Excuse Me Odisha

ଯାହା କହିବୁ ସତ କହିବୁ

ଶୀଘ୍ର ଧନବାନ ହେବାକୁ ଚାହୁଁଥିଲେ, ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ, ନଚେତ ହୋଇ ପାରନ୍ତି ହଇରାଣ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କିଛି ଏଭଳି ନିୟମ ଗୁଡିକ ରହିଛି, ଯାହାକୁ ଆପଣ ପାଳନ ନକରିବା କାରଣରୁ ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡି ନଥାଏ।ତେବେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ କରିବାକୁ ପଡ଼ିବ, ଯାହା ଫଳରେ ଆପଣଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ବଜାୟ ରହିବ।ଏହା ସହିତ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ କରିବାରୁ ନିବୃତ ହେବା ଉଚିତ, ଯାହାଫଳରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି।

ଯେଉଁ ଲୋକମାନେ ସର୍ବଦା ମିଛର ସପକ୍ଷରେ ଥାଆନ୍ତି, ସେମାନଙ୍କ ଉପରେ କେବେବି ଦେବୀ ଲକ୍ଷ୍ମୀଙ୍କର କୃପା ପଡ଼ି ନଥାନ୍ତି। ଏହା ସହିତ ସେହି ବ୍ୟକ୍ତି ନିଜ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।ସେହି ଲୋକଙ୍କ ପାଖରେ କେବେ ମଧ୍ୟ ଟଙ୍କା ରହି ନଥାଏ।ତେଣୁ ଆପଣଙ୍କୁ କହି ରଖୁଛୁ କି ସର୍ବଦା ସତ୍ୟର ସପକ୍ଷରେ ରୁହନ୍ତୁ ଏବଂ ସଚ୍ଚୋଟ ହୋଇ ଜୀବନ ଅତିବାହିତ କରନ୍ତୁ।ଦେବା ଆବଶ୍ୟକ।

ଯେଉଁ ଲୋକଙ୍କ ମନ ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ ହୋଇଥାଏ, ସେମାନଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ।ଏହାଛଡା ଦେବୀ ଲକ୍ଷ୍ମୀ ସର୍ବଦା ସଫାସୁତୁରା ହୋଇଥିବା ସ୍ଥାନ ପସନ୍ଦ ଅଟେ।ସେହି କାରଣରୁ ଯଦି ଆପଣ ସର୍ବଦା ପରିଷ୍କାର ଓ ସଫାସୁତୁରା ରହିବେ, ତାହେଲେ ଆପଣଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ।

ଏହାସହିତ ଯେଉଁ ଲୋକମାନେ ସକାଳର ସୂର୍ଯ୍ୟୋଦୟ ପରେ ଉଠି ଥାଆନ୍ତି ଏବଂ ଅଧିକ ଲୋଭ କରି ଆବଶ୍ୟକତା ଠାରୁ ଅଧିକ ଖାଇ ଥାଆନ୍ତି, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି।ଏହାସହିତ ସେମାନଙ୍କୁ ସର୍ବଦା ଧନର ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେଣୁ ଆପଣଙ୍କୁ ଧନର ଅଭାବରୁ ବଞ୍ଚିତ ହେବା ପାଇଁ ଏଭଳି ଭୂଲ କାର୍ଯ୍ୟ କରିବା ଉଚିତ ନୁହେଁ।ଯେଉଁ ପୁରୁଷ ନାରୀ ମାନଙ୍କର ସମ୍ମାନ କରେ ନାହିଁ, ସେହି ବ୍ୟକ୍ତି ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହି ନଥାଏ।

ଏହାସହିତ ଯେଉଁ ଘରେ ଅଇଁଠା ବାସନ ପଡ଼ି ରହିଥାଏ, ସେହି ଘରେ ମଧ୍ୟ ଧନର ଅଭାବ ଦେଖା ଯାଇଥାଏ।ଯେଉଁ ଲୋକ ଟଙ୍କା କରଜ କରି ଫେରାଇ ନଥାନ୍ତି, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ି ନଥାଏ। ତେଣୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *