Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଏହି ଦିନରେ କେଶ ଧୋଇଥାଏ,ସେହି ଘରେ ସବୁ ବେଳେ ଟଙ୍କା ପଇସା ଭରିକି ରହିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱାମୀ ହେବ ଧନୀ। ବିବାହିତା ସ୍ତ୍ରୀ ଏହିଦିନ କେଶ ନିଶ୍ଚୟ ଧୁଅନ୍ତୁ।

ଏହି ଦିନ ଘରର ମହିଳା କେଶ ଧୋଇଲେ ସ୍ୱାମୀ ହୋଇଥାଏ ଧନୀ ଏବଂ ତା ସହିତ କୌଣସି ପର୍ବରେ ମହିଳା କେଶ ନଧୋଇ ପାରିଲେ କଣ ଉପାୟ କରିବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ହିନ୍ଦୁ ଧର୍ମରେ ଏମିତି ବହୁତ ମାନ୍ୟତା ଅଛି ଯାହା ଶାସ୍ତ୍ରରେ ମିଳିଥାଏ। କେଶକୁ ଧୋଇବା ଏବଂ ନଖ କାଟିବାକୁ ନେଇ ଏମିତି ହିଁ କିଛି ମାନ୍ୟତା ଅଛି। କେବେ ଆଉ କାହିଁକି କେଶ ଧୋଇ ଉଚିତ ନୁହେଁ କି ନଖ କାଟିବା ଉଚିତ ନୁହେଁ। ମାନାଯାଏ କି କୌଣସି ଘରର ପୁରୁଷର ସଫଳତା ଘରର ଲକ୍ଷ୍ମୀ ଉପରେ ନିର୍ଭର କରିଥାଏ। ଘରର ଲକ୍ଷ୍ମୀର ସ୍ଵଭାବ ଏବଂ ବ୍ୟବହାର କାରଣ ଯୋଗୁ ହିଁ ଘର ସୁନ୍ଦର ଏବଂ ବୈଭବଶାଳୀନି ବନିଥାଏ। ଘରର ଲକ୍ଷ୍ମୀ ଭଲ ବ୍ୟବହାର କରିବ ତ ଘରକୁ ମନ୍ଦିର ବନେଇଦେବ।

ଏହିପରି ବିବାହିତା ମହିଳାଙ୍କ ପାଇଁ ବହୁତ ସାରା ଧର୍ମ ଏବଂ ନିୟମର ପାଳନ କରିବା ବି ମାନ୍ୟତା ଅଛି। ଯଦି କୌଣସି ମହିଳା ଏହିସବୁ ନିୟମର ପାଳନ ନକରିବେ ତ ହୋଇପାରେ ତାର ମୂଲ୍ୟ ତାର ସ୍ୱାମୀ ବା ସନ୍ତାନକୁ ଭୋଗିବାକୁ ପଡିପାରେ। ଆଜି ଆମେ ବିବାହିତା ମହିଳାମାନେ କେଉଁ ଦିନ କେଶ ଧୋଇବା ଉଚିତ କେଉଁ ଦିନ ନୁହେଁ ସେହି ନିୟମ ବିଷୟରେ ଜଣେଇବାକୁ ଯାଉଛୁ।

ପ୍ରଥମ କଥା। ଗୁରୁବାର ଦିନ ଘରର ସ୍ତ୍ରୀ କେବେବି କେଶ ଧୋଇବା ଉଚିତ ନୁହେଁ। ଏହି ଦିନ ସ୍ତ୍ରୀଙ୍କ ବ୍ୟତୀତ ପୁରୁଷ ମାନଙ୍କୁ ମଧ୍ୟ କେଶ କାଟିବା ଉଚିତ ନୁହେଁ କି ଧୋଇବା ବି ଉଚିତ ନୁହେଁ।

ଗୁରୁବାର ଦିନ ପୋଛା ମାରିବା ଉଚିତ ନୁହେଁ। ବୃହସ୍ପତି ଦେବତାଙ୍କୁ ଗୁରୁ ମାନାଯାଏ। ଏମିତି ମାନ୍ୟତା ଅଛି କି ଗୁରୁବାର ଦିନ କେଶ ଧୋଇଲେ ବା କାଟିଲେ ଘରେ ଆର୍ଥିକ ସମସ୍ୟା ଉତ୍ପନ ହୋଇଥାଏ। ଆପଣଙ୍କ ଗ୍ରହ ବି ନିଜର ଦିଗ ବଦଳାଇବାକୁ ଲାଗନ୍ତି। ସବୁ ବୃହସ୍ପତି ଗୁରୁଙ୍କ କାରଣରୁ ହିଁ ହୋଇଥାଏ।

ଦ୍ୱିତୀୟ କଥା। କୁଆଁରୀ କନିଆକୁ କେବେବି ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ। ଖାସ କରି ସେହି କନ୍ୟାଙ୍କୁ ଯେଉଁମାନଙ୍କର ଛୋଟ ଭାଇ ଥିବ। ଶାସ୍ତ୍ର ଆଧାରରେ ଯେଉଁ କନ୍ୟା ବୁଧବାର ଦିନ କେଶ ଧୋଇଥାଏ ତାର ସାନ ଭାଇକୁ କଷ୍ଟ ଭୋଗିବାକୁ ପଡିଥାଏ। ତାଙ୍କର ଛୋଟ ଭାଇଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ପ୍ରଭାବ ପଡିଥାଏ।

ତୃତୀୟ କଥା। ଯଦି ଆପଣ କେଉଁ ବ୍ରତ ରଖୁଛନ୍ତି ତ ସେହି ଦିନ ଭୁଲରେ ବି କେଶ ଧୁଅନ୍ତୁ ନାହିଁ। ଯେମିତିକି ଆପଣ ସୋମବାରର ବ୍ରତ ରଖିଛନ୍ତି ତ ଆପଣ ଗୋଟେ ଦିନ ପୂର୍ବରୁ କେଶ ଧୋଇ ଶୁଦ୍ଧ ହୋଇଯିବେ। ଯଦି କୌଣସି କାରଣରେ ସେହି ଦିନ କେଶ ଧୋଇବାକୁ ପଡିବ ତେବେ ଆପଣ ଏହି ଉପାୟ କରନ୍ତୁ। କେଶରେ କ୍ଷୀର ଦେଇ କେଶ ଧୁଅନ୍ତୁ।

ଚତୁର୍ଥ କଥା। ଆଜିକାଲିର ଯୁଗରେ ତାଳ ଦେଇ ଲୋକେ କୌଣସି ଶୁଭ ଦିନ ଶୁଭ ତିଥିରେ କେଶକୁ କାଟିବା ବା ଧୋଇବା ସହିତ ଜଡ଼ିତ ହୋଇଯାଇଛନ୍ତି କିନ୍ତୁ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମହିଳା ମାନଙ୍କୁ କୌଣସି ଶୁଭ ତିଥି ଶୁଭ ଦିନରେ କେଶ କାଟିବା ବା ଧୋଇବା ଉଚିତ ନୁହେଁ ବରଂ ଗୋଟେ ଦିନ ପୂର୍ବରୁ ଏସବୁ କାମ କରିନେବା ଉଚିତ। ଖାସ କରି ଏକାଦଶୀ ଅମାବାସ୍ୟା ପୂର୍ଣ୍ଣିମା ଦିନ କେଶ କେବେବି ଧୋଇବେ ନାହିଁ କି କାଟିବେ ନାହିଁ। ଏମିତି କଲେ ଆପଣଙ୍କ ମସ୍ତିଷ୍କ ଉପରେ ଚନ୍ଦ୍ରମାଙ୍କର ପ୍ରଭାବ ପଡିଥାଏ।

ପଞ୍ଚମ କଥା। ଯଦି ଆପଣ ଜଣେ ପୁତ୍ରର ମା ଅଟନ୍ତି କିମ୍ବା ପୁତ୍ର ପ୍ରାପ୍ତିର କାମନା ଅଛି ତେବେ ସେହି ମହିଳା ମାନଙ୍କୁ ଶୁକ୍ରବାର ଦିନ କେଶ ଧୋଇବା ଉଚିତ ନୁହେଁ।

ଷଷ୍ଠ କଥା। ଶନିବାର ଦିନ ଶନି ମହାରାଜଙ୍କ ଦିନ ଅଟେ। ଏହି ଦିନ ନାଁ ମଥାରେ ତେଲ ଲଗେଇବା ଉଚିତ ନାଁ ନିଜର କେଶ ଧୋଇବେ ଏମିତି କଲେ ଶନିଙ୍କ କୁ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। କୌଣସି କାରଣରେ ଯଦି ଆପଣଙ୍କୁ ଶନିବାର ଦିନ କେଶ ଧୋଇବାକୁ ପଡ଼ିଯାଏ ଅଳ୍ପ ହଳଦୀ କିମ୍ବା ବେଶନକୁ କେଶରେ ଲଗେଇ ଧୋଇ ନିଅନ୍ତୁ। ଯଦି ଆବଶ୍ୟକତା ପଡ଼େ ତ ଏହି ଦିନ କେଶ ଧୁଅନ୍ତୁ ନଚେତ ଏହି ଦିନ କେବେବି କେଶ ଧୁଅନ୍ତୁ ନାହିଁ।

ସପ୍ତମ କଥା। ସ୍ତ୍ରୀ କିମ୍ବା ପୁରୁଷ ଶୁକ୍ରବାର ଦିନ କେଶ ଧୋଇବା ବା କାଟିବାକୁ ଅତ୍ୟନ୍ତ ଶୁଭ ମାନାଯାଏ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ ସେଥିପାଇଁ ଏହି ଦିନ କେଶକୁ ନିଶ୍ଚୟ ପରିଷ୍କାର କରନ୍ତୁ। ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ।

ଅଷ୍ଟମ କଥା। ଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ମଥା ଧୋଇ ଶିନ୍ତିରେ ସିନ୍ଦୁର ଲଗେଇ ପୂଜା କରିବାର ବିଧି ଅଛି। ଏହି ସିନ୍ଦୁରକୁ ନେଇ ଏହି ନିୟମ ପାଳନ କରିବା ଉଚିତ ନଚେତ ସ୍ୱାମୀର ମୃତ୍ୟର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା। ଆପଣଙ୍କୁ ନିଜ ସ୍ୱାମୀର ହାତରୁ ସିନ୍ଦୁର ଲଗେଇବା ଉଚିତ ଆଉ ଦେଖିବାକୁ ପଡିବ ଯେ ଯଦି ଆପଣଙ୍କ ନାକ ଉପରେ ଟିକେ ବି ସିନ୍ଦୁର ପଡିଛି ତେବେ ସେ ଆପଣଙ୍କୁ ବହୁତ ପ୍ରେମ କରୁଛି। ଆଉ ଆଗକୁ ଆସୁଥିବା ସମୟରେ ତାଙ୍କର ସମ୍ପର୍କ ବହୁତ ସୁନ୍ଦର ହେବାକୁ ଯାଉଛି। ଏହା ବ୍ୟତୀତ ଯେବେ ଆପଣ ନିଜେ ସିନ୍ଦୁର ଲଗାଉଛନ୍ତି ଅଜଣାତରେ ଯଦି ସେ ସିନ୍ଦୁର ନାକରେ ପଡି ଯାଉଛି ତ ଏହା ସଂକେତ ଦେଉଛି କି ସ୍ୱାମୀଙ୍କ ଠାରୁ କୌଣସି ଖୁସି ଖବର ମିଳିବାର ଅଛି।

ସିନ୍ଦୁର ଆମ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରଖିଥାଏ। ଯଦି ସିନ୍ଦୁରକୁ ନେଇ ସ୍ତ୍ରୀ କୌଣସି ଭୁଲ କରିଥାଏ ତ ଏହାର ମୂଲ୍ୟ ସ୍ୱାମୀଙ୍କୁ ଭୋଗିବାକୁ ପଡିଥାଏ। ବିବାହିତ ମହିଳାଙ୍କୁ ସିନ୍ଦୁର ବିନା ଅଧୁରା ମାନାଯାଏ। ଏମିତି ସ୍ୱାମୀଙ୍କୁ ପଡିଥାଏ କାଳ।

ପ୍ରଥମରେ । ଯେଉଁ ମହିଳା ମଝି ମଥାରେ ଲଗେଇବା ପରିବର୍ତେ ସାଇଟରେ ଲଗାଇଥାନ୍ତି ତ ତାର ସ୍ୱାମୀବି ତାକୁ ସାଇଟ କରିଦେଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ।

ଦ୍ୱିତୀୟରେ। ଯେଉଁ ସ୍ତ୍ରୀ ମଥାର ମଝିରେ ଲମ୍ବା ସିନ୍ଦୁର ଲଗେଇଥାଏ ତ ତାର ସ୍ୱାମୀର ଆୟୁ ବି ଦୀର୍ଘ ହୋଇଥାଏ। ମା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ।

ତୃତୀୟରେ। ଯେଉଁ ସ୍ତ୍ରୀ ସିନ୍ଦୁର ଲଗେଇ କେଶରେ ସିନ୍ଦୁରଲୁ ଲୁଚେଇ ଦେଇଥାଏ। ତ ତାର ସ୍ୱାମୀବି ସମାଜରେ ଲୁଚି ଯାଇଥାଏ। ଆଉ ତାର ସ୍ୱାମୀଙ୍କୁ ସମାଜରେ ସମ୍ମାନ ମିଳିନଥାଏ। ସେଥିପାଇଁ ସିନ୍ଦୁରକୁ ସମସ୍ତଙ୍କୁ ଦେଖିବା ଭଳି ପିନ୍ଧିବା ଉଚିତ।

ଚତୁର୍ଥରେ। ସିନ୍ଦୁର ଲଗେଇବା ସମୟରେ ସାବଧାନ ରହିବା ଉଚିତ। ସିନ୍ଦୁରକୁ ମଠାର ମଝିରେ ଲଗେଇବା ଉଚିତ। ସାଇଟରେ ଲଗେଇବା ଉଚିତ ନୁହେଁ। ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ। ଆଉ ଅନ୍ୟ ସ୍ତ୍ରୀ ଉପରେ ସ୍ୱାମୀ ଆକର୍ଷିତ ହୋଇଯାଇଥାଏ। ଏଥିପାଇଁ ସିନ୍ଦୁରକୁ ମଥାର ମଝିରେ ଲଗାନ୍ତୁ।

ପଞ୍ଚମରେ। ସିନ୍ଦୁର ପିନ୍ଧିବା ସମୟରେ ସିନ୍ଦୁର ପଡିଗଲେ ଅଶୁଭ ମାନାଯାଏ। ଏହା ଆପଣଙ୍କ ସମ୍ପର୍କରେ ଫାଟ ଆସିବାର ସଂକେତ ଦେଇଥାଏ। ଏହି ସମୟରେ ଆପଣଙ୍କୁ ମା ପାର୍ବତୀଙ୍କୁ ଧ୍ୟାନ କରିବା ଉଚିତ। ଏବଂ କ୍ଷମା ମାଗିବା ଉଚିତ। ଆଉ କୁହନ୍ତୁ ଖରାପ ସମୟ ଚାଲି ଯାଉ। ଆଉ ସେ ସିନ୍ଦୁରକୁ ଗୋଟାଇ କୌଣସି ଗଛର ମୂଳରେ ରଖିଦିଅନ୍ତୁ। ସେ ସିନ୍ଦୁରର ବ୍ୟବହାର କରିବେ ନାହିଁ।

ଷଷ୍ଠରେ। ଯେଉଁ ସ୍ତ୍ରୀଙ୍କୁ ସ୍ୱପ୍ନରେ କୌଣସି ସିନ୍ଦୁର ପିନ୍ଧିଥିବା ମହିଳା ଦେଖାଯାଏ ତ ବହୁତ ଶୁଭ ମାନାଯାଏ ଏହା ଧନ ଲାଭ କରିଥାଏ। ଏମିତି ସ୍ୱପ୍ନ ବହୁତ ଶୁଭ ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *