Excuse Me Odisha

ଯାହା କହିବୁ ସତ କହିବୁ

କଞ୍ଚା ଲଙ୍କା ଖାଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆମେ ସମସ୍ତେ ଜାଣିଛନ୍ତି କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ସେହି ଅନୁସାରେ ପରିଚାଳିତ ହେବ। ତେବେ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ତଥ୍ୟ ବିଷୟରେ କହିବାକୁ ଯାଉଛୁ। କଞ୍ଚା ଲଙ୍କା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜିକାଲି ଲୋକେ ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହିସବୁ ରୋଗରୁ ଆପଣ ମୁକ୍ତି ପାଇବାକୁ ଚାହୁଁଥିଲେ, ନାଲି ରଙ୍ଗର ଲଙ୍କା ଗୁଣ୍ଡ ବ୍ୟବହାର କରିବା ଉଚିତ। ଆୟୁର୍ବେଦରେ ନାଲି ଲଙ୍କାକୁ ବିଷ ବୋଲି କୁହା ଯାଇଛି। ଏହାସହିତ ଏଥିରେ କଞ୍ଚାଲଙ୍କା ଏବଂ ଗୋଲମରିଚର ଗୁଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଆୟୁର୍ବେଦରେ ଗୋଲମରିଚ ଏବଂ କଞ୍ଚାଲଙ୍କାକୁ ଔଷଧ ରୂପରେ ବର୍ଣ୍ଣନା କରାଯାଇଛି। ପୂର୍ବ ପିଢ଼ିରୁ ଯେବେଠୁ ମଣିଷ ଏହି ନାଲି ଲଙ୍କାର ସେବନ କରିବା ଆରମ୍ଭ କରିଛି, ସେହିଦିନରୁ ମଣିଷକୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡ଼ିଛି। ନାଲି ଲଙ୍କାର ସେବନ କରିବା ଦ୍ଵାରା ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଭଳି ରୋଗ ଉତ୍ପନ୍ନ ହୋଇଥାଏ। ରୋଗ ହେଲେ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ଡାକ୍ତର ସେମାନଙ୍କୁ ସବୁ ରୋଗ ପାଇଁ ବିଭିନ୍ନ ପ୍ରକାରର ଔଷଧ ଦେଇଥାନ୍ତି।

ଏହାପରେ ଆପଣଙ୍କୁ ସାରା ଜୀବନ ଔଷଧ ସେବନ କରି ବଞ୍ଚିବାକୁ ପଡ଼ିଥାଏ। ତେଣୁ ଏଥିରୁ ବଞ୍ଚିତ ହେବା ପାଇଁ ଆପଣ ନିଜ ରୋଷେଇ ଘରୁ ନାଲି ଲଙ୍କାକୁ ଫୋପାଡି ଦିଅନ୍ତୁ। ଦେଖିବେ ଆପଣ ନିଶ୍ଚିତ ଭାବରେ ସୁଫଳ ପାଇବେ। ଖାଦ୍ୟ ଖାଇବା ସମୟରେ କଞ୍ଚା ଲଙ୍କା ଏବଂ ଗୋଲମରିଚର ବ୍ୟବହାର କରନ୍ତୁ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭକାରୀ ଅଟେ।

ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କର ମୋଟାପଣ ଭଳି ସମସ୍ୟା ମଧ୍ୟ ଖୁବ୍ ଶୀଘ୍ର ଦୂର ହୋଇଯିବ।ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ ମିଳିବ। ଏହାସହିତ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ଖୁବ୍ ଶୀଘ୍ର ହଜମ ହୋଇ ଯିବ ଏବଂ ଆପଣଙ୍କର ଦୃଷ୍ଟି ଶକ୍ତି ବୃଦ୍ଧି ପାଇବ।

କଞ୍ଚା ଲଙ୍କା ଏବଂ ଗୋଲମରିଚ ସେବନ କରିବା ଦ୍ୱାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଦୂର ହୋଇଯାଏ। ଆପଣ ନିଜର ଦୈନଦିନ ଜୀବନରେ କଞ୍ଚାଲଙ୍କାକୁ ଖାଦ୍ୟ ରୂପରେ ବ୍ୟବହାର କରନ୍ତୁ।ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଥାଇରଏଡ ହର୍ମୋନ ନିୟନ୍ତ୍ରଣରେ ରହିଥାଏ। ଆପଣଙ୍କ ଶରୀରର ରକ୍ତ ସଫା ରହିବ ଏବଂ ଆପଣଙ୍କ ଚୁଟି ମୂଳ ମଧ୍ୟ ସୁଦୃଢ ହେବ।

ତେବେ ବନ୍ଧୁଗଣ ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *