Excuse Me Odisha

ଯାହା କହିବୁ ସତ କହିବୁ

ଯେତେ ଯାହା ହୋଇଗଲେ ମଧ୍ୟ ଦିପ୍ରହର ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ,ନଚେତ ପୁରା ପରିବାର ବର୍ବାଦ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାହାରିକୁ କୁହନ୍ତୁ ନାହିଁ ଏହି ୫ ସ୍ୱପ୍ନ। ହୋଇଯିବେ ମାଲାମାଲ

ବନ୍ଧୁଗଣ ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ ଅଲଗା ଅଲଗା ଅଲଗା ସ୍ୱପ୍ନ ଦେଖିଥାଉ। ସ୍ୱପ୍ନ ଆମର ଜୀବନ ଆମର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ। ରାତିରେ ଆମକୁ ବିଭିନ୍ନ ପ୍ରକାରର ଭୟଭୀତ କରିବା ଭଳି କିମ୍ବା ଡ଼ରିବା ଭଳି ସ୍ୱପ୍ନ ଆସିଥାଏ ଯାହା ଆମେ ଅନୁମାନ କରିପାରି ନଥାଉ। ବନ୍ଧୁଗଣ ସ୍ୱପ୍ନର ଦୁନିଆକୁ ଅତି ସୁନ୍ଦର ଦୁନିଆ ମାନାଯାଇଛି ଏବଂ ଆଉ ଭୟଙ୍କର ଦୁନିଆବି ମାନାଯାଇଛି।

ତା ସହିତ କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା ସବୁ ଆପଣ ଅନ୍ୟ କାହା ସହିତ ସେୟାର କରିପାରିବେ ନାହିଁ। ଏହି ପୋଷ୍ଟରେ ଯେଉଁ ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ସେହିସବୁ ସ୍ୱପ୍ନ ଭୁଲରେ ବି ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ। ଯଦି ଆପଣ ଏହି ଭୁଲ କରିବେ ତେବେ ଏହାର ଫଳ ପାଇବେ ନାହିଁ ଆଉ କୋଟିପତି ହେବାର ସ୍ୱପ୍ନ ଆପଣଙ୍କର ଭାଙ୍ଗିଯିବ। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ୱପ୍ନ ବିଷୟରେ ଯାହାକୁ ଗୁପ୍ତ ରଖିବା ଦରକାର।

ସ୍ୱୟଂ ଭଗବାନଙ୍କୁ ଦେଖିବା। ଅନେକ ଲୋକ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଆଉ ସେମାନେ ଏହି ସ୍ୱପ୍ନକୁ ଗୁପ୍ତ ରଖନ୍ତି ନାହିଁ। ସେମାନେ ସାଙ୍ଗ ସାଥି ଘର ପରିବାର ସମସ୍ତଙ୍କୁ କହିଦିଅନ୍ତି କାରଣ ସେମାନଙ୍କୁ ଏତେ ପରିମାଣରେ ଖୁସି ମିଳିଥାଏ ସେଥିପାଇଁ ସମସ୍ତଙ୍କ ସହ ଏହି କଥାକୁ ସେୟାର କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ। ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ସେହି ସ୍ୱପ୍ନରେ ଆସିଥାଏ ଯେଉଁ ମାନେ ଇଶ୍ୱରଙ୍କର ପ୍ରିୟ ହୋଇଥାନ୍ତି ଯାହାର ହୃଦୟ କୋମଳ ହୋଇଥାଏ।

ଇଶ୍ଵର ସମସ୍ତଙ୍କ ସ୍ୱପ୍ନରେ ଆସି ନଥାନ୍ତି ସମସ୍ତଙ୍କୁ ଦର୍ଶନ କରିନଥାନ୍ତି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ କାହା ଆଗରେ କହିଦେବେ ତେବେ ଇଶ୍ୱରଙ୍କର ଅନାଦର ହେବ। ଯଦି ଭଗବାନ ଆପଣଙ୍କ ସ୍ୱପ୍ନରେ ଆସନ୍ତି ତେବେ ଏହି କଥାଏ ଗୁପ୍ତ ରଖନ୍ତୁ କେବେବି କାହା ଆଗରେ ସେୟାର କରନ୍ତୁ ନାହିଁ। ନଚେତ ଏହାର ଫଳ ଓଲଟା ପଡିପାରେ। ଏହି ସ୍ୱପ୍ନ ଧନବାନ ବନିବାର ସ୍ଵପ୍ନ।

ସ୍ୱପ୍ନରେ ତୀର୍ଥ ସ୍ଥାନ ଦେଖିବା। ଯଦି ସ୍ୱପ୍ନରେ କେହି ତୀର୍ଥ ସ୍ଥାନ ଦେଖେ ତେବେ ସେ ବହୁତ ଖୁସି ହୋଇ ଅନ୍ୟ କାହାକୁ କହିଦିଏ। ଯେବେ ମଣିଷ ବହୁତ ଅଧିକ ସକାରାତ୍ମକ ଉର୍ଜାରେ ଘେରି ହୋଇରହିଥାଏ ତ ତାକୁ ଏହିପରି ସ୍ୱପ୍ନ ଆସିଥାଏ। ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କର ମନ କାମନା ପୂରଣ ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ହରା ଭରା କ୍ଷେତ ଘାସ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତ କାହା ସହିତ ସେୟାର କରନ୍ତୁ ନାହିଁ। କାରଣ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ବ୍ୟାପାରରେ ଉନ୍ନତି ଏବଂ ଚାକିରୀ ମିଳିବାର ସଂକେତ ଦେଇଥାଏ। କେଉଁଠୁ ଅନେକ ଖୁସି ଆସିବାର ସଂକେତ ମିଳିଥାଏ। ଏମିତି କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ବନୁଅଛି। ସେଥିପାଇଁ ଏହି ସ୍ୱପ୍ନ ଆପଣଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ। ନଚେତ ଏହାର ଫଳ ଓଲଟା ମିଳିପାରେ।

ଗଙ୍ଗା ନଦୀରେ ବହି ଯାଉଥିବା ପାଣି। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ଆପଣ ବହୁତ ଖୁସି ହେବା ଉଚିତ। ଏମିତି ସ୍ୱପ୍ନର ଅର୍ଥ ଆପଣଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି। ଏହି ସ୍ୱପ୍ନ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଯେଉଁ ବ୍ୟକ୍ତିଙ୍କୁ ଆସିଥାଏ ତାର ପାପର ବିନାଶ ହୋଇଥାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି।

ସ୍ୱପ୍ନରେ ମା ଲକ୍ଷ୍ମୀଙ୍କୁ ଦେଖିବା। ଏହି ସ୍ୱପ୍ନ ଗୁପ୍ତ ରଖିବା ଉଚିତ। ଏହି ସ୍ୱପ୍ନ ଭୁଲରେ ବି କାହାରିକୁ କହିବା ଉଚିତ ନୁହେଁ। ଆପଣଙ୍କର ଖରାପ ସମୟ ସମାପ୍ତ ହୋଇଯିବ। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣ କୌଣସି ବି ଦିନରେ ଧନବାନ ହୋଇଯିବେ। ଏହି ସ୍ୱପ୍ନ କିଛି ଖାସ ଲୋକଙ୍କୁ ଆସିଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିବା। ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଝିଟିପିଟି ଦେଖିବା ବହୁତ ଶୁଭ ହୋଇଥାଏ। ଏହା ଆପଣଙ୍କ ଭବିଷ୍ୟତରେ ହେବାକୁ ଥିବା ବହୁତ ଶୁଭ ଘଟଣାର ସଂକେତ ଦେଇଥାଏ। ଏହା ଧନ ଲାଭର ସଂକେତ ଦେଇଥାଏ। ଏହା ଘରର ଶାନ୍ତିର ବି ସଂକେତ ଦେଇଥାଏ

କିଛି ସ୍ୱପ୍ନ ଅଛି ଯାହା ଧନ ହାନିର ବି ସଂକେତ ଦେଇଥାଏ। ଆସନ୍ତୁ ଜାଣିବା।

ଯଦି ଆପଣ ସ୍ୱପ୍ନରେ ଉଚ୍ଚ ଜାଗାରୁ ତଳକୁ ପଡୁଥିବାର ଦେଖନ୍ତି ତ ଏହା ବହୁତ ଅଶୁଭ ସଂକେତ ହୋଇଥାଏ। ଏହା ଧନ ହାନିର ସଂକେତ ଦେଇଥାଏ। ଏମିତି ସ୍ୱପ୍ନ ଆପଣଙ୍କର ହେବାକୁ ଥିବା କାମ ନଷ୍ଟ ହେବାର ସଂକେତ ଦେଇଥାଏ। ଏମିତି ସ୍ୱପ୍ନ ଆସିଲେ ସାବଧାନ ହୋଇଯିବେ

ସ୍ୱପ୍ନରେ ବୃକ୍ଷକୁ କାଟିବାର ଦେଖିବା। ଏହି ସ୍ୱପ୍ନ ବହୁତ ଅଶୁଭ ହୋଇଥାଏ। ଆସିବାକୁ ଥିବା ସମୟ ବହୁତ ଖରାପ ହୋଇପାରେ।

ସ୍ୱପ୍ନରେ ବନ୍ୟା ଦେଖିବା। ଏହା ଟଙ୍କା ଖର୍ଚ୍ଚ ହେବାର ସଂକେତ ଦେଇଥାଏ। ଏହାର ଅର୍ଥ ଆପଣଙ୍କର କୌଣସି କାମ ଖରାପ ହୋଇପାରେ।

ସ୍ୱପ୍ନରେ ନିଆଁ ଦେଖିବା। ଏମିତି ସ୍ୱପ୍ନ ଦେଖିଲେ ଆପଣଙ୍କ ବ୍ୟାପାର କିମ୍ବା ଚାକିରୀରେ କ୍ଷତି ହୋଇପାରେ। କୌଣସି ନିବେଶ କରିବା ପୂର୍ବରୁ ଭାବି ଚିନ୍ତି କରିବା ଉଚିତ। ଏହା ଦ୍ବାରା ବହୁତ କ୍ଷତି ହୋଇଥାଏ। ଧନର ହାନି ହୋଇଥାଏ।

ସ୍ୱପ୍ନରେ ଖାଲି ଘର ଏବଂ ଦୁକାନ ଦେଖିବା। ଏହାର ଅର୍ଥ ଆଗକୁ ଆସୁଥିବା ସମୟରେ ଆପଣଙ୍କୁ ଟଙ୍କାର ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କୌଣସି ବିମାରରେ କିମ୍ବା ଅନ୍ୟ କୌଣସି ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କୁ କାଙ୍ଗାଳ କରିପାରେ।

ସ୍ୱପ୍ନରେ ସାପ ଦେଖିବା। ଏହି ସ୍ୱପ୍ନ ଦେଖିଲେ ଅଶୁଭ ହୋଇଥାଏ। ଏହି ସ୍ୱପ୍ନ ଦେଖିବାର ଅର୍ଥ ନିକଟ ଭବିଷ୍ୟତରେ ଆପଣ ସମସ୍ୟାରେ ଘେରି ହୋଇ ରହିବେ। ସ୍ୱପ୍ନରେ ସାପ କାମୁଡ଼ିର ଦେଖିବାର ଅର୍ଥ ଆପଣଙ୍କୁ କୌଣସି ଗମ୍ଭୀର ରୋଗ ହେବାର ସଂକେତ ଦେଇଥାଏ। କିମ୍ବା କୌଣସି ପ୍ରକାରର ସଂକଟ ଆସିବାର ସଂକେତ ଦେଇଥାଏ।

ଏମିତି ଖରାପ ସ୍ୱପ୍ନ ଦେଖିଲେ ଗାଈ କିମ୍ବା ତୁଳସୀ ମାଙ୍କୁ କହିଦିଅନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *