Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏହି ଗଛ ରହିଲେ,ଘରେ ଅକାଳ ମୃତ୍ୟୁ ହୋଇଥାଏ !

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ୮ ବିଧି ୧୮ ବାସ୍ତୁ ବ୍ୟତୀତ ବି ଅନେକ ପ୍ରକାରର ବାସ୍ତୁଦୋଷ ବର୍ଣ୍ଣନା କରାଯାଇଛି। ଯାହା ପ୍ରକୃତି ଅଥବା ମନୁଷ୍ୟ ଦ୍ୱାରା ନିର୍ମିତ ହୋଇପାରେ। ଏହାକୁ ବେଦ କୁହାଯାଏ। ବେଦର ତାତ୍ପର୍ଯ୍ୟ ଏହା ଅଟେ ପ୍ରକାଶ ଏବଂ ବାୟୁର ମାର୍ଗରେ ବାଧା। ସାଧାରଣତଃ କିଛି ବେଦ ଆମକୁ ସହଜରେ ଦେଖାଯାଏ। ଯେମିତି ଦ୍ୱାର ଅଟକି ରହିଥିବା ପାଣି ନାଳ ଖମ୍ବା ଇତ୍ୟାଦି। ଅନେକ ବୃକ୍ଷର ନିବାସ ସ୍ଥାନ ଉପରେ ଶୋଇବା ବି ବାସ୍ତୁଦୋଷର କାରଣ ବନିଯାଏ।

ଏମିତିରେ ତ ହରାଭରା ଆଉ ବାତାବରଣର ମହତ୍ୱ ଅବର୍ଣ୍ଣନୀୟ ଅଟେ କିନ୍ତୁ ଏମାନଙ୍କର ଭୁଲ ଜାଗାରେ ହେବା ବୃକ୍ଷ ବେଦ କୁହାଯାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର ଗଛ ରହିବା ବୃକ୍ଷ ବେଦ କୁହାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘର ସାମ୍ନାରେ ରହିବା ଘରର ମାଲିକକୁ ବହୁତ ସମସ୍ୟା ଆସିଥାଏ ଆଉ ଅନେକ କାର୍ଯ୍ୟରେ କ୍ଷତି ବି କରାଇ ଦିଅନ୍ତୁ। ତେବେ ଆସନ୍ତୁ ଜାଣିନେବା ଆମ ଘର ସାମ୍ନାରେ କେଉଁ ଜିନିଷ ଆଉ ବୃକ୍ଷ ରହିବା ଉଚିତ ନୁହେଁ।

ପ୍ରଥମ କଥା। ଘରର ସାମ୍ନାରେ ଗଛ ରହିବା ଏକ ପ୍ରକାରର ବେଦ ଉତ୍ପନ କରିଥାଏ। ଘରର ମୁଖ୍ୟ ଦ୍ୱାର ଉପରେ କୌଣସି ବୃକ୍ଷ ହେବା ଉଚିତ ନୁହେଁ। ଏହି ପ୍ରକାରର ବେଦ କାରଣରୁ ଘରେ ରହୁଥିବା ସଦସ୍ୟଙ୍କୁ ସର୍ବଦା ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଏବଂ ଅପମାନ ସହିବାକୁ ପଡିଥାଏ।

ଦ୍ୱିତୀୟ କଥା। ଦ୍ୱାର ସାମ୍ନାକୁ ଲତା ଗାତ କୂପ ମନ୍ଦିର ଅଥବା ଟ୍ୟାପ ଦ୍ୱାର ପାଇଁ ଶୁଭ ମାନାଯାଏ ନାହିଁ।

ତୃତୀୟ କଥା। ଦ୍ୱାର ସାମ୍ନାରେ କୂଅ ଟ୍ୟାପ ଅଥବା ପାଣି ଟାଙ୍କି ଥିବ ତ ମାନସିକ ଅସନ୍ତୁଳନ ହୋଇଥାଏ। ଆଉ ଘରେ ସର୍ବଦା ଧନର କମି ହୋଇଥାଏ। ଏହି ବେଦ କାରଣରୁ ଭବନରେ ରହୁଥିବା ସଦସ୍ୟ ସର୍ବଦା ଚିନ୍ତିତ ରହିଥାନ୍ତି।

ଚତୁର୍ଥ କଥା। ଘରର ସାମ୍ନାରେ ଟ୍ୟାପ ରହିବା ଅଶୁଭ ହୋଇଥାଏ।

ପଞ୍ଚମ କଥା। ଘରର ଦ୍ୱାର ସାମ୍ନାରେ ସିଢ଼ି ବନେଇବା ବି ଅଶୁଭ ହୋଇଥାଏ। ଏହା ଦ୍ବାରା ପରିବାର ସଦସ୍ୟଙ୍କର ଉନ୍ନତି ଅଟକି ଯାଇଥାଏ

ଷଷ୍ଠ କଥା। ବିଦ୍ୟୁତ ଅଥବା ଟେଲିଫୋନ ଖମ୍ବାବି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖିବା ଉଚିତ ନୁହେଁ ନଚେତ ବିନା କାରଣରେ ରୋଗର ସାମ୍ନା କରିବାକୁ ପଡ଼ିଥା ଏବଂ ଘରେ ମା ଲକ୍ଷ୍ମୀଙ୍କ ଅଭାବ ବନି ରହିଥାଏ।

ସପ୍ତମ କଥା। ଯଦି ଘରେ ସାମ୍ନାରେ ପଳାସର ଗଛ ଥିବ ତେବେ ଗୃହ ସ୍ୱାମୀ ସର୍ବଦା ପରାଜିତ ହୋଇ ରହିଥାନ୍ତି।

ଅଷ୍ଟମ କଥା। ଯଦି ପ୍ରବେଶ ଦ୍ୱାର ସାମ୍ନାରେ ତେନ୍ତୁଳି ଗଛ ଥାଏ ତେବେ ଘରର ସଦସ୍ୟଙ୍କର ଅକାଳ ମୃତ୍ୟୁ ହୋଇଯାଏ।

ନବମ କଥା। ଡ଼ମ୍ବରୁ ଗଛ। ଯଦି ଘର ସାମ୍ନାରେ ଥିବ ତ ସେ ପବିତ୍ର ହେବା ସ୍ୱତେ ବି ପରିବାରର ସଦସ୍ୟଙ୍କ ମଧ୍ୟରେ ଆଖିର ରୋଗ ଉତ୍ପନ କରିଥାଏ।

ଘରର ସାମ୍ନାରେ ଅସ୍ତ ଗଛ ଭୂତ ପ୍ରେତ ଉତ୍ପନ କରିଥାଏ। ଗ୍ରହ ସ୍ୱାମୀଙ୍କ ଭିତରେ ସର୍ବଦା ଡର ବନିରହିଥାଏ। ଘରର ଉପରେ ଯଦି କୌଣସି ଗଛର ଛାଇ ପଡିଥାଏ ତ ସେହି ଘର ଉପରେ ନିଦ୍ରା ଦେବୀଙ୍କ ଶାସନ ହୋଇଥାଏ। ଘରେ ତମ ଗୁଣ ଅସ୍ତି ପୀଡା ପିତ କଷ୍ଟ ଏବଂ ରୋଗ ଯେମିତିକି ସାଇଟ ଇଫେକ୍ଟ ଆଣ୍ଠୁଗଣ୍ଠି ବ୍ୟଥା ଆଉ ଭୟଙ୍କର ରୋଗ ସୃଷ୍ଟି ହୋଇଥାଏ। ଏମିତି ଘରେ ରହୁଥିବା ଲୋକଙ୍କର ରୋଗର ଚିକିତ୍ସା ଡକ୍ଟର ବି କରିପାରନ୍ତି ନାହିଁ।

ଅଗଣାରେ କ୍ଷୀର ଥିବା ଗଛ ନାଶ କରିଥାଏ। ଯେମିତିକି ବର ଗଛ କନିୟର ଗଛ ଅରଖ ଗଛ ଆଦି ଲଗେଇବା ଉଚିତ ନୁହେଁ। କଦଳୀଗଛ ଖୋଜୁର ଗଛ ଆମ୍ବ ଗଛ ଅଙ୍ଗୁର ଗଛ ବେଲ ଗଛ ଆଦି ଅଗଣାରେ କେବେବି ଲଗେବା ଉଚିତ ନୁହେଁ। ଦେବତା ମାନଙ୍କର ଗଛକୁ ଅଗଣାରେ ଲଗେଇବା ଉଚିତ ନୁହେଁ। ଯଦି କଦଳୀ ଗନ୍ଧର୍ପର ଗଛ ଅଟେ ତ ଲାଲ କନିୟର ସୁର୍ଯ୍ୟଦେବଙ୍କର ଅଟେ। ଏଥିପାଇଁ ଏହି ପ୍ରକାରର ଗଛ ଘର ଅଗଣାରେ ଲଗେଇବା ଉଚିତ ନୁହେଁ।

ଅସ୍ତ ଗଛ ଏବଂ ଚନ୍ଦନ ଗଛ ଅଗଣାରେ ଲଗେଇ ପାରିବେ କିନ୍ତୁ ପ୍ରବେଶ ଦ୍ୱାର ସାମ୍ନାରେ ନୁହେଁ।

ତୁଳସୀ ଗଛ ଅବଶ୍ୟ ଲଗେବା ଉଚିତ। ଘରର ପଶ୍ଚିମ ଦିଗରେ ଅସ୍ତ ଗଛ ପୂର୍ବ ଦିଗରେ ବର ଗଛ ଦକ୍ଷିଣ ଦିଗରେ ଗୁଲର ଗଛ ଏବଂ ଉତ୍ତର ଦିଗରେ କଏଦର ଗଛ ଲଗେଇବା ଉଚିତ। ବାସ୍ତୁଶାସ୍ତ୍ରରେ ମିଳିଥାଏ ବର ଗଛ ଭଳି ବଡ଼ ଗଛର ଚେର ଘରର ତଳେ ଯାଇ ଘରକୁ କ୍ଷତି ପହଂଚାଇ ଥାଏ। ଏଥିପାଇଁ ଏହି ଗଛ ଘରର ନିକଟରେ ରହିବା ଅଶୁଭ କାରକ ହୋଇଥାଏ।

ତୁଳସୀ ଗଛ ଚନ୍ଦନ ଗଛ ଲଗେଇବାର ନିୟମ ଅଛି।

ଅଗଣାରେ ଧନିଆ ଲଗେଇବାରେ ଘରର ସ୍ୱାମୀଙ୍କୁ ସ୍ଥାନ ପରିବର୍ତ୍ତନ କରିବାକୁ ପଡିଥାଏ। ଯଦି କେହି ଚାକିରୀ କରୁଥାନ୍ତି ତାଙ୍କର ବଦଳି ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *