Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଖାଆନ୍ତୁ ଏହି ଗୋଟିଏ ଜିନିଷ,ସୂର୍ଯ୍ୟଦେବ ହୋଇଥାନ୍ତି ପ୍ରସନ୍ନ। ସାତ ଜନ୍ମ ପାଇଁ ଗରିବୀ ଦୂର ହୋଇଯାଇଥାଏ।

ସେୟାର୍ କରନ୍ତୁ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ଅଟେ। ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କର ପୂଜା କରାଯାଏ। ଏମିତି ମାନ୍ୟତା ଅଛି ସୂର୍ଯ୍ୟଦେବଙ୍କ ପୂଜା କଲେ ଏବଂ ଅର୍ଘ୍ୟ ଦେଲେ ବ୍ୟକ୍ତିର ତେଜ ବଢିଥାଏ। ଆଉ ତାର ଭାଗ୍ୟ ବଳବାନ ହୋଇଥାଏ। ଦେଖାଯାଏ କି ସପ୍ତାହର ସାତ ଦିନ ସୌର ମଣ୍ଡଳରେ ଉପସ୍ଥିତ କୌଣସି ନାଁ କୌଣସି ଗ୍ରହ ସହିତ ସମ୍ବଦ୍ଧିତ ସବୁ ଗ୍ରହ ନିଜର ଠିକ ପ୍ରଭାବ ରଖୁ ଏଥିପାଇଁ ତାଙ୍କର ଅନୁକୂଳ କାର୍ଯ୍ୟ କରିବା ଉଚିତ। ଏହି ପ୍ରକାରରେ ଆମକୁ ରବିବାର ଦିନ ସୁର୍ଯ୍ୟ ଦେବଙ୍କ ପୂଜା କରିବା ସମୟରେ କିଛି କଥାର ଧ୍ୟାନ ରଖିବା ଉଚିତ। କାହିଁକିନା ଏହି ଦିନ ସୂର୍ଯ୍ୟଦେବ ଅଧିକ ଉର୍ଜା ପ୍ରଦାନ କରିଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକର କୁଣ୍ଡଳୀରେ ସୂର୍ଯ୍ୟଙ୍କର ସ୍ଥିତି ଠିକ ନଥାଏ ତ ସେହି ବ୍ୟକ୍ତିକୁ ସମାଜରେ ମାନ ସମ୍ମାନ ପ୍ରାପ୍ତ କରିବାରେ କଷ୍ଟ ଆସିଥାଏ। ଏହା ସହିତ ତାର ଜୀବନ ଅଳସୁଆରେ ଭରି ଯାଇଥାଏ। ଆଉ ତାକୁ ତାର କାର୍ଯ୍ୟ କରିବାରେ ମନ ଲାଗିନଥାଏ ଆଉ ସେହି ବ୍ୟକ୍ତି ଅଧିକ କ୍ରୋଧିତ ହେବାକୁ ଲାଗିଥାଏ ଆଉ ସେ ବ୍ୟକ୍ତି ଧୀରେ ଧୀରେ ପତନ ଆଡ଼କୁ ଯାଇଥାଏ। ଏମିତି ଘରେ ସର୍ବଦା କ୍ଳେଶର ବାତାବରଣ ବନି ରହିଥାଏ ଏଥିପାଇଁ ଏମିତି ବ୍ୟକ୍ତିକୁ ସବୁ କଷ୍ଟରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କ ଉପସନା ଅବଶ୍ୟ କରିବା ଉଚିତ।

ଅନେକ ଲୋକ ରବିବାର ଦିନ ଛୁଟି ମାନି ଦିନ ସାରା ଶୋଇଥାନ୍ତି। କିନ୍ତୁ ଧ୍ୟାନ ରଖନ୍ତୁ ଏହା ଭଗବାନ ସୂର୍ଯ୍ୟଦେବଙ୍କ ବାର ଅଟେ। ଏହି ଦିନ ଆପଣଙ୍କୁ କେବେବି ଅଳସୁଆ କରିବା ଉଚିତ ନୁହେଁ। ଆମର ଶାସ୍ତ୍ରରେ ରବିବାର ଦିନ କିଛି କାର୍ଯ୍ୟକୁ କରିବା ପାଇଁ ମନା କରାଯାଇଛି। ଏହା ସହିତ କିଛି ଜିନିଷର ସେବନକୁ ବି ବର୍ଜିତ କରାଯାଇଛି। ଯଦି ଆପଣ ଭୁଲରେ ବି ରବିବାର ଦିନ ଏହିସବୁ ଜିନିଷର ସେବନ କରନ୍ତି ତେବେ ଆପଣଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଆପଣ ଏହିସବୁ ଜିନିଷର ସେବନ କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ରବିବାର ଦିନ ଅସ୍ତ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ। ମାନ୍ୟତା ଅଛି ଯେ ଏହି ଦିନ ଅସ୍ତ ଗଛରେ ଜଳ ଅର୍ପଣ କଲେ ଅନିଷ୍ଟ ହୋଇଥାଏ। ଯଦି ଚାହିଁବେ ଅସ୍ତ ଗଛରେ ଦୀପ ମଧ୍ୟ ଜାଳିପାରିବେ।

ରବିବାର ଦିନ ଅଳସୁଆ କରିବା ଉଚିତ ନୁହେଁ ଏବଂ ଡେରି ପର୍ଯ୍ୟନ୍ତ ଚାହିଁବା ବି ଉଚିତ ନୁହେଁ। ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଶୌଚ ସାରି ସୁର୍ଯ୍ୟଦେବଙ୍କୁ ଅର୍ଘ୍ୟ ନିଶ୍ଚୟ ଦେବା ଉଚିତ। ଏହା ଦ୍ୱାରା ଆପଣଙ୍କର ସୂର୍ଯ୍ୟ ମଜବୁତ ହୋଇଥାଏ। ଧ୍ୟାନ ରଖିବେ ସୂର୍ଯ୍ୟଦେବଙ୍କୁ କେବଳ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ଏହି ଜଳରେ ଚାଉଳ ଏବଂ କୁମକୁମ ପକେଇ ଜଳ ଅର୍ପଣ କରିବା ଉଚିତ। ଆଉ ପୁରା ମନରେ ଭଗବାନ ସୂର୍ଯ୍ୟଦେବଙ୍କ ଆରୋଧନା କରିବା ଉଚିତ। ଏହା ଦ୍ବାରା ଭଗବାନ ସୂର୍ଯ୍ୟଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କର ମନସ୍କାମନା ପୂରଣ କରିଥାନ୍ତି।

ଯଦି କୌଣସି କୁଣ୍ଡଳୀରେ ସୂର୍ଯ୍ୟଦେବଙ୍କ ସ୍ଥିତି କମଜୋର ଥାଏ ତେବେ ଚୁଟି କାଟନ୍ତୁ ନାହିଁ କି ମଥାରେ ତେଲ ଲଗାନ୍ତୁ ନାହିଁ।

ଏହି ଦିନ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ତିଳର ତେଲ ନିଶ୍ଚୟ ଲଗେଇବା ଉଚିତ। ଆପଣଙ୍କର ସୁର୍ଯ୍ୟ ନିଶ୍ଚୟ ମଜବୁତ ହେବ ଏବଂ ଆପଣଙ୍କ ଜୀବନରେ ଭବିଷ୍ୟତରେ ଆସୁଥିବା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବେ।

ରବିବାର ଦିନ କୌଣସି କାମରେ ବାହାରିବା ପୂର୍ବରୁ ଗାଈକୁ ଗୋଟେ ରୁଟି ନିଶ୍ଚୟ ଖୁଆନ୍ତୁ। ଏହି ଦିନ ସମ୍ଭବ ତ ଗାଈର ପୂଜା ନିଶ୍ଚୟ କରିବେ।

ରବିବାର ଦିନ ମାଛକୁ ଅଟାର ଗୋଳା ବନେଇ ନିଶ୍ଚୟ ଖୁଆନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଚାଲୁଥିବା ଧନ ସମ୍ବଦ୍ଧିତ ସମସ୍ୟା ସମାପ୍ତ ହୋଇଯିବ।

ରବିବାର ଦିନ ପିମ୍ପୁଡିକୁ ଚିନି ଅବଶ୍ୟ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଳେଶ କମ ହେବ। ଆଉ ଆପଣଙ୍କୁ ନିଜ କାମରେ ମନ ଲାଗିବ।

ଏବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଜିନିଷ ଖାଇବା ଉଚିତ।

ମସୁର ଡାଲି। ଧର୍ମଶାସ୍ତ୍ରରେ ଆପଣ ଶୁଣିଥିବେ କୌଣସି ବି ଦେବ ସନ୍ଥ ମହାପୁରୁଷଙ୍କୁ ମସୁର ଡାଲିର କୌଣସି ବି ବ୍ୟଞ୍ଜନ କେବେବି ଭୋଗରେ ଅର୍ପଣ କରିବା ଉଚିତ ନୁହେଁ। ମସୁର ଡାଲିକୁ ଶାସ୍ତ୍ରରେ ରବିବାର ଦିନ ଖାଇବାକୁ ବି ମନା କରାଯାଇଛି। କାରଣ ଏହା ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଆସିଥାଏ।

ଯେଉଁ ବ୍ୟକ୍ତି ରବିବାର ଦିନ ଯେଉଁ ବ୍ୟକ୍ତି ଉପବାସ ରଖିଥାଏ ତାକୁ ରବିବାର ତାମସିକ ଆହାର କରିବା ଉଚିତ ନୁହେଁ।

ରବିବାର ଦିନ ରସୁଣ ପିଆଜ ଅଦା ଖାଇବା ଉଚିତ ନୁହେଁ।

ଯଦି ଆପଣଙ୍କ କୁଣ୍ଡଳୀରେ ସୁର୍ଯ୍ୟ ଭାରି ଥିବେ ତେବେ କିଛି ଦିନ ପାଇଁ ଅଦା ରସୁଣ ପିଆଜ ଖାଆନ୍ତୁ ନାହିଁ।

ଯଦି ଆପଣ ସନ୍ତାନ ପ୍ରାପ୍ତିର ଆଶା ରଖିଛନ୍ତି ତେବେ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣରେ ଖାଦ୍ୟ ସେବନ କରନ୍ତୁ।

ରବିବାର ଦିନ ଲାଲ ଶାଗର ସେବନ କରିବେ ନାହିଁ। ଲାଲ ଶାଗ ଜଲଦି ଉଠି ଜଲଦି ସୁଖୀ ଯାଇଥାଏ। ଏଥିପାଇଁ ଏହି ଜିନିଷର ସେବନ କରିବା ଉଚିତ ନୁହେଁ।

ରବିବାର ଦିନ ମାଛ ମାଂସର ସେବନ କରିବା ବି ବର୍ଜିତ କରାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *