Excuse Me Odisha

ଯାହା କହିବୁ ସତ କହିବୁ

ସରସ୍ୱତୀ ପୂଜା : ୫୨ ବର୍ଷ ପରେ ମହାସଂଯୋଗ । ୬ଟି ରାଶି ମହା ଭାଗ୍ୟଶାଳୀ !

ସେୟାର୍ କରନ୍ତୁ

ଏହି ବର୍ଷ ୨୦୨୨ ମସିହା ଫେବୃଆରୀ ମାସ ୫ ତାରିଖରେ ମା ସରସ୍ୱତୀଙ୍କର ପୂଜା ପଡ଼ିବାକୁ ଯାଉଅଛି। ସମ୍ପୂର୍ଣ୍ଣ ଦେଶରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନ ଗ୍ରହ ନକ୍ଷତ୍ର ମାନଙ୍କ ମଧ୍ୟରେ କିଛି ବଡ଼ ପରିବର୍ତନ ହେବାକୁ ଯାଉଛି। ଯେମିତି କେଉଁ ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାଏ କିମ୍ବା ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ହୋଇଥାଏ ତ ଆମ ମାନଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ।

ଯାହା ଫଳରେ ଆମ ମାନଙ୍କ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ମଧ୍ୟ ମାଡି ଆସିଥାଏ। ଏବଂ ଏହି ମା ସରସ୍ୱତୀ ପୂଜା ଦିନ ଗ୍ରହ ମାନଙ୍କର ଏମିତି ସଂଯୋଗ ହେବାକୁ ଯାଉଛି ଯାହା ଫଳରେ ଏହି ୬ ଗୋଟି ରାଶିଙ୍କୁ ସବୁଠାରୁ ଅଧିକ ଲାଭ ପ୍ରାପ୍ତି ହେବାର ଅଛି। ଧନର ମାଲାମାଲ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ୬ ଗୋଟି ରାଶିଙ୍କ ବିଷୟରେ ଜାଣିବା।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ମା ସରସ୍ୱତୀ ପୂଜା ଠାରୁ ଏମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦେଖିବାକୁ ଗଲେ ଏମାନଙ୍କ ଜୀବନରେ ଭଲ ସମୟର ଆଗମନ ହେବାକୁ ଯାଉଅଛି। ଯେଉଁ ସମସ୍ୟା ଆପଣଙ୍କର ଚାଲିଥିଲା ତାହା ଶେଷ ହେବ। ଆପଣଙ୍କୁ ଆଗାମୀ ସମୟରେ ଭଲ ଲାଭ ମଧ୍ୟ ହେବ। ମିତ୍ର ମାନଙ୍କ ସହଯୋଗ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ପଦନ୍ନତି ହେବ। ଆପଣଙ୍କର ବଡ଼ ଧନ ଲାଭର ଯୋଗ ମଧ୍ୟ ବନୁଅଛି।

ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଭଲ ଲାଭ ହେବ। ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ମଧ୍ୟ କରିବେ। ଏହି ଦିନ ଠାରୁ ଆପଣଙ୍କର ଟଙ୍କା ଜନିତ କୌଣସି ସମସ୍ୟା ରହିବ ନାହିଁ। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତ କରିବେ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିବ। ସନ୍ତାନ ପ୍ରାପ୍ତ ହୋଇପାରେ। ଲଭ ଲାଇଫରେ ଆପଣ ଖୁସି ଦେଖିବାକୁ ପାଇବେ। ଏହି ସମୟରେ କିଛି ମହତ୍ତ୍ୱପୂର୍ଣ୍ଣ ଜିନିଷ କିଣି ପାରନ୍ତି। ପାଠ ପଢା ବହୁତ ଭଲ ରହିବ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ଆର୍ଥିକ ସମସ୍ୟା ଦୂର ହେବ।

ସିଂହ ରାଶି। ଏହି ଦିନ ଠାରୁ ହିଁ ଆପଣଙ୍କ ପାଇଁ ବହୁତ ଶ୍ରେଷ୍ଠ ଦିନ ଆସିବାକୁ ଯାଉଛି। ଏହି ଦିନ ଠାରୁ ଆପଣଙ୍କର ଅଧୁରା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆପଣଙ୍କର ଯାହାବି ବହୁତ ଦିନରୁ କୌଣସି କାର୍ଯ୍ୟ ଅଟକି ରହିଥିଲା ତାହା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ସେଥିପାଇଁ ଆପଣ କିଛି ବି ସମସ୍ୟାରେ ଥିଲେ ତ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହେବ। ମା ସରସ୍ୱତୀଙ୍କ କୃପାରୁ ଆପଣ ବହୁତ କିଛି ଆପଣଙ୍କ ରାଶିରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କ ଚାକିରୀରେ ଉନ୍ନତି ମଧ୍ୟ ହେବ।

ଆପଣ ବିଦେଶ ଯାତ୍ରାରେ ସଫଳ ମଧ୍ୟ ହେବେ। ଧନ ଦୌଲତ ବୃଦ୍ଧି କରିବାରେ ସଫଳ ମଧ୍ୟ ହେବେ। ଅନେକ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ମଧ୍ୟ କରିବେ। ଲାଭର ଯୋଗ ବନୁଅଛି। ହଠାତ ଆପଣଙ୍କୁ ଧନ ଲାଭ ମଧ୍ୟ ହେବ। ଜମି ବାଡ଼ି ମାମଲା ଦୂର ହେବ। ଆପଣଙ୍କର ଚାକିରୀରେ ପଦନ୍ନତ ହେବ ଏହା ସହିତ ଦରମା ବୃଦ୍ଧି ମଧ୍ୟ ହେବ। ଘର କିମ୍ବା ଜମି ବାଡ଼ି ଆପଣ କିଣି ପାରନ୍ତି। ଏହି ଦିନ ଠାରୁ ଆପଣଙ୍କର ଦିନ ଗୁଡିକ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଆପଣଙ୍କୁ କୌଣସି ଦିଗରୁ ଧନ ପ୍ରାପ୍ତି ହୋଇପାରେ।

କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ୍ୟ ମାନଙ୍କୁ ଏହି ଦିନ ଠାରୁ ଏମାନଙ୍କ ଭାଗ୍ୟରେ ଅଚାନକ ଧନ ଲାଭର ଯୋଗ ବନୁଅଛି। ଏମାନଙ୍କୁ କୌଣସି ଦିଗରୁ ଧନ ଲାଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। କୌଣସି ନିବେଶରୁ ଲାଭ ମଧ୍ୟ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ନିଶ୍ଚିତ ଭାବରେ ଫେରସ୍ତ ପାଇବେ। କୌଣସି ନୂଆ ଚାକିରୀରେ ମଧ୍ୟ ଲାଗିଯାଇ ପାରନ୍ତି। ଆପଣଙ୍କୁ ଚାକିରୀ ମିଳିବାର ବହୁତ ସମ୍ଭାବନା ରହିଛି।

ଆପଣ ଯେଉଁ ସମସ୍ୟାରେ ଥିଲେ ସେହି ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କୁ ନୂଆ ଅଵସର ପ୍ରାପ୍ତ ହେବ। ଆଉ ଉନ୍ନତି ମିଳିବାର ଦେଖା ଯାଉଛି। ବିଭିନ୍ନ ଦିଗରୁ ଆପଣଙ୍କୁ ଲାଭ ମିଳିବ। ଏହି ଯୋଗ ବନିବା ପରେ ଆପଣଙ୍କୁ ନୂଆ ନୂଆ ଲୋକଙ୍କୁ ସାକ୍ଷତ କରିବେ। ଯାହାକି ସଠିକ ଦିଗ ଦେଖାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ରହିବ।

ମେଷ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ୍ୟ ମାନଙ୍କୁ ଏହି ଦିନ ଠାରୁ ଏମାନଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଏମାନଙ୍କୁ ନୂଆ ଚାକିରୀ ମିଳିବା ସହ ଅଟକି ରହିଥିବା କାମ ପୁରା ମଧ୍ୟ ହୋଇପାରେ। ଆଗାମୀ ସମୟରେ ଜୀବନରେ ତୀବ୍ର ଗତିରେ ସଫଳତା ପ୍ରାପ୍ତ ହେବ। ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ।

ଚାକିରୀରେ ପଦନ୍ନତିର ଯୋଗ ବନୁଅଛି। ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ। ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ବୈବାହିକ ଜୀବନରେ ଉତ୍ତମ ଫଳ ପ୍ରାପ୍ତ କରିବେ। ସନ୍ତାନ ସୁଖ ପାଇବେ। ଇନକମ ପଦନ୍ନତି ମାନ ସମ୍ମାନ ପାରିବାରିକ ସୁଖ ସବୁ ପ୍ରକାରର ଖୁସି ଆପଣଙ୍କ ଜୀବନରେ ମିଳିବ। ଆପଣଙ୍କୁ କୌଣସି ନୂତନ ଚାକିରୀ ମଧ୍ୟ ମିଳିବ। ଆପଣଙ୍କର ଅଟକି ରହିଥିବା ଧନ ନିଶ୍ଚିୟ ଫେରସ୍ତ ପାଇବେ।

ମକର ରାଶି। ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ମା ସରସ୍ୱତୀଙ୍କ କୃପାରୁ ଧନ ପ୍ରାପ୍ତ ହେବ। ଆପଣ ପରିଶ୍ରମର ଫଳ ନିଶ୍ଚୟ ପ୍ରାପ୍ତ କରିବେ। ଆପଣଙ୍କ ପ୍ରେମ ଜୀବନରେ ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ହେବ। ଏହି ଦିନ ଠାରୁ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚୟ ଉନ୍ନତି କରିବେ। ଏହି ରାଶିର ଲୋକଙ୍କର ଧନ ସମ୍ପତ୍ତିର ବୃଦ୍ଧି ହେବ। ଆପଣଙ୍କୁ ଅନେକ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ। ତା ସହିତ ଆପଣଙ୍କ ଘରେ ଅବିବାହିତ ଜାତକ ବ୍ୟକ୍ତି ମାନଙ୍କ ପାଇଁ ବିବାହର ଯୋଗ ମଧ୍ୟ ବନୁଅଛି।

ଆପଣଙ୍କ ଦ୍ୱାରା ଧର୍ମ କାର୍ଯ୍ୟ ହୋଇପାରେ। ମାତା ପିତାମାନେ ମଧ୍ୟ ଧାର୍ମିକ କାର୍ଯ୍ୟ ସ୍ଥଳକୁ ଯାଇପାରନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁଖ ଆସିବ। ଲଭ ଲାଇଫ ବହୁତ ଭଲ ରହିବ। ବିଦ୍ୟାର୍ଥୀ ମାନେ ପାଠ ପଢାରେ ବହୁତ ଶୁଭ ଫଳ ମଧ୍ୟ ପ୍ରାପ୍ତ କରିବେ। ଦେଖିବାକୁ ଗଲେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ଦିନ ଠାରୁ ଏମାନଙ୍କ ଭାଗ୍ୟରେ ଧନର ବର୍ଷା ହେବାକୁ ଯାଉଛି। ଆପଣଙ୍କୁ କୌଣସି ଦିଗରୁ ଧନ ପ୍ରାପ୍ତି ହୋଇପାରେ।

ତୁଳା ରାଶି:- ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବାର ଅଛି। ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରିବେ। ଏମାନଙ୍କ ଜୀବନରେ ମା ସରସ୍ୱତୀଙ୍କର କୃପା ଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖାଦେବ ନାହିଁ। ଏହି ରାଶିର ଲୋକମାନେ ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ। ବ୍ୟାପାର ଓ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ।

ବ୍ୟବସାୟୀ ମାନେ ବ୍ୟବସାୟରେ ଦୁଇଗୁଣା ଲାଭ ପ୍ରାପ୍ତ କରିବେ। ଚାକିରୀ କରୁଥିବା ଲୋକଙ୍କୁ ନିଶ୍ଚୟ ପଦନ୍ନତି ହେବ। ଏହି ରାଶିର ଲୋକଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ। ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ। ଆପଣଙ୍କ ଦାମ୍ଫତ୍ୟ ଜୀବନରେ ସୁଖ ଆସିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ସନ୍ତାନ ପ୍ରାପ୍ତ ହୋଇପାରେ। ଲଭ ଲାଇଫ ସୁଖଦ ରହିବ। ଆପଣ ଏହି ସମୟରେ ମହତ୍ୱପୂର୍ଣ୍ଣ ଜିନିଷ କିଣିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *