Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ରାଶି ସିଂହ, ତୁଳା, କନ୍ୟା, କର୍କଟ, ମେଷ, ମିଥୁନ, ମକର କିମ୍ବା କୁମ୍ଭ ରାଶି ଅଟେ,ତେବେ ଆପଣଙ୍କ ସହ ଘଟିବାକୁ ଯାଉଛି ଏହି ଚମତ୍କାର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ସ୍ୱାଗତ ଜଣାଉଛୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଯୋଗୁଁ ଏହାର ଶୁଭ ଏବଂ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ।ଯେତେବେଳେ ଗ୍ରହ ନକ୍ଷତ୍ର ମାନଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ, ସେତେବେଳେ ସବୁ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୁଏ।

ପୁଣି ଯେତେବେଳେ ଖରାପ ପ୍ରଭାବ ପଡେ, ସେତେବେଳେ ବ୍ୟକ୍ତି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ।ଏହି ଆମେ ଆପଣଙ୍କୁ ଯେଉଁମାନଙ୍କର ରାଶି ସିଂହ , ତୁଳା , କନ୍ୟା , କର୍କଟ , ମେଷ , ମିଥୁନ , ମକର ଏବଂ କୁମ୍ଭ ରାଶି ସେମାନଙ୍କ ପାଇଁ ଆଗାମୀ ଦିନ ବହୁତ ଶୁଭ ହେବାକୁ ଯାଇଛି।ତେବେ ଆପଣ ମାନଙ୍କ ପାଇଁ ଖୁସି ଖବର ରହିଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ରାଶିର ଲୋକମାନଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯିବ। ଏମାନଙ୍କୁ ଜୀବନରେ ସବୁକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ଆପଣଙ୍କୁ ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

କିନ୍ତୁ ଆପଣ ମାନଙ୍କୁ ସର୍ବଦା ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପିତାମାତାଙ୍କର ଯତ୍ନ ନିଅନ୍ତୁ ଏବଂ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରୟାସ କରନ୍ତୁ। ଆପଣଙ୍କର ବୈବାହିକ ଜୀବନ ସୁଖମୟ ରହିବ।ପ୍ରେମୀ ଯୁଗଳଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ପାରନ୍ତି। ସମାଜ କଲ୍ୟାଣ କାର୍ଯ୍ୟ କରି ଆପଣ ସମାଜରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସ୍ଥାପନ କରିବେ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *