Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା କାଲିଠାରୁ ଏହି ୫ ଗୋଟି ରାଶିର ଲୋକଙ୍କ ପାଇଁ ବନିବାକୁ ଯାଉଛି ମହାସଂଯୋଗ। ଭଗବାନ ଶିବଙ୍କ କୃପା ଦୃଷ୍ଟି ମିଳିବାକୁ ଯାଉଛି ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆଜି ରାତି ଠାରୁ କିଛି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପାଦୃଷ୍ଟି ପଡିବାକୁ ଯାଉଛି। ଭଗବାନ ଶିବଙ୍କୁ ସୃଷ୍ଟିର ସଂଘାର କର୍ତ୍ତା ବୋଲି ମାନାଯାଏ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ ଅଟେ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଏବେଠାରୁ କୌଣସି ସମସ୍ଯା ରହିବ ନାହିଁ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଯେଉଁମାନେ ବହୁତ ଦିନରୁ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଆଶାନୁରୂପ ଚାକିରି ମିଳିପାରେ।ଏହାସହିତ ଯେଉଁମାନେ ଚାକିରିରେ କାର୍ଯ୍ୟରତ ରହିଛନ୍ତି, ସେମାନଙ୍କୁ ପଦୋନ୍ନତୀ ମିଳିବା ସହିତ ସେମାନେ ପ୍ରଶଂସିତ ହେବେ। ବ୍ୟବସାୟ କରୁଥିବା ଲୋକଙ୍କୁ ଅଧିକ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ଅଧିକ ଉପାର୍ଜନ ପାଇଁ ଅନେକ ମାର୍ଗ ମିଳିବ।

ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ନିଶ୍ଚିତ ଭାବରେ ସୁଫଳ ପାଇବେ।ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାର ଲୋକଙ୍କ ଠାରୁ ସର୍ବଦା ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ସମାଜ କଲ୍ୟାଣ ପାଇଁ ଆପଣ ଅନେକ କାର୍ଯ୍ୟ କରିବେ ଏବଂ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଏହି ସମୟରେ ଆପଣଙ୍କର ନୂଆ ବନ୍ଧୁ ହୋଇ ପାରନ୍ତି। ବିଦ୍ୟାର୍ଥୀ ମାନେ ନିଜ ପାଠପଢା ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ରହିବ।

ଏହି ସମୟରେ ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ମିଳିପାରେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ଯେଉଁ ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ଆମେ ଆଲୋଚନା କରୁଥିଲୁ,ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *