Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଭୁଲରେ ବି ମହିଳା ମାନେ ଏହି ୩ ଟି କାମ କରନ୍ତୁ ନାହିଁ,ଘର ହୋଇଯିବ ବର୍ବାଦ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଭୁଲରେ ମହିଳା ମାନେ ଏହି ୩ ଟି କାମ କରନ୍ତୁ ନାହିଁ।

ବନ୍ଧୁଗଣ ପୁରାଣ ଅନୁସାରେ ଶନିଦେବ ଭଗବାନ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି। ବ୍ରହ୍ମାଙ୍କର ଆଶୀର୍ବାଦ ଯୋଗୁ ତାଙ୍କର ପ୍ରଭାବ ତାଙ୍କର ପିତା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ବହୁତ ଗୁଣା ଅଧିକ। ପ୍ରତ୍ୟକ ରାଶିରେ ସୂର୍ଯ୍ୟଦେବ କେବଳ ଗୋଟିଏ ମାସ ପାଇଁ, ଚନ୍ଦ୍ର ୨ ମାସ ପାଇଁ, ମଙ୍ଗଳ ଦେଢ଼ ମାସ ପାଇଁ ଏବଂ ବୁଧ ୧ ମାସ ପର୍ଯ୍ୟନ୍ତ ରୁହନ୍ତି ଶୁକ୍ର ୧ ମାସ ବୃହସ୍ପତି ୧୩ ମାସ ପର୍ଯ୍ୟନ୍ତ ରୁହନ୍ତି କିନ୍ତୁ ଶନିଦେବ ଯେକୌଣସି ରାଶିରେ ଅଢେ଼ଇ ବର୍ଷ ଠାରୁ ଆରମ୍ଭ କରି ସାଢେ ସାତ ବର୍ଷ ପର୍ଯ୍ୟନ୍ତ ରୁହନ୍ତି।

ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ୩ ମାସ ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ। ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଦେବ ୩ ରୁ ୪ ଥର ଆସିଥାନ୍ତି। ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଙ୍କର ପ୍ରଭାବ ତାଙ୍କର ଗ୍ରହ ଅନୁସାରେ ପଡିଥାଏ। ସର୍ବଦା ଶନି ଦେବଙ୍କର ବଜ୍ର ଦୃଷ୍ଟିରୁ ବଞ୍ଚିବା ଆବଶ୍ୟକ। ଶନିଙ୍କର ନମ୍ବର ହେଉଛି ୮। ଆପଣଙ୍କୁ କହିଦେଉଛୁ ଶନିବାର ଦିନ ଏପରି ଭୁଲ କରନ୍ତୁ ନାହିଁ ଏହା ଦ୍ବାରା ଭଗବାନ ଶନିଦେବ କ୍ରୋଧିତ ହୋଇଯାନ୍ତି।

ପ୍ରଥମେ। ଯେବେ ବି ଆପଣ ଶନିବାର ଦିନ ଶନି ମନ୍ଦିରକୁ ଯାଉଛନ୍ତି ତ ସେତେବେଳେ ଶନିଦେବଙ୍କ ଆଖିକୁ କେବେବି ଦେଖିବା ଉଚିତ ନୁହେଁ। ଆପଣଙ୍କ ଉପରେ ଖରାପ ଦୃଷ୍ଟି ପଡିପାରେ। ଶନିଦେବଙ୍କ ପାଦ ଦେଖିବା ଭଲ ଦୃଷ୍ଟି ପଡିଥାଏ। ଯେଉଁଥିପାଇଁ ସେମାନେ ମାଲାମାଲ ହୋଇଯାନ୍ତି।

ଶନିବାର ଦିନ ସ୍ୱାମୀ ସ୍ତ୍ରୀ ଦୂରତା ବନେଇ ରଖିବା ଉଚିତ। ଏହି ଦିନ ସମ୍ଭୋଗ କରିବା ଉଚିତ ନୁହେଁ। ଶନିଦେବ କ୍ରୋଧିତ ହୋଇଯାନ୍ତି

ଶନିବାର ଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାର କୌଣସି ବି ବସ୍ତୁ କିଣନ୍ତୁ ନାହିଁ। ରାଜା ବିକ୍ରମ ଆଦିତ୍ୟ ଶନିଦେବଙ୍କୁ ଲୁହାର ଆସନ ଦେଇଥିଲେ। ଯାହା ଉପରେ ଶନି ଦେବ କ୍ରୋଧରେ ନିଜର ବକ୍ର ଦୃଷ୍ଟି ପକାଇଥିଲେ। ସେବେଠାରୁ ଏହି ମାନ୍ୟତା ଚାଲି ଆସୁଛି ଯେ ଶନିବାର ଦିନ ଲୁହା କିମ୍ବା ଲୁହାର ତିଆରି କୌଣସି ଜିନିଷ କିଣିବା କିମ୍ବା ବିକିବା ଅଶୁଭ ହୋଇଥାଏ।

ଚମଡା। ଶନିବାର ଦିନ ଚମଡା କିମ୍ବା ଚମଡ଼ାରେ ତିଆରି କୌଣସି ବସ୍ତୁ ଯେପରି ଚପଲ ବେଲ୍ଟ ପର୍ସ ଇତ୍ୟାଦି କିଣିବା ଉଚିତ ନୁହେଁ। ଏସବୁ ଶନିବାର ଦିନ କିଣିବା ଦ୍ୱାରା ଆପଣଙ୍କର ରାସ୍ତାରେ ଅସଫଳତା ଆସିଥାଏ।

ତୃତୀୟ। ତେଲ। ଶନିବାର ଦିନ କୌଣସି ପ୍ରକାରର ତେଲ ଯେପରି ଖାଇବା ତେଲ ରୋଷେଇରେ ବ୍ୟବହାର ହେଉଥିବା ତେଲ ଘରକୁ ଆଣିବା ଉଚିତ ନୁହେଁ। ଶନିବାର ଦିନ ତେଲ ଘରକୁ ଆଣିବା ଦ୍ୱାରା ଘରକୁ କଷ୍ଟ ଏବଂ ରୋଗ ମଧ୍ୟ ଆସିଥାଏ।

ଚତୁର୍ଥ। କୋଇଲା। ଶନିବାର ଦିନ ଘରକୁ କୋଇଲା ଆଣିବା ଉଚିତ ନୁହେଁ। କୋଇଲାର ରଙ୍ଗ କଳା ଅଟେ ଯାହାକୁ ଘରକୁ ଆଣିବାର ଅର୍ଥ ଶନିଦେବଙ୍କର ସ୍ୱରୂପକୁ ଘରକୁ ଆଣିବା। ମାନ୍ୟତା ଅନୁସାରେ ଶନିବାର ଦିନ କୌଣସି ପ୍ରକାରର ଇଂଦ୍ଧନ ଘରକୁ ଆଣିବା ଉଚିତ ନୁହେଁ। ଏହାକୁ ଆଣିବା ଦ୍ୱାରା ଘରେ ଖରାପ ସମୟର ଆରମ୍ଭ ହୋଇଯାଏ।

ପଞ୍ଚମ। ଝାଡୁ। ଭଲରେ ବି ଝାଡୁ ଶନିବାର ଦିନ କିଣିବେ ନାହିଁ। ଏହାକୁ କିଣିଲେ ଘରର ଧନ ସମ୍ପତ୍ତିକୁ କମେଇ ଥାଏ।

ଷଷ୍ଠ। କଳା ରାଶି। ଶନିବାର ଦିନ କଳା ରାଶି କିଣିବା ବର୍ଜିତ ଅଟେ। ଯାହାର ଶନିଦୋଷା ଚାଲିଥିବ ସେହି ସମୟରେ କଳା ରାଶି ଦାନ କରିବାର ଏକ ବିଶେଷ ମହତ୍ୱ ରହିଛି କିନ୍ତୁ ଶନିବାର ଦିନ କଳା ରାଶି ଘରକୁ ଆଣିବା ଶନିଦେବଙ୍କୁ ଆଣିବା ସହିତ ସମାନ।

ସପ୍ତମ। ଲୁଣ। ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ। ଶନିବାର ଦିନ ଲୁଣ କିଣିବାର ଅର୍ଥ ଘରେ ରୋଗର ବାତାବରଣ ସୃଷ୍ଟି କରିଥାଏ।

ଅଷ୍ଟମ। କାଳୀ। ଶନିବାର ଦିନ କାଳୀ କିଣିବା ଉଚିତ ନୁହେଁ। ଏହା କିଣିବା ଦ୍ୱାରା ଆପଣଙ୍କୁ ଅପଦୋଷ ଓ କଳଙ୍କ ଲାଗିବାର ସମ୍ଭାବନା ଥାଏ। ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ପ୍ରିୟ ଦେବତା କୁହାଯାଏ। ରାଜା ହୁଅନ୍ତୁ କି ଭିକାରୀ କେହି ମଧ୍ୟ ଶନିଦେବଙ୍କର ବକ୍ରଦୃଷ୍ଟିରୁ ବଞ୍ଚି ପାରନ୍ତି ନାହିଁ। ବିରାଟ ଧନୀ ବ୍ୟକ୍ତିଙ୍କୁ ବି ମଧ୍ୟ ରୋଡ଼କୁ ଆଣି ପାରନ୍ତି ସେ।

ଶନିବାର ଦିନ ଶ୍ରୀ ଶ୍ରୀ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ। ମନେରଖନ୍ତୁ ତେଲ ଅର୍ପଣ କରିବା ସମୟରେ ପାତ୍ରର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ତେଲ ଲଗେଇ ସ୍ନାନ କରନ୍ତୁ। ଯେଉଁମାନଙ୍କୁ ଶନିଙ୍କର ସାଢ଼େସାତି ଅଛି ସେମାନେ ଭଗବାନ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ ଏବଂ ପାର୍ଥନା ଅବଶ୍ୟ କରନ୍ତୁ। ଶନିଦେବ ଆପଣଙ୍କର କଷ୍ଟ ନିଶ୍ଚୟ ଦୂର କରିବେ।

ଶନିବାର ଦିନ ଶନି ମହାତ୍ମାଙ୍କ ପାଠ କରନ୍ତୁ। ଶନିଙ୍କର ମନ୍ତ୍ରର ସ୍ତୋତ୍ରର ପାଠ ଜପ କରନ୍ତୁ। ରୁଦ୍ର ଅଭିଷେକ କରନ୍ତୁ। ଶନିଦେବଙ୍କର ପ୍ରତିମାଙ୍କୁ ଘରେ ରଖନ୍ତୁ ନାହିଁ ମନ୍ଦିରରେ ହିଁ ସ୍ଥାପିତ ଥିବା ଶନିଦେବଙ୍କର ମୂର୍ତ୍ତିକୁ ପୂଜା କରନ୍ତୁ।

ଶନିବାର ଦିନ ଶନିଦେବଙ୍କର ମନ୍ଦିରକୁ ଯାଇ ତେଲ କଳା ରାଶି ରାଇ ଅନ୍ୟ କୌଣସି ବି କଳା ବସ୍ତୁର ଦାନ କରନ୍ତୁ। ଏହା ସହିତ କଳା ରଙ୍ଗର ଜୋତା ମଧ୍ୟ ଦାନ କରନ୍ତୁ। ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *