ଆଜି ଲୁଣକୁ ନେଇ ଏହି ଉପାୟ କରନ୍ତୁ,ଏତେ ଧନ ଆସିବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ବନ୍ଧୁଗଣ ଏମିତି ଲୁଣରେ କଣ ଅଛି ଯେ ଲୋକେ ଏହା ଦ୍ବାରା ଏତେ ଧନୀ ହୋଇଯାନ୍ତି କାହିଁକି ଏହା ଦ୍ବାରା ଧନ ଚୁମ୍ବକ ପରି ଘରକୁ ଟାଣି ହୋଇ ଆସିଥାଏ। ଆସନ୍ତୁ ଜାଣିବା ଏହାର ପଛର ରହସ୍ୟ କଣ।
ବନ୍ଧୁଗଣ ଲୁଣ ଯାହା ସମସ୍ତଙ୍କ ଘରେ ବହୁତ ସହଜରେ ମିଳିଯାଏ। ଆପଣଙ୍କୁ ଜଣେଇ ଦେଉଛୁ ଖାଦ୍ୟରେ ଲୁଣ କମ ହୋଇଥାଏ ତ ସେହି ଖାଦ୍ୟ ସ୍ୱାଦିଷ୍ଟ ହୀନ ଲାଗିଥାଏ। ଅଳ୍ପ ଟିକେ ଲୁଣ ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇ ଥାଏ। ଯେବେ ଠାରୁ ଲୁଣ ପ୍ରସ୍ତୁତ ହୋଇଛି ସେବେ ଠାରୁ ହିଁ ଏହା ମାନାଯାଉଛି କି ଏଥିରେ ନାକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଅଦ୍ଭୁତ ଶକ୍ତିଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଲୁଣ ଘରେ ସକରାତ୍ମକ ଉର୍ଜାର ସଞ୍ଚାର ବହୁତ ତେଜିରେ ହୋଇଥାଏ।
କୁହାଯାଏ କି ଯେଉଁଠି ଲୁଣ ନାହିଁ ତ ସେଠାରେ ଭୁତ ପ୍ରେତ ବାସ କରିଥାନ୍ତି ଏବଂ ଏମିତି ଘରେ ସୁଖ ସମୃଦ୍ଧି ବି ରହିନଥାଏ। ଏମିତି ସ୍ଥିତିରେ ଆମେ ଜାଣିଥାଉ କି ଲୁଣର ଏହି ଉପାୟ କରିବା ଦ୍ୱାରା ସବୁଠୁ ଅଧିକ ବ୍ୟକ୍ତି ଧନବାନ କାହିଁକି ହୋଇଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାରୀ ଉପାୟ। ଯାହା ଦ୍ୱାରା ରାତାରାତି ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ
ବାସ୍ତୁଶାସ୍ତ୍ର ଅନୁସାରେ ଲୁଣର ଏକ ଅଲଗା ପ୍ରକାରର ଆକର୍ଷଣ ହୋଇଥାଏ ଏବଂ ଏହି କାରଣରୁ ଲୁଣର ବ୍ୟବହାର ଅନେକ ମନ୍ତ୍ର ତନ୍ତ୍ରର ଯାଦୁରେ ହୋଇଥାଏ। ଏମିତି କୁହାଯାଏ କି ଲୁଣ ନକରାତ୍ମକ ଉର୍ଜାକୁ ନଷ୍ଟ କରି ସକରାତ୍ମକ ଉର୍ଜାକୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିଥାଏ। କିଛି ଲୋକ ତ ବସିକରଣ କରିବା ପାଇଁ ବି ଲୁଣର ବହୁତ ବ୍ୟବହାର କରିଥାନ୍ତି। ତାନ୍ତ୍ରିକ ଅନୁସାରେ ଯଦି ଲୁଣକୁ ଠିକ ତନ୍ତ୍ର ମନ୍ତ୍ରରେ ପ୍ରୟୋଗ କରାଯାଏ ତ ଏ ଆପଣଙ୍କୁ ରାତାରାତି ଧନବାନ ବନେଇ ପାରେ।
ପ୍ରଥମରେ। ଲୁଣ ଏବଂ କାଚ ଏ ଦୁଇଟି ରାହୁ କେତୁଙ୍କ କାରକ ହୋଇଥାନ୍ତି। ଏଥିପାଇଁ ଯଦି ଆପଣ ଲୁଣକୁ କାଚର ବୋତଲରେ ଭରି ଶୌଚାଳୟରେ ରଖିବେ ତ ସେଠାରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ। ଏହା ସହିତ ଏହି ଉପାୟରେ ସେଠାରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଶୌଚାଳୟରେ ନକରାତ୍ମକ ଉର୍ଜା ଥାଏ ଏମିତିରେ ଏହି ଉପାୟ ତାକୁ ଦୂର କରିଦେବ।
ଦ୍ଵିତୀୟରେ। ଲୁଣରେ ପୋଛା କରିଥାଏ ମାଲାମାଲ। ବୈଜ୍ଞାନିକ ଦୃଷ୍ଟିରେ ବି ଏହି ଉପାୟ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସେଥିରେ କିଛି ଲୁଣ ମିଶେଇ ଦିଅନ୍ତୁ ସପ୍ତାହରେ ପ୍ରାୟତଃ ୧ ରୁ ୨ଥର ଲୁଣର ପୋଛା ଅବଶ୍ୟ ଲଗାନ୍ତୁ। ଶୀଘ୍ର ହିଁ ଧନର ପ୍ରାପ୍ତି ହୋଇଥାଏ। ଏହି ଲୁଣ ପୁରା ଘରକୁ ସକାରାତ୍ମକ ଉର୍ଜାରେ ଭରି ଦେଇଥାଏ। ଏବଂ ଘରର ଉନ୍ନତି ପାଇଁ ଲୁଣର ପୋଛା ନିଶ୍ଚୟ ଲଗାନ୍ତୁ। କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ।
ତୃତୀୟରେ। ଲୁଣକୁ କାଚର ଡ଼ବାରେ ଭରି କରି ଏବଂ ତା ଭିତରେ ୪ ରୁ ୫ଟି ଲବଙ୍ଗ ପକେଇ ଦିଅନ୍ତୁ। ଏମିତି କଲେ ଘରେ ଧନର କମି କେବେବି ହୋଇନଥାଏ। ଆଉ ମା ଲକ୍ଷ୍ମୀ ବି ପ୍ରସନ୍ନ ରହିଥାନ୍ତି।
ଚତୁର୍ଥରେ। ଲୁଣ ମିଶ୍ରିତ ପାଣିରେ ହାତ ଗୋଡ଼ ଧୋଇବା ଦ୍ୱାରା କିମ୍ବା ସ୍ନାନ କରିବା ଦ୍ୱାରା ବହୁତ ଅଧିକ ଲାଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଶରୀର ଫ୍ରେସ ରହିଥାଏ ଏବଂ ଭିତରେ ପିଜିଟିଭ ଏନର୍ଜୀ ଆସିଥାଏ ତା ସହିତ ଲୁଣ ମିଶ୍ରିତ ପାଣିରେ ସ୍ନାନ କରିବା ଦ୍ୱାରା ନିଦ ବହୁତ ଭଲ ଆସିଥାଏ ଆଉ ରୋଗ ବି ଛୁଇଁ ପାରିବ ନାହିଁ।
ପଞ୍ଚମରେ। ବ୍ୟକ୍ତିକୁ ସବୁଠାରୁ ଅଧିକ ଲାଭ ସେତେବେଳେ ହୋଇଥାଏ ଯେତେବେଳେ ସେ ଏହି ଉପାୟ କରିଥାଏ। ପ୍ରତ୍ୟକ ଶନିବାର ଦିନ ଅଳ୍ପ ଲୁଣ ୨୦୦ ଗ୍ରାମ କଳା ବିରି ଏବଂ ୫୦୦ ଗ୍ରାମ ଧଳା ଚାଉଳ ଏବଂ ଶୁଖିଲା ଲଙ୍କା ଏହିସବୁ ଜିନିଷକୁ ଦାନ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ। ଧନ ସମ୍ପତ୍ତି ବହୁତ ସହଜରେ ଆସିଥାଏ। ଶନିଙ୍କ କୁଦୃଷ୍ଟି ବି ସମାପ୍ତ ହୋଇଯାଇଥାଏ। ଏହା ଦ୍ବାରା ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ଏହି କାମ ଅବଶ୍ୟ କରନ୍ତୁ।