Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ବାସି ରୁଟି ଖାଆନ୍ତି,ତା ହେଲେ ୟେ ଖବର ଜାଣିଲେ ଆପଣଙ୍କର ଲୋମ ଟାଙ୍ଗୁରି ଉଠିବ,ପଢନ୍ତୁ ………

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ବାସୀ ରୋଟି ଖାଉଛନ୍ତି ତେବେ ଏହାର ପ୍ରଭାବ କଣ ହୋଇଥାଏ ଜାଣିଲେ ଆପଣଙ୍କ ଲୋମ ଠିଆ ହୋଇଯିବ।

ବନ୍ଧୁଗଣ ଏମିତି ରୋଟି କେବେବି ଖାଆନ୍ତୁ ନାହିଁ। ଯଦି ଆପଣଙ୍କ ପାଖରେ ଅଳ୍ପ ବି ସମୟ ଅଛି ତ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ପ୍ରାୟ ଲୋକ ଖାଦ୍ୟ ଅଧିକ ବନାଇଥାନ୍ତି ଏବଂ କିଛି ଖାଦ୍ୟ ବଳକା ବି ହୋଇଯାଇଥାଏ। ରୋଟି ପର ଦିନ ଅର୍ଥାତ ବାସୀ ରୋଟି ଘରର ସଦସ୍ୟ କିମ୍ବା ପିଲା ଖାଇଥାନ୍ତି। ଯଦି ଆପଣଙ୍କ ଘରେ ବି ଏମିତି ହୋଇଥାଏ ତ ଏହି ସୂଚନା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ବାସୀ ରୋଟିରେ କାର୍ବହାଇଡ୍ରେଡ଼ ଏବଂ ଫାଇବର ମିଳିଥାଏ। ତାଜା ରୋଟିର ମୁକାବିଲା ବାସୀ ରୋଟିରେ ଭଲ ବ୍ୟାକ୍ଟେରିୟା ମିଳିଥାଏ। ଖାଦ୍ୟ ଯାହାବି ହୋଇଥାଉ ଆମେ ତାକୁ ବାସୀ ଭାବି ଫୋପାଡ଼ି ଦେଇଥାଉ। ଆପଣ କେବେବି ଚିନ୍ତା କରିନଥିବେ କି ବାସୀ ଖାଦ୍ୟବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇପାରେ। ଆସନ୍ତୁ ଜାଣିବା ବାସୀ ରୋଟି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ। ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରଥମ କଥା। ବାସୀ ରୋଟି ଆପଣଙ୍କ ପାଚନ କ୍ରିୟା ପାଇଁ ଚମତ୍କାର ଠାରୁ କମ ନୁହେଁ। ବାସୀ ରୋଟି ପାଚନ କ୍ରିୟାକୁ ଦୃଢ଼ ବନେଇଥାଏ। ବାସୀ ରୋଟିରେ ଫାଇବରର ପ୍ରଚୁର ମାତ୍ରା ମିଳିଥାଏ। ଫାଇବରଖାଦ୍ୟରେ ଅଧିକ ମାତ୍ରାରେ ପାଚନକୁ ସହାୟତା କରିଥାଏ। ବାସୀ ରୋଟିରେ ପେଟ ଫୁଲିବା ସମସ୍ୟା ଗ୍ୟାସ ସମସ୍ୟା ଆଉ କବଜର ସମସ୍ୟାରୁ ମୁକ୍ତି ମିଳିପାରିବ ଯଦି ମାନିବେ ତ ବାସୀ ରୋଟି ଆପଣଙ୍କ ପାଇଁ ବରଦାନ ଅଟେ। ଏହାର ବ୍ୟବହାର ନିଶ୍ଚୟ କରନ୍ତୁ।

ଦିତୁୟ କଥା। ବାସୀ ରୋଟି ରୋଗ ପାଇଁ ବହୁତ ଉପଯୋଗୀ ଅଟେ। ଡାଇବେଟିସ ରୋଗୀଙ୍କ ପାଇଁ ବାସୀ ରୋଟିର ଖାଦ୍ୟ ଟ୍ରାୟ କରିବା ବହୁତ ଭଲ ଅବସନ ରହିବ। ଏହା ସୁଗାର ଲେବୁଲକୁ ମେଣ୍ଟେନ କରିଥାଏ। ଯଦି ଆପଣଙ୍କୁ BP ର ସମସ୍ୟା ଥାଏ ତେବେ ଆପଣ ଏହାକୁ ଟ୍ରାୟ କରିପାରିବେ। ଏହା ସହିତ କ୍ୟାଲସିୟମର କମି ଥିଲେ ଆପଣ ଏହାକୁ ଖାଇ ପାରିବେ। ମେଟାବୋଲିଜମକୁ ରେଗୁଲେଟ କରିବାରେ ବାସୀ ରୋଟି କାମରେ ଆସିଥାଏ।

ତୃତୀୟ କଥା। ବାସୀ ରୋଟିରେ ତୁରନ୍ତ ମିଳିଥାଏ ଶକ୍ତି। ଯଦି ଶରୀରରେ କମଜୋରି ଥାଏ ଏବଂ ଭୁକ ବି ଲାଗିନଥାଏ ତ ବାସୀ ରୋଟି ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ବାସୀ ରୋଟିରେ କାର୍ବହାଇଡ୍ରେଡ଼ ମିଳିଥାଏ। ଶରୀରକୁ କାର୍ବହାଇଡ୍ରେଡ଼ରେ ତୁରନ୍ତ ଶକ୍ତି ମିଳିଥାଏ। କାର୍ବହାଇଡ୍ରେଡ଼ ସପ୍ଲିମେଣ୍ଟର କାମ କରିଥାଏ। ଯେଉଁଥିରେ ଭରପୁର ମାତ୍ରାରେ ଶକ୍ତି ଭରି ରହିଥାଏ। ଏଥିପାଇଁ ବାସୀ ରୋଟି ନିଶ୍ଚୟ ଖାଆନ୍ତୁ।

ଚତୁର୍ଥ କଥା। ବାସୀ ରୋଟିରେ ମସାଲ ହୋଇଥାଏ ଶକ୍ତିଶାଳୀ। ରୋଟିରେ ମିଳୁଥିବା ନ୍ୟୁଟ୍ରିୟନ୍ସ ମସାଲକୁ ମଜବୁତ କରିଥାଏ। ଏକ୍ସାସାଇଜ କରୁଥିବା ଲୋକଙ୍କ ପାଇଁ ଏହା ଭଲ ବିକଳ୍ପ ହୋଇଥାଏ। ଲମ୍ବା ସମୟରୁ କମଜୋର ବ୍ୟକ୍ତିର ଓଜନ ଯଦି ବଢିନଥାଏ ତ ଆପଣ ବାସୀ ରୋଟି ନିଶ୍ଚୟ ଖାଆନ୍ତୁ। ବାସୀ ରୋଟି ଆପଣଙ୍କ ଓଜନ ବଢ଼ାଇବା ସହିତ ମସାଲକୁ ବି ଡବଲ କରିଥାଏ ଏବଂ ଏହା ୧୦୦% ସତ ଅଟେ।

ପଞ୍ଚମ କଥା। ଜରୁରୀ ସାବଧାନତା। ଡାକ୍ତରଙ୍କ କଥା ଅନୁସାରେ ବାସୀ ଖାଇବାର ଅର୍ଥ ଯଦି ୩ ରୁ ୪ ଘଣ୍ଟା ହୋଇଥିବ ତ ଏଥିରେ କୌଣସି ସମସ୍ୟା ନାହିଁ। ଆପଣ ଏହାକୁ ଖାଇ ପାରିବେ। ଆପଣଙ୍କୁ ଜଣେଇ ଦେଉଛୁ ରୋଟି ଡେରିରେ ଖରାପ ହୋଇଥାଏ ପ୍ରାୟ ୧୨ ରୁ ୧୪ ଘଣ୍ଟା ଏବଂ ଏହା ଭିତରେ ଆପଣ ଖାଇ ନିଅନ୍ତୁ। ବାସୀ ରୋଟି ଆପଣ ନିଜର ପସନ୍ଦ ଅନୁସାରେ କୌଣସି ବି ଜିନିଷରେ ମିଶେଇ ଖାଇ ପାରିବେ। ଏହା ଲାଭକାରୀ ଅଟେ କିନ୍ତୁ ମନେରଖନ୍ତୁ କି ଅଧିକ ଡେରି ପର୍ଯ୍ୟନ୍ତ ରଖା ହେଉଥିବା ଖାଦ୍ୟ ଖାଇବେ ନାହିଁ।

ରୋଟିରେ ବିଷ ମିଳିଥାଏ ଯେତେବେଳେ ତା ଭିତରୁ ରସ ବାହାରି ଆସିଥାଏ। ବାସୀ ରୋଟିକୁ ଯେବେବି ଆପଣ ଖାଇବେ ତ କିମ୍ବା ଛୋଟ ପିଲା ଖାଇବ ତ ପ୍ରଥମେ ଆପଣ ତାକୁ ଚେକ ନିଶ୍ଚୟ କରିନେବେ। ଯଦି ବାସୀ ରୋଟିରେ ରସ ବାହାରୁ ଥିବ ତ ଆପଣଙ୍କ ପିଲାର ଜୀବନ ଯାଇପାରେ କିମ୍ବା ଆପଣ ରୋଗରେ ବି ପଡିପାରନ୍ତି। ବାସୀ ରୋଟି ହୋଇପାରେ କୌଣସି ଚମତ୍କାର ଠାରୁ କମ ନୁହେଁ କିନ୍ତୁ ଅଧିକ ଡେରି ପର୍ଯ୍ୟନ୍ତ ବାସୀ ରୋଟି ବିଷ ସହିତ ସମାନ ହୋଇଥାଏ। ଏଥିପାଇଁ ସାବଧାନତାର ସହିତ ବାସୀ ରୋଟିର ବ୍ୟବହାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *