Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ମୁଣ୍ଡିଆ ମାରିଥାଏ, ସେତେବେଳେ ସ୍ବାମୀ କଣ ଆଶୀର୍ବାଦ କରିଥାନ୍ତି? ନିଶ୍ଚିତ ଭାବରେ ଜାଣନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଏହି ଲେଖାରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେଣୁ ଆପଣ ମାନେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢନ୍ତୁ।ଆଜିର ଦୁନିଆରେ ଅନେକ ବିବାହିତା ପୁରୁଷ ଏବଂ ମହିଳା ମାନେ ପରସ୍ପରକୁ କେବେବି ସମ୍ମାନ ଦେଇ ନଥାନ୍ତି। ଆହୁରି ମଧ୍ୟ କିଛି ଦମ୍ପତ୍ତି ରହିଛନ୍ତି, ଯେଉଁମାନେ ପରସ୍ପରକୁ ବହୁତ ପ୍ରେମ ଓ ସମ୍ମାନ ଦେଇଥାନ୍ତି।ଏମାନେ ପରସ୍ପର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ଆଜିକାଲି ଅଧିକାଂଶ ମହିଳା ମାନେ ନିଜ ସ୍ୱାମୀଙ୍କୁ ମୁଣ୍ଡିଆ ମାରନ୍ତି ନାହିଁ।ଅନେକ ସ୍ୱାମୀମାନେ ମଧ୍ୟ ନିଜ ସ୍ତ୍ରୀଙ୍କୁ ଆଶୀର୍ବାଦ କରି ନଥାନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି ନାହିଁ।ଅନେକ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଆଶୀର୍ବାଦ ଦେଇ ଅହ୍ୟସ୍ୱଲକ୍ଷଣି ହେବାର ଆଶିର୍ବାଦ ଦେଇଥାନ୍ତି। ଯେତେବେଳେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଥାନ୍ତି, ସେତେବେଳେ ସେହି ଆଶୀର୍ବାଦରେ ତାଙ୍କ ପତ୍ନୀଙ୍କର ଭାଗ ରହିବା ସହିତ ତାଙ୍କର ମଧ୍ୟ ଭାଗ ରହିଥାଏ।କାରଣ ସ୍ୱାମୀ ଏବଂ ସ୍ତ୍ରୀ ମୃତ୍ୟୁ ପର୍ଯ୍ୟନ୍ତ ପରସ୍ପର ପାଇଁ ପରିପୂରକ ହୋଇଥାନ୍ତି।

ତେବେ ଆସନ୍ତୁ ଜାଣିବା କେଉଁସବୁ ଆଶୀର୍ବାଦ ରହିଛି, ଯେଉଁ ଆଶୀର୍ବାଦ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଦେବା ସ୍ତ୍ରୀର ମଙ୍ଗଳ ହୋଇଥାଏ।କିନ୍ତୁ ସେହି ଆଶୀର୍ବାଦରେ ସ୍ବାମୀଙ୍କର ଭାଗ ନଥାଏ।ଆଜିକାଲି ସ୍ତ୍ରୀଲୋକମାନଙ୍କୁ ନିଜ ସ୍ୱାମୀଙ୍କ ପାଦ ସ୍ପର୍ଶ କରି ଜୁହାର ହେବାକୁ ବହୁତ ଲାଜ ଲାଗିଥାଏ।ସେମାନେ ଭାବିଥାନ୍ତି ଯେ, ପ୍ରତ୍ୟେକଦିନ ସେମାନେ ସ୍ବାମୀଙ୍କର ସେବା କରିଥାନ୍ତି, ପୁଣି ଜୁହାର ହେବ କିଏ?

ଯେତେବେଳେ ପୁଅ ବାପାଙ୍କ ଗୋଡ଼ ତଳେ ପଡି ମୁଣ୍ଡିଆ ମାରିଥାଏ, ସେତେବେଳେ ବାପା କହିଥାନ୍ତି – ଆୟୁଷ୍ମାନ ଭବ।ଏହି ଆଶୀର୍ବାଦ ପାଇଲେ ପୁଅର ଆୟୁଷ ବଢି ଯାଇଥାଏ।ଗୁରୁଙ୍କ ଗୋଡ଼ ସ୍ପର୍ଶ କରି ଯେବେ କୌଣସି ଛାତ୍ର ମୁଣ୍ଡିଆ ମାରିଥାଏ, ସେତେବେଳେ ଗୁରୁ ଆଶୀର୍ବାଦ ଦେଇଥାନ୍ତି କି ଯଶସ୍ଵି ଭବ। ଏହାଦ୍ବାରା ଛାତ୍ରର ଭବିଷ୍ୟତ ସୁଦୃଢ ହୋଇଥାଏ।

ତେବେ ସେହିପରି ସ୍ୱାମୀ ଗୋଡ଼ ତଳେ ସ୍ତ୍ରୀ ଜଣକ ମୁଣ୍ଡିଆ ମାରିଲେ, ବହୁତ ମଙ୍ଗଳ ହୋଇଥାଏ।ବର୍ଷରେ ଏପରି କିଛି ପର୍ବ ରହିଥାଏ, ଯେଉଁଦିନ ସ୍ତ୍ରୀ ଜଣକ ନିଶ୍ଚିତ ଭାବରେ ନିଜ ସ୍ୱାମୀଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି ଥାଆନ୍ତି।ଏହାଦ୍ଵାରା

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *