Excuse Me Odisha

ଯାହା କହିବୁ ସତ କହିବୁ

ଯଦି ହଠାତ ଟଙ୍କା ପଇସା ଦରକାର ପଡୁଛି,ତା ହେଲେ ସଙ୍ଗେସଙ୍ଗେ ହନୁମାନଙ୍କର ଏହି ମନ୍ତ୍ରକୁ ପଢନ୍ତୁ,୨୪ ଘଣ୍ଟା ଭିତରେ ମିଳିବ ଟଙ୍କା ପଇସା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହନୁମାନ ଚାଳିସାର ଏହି ଚୌପାଇକୁ କହିଲେ ୫୦ ଲକ୍ଷ ବି ଯଦି ମାଗିବେ ତାହାଲେ ମିଳିବ।

ଭଗବାନ ହନୁମାନ ଏପରି ଏକ ଦେବତା ଅଟନ୍ତି ଯିଏ ତ୍ରିଦେବ ଏବଂ ତ୍ରିଦେବୀ ପ୍ରାୟ ସମସ୍ତଙ୍କର ପ୍ରିୟ। ସବୁ ଦେବଗଣ ଏବଂ ନବଗ୍ରହ ବି ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏଥିପାଇଁ ଭଗବାନ ହନୁମାନଙ୍କ ଭକ୍ତ ସବୁ ସଂକଟରୁ ମୁକ୍ତ ହୋଇଥାନ୍ତି। ବିନା ବାଧାରେ ସମସ୍ୟା ବିଘ୍ନ ହୋଇଯାଏ ଏବଂ ଧନ ପ୍ରାପ୍ତର ଉପାୟରେ ହନୁମାନ ଚାଳିସାର ଏମିତି ଚୌପାଇ ଅଛି ଯାହା ଚମତ୍କାରି ପ୍ରଭାବ ଦେଇଥାଏ। ବାସ ଆପଣ କିଛି ଦିନ ଏହି ଚୌପାଇକୁ ଭକ୍ତିରେ ଜପ କରିବାକୁ ହେବ।

ମାନାଯାଏ କି ଜୀବନରେ ଯେଉଁ ନକରାତ୍ମକ ଉର୍ଜା ଅଛି ସମସ୍ୟା ଅଛି ଆଖପାଖରେ ଯେଉଁ ନେଗେଟିଭିଟି ଅଛି ଜୀବନରେ କେଉଁଠି ନାଁ କେଉଁଠି ତାହା ପ୍ରଭାବ ପକାଇଥାଏ। ଯେତେବେଳେ ଆପଣ ଭଗବାନ ହନୁମାନଙ୍କ ନାମ ନେଇଥାନ୍ତି ନକରାତ୍ମକ ଉର୍ଜାର ନାଶ ହୋଇଯାଏ। ଆପଣଙ୍କ ପାଖକୁ ସକାରାତ୍ମକ ଉର୍ଜା ଆସିଥାଏ ଅର୍ଥାତ ପଜିଟିଭ ଏନର୍ଜୀ। ହନୁମାନ ଚାଳିସାର ପାଠ କରିବା ଦ୍ୱାରା ଦୋଷରୁ ମୁକ୍ତି ମିଳିଥାଏ। ଆପଣ ଯଦି ଧନର ସମସ୍ୟାକୁ ନେଇ ଅଧିକ ଚିନ୍ତିତ ଅଛନ୍ତି ତେବେ ୨ ମିନିଟ ସମୟ ଲଗେଇ ଏକ ଛୋଟ ମନ୍ତ୍ରର ଜପ କରନ୍ତୁ। ତ ଆପଣଙ୍କ ଧନର ସମସ୍ୟା ଦୂର ହୋଇଯିବ।

ବ୍ରହ୍ମ ମୁହୂର୍ତ୍ତ ବା ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ଶୌଚ କରିନିଅନ୍ତୁ। ପ୍ରତ୍ୟକ ମଙ୍ଗଳବାର ଦିନ କରନ୍ତୁ ନଚେତ ପ୍ରତିଦିନ ବି କରିପାରିବେ। ସ୍ନାନ ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଆପଣ ମନ୍ତ୍ର ଜୋ କରିବେ କିମ୍ବା ଆପଣ ଚାହିଁଲେ ୫ ମିନିଟ ଜପ କରିବେ। ୧୦୮ ଥର ଜପ ଲରିପାରିବେ। ୫ ଥର କରିପାରିବେ। ପୁରା ଶ୍ରଦ୍ଧା ଏବଂ ଭକ୍ତିରେ ସେହି ମନ୍ତ୍ରକୁ ଜପ କରିବେ ଆପଣ କିଛି ଦିନରେ ଦେଖିବେ ସେହି କାମ ଯାହା ସମସ୍ୟା ଦେଉଥିଲା ଯାହା ଅଟକି ରହିଥିଲା ତାହା ସହଜରେ ହୋଇଯିବ।

ଧନ ପ୍ରାପ୍ତିକୁ ନେଇ ଯାହା ସମସ୍ୟା ଥିଲା ସବୁ ସମାପ୍ତ ହୋଇଯିବ ଆପଣଙ୍କର ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯିବ। ଆଉ ସେ ମନ୍ତ୍ର ହେଉଛି। ଭକ୍ତିରେ କହିବେ ” ଅଷ୍ଟ ସିଦ୍ଧି ନବ ନିଧି କେ ଦାତା ଉସ ବୀର ଦିନ ଜାନକୀ ମାତା”। ଯେବେବି ଆପଣ ଏହି ମନ୍ତ୍ର ଜପ କରିବେ ନାଁ ନିଜ ସାମ୍ନାରେ ଏକ ଲୋଟା ଜଳ ରଖିବେ। ଏବେ ମନ୍ତ୍ର ଜପ କରିବା ପରେ ଏହି ଜଳକୁ ଆପଣ ଚାହିଁବେ ତ ନିଜେ ଗ୍ରହଣ କରିବେ ନଚେତ ପୁରା ପରିବାର ସହିତ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରିବେ। ଏମିତି କଲେ ଆପଣଙ୍କର ଅଳ୍ପ ଦିନରେ ଭାଗ୍ୟ ଉଦୟ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *