Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା 23 ଦିନ ପର୍ଯ୍ୟନ୍ତ ଏହି ରାଶି ମାନଙ୍କର ଚମକିବ ଭାଗ୍ୟ,ମାର୍ଗି ଶୁକ୍ର ଉଜ୍ଜ୍ୱଳ କରିବ ଭାଗ୍ୟ,ଆସିବ ବହୁତ ଟଙ୍କା ପଇସା !

ସେୟାର୍ କରନ୍ତୁ

ଶୁକ୍ର ଗ୍ରହକୁ ଧନସମ୍ପତ୍ତି, ସୁଖସୁବିଧା, ରୋମାନ୍ସ, ପ୍ରେମ, ସୌନ୍ଦର୍ଯ୍ୟର କାରକ ଗ୍ରହ ବୋଲି ମାନା ଯାଇଥାଏ। କୁହାଯାଏ କି ଏହି ଗ୍ରହ ଲୋକ ମାନଙ୍କର ଭାଗ୍ୟ ପରିବର୍ତ୍ତନ କରି ଦେଇଥାଏ। ଶୁକ୍ର ଗ୍ରହ ବକ୍ରୀ ହେବାର ଅର୍ଥ ହେଉଛି ଓଲଟା ଚଳନ କରୁଛନ୍ତି। କିନ୍ତୁ ଜାନୁୟାରୀ ୨୯ ତାରିଖରେ ଶୁକ୍ର ଗ୍ରହ ମାର୍ଗି ହେବାକୁ ଯାଉଛନ୍ତି। ଅର୍ଥାତ ଧନୁ ରାଶିରେ ସିଧାସଳଖ ଚଳନ କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହର ଏହି ଚଳନ ୧୨ ଗୋଟି ରାଶିକୁ ପ୍ରଭାବିତ କରିବ। ଏହାର ପ୍ରଭାବ ୪ଟି ବିଶେଷ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ୨୩ ଦିନ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଏହାସହିତ ଭାଗ୍ୟ ସର୍ବଦା ଏମାନଙ୍କ ସହିତ ରହିବ।

ମେଷ ରାଶି –

ଶୁକ୍ର ଗ୍ରହର ମାର୍ଗୀ ହେବା ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ। ବ୍ୟାପାର କ୍ଷେତ୍ରରେ ନିଶ୍ଚିତ ଭାବରେ ଲାଭବାନ ହେବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ସ୍ଥାନକୁ ସୁଖଦ ଯାତ୍ରା କରି ପାରନ୍ତି। କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଶୁକ୍ର ଗ୍ରହ ଏହି ରାଶିର ସ୍ବାମୀ ଅଟନ୍ତି। ତେଣୁ ଶୁକ୍ରର ମାର୍ଗୀ ହେବା ଏହି ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ଅଟେ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆୟର ନୂତନ ସ୍ରୋତ ହାସଲ କରିବେ। କାରବାରରେ ଅଧିକ ସଫଳତା ହାସଲ କରିବେ। ସ୍ଵାମୀଙ୍କ ଠାରୁ ଉପହାର ପ୍ରାପ୍ତ ହୋଇପାରେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ମିଥୁନ ରାଶି –

ଶୁକ୍ର ମାର୍ଗୀ ହେବା ଦ୍ବାରା ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଭୌତିକ ସୁଖସୁବିଧାରେ ବୃଦ୍ଧି ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପ୍ରେମ ମାମଲାରେ ଉତ୍ତମ ସମାଚାର ପ୍ରାପ୍ତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ। ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ

କୁମ୍ଭ ରାଶି –

ଶୁକ୍ରର ମାର୍ଗୀ ହେବା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାରରେ ଅଧିକ ଲାଭବାନ ହେବେ।ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଚାକିରି ନଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଆଶାନୁରୂପ ଚାକିରି ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ପରିବାର ଲୋକେ ପରସ୍ପର ସହିତ ମିଳିମିଶି ରହିବେ।ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *