Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵପ୍ନରେ ଶାରୀରିକ ସଂପର୍କ ରଖୁଥିବାର ଦେଖିଲେ କଣ ହୋଇଥାଏ? ଏହି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମେ ଶୋଇବା ପରେ ଅନେକ ପ୍ରାକାରର ସ୍ଵପ୍ନ ଦେଖିଥାଉ। ସେଥିମଧ୍ୟରୁ ବେଳେବେଳେ ଆମେ ସ୍ଵପ୍ନରେ ନିଜକୁ ସମ୍ଭୋଗ କରୁଥିବାର ମଧ୍ୟ ଦେଖିଥାଉ। ସ୍ଵପ୍ନ ଶାସ୍ତ୍ରରେ ପ୍ରତ୍ଯେକ ସ୍ଵପ୍ନର ଭିନ୍ନ ଭିନ୍ନ ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। କିଛି ସ୍ବପ୍ନ ଶୁଭ ହୋଇଥାଏ ତ ଆଉକିଛି ସ୍ବପ୍ନ ଅଯଥା ହୋଇଥାଏ। ସ୍ଵପ୍ନରେ ସମ୍ଭୋଗ କରୁଥିବା ଦେଖିବାର ବାସ୍ତବ ଅର୍ଥ ମଧ୍ୟ ଏହି ସ୍ଵପ୍ନ ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ତାହେଲେ ଆଜି ଆମେ ଆପଣଙ୍କୁ ଏହାର ପ୍ରକୃତ ଅର୍ଥ ବିଷୟରେ କହିବାକୁ ଯାଉଛୁ।

ବେଳେବେଳେ ଆମେ ସ୍ଵପ୍ନରେ ନିଜ ପରିଚିତ ଲୋକଙ୍କ ସହିତ ସମ୍ଭୋଗ କରୁଥିବାର ଦେଖିଥାଉ। କିନ୍ତୁ ଆଉ କେବେ କେବେ ଆମେ ଅପରିଚିତ ଲୋକଙ୍କ ସହିତ ସମ୍ଭୋଗ କରୁଥିବାର ମଧ୍ୟ ଦେଖିଥାଉ। କିନ୍ତୁ ସାଙ୍ଗମାନେ ସ୍ଵପ୍ନ ଶାସ୍ତ୍ରରେ ନିଜକୁ କୌଣସି ସମ୍ପର୍କୀୟଙ୍କ ସହିତ ସମ୍ଭୋଗ କରୁଥିବାର ଦେଖିବା ଏକ ଶୁଭ ସଂକେତ ଅଟେ।ଯଦି ଆପଣ ବିବାହ ପାଇଁ ଯୋଗ୍ୟ ଅଟନ୍ତି କିମ୍ବା ଆପଣଙ୍କ ପାଇଁ ବିବାହର ପ୍ରସ୍ତାବ ଆସିଛି, ତାହେଲେ ଏଭଳି ସ୍ବପ୍ନ ଦେଖିବା ଦ୍ଵାରା ଆପଣଙ୍କର ବାହାଘର ଖୁବ୍ ଶୀଘ୍ର ହେବାର ସଂକେତ ଦେଇଥାଏ।

ଯଦି ଆପଣଙ୍କର ବିବାହ ହୋଇ ସାରିଛି ଏବଂ ଆପଣ ନିଜ ସ୍ବପ୍ନରେ ସମ୍ଭୋଗ କରୁଥିବାର ଦେଖୁଛନ୍ତି ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କ ପାଖକୁ ଧନର ଆଗମନ ହେବାକୁ ଯାଉଛି ଏବଂ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। କିନ୍ତୁ ଯଦି ନୂଆ ବିବାହ କରିଥିବା ଲୋକେ ଏହି ସ୍ଵପ୍ନ ଦେଖିଲେ, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହୁଛି।

ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ସ୍ଵାମୀ କିମ୍ବା ସ୍ତ୍ରୀଙ୍କ ସହିତ ସମ୍ଭୋଗ କରୁଥିବାର ଦେଖୁଛନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ଯଦି ଆପଣ ସ୍ଵପ୍ନରେ ନିଜର ପୂର୍ବ ପ୍ରେମିକ କିମ୍ବା ପ୍ରେମିକାଙ୍କ ସହିତ ସମ୍ଭୋଗ କରୁଥିବାର ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କୁ ଆପଣଙ୍କ ସାଥୀଙ୍କର ଭରପୂର ପ୍ରେମ ମିଳୁ ନାହିଁ ଏବଂ ଆପଣଙ୍କର ଶାରୀରିକ ଆବଶ୍ୟକତା ପୂରଣ ହୋଇ ପାରୁ ନାହିଁ। ତେଣୁ ଆପଣ ଏଭଳି ସ୍ବପ୍ନ ଦେଖୁଛନ୍ତି।ଅନେକ ସମୟରେ ଦେଖିବାକୁ ମିଳେ କି ଶୁକ୍ଳ ପକ୍ଷରେ କୌଣସି ସମ୍ପର୍କୀୟଙ୍କ ସହିତ ଏପରି ସ୍ଵପ୍ନ ଆସିଥାଏ। ଏବଂ ଅପରିଚିତ ଲୋକଙ୍କ ସହିତ ସମ୍ଭୋଗ କରୁଥିବାର ସ୍ବପ୍ନ କୃଷ୍ଣ ପକ୍ଷରେ ଦେଖିବାକୁ ମିଳେ।

ଯଦି ଆପଣଙ୍କୁ ଏଭଳି ସ୍ଵପ୍ନ ଦେଖିବାର ଅଶୁଭ ପ୍ରଭାବ ଅନୁଭବ କରୁଛନ୍ତି, ତାହେଲେ ଏକ ସୂତାରେ ସାତୋଟି ଗଣ୍ଠି ପକାଇ ସେଥିରେ ଅଳ୍ପ ସୋରିଷ ତେଲ ଲଗାଇ ଦିଅନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ମୁଣ୍ଡ ତଳେ ରଖି ଶୁଅନ୍ତୁ। ପରଦିନ ସକାଳେ ଉଠି ଏହାକୁ କୌଣସି ଗୋଟେ ଗଛ ମୂଳରେ ପୋତି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *