Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ରାତିରେ ଶୋଇବା ପୂର୍ବରୁ ଚୁଲା ଉପରେ ଏଥିରୁ ୨ ବୁନ୍ଦା ପକେଇ ଦିଅନ୍ତୁ,ଆଉ ଦେଖିବେ ଧନ ସମ୍ପତି,ଚାକିରୀ ତଥା ବ୍ୟବସାୟ ସବୁଥିରେ ସଫଳତା ପାଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨ ବୁନ୍ଦା ପକେଇ ଦିଅନ୍ତୁ ଗ୍ୟାସ ଚୁଲା ଉପରେ ଘରେ ଟଙ୍କା ପାଣି ଭଳି ବର୍ଷିବ।

ଧନର ସମସ୍ୟାରୁ ବାହାରିବା ପାଇଁ ଭଲ ସ୍ୱାସ୍ଥ୍ୟ ପାଇଁ ଜୀବନରେ କିଛି ଉନ୍ନତିରେ ଆସୁଥିବା ବାଧାରୁ ମୁକ୍ତି ପାଇଁ ଏହି ଛୋଟ ଉପାୟ କରନ୍ତୁ। ଆଜି ଆମେ ରୋଷେଇ ଘର ବିଷୟରେ ଆଲୋଚନା କରିବୁ। ବନ୍ଧୁଗଣ ଅଗ୍ନି ଆମ ମାନ ସମ୍ମାନ ଏବଂ ସୁଖ ସହିତ ଗଭୀର ସମ୍ବଦ୍ଧ ଅଛି। ଯଦି ବାସ୍ତୁର ଅଗ୍ନି ତତ୍ୱକୁ ଠିକସେ ସଂଚରିତ ହେବା ପାଇଁ ରୋଷେଇ ଘର ଅଗ୍ନି କୋଣ କିମ୍ବା ଦକ୍ଷିଣ-ପୂର୍ବ କୋଣରେ ରଖିବା ଶାସ୍ତ୍ର ମତ ମାନାଯାଇଛି। କିନ୍ତୁ ଯଦି କୌଣସି ବସତ ଏମିତି ହୋଇପାରୁନାହିଁ ତ ରୋଷେଇ ଘରକୁ ପୂର୍ବ ଦିଗରେ ବି ନିର୍ମାଣ କରାଯାଇପାରିବ। ତ ଉତ୍ତର-ପୂର୍ବ କୋଣରେ ଭୁଲରେ ବି ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ।

ଏହା ଦ୍ବାରା ମାନସିକ ଚାପ ବଢିବ। ଆଉ ଖାଇବା ପିଇବାର ଖର୍ଚ୍ଚ ବି ଅଧିକ ବଢିବ। ଅନାବଶ୍ୟକ ଖର୍ଚ୍ଚ ବଢିବ। ତ ଦକ୍ଷିଣ-ପଶ୍ଚିମ କୋଣରେ ରୋଷେଇ କରିବା ଶୁଭ ମାନାଯାଏ ନାହିଁ। ଦକ୍ଷିଣ-ପଶ୍ଚିମ କୋଣରେ ଯଦି ରୋଷେଇ ଘର ତିଆରି କରିବେ ତ ଦୁର୍ଘଟଣାର ଭୟ ରହିଥାଏ। ଉତ୍ତର-ପଶ୍ଚିମ କୋଣରେ ରୋଷେଇ ଘରର ଖର୍ଚ୍ଚ ବଢିଥାଏ ଏବଂ ଦୁର୍ଘଟଣାର ଭୟ ମଧ୍ୟ ରହିଥାଏ। ବାୟୁ କୋଣରେ ଥିଲେ ରୋଷେଇ କରିବାରେ ମନ ଲାଗିନଥାଏ। ପରସ୍ପର ପ୍ରତି ଆରୋବ ଲଗେଇ ଥାନ୍ତି।

ଏଥିପାଇଁ ସର୍ବଦା ଅଗ୍ନି କୋଣରେ ରୋଷେଇ ଘର ବନାନ୍ତୁ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘର ବନାନ୍ତୁ। ରୋଷେଇ ଘରର ପ୍ଲେଟ ଯେଉଁଠି ଆପଣ ଗ୍ୟାସ ରଖିବେ ତାହା ପୂର୍ବ ବା ଅଗ୍ନି ଦିଗରେ ରଖିବେ ତ ଭଲ ହେବ। ଏହା ଦ୍ବାରା ଆପଣଙ୍କ ମୁଖ ପୂର୍ବ ଦିଗକୁ ହୋଇଯିବ। ଆଉ ପାଣିର ଯେଉଁ ଟ୍ୟାପ ଅଟେ ତାହା ରୋଷେଇ ଘରର ଇସାଣ କୋଣରେ ରଖିବେ ଶୁଭ ହୋଇଥାଏ। ଫ୍ରିଜ ରୋଷେଇ ଘରର ପଶ୍ଚିମ କୋଣରେ ରଖିବା ଉଚିତ।

ରାତିରେ ଆପଣ ଯେବେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଏହା ପରେ କଣ ହୋଇଥାଏ ଆପଣ ରୋଷେଇ ଘର ତ ସଫା କରିଥିବେ। ବାସନ ବି ଧୋଇକି ରଖୁଥିବେ ଏହା ବାସ୍ତୁ ଅନୁସାରେ ଭଲ ହୋଇଥାଏ। ରାତିରେ ରୋଷେଇ ଘର ନିଶ୍ଚୟ ସଫା କରି ରଖିବା ଉଚିତ। ଯେବେ ଆପଣ ରାତିରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହା ପରେ ନିଜ ଆଙ୍ଗୁଳିରେ ଦୁଇ ଚାରି ବୁନ୍ଦା କ୍ଷୀର ଲଗେଇ ନିଅନ୍ତୁ ଏବଂ ଏହାପରେ ଗ୍ୟାସ ଚୁଲା ଉପରେ ଛିଟକା ମାରନ୍ତୁ। ଏହା ପରେ ତାହାକୁ ବନ୍ଦ କରିଦିଅନ୍ତୁ। ଏହା ପରେ ଏଥିରେ ଯେଉଁ ବାସ୍ନା ଉଠିବ ନାଁ ଏହାର ସକରାତ୍ମକ ଉର୍ଜା ଘର ସାରା ଖେଳି ଉଠିବ ଏବଂ ଏହା ଦ୍ବାରା ଘରର ଉନ୍ନତି ହେବ। ଏହା ଗୋଟେ ମାସ ଲଗାତାର କରନ୍ତୁ ଏହାର ରେଜଲ୍ଟ ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *