Excuse Me Odisha

ଯାହା କହିବୁ ସତ କହିବୁ

ନାଭିରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ଧଳା ବାଳ ହୋଇଯିବ କଳା। ଜାଣନ୍ତୁ କଣ ସେହି ଜିନିଷ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆପଣମାନେ ଜାଣିଥିବେ କି ନାଭି ଶରୀରର କେନ୍ଦ୍ରବିନ୍ଦୁ ଅଟେ। ଆମ ଶରୀରର ପ୍ରାୟ ୭୨ ହଜାର ଶିରା ପ୍ରଶିରା ନାଭି ସହିତ ସଂଯୁକ୍ତ ହୋଇ ରହିଛି।ଧର୍ମଗ୍ରନ୍ଥରେ ନାଭି ବିଷୟରେ ଅନେକ କିଛି ବର୍ଣ୍ଣନା କରାଯାଇଛି। ବିଶେଷ କରି ଜୈନ ଧର୍ମରେ ନାଭିକୁ ନେଇ ଧ୍ୟାନ କରିବାର ଅନେକ ଉପାୟ ରହିଛି। ଆଜି ଆମେ ଆପଣଙ୍କୁ ନାଭିକୁ ନେଇ କରା ଯାଉଥିବା କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।

ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ଲଗାଇ ଶୋଇବା ଉଚିତ। ଆପଣ କୌଣସି ଡ୍ରପ ବା ତୁଳା ସାହାଯ୍ୟରେ ନାଭିରେ ତେଲ ପକାଇ ପାରିବେ। ଏହାପରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଶୋଇ ରୁହନ୍ତୁ।ଏଭଳି କରିବା ଦ୍ୱାରା ଶୀତଦିନେ ଯେଉଁମାନଙ୍କର ଓଠ କଳା ପଡିଯାଏ, ସେମାନଙ୍କର ଓଠ ଗୋଲାପି ହୋଇଯିବ। ନାଭିରେ ସୋରିଷ ତେଲ ପକାଇବା ଦ୍ଵାରା ଆପଣଙ୍କର ଚର୍ମ ନିଶ୍ଚିତ ଭାବରେ କୋମଳ ଓ ସତେଜ ରହିବ। ଯଦି ଆପଣ ନାଭିରେ ନଡିଆ ତେଲ ଲଗାଇବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅନେକ ଫାଇଦା ମିଳିବ।

ଏଭଳି କରିବା ଦ୍ଵାରା ଆପଣଙ୍କ ଚେହେରା ଅଧିକ ସତେଜ ହେବା ସହିତ କୋମଳ ମଧ୍ୟ ରହିବ। ଏହାସହିତ ଆପଣଙ୍କ ତ୍ଵଚା ବହୁତ ଉଜ୍ଜ୍ଵଳ ରହିବ। ଏହି ଉପାୟକୁ ଆପଣ ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ।ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।ଯେଉଁ ଲୋକମାନଙ୍କର ତ୍ଵଚା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହି ଉପାୟ ବହୁତ ଲାଭକାରୀ ଅଟେ।

ଯଦି ଆପଣଙ୍କର କେଶ ଅଧିକ ମାତ୍ରାରେ ଝଡୁଛି ବା ଅଳ୍ପ ବୟସରୁ ଆପଣଙ୍କର ବାଳ ଧଳା ପଡି ଯାଉଛି, ତାହେଲେ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଏହି ଉପାୟ ନିଶ୍ଚିତ ଭାବରେ କରିବା ଉଚିତ। ତାହା ହେଉଛି ଆପଣ ନଡିଆ ତେଲ ଏବଂ ସୋରିଷ ତେଲ ବଦଳରେ ନାଭିରେ ଦୁଇ ବୁନ୍ଦା ଶୁଦ୍ଧ ଗୁଆଘିଅ ଲଗାନ୍ତୁ।ଏଭଳି କରିବା ଦ୍ୱାରା ପ୍ରଥମେ ଆପଣଙ୍କର ଶରୀରରେ ସନ୍ତୁଳନ ଆସିବ ଏବଂ ଆପଣଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦୂର ହୋଇଯିବ। ଏହି ଉପାୟକୁ ସପ୍ତାହରେ ଦିନେ ଛାଡ଼ି ଦିନେ କଲେ ନିଶ୍ଚିତ ଭାବରେ ସୁଫଳ ପାଇବେ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *