Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଭୁ ହନୁମାନଙ୍କ କୃପାରୁ ଏହି ୫ ଗୋଟି ରାଶିର ଲୋକେ ହେବାକୁ ଯାଉଛନ୍ତି ଧନବାନ । ବାସ ଆପଣାନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ବିଶେଷ ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ଫେବୃଆରୀ ମାସ ଠାରୁ ଧନବାନ ହେବାକୁ ଯାଉଛନ୍ତି। ସୂର୍ଯ୍ୟଦେବ ନିଜ ରାଶି ପରିବର୍ତ୍ତନ କରି କନ୍ୟା ରାଶିରୁ ବୃଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଚଳନ କାରଣରୁ କିଛି ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଫେବୃୟାରୀ ମାସରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ। କହିବାକୁ ଗଲେ ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟେ ମାସ ପର୍ଯ୍ୟନ୍ତ ରହିଥାନ୍ତି।ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି ବୋଲି କୁହାଯାଏ।ସୂର୍ଯ୍ୟ ବୃଷ ରାଶିରେ ଗୋଚର କରିବା ଦ୍ଵାରା କିଛି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହାସହିତ ସେମାନଙ୍କ ଉପରେ ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ମଧ୍ୟ ରହିବ।ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଜାଣିବା।

୧/ ମେଷ ରାଶି –

ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର ଲୋକେ ଚାକିରୀ ଏବଂ ବାଣିଜ୍ୟରେ ସଫଳତା ହାସଲ କରିବେ। ଆପଣ ମାନଙ୍କୁ ଅଚାନକ ଶୁଭ ଖବର ମିଳିପାରେ।ଏହାସହିତ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

୨/ ମିଥୁନ ରାଶି –

ଏହି ରାଶିର ଲୋକ ମାନଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ସମସ୍ୟା ଦିର ହୋଇଯିବ।ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣ ରୋଗରୁ ମୁକ୍ତ ହେବେ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଘରେ ସୁଖ ସମୃଦ୍ଧିର ବାସ ହେବ।

୩/ ସିଂହ ରାଶି –

ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଏହି ରାଶିର ଲୋକେ ସର୍ବଦା କଳା ଓ ଆଧ୍ୟାତ୍ମିକତା ପ୍ରତି ରୁଚି ରଖିବେ। ଆପଣ ମାନଙ୍କ ପାଇଁ ସୁଖର ଦିନ ଆସିବାକୁ ଯାଉଛି। ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ଦୃଷ୍ଟି ରହିବ। ଯଦି ଆପଣ ଘର ବା ଜମିବାଡ଼ି କିଣାକିଣି କରିବାକୁ ଚାହାଁନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ।

୪/ ଧନୁ ରାଶି –

ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବ।ପରିବାର ତରଫରୁ ସର୍ବଦା ଆପଣଙ୍କୁ ସହଯୋଗ ମିଳିବ। ଘରକୁ ଅତିଥି ଆସି ପାରନ୍ତି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ। ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ଦୃଷ୍ଟି ରହିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *