Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ବ୍ୟକ୍ତି ସ୍ୱପ୍ନରେ ଏହି ଫଳ ଖାଇଥାଏ,ସେହି ବ୍ୟକ୍ତି ଜଲଦି ଧନୀ ଵନିଯାଇଥାଏ ! କିନ୍ତୁ ଏହି ଫଳ ଖାଇଲେ ଅଶୁଭ ହୋଇଥାଏ !

ସେୟାର୍ କରନ୍ତୁ

ଆମର ପ୍ରାଚୀନ ଗ୍ରନ୍ଥରେ ସ୍ୱପ୍ନ ବିଦ୍ୟାକୁ ପର ବିଦ୍ୟା ମାନାଯାଏ। ସ୍ୱପ୍ନ ମାଧ୍ୟମରେ ସୃଷ୍ଟିର ରହସ୍ୟକୁ ଜାଣିବାର ପ୍ରୟାସ ଭାରତୀୟ ୠଷି ମୁନି ମାନେ କରିଛନ୍ତି। ପ୍ରାଚୀନ ୠଷି ମୁନି ମାନେ ସ୍ୱପ୍ନକୁ ଭ୍ରମ ବୋଲି ମାନନ୍ତି ନାହିଁ। ଏହାକୁ ଭଗବାନଙ୍କର ଆଦେଶ କିମ୍ବା ସଂକେତ ମାନାଯାଏ। ଯେଉଁ ପ୍ରକାରରେ ସ୍ୱପ୍ନରେ ଆଦେଶ ପାଇ ରାଜା ହରିଶ୍ଚନ୍ଦ୍ର ନିଜର ରାଜ୍ୟକୁ ଦାନ କରିଦେଇଥିଲେ। ସ୍ୱପ୍ନରେ ହିଁ ଅର୍ଜୁନଙ୍କୁ ବିଦ୍ୟା ପ୍ରାପ୍ତ ହୋଇଥିଲା। ତ୍ରିଜଟା ସ୍ୱପ୍ନରେ ଲଙ୍କା ଜଳି ଯିବାର ଦେଖିଥିଲେ ତ ହନୁମାନ ଲଙ୍କାରେ ନିଆଁ ଲଗେଇ ଦେଇଥିଲେ। ତ ଏହାଥିଲା ସ୍ୱପ୍ନର ଉଦାହରଣ। ସ୍ୱପ୍ନ ୪ ପ୍ରକାରର ହୋଇଥାଏ। ଦୈବୀ ସ୍ୱପ୍ନ ଶୁଭ ସ୍ୱପ୍ନ ଅଶୁଭ ସ୍ୱପ୍ନ ଏବଂ ମିଶ୍ର ସ୍ୱପ୍ନ। ଦୈବୀ ସ୍ୱପ୍ନ ସେହି ଲୋକଙ୍କୁ ମିଳିଥାଏ

ଯେଉଁମାନେ ବାସ୍ତୁ ମୋହ ମାୟାରୁ ନିବୃତ ଥାନ୍ତି। ମନୁଷ୍ୟ ସ୍ୱପ୍ନରେ ସେହି ବସ୍ତୁକୁ ଦେଖିଥାଏ ଯାହାକୁ ସେ ଚାହିଁବା ଅବସ୍ଥାରେ ଦେଖିଥାଏ। କିନ୍ତୁ ଦୈବୀ ସ୍ୱପ୍ନରେ ସେ ଏମିତିସ୍ଥାନକୁ ଯାଇଥାଏ ଯାହା ସେ କେବେବି ସେହି ସ୍ଥାନକୁ ଯାଇନଥିବ। ସେଥିପାଇଁ ଦୈବୀ ସ୍ୱପ୍ନରେ ସବୁଠାରୁ ଅଧିକ ମହତ୍ୱ ରହିଛି। ଅନେକ ଥର ଲୋକଙ୍କୁ ଶବ୍ଦ ଆସିଥାଏ ଆଉ ଏହି ଶବ୍ଦ କେବେ କେବେ ସିଦ୍ଧ ମଧ୍ୟ ହୋଇଥାଏ। ଏହା ସହିତ ସ୍ୱପ୍ନରେ ଲୋକେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ କିମ୍ବା ନିଜକୁ ଫଳକୁ ଖାଉଥିବାର ମଧ୍ୟ ଦେଖିଥାନ୍ତି।

ସ୍ୱପ୍ନରେ ଆମେ ଯେଉଁବି ବସ୍ତୁକୁ ଖାଇଥାଉ ତ ମନୁଷ୍ୟକୁ ଅଲଗା ଅଲଗା ଫଳ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଶୁଭ ଅଶୁଭ ପଦାର୍ଥକୁ ଦେଖିଲେ ବି ଅଲଗା ଅଲଗା ଫଳ ମିଳିଥାଏ। ଧଳା ରଙ୍ଗର ଜିନିଷ ଶୁଭ ଫଳ ଦେଇଥାଏ। ଆଉ କଳା ରଙ୍ଗର ଜିନିଷ ଅଶୁଭ ଫଳ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ କେଉଁ ଜିନିଷ ଖାଇଲେ ମନୁଷ୍ୟକୁ କେଉଁ ଫଳ ମିଳିଥାଏ।

ଯଦି ଆପଣ ଅଶୁଭ ସ୍ୱପ୍ନ ଦେଖୁଛନ୍ତି ତେବେ ତୁଳସୀ ସାମ୍ନାରେ କହିବାକୁ ହେବ। ଏମିତି କଲେ ତାର ଅଶୁଭ ଫଳ ମିଳିନଥାଏ।

ପ୍ରତିଦିନ ଶୋଇବା ସମୟରେ ଭଗବାନ ଶ୍ରୀହରି ବିଷ୍ଣୁ ମା ଲକ୍ଷ୍ମୀ ତଥା ଭଗବାନ ଲକ୍ଷ୍ମୀ ନାରାୟଣଙ୍କ ସ୍ମରଣ କଲେ ଅଶୁଭ ସ୍ୱପ୍ନ ଆସିନଥାଏ

ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ଅଲଗା ଅଲଗା ବସ୍ତୁ ଦେଖିବାର କଣ ଫଳ ପ୍ରାପ୍ତ ହୋଇଥାଏ।

ଯଦି କୌଣସି ବ୍ୟକ୍ତି ନିଜକୁ କିମ୍ବା ଅନ୍ୟ ବ୍ୟକ୍ତିକୁ ମାଂସ ଖାଉଥିବାର ଦେଖନ୍ତି ତେବେ ସେ ମାଙ୍କ ସମ୍ପତିକୁ ପ୍ରାପ୍ତ କରିଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ମିଠା ଖାଉଥିବାର ଦେଖନ୍ତି ସେ ବ୍ୟକ୍ତି ବହୁତ ଧନ ସମ୍ପତ୍ତି ପ୍ରାପ୍ତ କରିଥାଏ। ସେ ବହୁତ ଲୋକଙ୍କୁ ଭୋଜନ କରାଇ ସୁନାମ ଅର୍ଜନ କରିଥାଏ।

ସ୍ୱପ୍ନରେ ଯେଉଁ ବ୍ୟକ୍ତି ମାଟି ଖାଉଥିବାର ଦେଖନ୍ତି ସେ ବ୍ୟକ୍ତି ଭବିଷ୍ୟତରେ ଧନବାନ ବନିଥାଏ ଆଉ ଭୂମି ପ୍ରାପ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ମାଟି କ୍ଷୀରି ଖାଉଥିବାର ଦେଖନ୍ତି ସେ କୀର୍ତିବାନ ବନିଥାଏ। ଏହି ମନୁଷ୍ୟ ଜଣେ ଭଲ ଲିଡ଼ର ବନିଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ହଳଦିଆ ଫୁଲ ଖାଉଥିବାର ଦେଖନ୍ତି ତାଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାନ୍ତି। ଆଉ ତାର ଦରିଦ୍ରତା ଦୂର ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ବିଷ ଖାଇ ମରି ଯିବାର ଦେଖନ୍ତି ସେ ସବୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତ କରିଥାଏ। ଆଉ କ୍ଳେଶ ତଥା ରୋଗ ମୁକ୍ତ ଜୀବନ ବ୍ୟତୀତ କରିଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ରକ୍ତ ପିଉଥିବାର ଦେଖନ୍ତି କିମ୍ବା କାହାର ଦେହରୁ ରକ୍ତ ବାହାରୁ ଥିବାର ଦେଖନ୍ତି ସେହି ବ୍ୟକ୍ତି ଧମ ପ୍ରାପ୍ତି କରିଥାଏ

ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜକୁ କ୍ଷୀର ପିଉଥିବାର ଦେଖନ୍ତି ତ ଏମିତି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ମାନାଯାଏ। ସେ କୌଣସି ରାଜା ସମାନ କୀର୍ତି ପାଇବା ସହିତ ଧନବାନ ମଧ୍ୟ ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ଗହମର ଦର୍ଶନ କରିଥାଏ କିମ୍ବା ରୁଟି ଖାଉଥିବାର ଦେଖନ୍ତି ତାକୁ ବିଦ୍ୟା ପ୍ରାପ୍ତି ହୋଇଥାଏ। ଆଉ ସେ ଉଚ୍ଚ ପଦର ଚାକିରୀ ପାଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ଚାଉଳର ଦାନାକୁ ହାତରେ ଧରିଥାଏ କିମ୍ବା ତାକୁ ଖାଇଥାଏ ତାକୁ ସାକ୍ଷତ ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ କଦଳୀ ଡାଲିମ୍ବ ଏବଂ ଲେମ୍ବୁକୁ ହାତରେ ଧରିଥିବାର କିମ୍ବା ଖାଉଥିବାର ଦେଖନ୍ତି ତ ଏହା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେ ସବୁ ପ୍ରକାରର ସୁଖ ଭୋଗ କରିଥାଏ। ସ୍ୱପ୍ନରେ କଦଳୀ ଖାଉଥିବା ବ୍ୟକ୍ତି ସହିତ କେବେବି ଅଶୁଭ ହୋଇନଥାଏ।

ସ୍ୱପ୍ନରେ ଅଙ୍ଗୁର ପେଡା ଗୟାକୁଳି ଗୁଆ ନଡ଼ିଆ ଦେଖିବା କିମ୍ବା ଖାଇବାକୁ ବ୍ୟକ୍ତି ଭବିଷ୍ୟତରେ ଧନ ସମ୍ପତ୍ତିକୁ ପ୍ରାପ୍ତ କରିଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ରନ୍ଧା ମାଂସ ଖାଉଥିବାର ଦେଖନ୍ତି ତାକୁ ଧନ କ୍ରୟ ବିକ୍ରୟ କାରଣରୁ ଅଚାନକ ନଷ୍ଟ ହୋଇଯାଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ମାଲପା ପୁରୀ କିମ୍ବା ରନ୍ଧା ଅନ୍ନ ଖାଉଥିବାର ଦେଖନ୍ତି ସେ ଅନେକ ପ୍ରକାରର ଶୋକ ଏବଂ ଦୁଃଖରେ ପୀଡିତ ହୋଇଯାଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ତେଲ ପିଉଥିବାର ଦେଖନ୍ତି ସେ ମଧୁମେହ ରୋଗରେ ଗ୍ରାସିତ ହୋଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ଖେଚିଡି ଖାଉଥିବାର ଦେଖନ୍ତି ସେ ରୋଗୀ ହୋଇଯାଇଥାଏ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ଗୁଡ଼ ଖେଜୁର ଏବଂ ହେଙ୍ଗୁ ଖାଉଥିବାର ଦେଖନ୍ତି ସେ ଶୀଘ୍ର ହିଁ ଯମରାଜଙ୍କ ପାଖକୁ ଚାଲି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *