Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ସ୍ତ୍ରୀଙ୍କ ଶରୀରରେ ଏହି ଅଙ୍ଗରେ ଥାଏ କଳାଯାଇ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭାଗ୍ୟଶାଳୀ ସ୍ତ୍ରୀଙ୍କ ଶରୀରରେ ଏହି ଅଙ୍ଗରେ ଥାଏ କଳାଯାଇ

ଶରୀରରେ ୪ ଅଙ୍ଗରେ ତିଳ ଚିହ୍ନ ଥିଲେ ବ୍ୟକ୍ତିକୁ କୋଟିପତି ବନେଇ ପାରେ। ଖାସ କରି କୌଣସି ମହିଳାଙ୍କର ଏହି ଅଙ୍ଗରେ ତିଳ ଥିଲେ ମହିଳାଙ୍କ ପରିବାର ହୋଇଥାନ୍ତି ଧନବାନ। ଏମିତି ମହିଳାଙ୍କ ସ୍ୱାମୀ କୋଟିପତି ବନିଥାନ୍ତି ଏହା ସହିତ ଜାଣିବା ମହିଳାଙ୍କ କେଉଁ ଅଙ୍ଗରେ ତିଳ ଚିହ୍ନ ଥିଲେ ପୁତ୍ର ପ୍ରାପ୍ତ ହୋଇଥାଏ। ମହିଳାଙ୍କର କେଉଁ ଲକ୍ଷଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି।

ସମସ୍ତ ବ୍ୟକ୍ତିଙ୍କ ମହିଳାଙ୍କ ଅଙ୍ଗରେ ତିଳ ଚିହ୍ନ ନିଶ୍ଚୟ ଥାଏ। କାହାର ଗାଲରେ ଥିଲେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। କଣ ଆପଣ ଜାଣିଛନ୍ତି ମୁହଁରେ ତିଳ ଚିହ୍ନ ଥିଲେ ଭାଗ୍ୟଶାଳୀ ବି ହୋଇଥାନ୍ତି। ଶରୀରର ଅଙ୍ଗରେ ତିଳ ଚିହ୍ନ ଥିଲେ କୌଣସି ନାଁ କୌଣସି ଜ୍ୟୋତିଷ ମତ ଥାଏ। ଶାସ୍ତ୍ରରେ କୁହାଯାଇଛି ଏହି ଚିହ୍ନ ମନୁଷ୍ୟର ଭବିଷ୍ୟତ ଏବଂ ଚରିତ୍ର ବିଷୟରେ କହିଥାଏ। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ତିଳ ଚିହ୍ନ ଥିଲେ କଣ ସଂକେତ ଦେଇଥାଏ।

ପେଟରେ ତିଳ। ଯଦି ଆପଣଙ୍କ ପେଟରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଅଳସୁଆ ହୋଇଥାନ୍ତି। ଖାଇବାର ବହୁତ ରୁଚି ରଖିଥାନ୍ତି। ବାମ ସାଇଟରେ ଥିଲେ ପାଚନ ସହିତ ଜଡ଼ିତ ସମସ୍ୟା ହୋଇଥାଏ। ମହିଳାଙ୍କ ନାଭିର ଆଖପାଖରେ ତିଳ ଚିହ୍ନ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କୁ ଧନର ପ୍ରାପ୍ତି ହୋଇଥାଏ। ନାଭିର ଉପରେ ପେଟରେ ତିଳ ଚିହ୍ନ ଥିଲେ ଏହାକୁ ଶୁଭ ମାନାଯାଏ ନାହିଁ। ଏହାକୁ ଦୁର୍ଭାଗ୍ୟର ସୂଚକ ମାନାଯାଏ।

ଯେଉଁ ବ୍ୟକ୍ତିଙ୍କ ମୁଣ୍ଡ କିମ୍ବା ମଥା ଉପରେ ତିଳ ଥାଏ। କେତେ ଥର ଆମର ମୁଣ୍ଡ ଉପରେ ଚୁଟିର ତଳେ ତିଳ ଥାଏ। ଯାହାକି ଚୁଟି କାଟି ଲଣ୍ଡା ହେଲେ ଯାଇ ଦେଖାଯାଏ ଯେଉଁ ବ୍ୟକ୍ତିଙ୍କ ମୁଣ୍ଡର ମଝିରେ କିମ୍ବା ତାଳୁ ଉପରେ କଳାଯାଇ ଥାଏ ସେହି ବ୍ୟକ୍ତି ପୁରୁଷ ହେଉ କିମ୍ବା ସ୍ତ୍ରୀ ଧନବାନ ପ୍ରତିଷ୍ଠିତ ଲୋକପ୍ରିୟ ହେବା ସହ କେତେକ ମହତ୍ୱପୂର୍ଣ୍ଣ ରାଜର ମଧ୍ୟ ଅଧିକାରୀ ହୋଇଥାଏ। ଜୀବନରେ ନିଜେ ସବୁ କାମରେ ସଫଳତା ପ୍ରାପ୍ତ କରେ। କିନ୍ତୁ ତାଳୁକୁ ଛାଡି ମୁଣ୍ଡର ଅନ୍ୟ କୌଣସି ମାନେ ପଛ ଭାଗ କିମ୍ବା ଡାହାଣ ଭାଗରେ କଳାଯାଇ ଥିଲେ ଏହା ଭଲ ପରିଣାମ ହୋଇନଥାଏ। ସେମାନଙ୍କର ଜୀବନ ସାମାନ୍ୟ ହୋଇଥାଏ। ବ୍ୟକ୍ତିଙ୍କ ମଥାରେ ତିଳ ଥିଲେ ତାଙ୍କ ଜୀବନ ସଙ୍ଘର୍ଷ ମୟ ହୋଇଥାଏ

ଗାଲରେ ତିଳ ଚିହ୍ନ ଥିଲେ। ଯେଉଁ ମାନଙ୍କ ଗାଲରେ ତିଳ ଥାଏ ତାକୁ ଖରାପ ନଜରରୁ ତ ବଞ୍ଚାଇ ଥାଏ। ଏହା ସହିତ ଡାହାଣ ସାଇଟରେ ତିଳ ଥିଲେ ଏହାକୁ ଶୁଭ ମାନାଯାଏ। ବାମ ସାଇଟରେ ଥିଲେ ଅଳ୍ପ ଟିକେ କଷ୍ଟ ଦେଇଥାଏ।

ଆଇବ୍ର ଉପରେ ତିଳ। ଆଇବ୍ର ମଝିରେ ତିଳ ଥିଲେ ବହୁତ ଶୁଭ ହୋଇଥାଏ। ଏମିତି ବ୍ୟକ୍ତିଙ୍କର ବିବାହିତ ଜୀବନ ସୁଖଦ ହୋଇଥାଏ। ଏମାନଙ୍କୁ ଜୀବନରେ ଧନ ବହୁତ ପ୍ରାପ୍ତ ହୋଇଥାଏ।

ଛାତି ଉପରେ ତିଳ। ବାମ ସାଇଟରେ ତିଳ ଥିଲେ ଏହା ବ୍ୟକ୍ତିର ବିବାହ ଅଧିକ ବୟସରେ ହେବାର ସମ୍ଭାବନା ରହିଥାଏ। ଏମିତି ବ୍ୟକ୍ତି କାମୁକ ହୋଇଥାଏ। ହୃଦ ରୋଗର ଆଶଙ୍କା ରହିଥାଏ। ଡାହାଣ ସାଇଟରେ ଥିଲେ ସେମାନେ ଧନବାନ ହୋଇଥାନ୍ତି। ତାଙ୍କ ଜୀବନ ସାଥି ବି ସୁନ୍ଦର ଏବଂ ଯୋଗ୍ୟ ହୋଇଥାନ୍ତି। ମହିଳା ବାମ ସାଇଟରେ ତିଳ ଶୁଭ ମାନାଯାଏ।

ହାତରେ ତିଳ। ହାତରେ ତିଳ ଥିଲେ ସେ ଜୀବନରେ ସଫଳତା ପ୍ରାପ୍ତ କରିଥାଏ। ଆଙ୍ଗୁଠିରେ ତିଳ ଥିଲେ ସେ ଭଲ କାମ କରିଲେ ମଧ୍ୟ ସଫଳତା ମିଳିନଥାଏ। ଅନାମିକା ଆଙ୍ଗୁଳିରେ ଥିଲେ ସେ ବ୍ୟକ୍ତିକୁ କେବେବି ଧନ କିମ୍ବା ଐଶ୍ୱର୍ଯ୍ୟର କମି ହୋଇନଥାଏ। ହାତର ମଝିରେ ତିଳ ଥିଲେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଥଡି ଉପରେ ତିଳ ଥିଲେ ବ୍ୟକ୍ତି ଭାଗ୍ୟଶାଳୀ ଏବଂ ମିଳାମିଶା ପରି ହୋଇଥାନ୍ତି। ସମାଜରେ ଏମାନଙ୍କର ଭଲ ସମ୍ମାନ ଥାଏ। ଧନର କମି ହୋଇନଥାଏ।

ଅଣ୍ଟାରେ ତିଳ। ଏହି ଜାଗାରେ ତିଳ ଥିଲେ ଶୁଭ ହୋଇଥାଏ। ଗୁପ୍ତ ଅଙ୍ଗରେ ତିଳ ଥିଲେ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି।

ପାଦରେ ତିଳ ଥିଲେ ଏହା ଉଚ୍ଚ ପଦ ଦେଇଥାଏ।

ପିଠିରେ ତିଳ ଥିଲେ ଏହାକୁ ଭଲ ବୋଲି ମାନାଯାଏ। ଏମାନେ ନିଡ଼ମ୍ବର ହୋଇଥାନ୍ତି। ଏମାନଙ୍କର ସ୍ମରଣ ଶକ୍ତି ଭଲ ହୋଇଥାଏ। ଠିକ ସମୟରେ ଠିକ ନିଷ୍ପତି ନେଇ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି। ଏହି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ବହୁତ ଧନବାନ ହୋଇଥାନ୍ତି। ମହିଳାଙ୍କ ବାମ କାନ୍ଧରେ ତିଳ ଥିଲେ ପୁତ୍ର ପ୍ରାପ୍ତି ହୋଇଥାଏ। ଡାହାଣ ହାତର ତିଳ ମହିଳାଙ୍କୁ ଧନବାନ ବନେଇଥାଏ

ନାକରେ ତିଳ। ଯେଉଁ ମାନଙ୍କର ନାକରେ କଳାଯାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଏମାନେ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ୱାସ ରଖିଥାନ୍ତି। ଏହି ଲୋକମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି।

ଯେଉଁ ମାନଙ୍କର କାନ ବଡ଼ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ମଣିଷ ମାନେ କେବେବି ଦାରିଦ୍ରତାର ସାମ୍ନା କରିନଥାନ୍ତି। ଏମାନେ ନିଜ ଜୀବନରେ ବହୁତ ଧନ ଅର୍ଜନ କରି ଏକ ସୁଖମୟ ଜୀବନ ଅତିବାହିତ କରିଥାନ୍ତି।

ଘରେ ମହିଳାଙ୍କ କିଛି ଅଙ୍ଗ କହିଥାଏ ସେମାନେ ଭାଗ୍ୟଶାଳୀ ବୋଲି।

ଯେଉଁ ମହିଳାଙ୍କ ଆଖି ବଡ଼ ଆଉ ତାଙ୍କର ଆଖି ସବୁ କିଛି କହିଦେଇଥାଏ। ଶାସ୍ତ୍ରରେ କୁହାଯାଇଛି ଆଖିର ଆକାର ମହିଳାଙ୍କ ବିଷୟରେ ଜଣା ପଡିଥାଏ। ଯେଉଁ ମହିଳାଙ୍କ ଆଖି ହରିଣ ଭଳି ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଓଠର ରଙ୍ଗ। ଯେଉଁ ମହିଳାଙ୍କ ଓଠ ଗୋଲାପୀ ହୋଇଥାଏ ସେମାନଙ୍କ କଥାରେ ମଧୁରତା ରହିଥାଏ ସେମାନେ ନିଜ ପରିବାର ଏବଂ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ନାଭିର ଆକାର। ଯେଉଁ ମହିଳାଙ୍କ ନାଭି ଗୋଲ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି।

ନାକରେ ତିଳ ଥିଲେ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳା ଆସିଲେ ଘରକୁ ଖୁସି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *