Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଏହି ୩ ଜଣ ଲୋକଙ୍କ କଥା କେବେବି ଶୁଣନ୍ତି ନାହିଁ। କରନ୍ତୁ ନାହିଁ ଏହି ଭୁଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଏହି ୩ ଜଣ ଲୋକଙ୍କ କଥା କେବେବି ଶୁଣନ୍ତି ନାହିଁ। କରନ୍ତୁ ନାହିଁ ଏହି ଭୁଲ

ଭଗବାନ ଏହି ୩ ଜଣଙ୍କଙ୍କର କଥା କେବେବି ଶୁଣନ୍ତି ନାହିଁ। ଏମିତି ଘରେ ସର୍ବଦା ରହିଥାଏ ଗରିବି। ଏହା ସହିତ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହା ଘରକୁ ଆଣିଲେ କେବେବି ଧନର ଅଭାବ ରହିବ ନାହିଁ।

ଆମ ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଏମିତି ଅଛି ଯାହା ପ୍ରାଚୀନ କାଳରୁ ହୋଇ ଆସୁଛି। ଏହି ପରମ୍ପରାର ମହତ୍ୱ ବହୁତ ଅଛି। ଆମ ଶାସ୍ତ୍ରରେ ଏମିତି ବହୁତ ପରମ୍ପରା ଅଛି ଯାହା ଆମର ଜନ୍ମ ପାଖରୁ ନେଇ ବିବାହ ପର୍ଯ୍ୟନ୍ତ ଅନେକ ପରମ୍ପରା ଅଛି। ବ୍ୟକ୍ତିର ଦିନ ଚର୍ଯ୍ୟକୁ ନେଇ ବ୍ୟକ୍ତିର ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ପ୍ରତ୍ୟକ ସମୟ ପାଇଁ କିଛି ନାଁ କିଛି ପରମ୍ପରା ନିଶ୍ଚୟ ରହିଛି ଯାହାକୁ ବ୍ୟକ୍ତି କରିଥାଏ। ଏହି ପରମ୍ପରାରେ କିଛି ନିଶ୍ଚୟ ବୈଜ୍ଞାନିକ କାରଣ ବି ଅଛି। ଯଦି ଏହି ବାସ୍ତୁ ନିୟମକୁ ଆପଣ ନିଜ ଜୀବନରେ ଆପଣେଇବେ ତ ବ୍ୟକ୍ତି ଗରିବରୁ ରାଜା ବନି ଯାଇପାରେ। କିନ୍ତୁ ସେମିତି ଏହାର ଅଣଦେଖା କଲେ ଭଗବାନଙ୍କ କ୍ରୋଧର ସାମ୍ନା ବି କରିବାକୁ ପଡିଥାଏ।

ଯେଉଁବି ବ୍ୟକ୍ତି ବିନା ନବୁଝି ନଶୁଖି ବାସ୍ତୁ ନିୟମର ଉଲଂଘନ କରିଥାନ୍ତି ତ ଏମିତି ଲୋକଙ୍କ ଘରେ କେବେବି ଦେବତା ବାସ କରନ୍ତି ନାହିଁ। ଆଜିକାଲି ଦୁନିଆରେ ଅନେକ ଲୋକ ଭିନ୍ନ ଭିନ୍ନ ଜୀବନ ଅତିବାହିତ କରିଥାନ୍ତି। ସେଥି ମଧ୍ୟରୁ ଅନେକ ଲୋକ ଏମିତି ବି ଅଛନ୍ତି ଯିଏ ନିଜର ଜୀବନକୁ ଠିକ ଭାବରେ ଅତିବାହିତ କରି ପାରନ୍ତି ନାହିଁ। ଏହା ଏଥିପାଇଁ ଲୋକ ଭୁଲ ବାସ୍ତୁଦୋଷ କାରଣରୁ ଗରିବ ଆଡ଼କୁ ଚାଲି ଯାଇଥାନ୍ତି। ଏହି ଭୁଲ ପାଇଁ ସେମାନେ ଭଲ ଜୀବନ ଅତିବାହିତ କରିପାରନ୍ତି ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣଙ୍କ ଲାଇଫ ବନିଯିବ।

ବଂଶୀ। ବନ୍ଧୁଗଣ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ବଂଶୀର ବହୁତ ମହତ୍ୱ ରହିଛି। ଆର୍ଥିକ ସମସ୍ୟାର ମୁକ୍ତି ପାଇଁ ବ୍ୟକ୍ତିକୁ ଚାନ୍ଦିର ବଂଶୀ ରଖିବା ଉଚିତ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ବଂଶୀ ଘରେ ରଖିଲେ ଦେବୀ ଲକ୍ଷ୍ମୀଙ୍କ ବାସ ରହିଥାଏ। ଏହା ଦ୍ବାରା ବି ବାସ୍ତୁଦୋଷ ଦୂର ହୋଇଥାଏ। ଆଉ ଧନ ଆଗମନର ସ୍ତୋତ୍ର ବନି ରହିଥାଏ। ବଂଶୀ ଯେଉଁଠି ଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ନିଶ୍ଚୟ ରହିଥାଏ।

ଶଙ୍ଖ। ବାସ୍ତୁ ଅନୁସାରେ ଶଙ୍ଖରେ ବାସ୍ତୁଦୋଷ ଦୂର କରିବା ପାଇଁ ଅଦ୍ଭୁତ କ୍ଷମତା ରହିଥାଏ। ଯେଉଁଠାରେ ନିୟମିତ ଶଙ୍ଖ ବଜାଯାଏ ସେଠାରେ ଆଖପାଖରେ ପରିବେଶ ଶୁଦ୍ଧ ଏବଂ ସକରାତ୍ମକ ହୋଇଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ମା ଲକ୍ଷ୍ମୀଙ୍କ ହାତରେ ଶୁଭ ପାଉଥିବା ଦକ୍ଷିଣାବର୍ତୀ ଶଙ୍ଖ ଥାଏ ତ ସେଠାରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ଏମିତି ଘରେ ଧନ ସମ୍ବଦ୍ଧିତ ସମସ୍ୟା କେବେବି ଆସିନଥାଏ। ଏହି ଶଙ୍ଖକୁ ଲାଲ କପଡ଼ାରେ ଗୋଡ଼ାଇ ପୂଜା ସ୍ଥାନରେ ରଖିବା ଉଚିତ ଏବଂ ନିୟମିତ ଏହାର ପୂଜା କରିବା ଉଚିତ।

ମା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କର ମୂର୍ତି। ମା ଲକ୍ଷ୍ମୀଙ୍କ ମୂର୍ତି ବା ଫୋଟ ଆପଣଙ୍କ ଘରେ ନିଶ୍ଚୟ ଥିବ। କିନ୍ତୁ ଧନର ବୃଦ୍ଧି ପାଇଁ ମା ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେରଙ୍କର ମୂର୍ତି କିମ୍ବା ଫୋଟ ନିଶ୍ଚୟ ରଖିବା ଦରକାର। କୁବେର ମହାରାଜ ଆୟ ପ୍ରଦାନ କରିଥାନ୍ତି ଦୁଇବ ଜଣ ପରସ୍ପରର ପୁରକ ମାନାଯାଏ। କୁବେର ମହାରାଜ ଉତ୍ତର ଦିଗର ସ୍ୱାମୀ ଅଟନ୍ତି। ତାଙ୍କୁ ସର୍ବଦା ହିଁ ଉତ୍ତର ଦିଗରେ ରଖିବା ହିଁ ଦରକାର।

କର୍ପୁର କରେ ମାଲାମାଲ। ବାସ୍ତୁଦୋଷ ଦୂର କରିବା ପାଇଁ ଧନ ସମ୍ପତ୍ତି ସମସ୍ୟା ପାଇଁ ପ୍ରତିଦିନ କର୍ପୁର ଜଳାନ୍ତୁ। ଘରର ମଝିରେ ପ୍ରତିଦିନ କର୍ପୁର ଜଳେଇଲେ ଘରୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ ଏବଂ ଆପଣଙ୍କର ଖରାପ କାମ ଧୀରେ ଧୀରେ ହେବାକୁ ଲାଗିଥାଏ।

ଭଗବାନ ଗଣେଶ। ଯେଉଁ ବ୍ୟକ୍ତି ଭଗବାନ ଗଣେଶଙ୍କର ପବିତ୍ର ମନରେ ହାତ ଧରିଥାଏ ତ ସେ ବ୍ୟକ୍ତି କେବେବି ଦୁଃଖୀ ରହିନଥାଏ କାରଣ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ମାନାଯାଏ। ଧନ ସମସ୍ୟା ଏବଂ ଦୁଃଖକୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶଙ୍କ ମୂର୍ତି ରଖିବା ବହୁତ ଶୁଭ ହୋଇଥାଏ। ଭଗବାନ ଗଣେଶଙ୍କୁ ଘରର ମୁଖ୍ୟ ଦ୍ୱାରରେ ଏମିତି ରଖିବେ ଯେମିତି ଭଗବାନ ଗଣେଶଙ୍କର ଦୃଷ୍ଟି ଘର ଆଡ଼କୁ ରହିବ। ଆଉ ଯେବେ ଆପଣ ସକାଳୁ ଉଠିବେ ତ ଭଗବାନ ଗଣେଶଙ୍କୁ ପ୍ରଣାମ ନିଶ୍ଚୟ କରନ୍ତୁ। ଏମିତି କଲେ ଆପଣଙ୍କର ଖରାପ କାମ ହୋଇଯାଇଥାଏ। ଏହା ସହିତ ଧନର କେବେବି ଅଭାବ ରହିନଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କ କଥା ଭଗବାନ ଶୁଣନ୍ତି ନାହିଁ। ଆଉ ଜୀବନ ସାରା ଏମିତି ଲୋକ ଗରିବ ହୋଇରହିଥାନ୍ତି।

ଭଗବାନ କୁହନ୍ତି ଏମିତି ୬ ଲୋକଙ୍କ ଘରକୁ କେବେବି ଯାଆନ୍ତି ନାହିଁ।

ଘରର ଖିଆଲ ନରଖିବା ଲୋକ। ଭଗବାନ କୁହନ୍ତି କି ଯେଉଁ ମହିଳା ନିଜର ଘରର ଦାୟିତ୍ୱ ରଖି ପାରନ୍ତି ନାହିଁ ତ ତାକୁ ଧନର କୌଣସି ଆବଶ୍ୟକତା ପଡେନାହିଁ। କାରଣ ଶାସ୍ତ୍ର ଏହା କହିଥାଏ କି ଯେଉଁ ବ୍ୟକ୍ତିକୁ ଯଦି ଘରର କୌଣସି ବି ଚିନ୍ତା ନଥିବ ଏବଂ ଘରର ଗୋଟେ ବି ଜିନିଷ ଭାଙ୍ଗି ଗଲେ କୌଣସି ବି ଫରକ ପଡିନଥାଏ ଆଉ ସେ ବ୍ୟକ୍ତି ଘରକୁ ଅପରିଷ୍କାର ବି କରି ରଖିଥାଏ ତ ଭଗବାନ ସେଠାରେ କେବେବି ନିବାସ କରନ୍ତି ନାହିଁ। ସେମିତି ଘରେ କେବେବି ଟଙ୍କା ରହେନାହିଁ। ଯାହାକି ତାର ଗରିବ ହେବାର ସବୁଠାରୁ ବଡ଼ କାରଣ ଅଟେ। ଏଥିପାଇଁ ଘରର ଚିନ୍ତା କରୁଥିବା ବ୍ୟକ୍ତି ହିଁ ବିଜୟୀ ପ୍ରାପ୍ତ କରିଥାଏ।

ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଛା ଲଗେଇବା ଉଚିତ ନୁହେଁ। ଏହା ଦ୍ବାରା ବାସ୍ତୁଦୋଷ ଲାଗିପାରେ। ଏହି ଦିନ ସଫା ସୁତରା କରି ପାରିବେ। କିନ୍ତୁ ପୋଛା ଲଗେଇବେ ନାହିଁ। ଆପଣ ନୂଆ ପୋଛା ଆଣିବାକୁ ଚାହୁଁଛନ୍ତି ତ ଗୁରୁବାର ଦିନ ନୂଆ ପୋଛା ବଦଳ କରିପାରିବେ। ଆଉ ଶୁକ୍ରବାର ଦିନ ବ୍ୟହାର କରିବେ। ପୋଛା ଲଗେଇବା ସବୁବେଳେ ଉତ୍ତର ଦିଗରୁ ହିଁ କରିବେ। ଉତ୍ତର ଦିଗ ସବୁଠାରୁ ଶୁଭ ଏବଂ କୁବେରଙ୍କ ଦିଗ ହୋଇଥାଏ।

ଉତ୍ତର ଦିଗରେ ପୋଛା ଲଗେଇଲେ ଘରର ସକାରାତ୍ମକ ଉର୍ଜା ଘରୁ ବାହାକୁ ଯାଇନଥାଏ। ଏବଂ ପୁରା ଘରେ ବନି ରହିଥାଏ। ଏହା ଏଥିପାଇଁ ଶାସ୍ତ୍ର ଅନୁସାରେ ମାନାଯାଏ କି ଧନର ଲାଭ ଶୁଭ କାରୀୟ ମା ଲକ୍ଷ୍ମୀ ସମସ୍ତଙ୍କ ପ୍ରବେଶ ଉତ୍ତର ଦିଗରୁ ହିଁ ହୋଇଥାଏ। ତ ଏଥିପାଇଁ ଉତ୍ତର ଦିଗକୁ ଯଦି ସବୁଠାରୁ ପ୍ରଥମେ ସଫା କରିବେ ତ ଘରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ସର୍ବଦା ବନି ରହିଥାଏ। ଉତ୍ତର ଦିଗରେ ପୋଛା ସବୁବେଳେ ସଫା ପାଣିରେ କରନ୍ତୁ।

ରାତିରେ ଅଇଁଠା ବାସନ କେବେବି ଘରେ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଘରେ ଅଇଁଠା ବାସନ କେବେବି ରଖିବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଆଉ ଅଧିକ ସମୟ ଘରେ ରୁହନ୍ତି ନାହିଁ। ଏଥିପାଇଁ ଘରେ ସର୍ବଦା ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯେଉଁଥି ପାଇଁ ମାଙ୍କ କୃପା ସର୍ବଦା ବନି ରହିବ।

ରୋଷେଇ ଘରର ଚୁଲା ଉପରେ ଅଇଁଠା ବାସନ କେବେବି ରଖନ୍ତୁ ନାହିଁ।ସର୍ବଦା ଚୁଲାକୁ ସଫା ସୁତରା ରଖନ୍ତୁ। ଏହା ସହିତ ଘରେ ସୁଖ ସମୃଦ୍ଧି ବନି ରହିବ। ଆଉ ସମାଜରେ ସମ୍ମାନ ମିଳିଥାଏ। ପୁରାଣ ଅନୁସାରେ ଚୁଲା ଉପରେ ଖାଲି ବାସନ ରଖିଲେ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ। ଏଥିପାଇଁ ଚୁଲା ଉପରେ କେବେବି ଖାଲି ବାସନ ରଖନ୍ତୁ ନାହିଁ।

ଉତ୍ତର ଦିଗର ଅଧିପତି ଦେବତା ଅଟନ୍ତି କୁବେର ଆଉ ଧନର ଦେବୀ ମା ଲକ୍ଷ୍ମୀ ଅଟନ୍ତି। ଏଥିପାଇଁ ଏହି ଦିଗରେ ଅନାବଶ୍ୟକ ଜିନିଷ ବା ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ। ଏହି ଦିଗକୁ ସର୍ବଦା ସଫା ସୁତରା ରଖିବା ଉଚିତ। ଏହା ଦ୍ବାରା ଧନ ଲାଭ ହୋଇଥାଏ। ଏହି ଦିଗରେ ବେକାର ଜିନିଷ ରଖିଲେ କୁବେର ଦେବ ଏବଂ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *