟିଆ। ଯଦି ଟିଆ ଆସେ ତ ଆପଣଙ୍କ ଜୀବନରେ ଖୁସି ବଢିଯାଏ। ଏହା ଘରକୁ ଆସିବା ଶୁଭ ମାନାଯାଏ। ଏହି ପ୍ରକୃତି ଆପଣଙ୍କୁ କିଛି ଭଲ ଜିନିଷ ଦେବାକୁ ଯାଉଛି।

ବାଇ ଚଟିଆ। ଏହା ଘରକୁ ଆସିବା ବହୁତ ଶୁଭ ମାନାଯାଏ। ଯଦି ଆପଣଙ୍କ ଘରେ ବାଇ ଚଟିଆ ବସା ବନାଇନିଏ ଆଉ ଅଣ୍ଡା ଦିଏ ଛୁଆ ଦିଏ ତ ଏହାର ଅର୍ଥ ଆପଣଙ୍କ ରୋଜଗାରର ମାଧ୍ୟମ ବଢିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *