Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି କାମ କରିବା ଦ୍ୱାରା ଘରକୁ ଆସି ନଥାଏ ଗରିବୀ ।

ସେୟାର୍ କରନ୍ତୁ

ବନ୍ଧୁଗଣ ସକାଳୁ ଉଠି ଏହିକାମ କରିଲେ ସଫଳତା ଆପଣଙ୍କ ପାଦକୁ ଚୁମ୍ବନ କରିବ। କେହିବି ଆପଣଙ୍କର କ୍ଷତି କରି ପାରିବେ ନାହିଁ। ସକାଳୁ ଉଠି ଏହି କାମ ଅବଶ୍ୟ କରନ୍ତୁ।

ବନ୍ଧୁଗଣ ଆମ ଜୀବନରେ ଛୋଟ ଛୋଟ କଥା ବହୁତ ମହତ୍ୱ ରଖିଥାଏ। କେବେ କେବେ ଜଣା ଅଜଣାତରେ ଏମିତି ଭୁଲ କରି ଦେଇଥାନ୍ତି ଯାହା ଫଳରେ ଘରକୁ ଆସୁଥିବା ସମୟରେ ସମସ୍ୟା ଆସିଥାଏ। କଥା କଥାରେ ଝଗଡା ହୋଇଥାଏ। ଏମିତିକି ଅକାଳ ମୃତ୍ୟୁ ବି ହୋଇଯାଇଥାଏ। ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ବି ହୋଇଥାଏ। ଆଉ ଧନ ରୋଜଗାର କରିବା ପରେ ବି ଗରିବିର ସାମ୍ନା କରିବାକୁ ପଡିଥାଏ। ଯଦି ଆପଣଙ୍କ ସହିତ ବି ଏମିତି କିଛି ଆସିଥାଏ ତ ଆପଣ ଏହି କଥା ବୁଝିନିଅନ୍ତୁ। ଘରେ ୫ ଟି ବଡ଼ ଭୁଲ କେବେବି ହେବାକୁ ଦିଅନ୍ତୁ ନାହିଁ ଯାହାକି ବର୍ବାଦିର ମୁଖ୍ୟ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗୋଟିଏ ଦୁଇଟିରୁ ଅଧିକ ଚାକୁ ଛୁରୀ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକତା ଦୂର ହୋଇଥାଏ। ଆଉ ଘରେ ଝଗଡା ହୋଇଥାଏ। ରୋଷେଇ ଘରେ ଗୋଟିଏ ଦୁଇଟିରୁ ଚାକୁ ଛୁରୀ ରଖନ୍ତୁ ନାହିଁ। ସକାଳ ସମୟରେ ଚାକୁ ଛୁରୀ ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ଦିନ ସାରା ଦିନ ଖରାପରେ ବିତି ଥାଏ। ଘରର ହାନି ହୋଇଥାଏ।

ଘରେ ଯଦି କଣ୍ଟା ଯୁକ୍ତ ଗଛ ଥାଏ ଯେମିତିକି ନାଗଫେଣିର ଗଛ ତ ବଡ଼ ହିଁ ଅଶୁଭ କୁହାଯାଇଛି। ଏହା ଦ୍ୱାରା ଘରର ନକରାତ୍ମକତା ବଢିଯାଇଥାଏ ଏହା ସହିତ ସଂକଟ ବି ବୃଦ୍ଧି ହୋଇଥାଏ। ଏହି ଗଛକୁ ବହୁତ ଅଶୁଭ ମାନାଯାଇଛି। ଏହି ଗଛ ରହିଲେ ପରିବାର ଭାଙ୍ଗି ଯାଇଥାଏ। ଭୁତ ପ୍ରେତ ଆତ୍ମା ଘରେ ନିଜର ବାସ କରିଥାନ୍ତି। ଆଉ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ। କଣ୍ଟା ପ୍ରେମର ପ୍ରତୀକ ନୁହେଁ ଘରେ ଅଶାନ୍ତି ବୃଦ୍ଧି କରିବାର ସଂକେତ ଅଟେ। ଏହି ଗଛ ଘରକୁ ଦାରିଦ୍ର୍ୟତା ଆଣିଥାଏ। ତୁଳସୀ ଗଛ ପାଖରେ କୌଣସି କଣ୍ଟା ଜାତୀୟ ଗଛ ଲଗେଇବେ ନାହିଁ।

ମାସିକ ଧର୍ମ ସମୟରେ ଗଛ ଲତାରେ ପାଣି ଢାଳିବା ଦ୍ୱାରା ସେହି ଘରେ ଗରିବିର ବାସ ହୋଇଥାଏ। ଖାସ କରି ତୁଳସୀ ଗଛରେ କେବେବି ଏହି ସମୟରେ ପାଣି ଢାଳିବା ଉଚିତ ନୁହେଁ। ଏମିତି ସମୟରେ ଆପଣଙ୍କୁ ଆରାମ କରିବା ଉଚିତ।

ଘରେ ଯଦି ଭଙ୍ଗା ରୁଜା ଇଟା ପଥର ପଡିଛି କିମ୍ବା ଭଙ୍ଗା ଖଟ ପଡିଛି ତେବେ ଏହାକୁ ବହୁତ ଅଶୁଭ ମାନାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦ୍ବାରା ଘରେ ଝଗଡା ବଢିଥାଏ। ଘରେ ଭଙ୍ଗା ଥିବା ବାସନ କିମ୍ବା କାଚର ଭଙ୍ଗା ଥିବା ବାସନ ଘରେ ରଖିବା ଉଚିତ ନୁହେଁ।

ଭଙ୍ଗା ଆଇନା ଘରେ ରଖିବା ଉଚିତ ନୁହେଁ। ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବେ ତ ଘରେ କେବେବି ଗରିବୀ ଆସିନଥାଏ।

ଘରେ ବୁଢିଆଣି ଫାନ୍ଦ ଜଣାଇଥାଏ କି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ମା ଲକ୍ଷ୍ମୀ ବି ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି।

ଘରେ ମେହେନ୍ଦୀ ଗଛ ଥିଲେ ତାକୁ ତୁରନ୍ତ ବାହାରେ ଲଗେଇ ଦିଅନ୍ତୁ। ଘରେ ଅମୃତ ଗଛବି ରହିବା ଶୁଭ ହୋଇନଥାଏ। ଅମୃତର ଗଛବି ଘରେ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଖରାପ ଶକ୍ତିର ବି ବାସ ହୋଇଥାଏ।

ଯଦି ଘରେ ସୁଗନ୍ଧିତ ଗଛ ଲଗେଇବା ବି ଉଚିତ ନୁହେଁ। ଯଦି ଥାଏ ତାହାକୁ ତୁରନ୍ତ ଘରୁ ବାହାର ଲଗେଇ ଦିଅନ୍ତୁ। ଏହାକୁ ବି ଅଶୁଭ ମାନାଯାଏ। ଯେଉଁ ଘରେ ଥାଏ ତ ସେହି ଘରେ ନକରାତ୍ମକତା ବୃଦ୍ଧି ହୋଇଥାଏ। ଅକାଳ ମୃତ୍ୟୁ ତଥା ଘରେ ଝଗଡା ହୋଇଥାଏ।

ଅସ୍ତ ଗଛବି ଘରେ ଲଗେଇବା ଉଚିତ ନୁହେଁ। ଶୁଭ ମାନାଯାଏ ନାହିଁ। ଘରେ ଅସ୍ତ ଗଛ ଜାଗାରେ ଉଠି ଥାଏ ତ ତାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ।

ଘରେ ଶୁଖିଲା ତୁଳସୀ ବି ରଖିବା ଉଚିତ ନୁହେଁ। ତାକୁ ଓପାଡି କୌଣସି ପ୍ରଭାହିତ ଜଳରେ ଭସେଇ ଦେବା ଉଚିତ।

ଘରେ କଦଳୀ ଗଛବି ବେସି ବଡ଼ ଲଗେଇବା ଉଚିତ ନୁହେଁ। ଏହା ଦ୍ବାରା ଦେବ ଶକ୍ତି କ୍ରୋଧିତ ହୋଇଥାନ୍ତି।

ମହିଳା ମାନଙ୍କ ଅଳସୁଆମି କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ। କୁହାଯାଏ କି ଭଜନ କରିବା ପରେ ଅଇଁଠା ବାସନକୁ ସଫା କରି ନରଖିଲେ ଶନି ମାଦେବଙ୍କ ପ୍ରଭାବ ପଡିଥାଏ। ସେଥିପାଇଁ ଖାଇବା ପରେ ଅଇଁଠା ବାସନକୁ ସଫା କରିଦେବା ଉଚିତ। ଯଦି ଏମିତି ସମ୍ଭବ ନହୁଏ ତାହେଲେ ଧ୍ୟାନ ରଖନ୍ତୁ କି ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନକୁ ନିଶ୍ଚୟ ସଫା କରିବେ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନିରହିଥାଏ।

ସବୁବେଳେ ଆପଣଙ୍କୁ ଏହି କଥା ମନେ ରଖିବାକୁ ହେବ କି ନିଜ ଘର ସହିତ ନିଜ ଶେଜର ବି ସଫା କରିବା ଉଚିତ। ଯଦି ପ୍ରତ୍ୟକ ଦିନ ସଫା ହୋଇପାରୁନାହିଁ ତାହେଲେ ଘରେ ଦରିଦ୍ରତା ବଢିଥାଏ। ଯଦି ଆପଣ ବି ନିଜ ପାଖ ପଡିଶା ଯାତ୍ରାରେ ଥପୁ ଛନ୍ତି ତାହେଲେ ବି ଏହି ଅଭ୍ୟାସକୁ ଚେଞ୍ଜ କରିଦିଅନ୍ତୁ। କାରଣ ଘର ପାଖରେ ଥପିଲେ ବି ଦରିଦ୍ରତା ଆସିଥାଏ।

ଆପଣ ଦେଖିଥିବେ ପ୍ରାୟତଃ ଲୋକେ ଘରେ କିମ୍ବା ଘର ବାରଣ୍ଡାରେ ବସି ପାନ ଗୁଟୁକା ଖାଇ ଘର ଆଗରେ ଥପୁ ଥାନ୍ତି। ଏମିତି କରିବା ଠିକ ହୋଇନଥାଏ। ଶାସ୍ତ୍ରରେ କୁହାଯାଇଛି ପାଖ ପଡିଶା ଜାଗାରେ ଥପିଲେ ମା ଲକ୍ଷ୍ମୀ ରାଗିଥାନ୍ତି। ସେଥିପାଇଁ ଏହି କାମ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ। ଯେବେବି ବ୍ୟକ୍ତିର ଖରାପ ସମୟ ଆସିଥାଏ। ସେତେବେଳେ ତାଙ୍କ ସହିତ ସବୁକିଛି ଖରାପ ହୋଇଥାଏ। ତା ସହିତ ତାଙ୍କର ପ୍ରତ୍ୟକ କାମ ବିଗିଡି ଯାଇଥାଏ।

ବନ୍ଧୁଗଣ ଆମେ ସବୁବେଳେ ଘରେ ପୂଜା କରିଥାଉ କିନ୍ତୁ କିଛି ନିୟମ ଏମିତି ଅଛି ଯାହାର ଆମର ଜ୍ଞାନ ନଥାଏ। ଆଉ ଆମେ ତାହା ଭୁଲରେ କରିଦେଉ। ଆଜି ଆମେ ଆପଣଙ୍କୁ କିଛି ନିୟମ କହିବୁ ଯାହା ଆପଣଙ୍କୁ ସବୁବେଳେ ପୂଜା ସମୟରେ ଧ୍ୟାନ ରଖିବାର ଅଛି। ଆସନ୍ତୁ ଜାଣିବା ସେହି ନିୟମ ସବୁ କଣ କଣ।

ପୂଜାରେ ଭାଙ୍ଗି ଯାଇଥିବା ଚାଉଳ ଚଢାଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନନ୍ତି। ଘରର ମନ୍ଦିରରେ ଯଦି ଭାଙ୍ଗିଥିବା ମୂର୍ତି ଅଛି ତାହେଲେ ସେହି ମୂର୍ତ୍ତିକୁ ଜଲଦି ଘରୁ ବାହାର କରି ଦିଅନ୍ତୁ। ଆଉ ପୋଖରୀ କିମ୍ବା ନଦୀରେ ପ୍ରଭାହିତ କରିଦିଅନ୍ତି।

ଘରର ମନ୍ଦିରରେ ଦୁଇଟି ଶିବଲିଙ୍ଗର ପୂଜା କରନ୍ତୁ ନାହିଁ। ପୂଜା ସମୟରେ ଯେବେବି ପାଣି କ୍ଷୀର ଦହି ଏବଂ ଘିଅର ବ୍ୟବହାର କରୁଛନ୍ତି ତ ଏହାକୁ ଧ୍ୟାନରେ ରଖିବେ ସେଥିରେ ଆଙ୍ଗୁଠି ବିଲକୁଲ ବି ଲଗେଇବେ ନାହିଁ। କାରଣ ଶାସ୍ତ୍ରରେ କୁହାଯାଇଛି କି ନଖର ସ୍ପର୍ଶରେ ଏହିସବୁ ଅପବିତ୍ର ହୋଇଯାଏ। ଏହା କୁ ଧ୍ୟାନରେ ରଖିବେ ତମ୍ବାର କୌଣସି ଜିନିଷରେ କ୍ଷୀର ଦହି କିମ୍ବା ପଞ୍ଚାମୃତ ରଖିବା ଉଚିତ ନୁହେଁ। କାରଣ ତମ୍ବାର ଜିନିଷରେ ଏହିସବୁ ଜିନିଷ ରଖିବା ଦ୍ୱାରା ଏହା ମଦ ସହିତ ସମାନ ହୋଇଯାଇଥାଏ।

କିଛି ଲୋକ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ଫୁଲକୁ ପାତ୍ର କିମ୍ବା ଜଳରେ ପକାଇ ଦେଉଛନ୍ତି ତା ପରେ ସେହି ଫୁଲକୁ ବାହାର କରି ପୁଣି ଭଗବାନଙ୍କୁ ଅର୍ପଣ କରୁଛନ୍ତି ଏମିତି କରିବା ବିଲକୁଲ ଭୁଲ ଅଟେ। ଯେବେବି ଆପଣ ଘରେ ହୋମ କରୁଛନ୍ତି ଏହାକୁ ଧ୍ୟାନରେ ରଖିବେ ହୋମ ପାଇଁ ଯେଉଁ କାଠ ଆଣୁଛନ୍ତି ତାହା ଛାଲ ସହିତ ଥିବା କାଠ କିମ୍ବା ପୋକ ଲାଗିଥିବା କାଠ ବ୍ୟବହାର କରିବେ ନାହିଁ। ଏହା ସହିତ ଆମେ ହୋମ କରିବା ସମୟରେ ଫ୍ୟାନର ବ୍ୟବହାର କରିଥାଉ। ଏହା ବିଲକୁଲ ଭୁଲ ଅଟେ।

ଦୀପ ଲଗାଇବା ସମୟରେ ଗୋଟେ ଦୀପରୁ ଆଉ ଗୋଟେ ଦୀପ ଲଗାଇଥାଉ ଏମିତି କରିବା ମଧ୍ୟ ଭୁଲ ଅଟେ। ଏମିତି ଭୁଲରେ ବି ମଧ୍ୟ କରନ୍ତୁ ନାହିଁ। ବନ୍ଧୁଗଣ ପୂଜାରେ ତୁଳସୀ ପତ୍ରର ବିଶେଷ ଭୂମିକା ରହିଥାଏ। ସେଥିପାଇଁ ତୁଳସୀ ପତ୍ରକୁ ତୋଳିବା ସମୟରେ ଏହାକୁ ଧ୍ୟାନରେ ରଖିଥିବେ ସେହି ଦିନ ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା, ଏକାଦଶୀ, ଦ୍ଵାଦଶୀ, ରବିବାର ଆଉ ସନ୍ଧ୍ୟା ସମୟ ନ ହୋଇଥିବା ଦରକାର।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *