Excuse Me Odisha

ଯାହା କହିବୁ ସତ କହିବୁ

ଧନ ପ୍ରାପ୍ତି ପାଇଁ ପର୍ସରେ ରଖନ୍ତୁ ଏହି ଲାଲ ଜିନିଷ,କେବେ ବି ଟଙ୍କାର ଅଭାବ ରହିବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନର ପ୍ରାପ୍ତି ପାଇଁ ପର୍ସରେ ଏହି ଲାଲ ଜିନିଷ ରଖିଦିଅନ୍ତୁ କେବେବି ଟଙ୍କାର ଅଭାବ ହେବ ନାହିଁ।

ବନ୍ଧୁଗଣ କେବଳ ପର୍ସରେ ଏହି ଗୋଟିଏ ଜିନିଷ ରଖିଦିଅନ୍ତୁ କେତେବି ଟଙ୍କା ଖର୍ଚ୍ଚ କରିଦିଅନ୍ତୁ କେବେବି ଆପଣଙ୍କ ପର୍ସରେ ଟଙ୍କାର ଅଭାବ ହେବ ନାହିଁ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ସେହି ଉପାୟ ଯାହା ଦ୍ୱାରା ଆପଣଙ୍କ ପର୍ସରେ କେବେବି ଟଙ୍କାର ଅଭାବ ହେବ ନାହିଁ। ଆପଣଙ୍କ ପର୍ସ ସର୍ବଦା ଟଙ୍କା ଭରି ରହିବ। ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା।

ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତେ ଧନବାନ ହେବାକୁ ଚାହାନ୍ତି ଏବଂ କୌଣସି ବି ମନୁଷ୍ୟ ଧନବାନ ଭାଗ୍ୟର ବଳରେ ହିଁ ବନିପାରେ କିନ୍ତୁ କେବେ କେବେ ଆପଣଙ୍କ ଭାଗ୍ୟ ବି ଆପଣଙ୍କ ସାଥ ଦିଏନାହିଁ। ଆଉ ସମସ୍ତେ ଧନ ପାଇବା ପାଇଁ ଭଗବାନଙ୍କ ପାଖକୁ ଯାଇଥାଏ। ଅନେକ ପ୍ରକାରର ପ୍ରୟାସ ବି କରିଥାଏ କିନ୍ତୁ ସର୍ବଦା ଅନେକ ଲୋକ ଏହା ଭୁଲ ଯାଆନ୍ତି କି ଧନ ପ୍ରାପ୍ତି ପାଇଁ ଆପଣଙ୍କୁ ଠିକ ଉପାୟ ଆଉ ଠିକ ସମୟର ସୂଚନା ଜାଣିବା ବହୁତ ଜରୁରୀ ହୋଇଥାଏ।

ତେବେ ଯାଇ ଏହିସବୁ ଉପାୟ ବହୁତ କାମ କରିଥାଏ। ଧାର୍ମିକ ଶାସ୍ତ୍ରରେ ଏମିତି ବହୁତ ଅନେକ ଉପାୟ କୁହାଯାଇଛି ଯାହାକୁ କରିବା ପରେ ଆପଣ ନିଜର କମଜୋର ଥିବା ଆର୍ଥିକ ସ୍ଥିତିକୁ ଉଠାଇ ଶୀଘ୍ର ହିଁ ଧନବାନ ବନିପାରିବେ ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। ଆଜି ଆମେ ଯେଉଁ ଉପାୟ ବିଷୟରେ ଜଣେଇବୁ ତାହା ବହୁତ ଲାଭଦାୟକ ଅଟେ।

ଯାହାକୁ କରିବା ଦ୍ୱାରା ଆପଣଙ୍କର ଲାଭ ହେବା ସୁନିଶ୍ଚିତ ଏବଂ ଏହି ଉପାୟ ଘରର କୌଣସି ବି ସଦସ୍ୟ କରିପାରିବେ। ଏହା ସହିତ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ବହୁତ ପ୍ରଭାବଶାଳୀ ଅଟେ। ଏହା ବହୁତ କାଳରୁ ଧାର୍ମିକ ମାନ୍ୟତା ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉପାୟ ବିଷୟରେ।

ଶାସ୍ତ୍ରରେ ଲାଲ ରଙ୍ଗକୁ ବହୁତ ଶୁଭ ମାନାଯାଇଛି। ଲାଲ ରଙ୍ଗ ଏତେ ପ୍ରଭାବଶାଳୀ ଅଟେ କି ଏହା ବିନା ହିନ୍ଦୁ ଧର୍ମରେ ବିବାହ ସମ୍ପର୍ଣ୍ଣ ହୋଇନଥାଏ। ଏହା ବ୍ୟତୀତ ମା ଲକ୍ଷ୍ମୀଙ୍କୁ ୯ ଦେବୀଙ୍କୁ ଲାଲ ରଙ୍ଗ ଅତିପ୍ରିୟ ଅଟେ। ଲାଲ ରଙ୍ଗ ଆପଣ ଭାଗ୍ୟ ବଦଳି କରି ରଖିଦେବ। ଏହି ଉପାୟ କରିବା ପାଇଁ ଲାଲ ରଙ୍ଗ ହେବା ବହୁତ ଆବଶ୍ୟକ ଅଟେ। ଆପଣଙ୍କୁ ଏକ ଲାଲ ରଙ୍ଗର ଖାଲି କାଗଜ ନେବାକୁ ପଡିବ। ଯେଉଁଥିରେ କିଛି ବି ଲେଖା ନଥିବ।

ସମ୍ପୂର୍ଣ୍ଣ ଖାଲି ଏବଂ ପ୍ଲେନ କାଗଜ ହୋଇଥିବ ଏବଂ ସେହି ଲାଲ ରଙ୍ଗର କାଗଜ ଉପରେ ଆପଣଙ୍କୁ ନିଜର ମନର ଇଚ୍ଛାକୁ ସେହି ଲାଲ ରଙ୍ଗର ସୂତାରେ ତାକୁ ବାନ୍ଧି ରଖିଦିଅନ୍ତୁ ଯେଉଁଠି ଆପଣ ନିଜର ଟଙ୍କାକୁ ରଖୁଥିବେ। ଏବଂ ଏହି କାଗଜକୁ ନିଜର ପର୍ସରେ ବି ରଖି ପାରନ୍ତି। ଏହି ଉପାୟ କରିବା ସମୟରେ ଗୋଟେ କଥାର ଧ୍ୟାନ ନିଶ୍ଚୟ ରଖିବେ। ଏହି ଉପାୟ ଆପଣ ମା ଲକ୍ଷ୍ମୀଙ୍କ ନାମ ନେଇ କରିବେ। ଏହି ଉପାୟକୁ କରିବା ସମୟରେ କାହାରିକୁ କହିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *