Excuse Me Odisha

ଯାହା କହିବୁ ସତ କହିବୁ

ଆଲମାରୀକୁ ଘରର କେଉଁ ଦିଗରେ ରଖିବା ଉଚିତ,ଯାହାଦ୍ଵାରା ଆପଣ ଧନଵାନ ହୋଇପାରିବେ ?

ସେୟାର୍ କରନ୍ତୁ

କୋଟିପତି ହେବାକୁ ଚାହୁଁଥିଲେ ଭୁଲରେ ବି ଆଲମାରୀରେ ଏହି ଜିନିଷ ରଖନ୍ତୁ ନାହିଁ। ପରିସ୍ଥିତି ଖରାପ ହୋଇପାରେ। ଆଲମାରୀର ସବୁ ଟଙ୍କା ଗାୟବ ହୋଇଯାଇପାରେ। ଆପଣଙ୍କର ଖରାପ ସ୍ଥିତି ଆରମ୍ଭ ହୋଇପାରେ। ଏହି ଜିନିଷ ବ୍ୟକ୍ତିକୁ ଭିକାରୀ ବନେଇ ଦେଇଥାଏ। ବାସ୍ତୁଶାସ୍ତ୍ରରେ ଆଲମାରୀର ବଡ଼ ମହତ୍ୱ ଅଛି। ଆପଣଙ୍କୁ ଜଣେଇ ଦେଉଛୁ ଅନେକ ଲୋକଙ୍କ ପାଖରେ ଆଲମାରୀ ନାହିଁ ଏବଂ ସେମାନେ ତାଙ୍କର ସବୁ ପଇସା ବକ୍ସରେ ରଖନ୍ତି ଆଲମାରୀରେ ରଖନ୍ତି ଏମିତି ଅନେକ ଜିନିଷ ଅଛି

ଯେଉଁଠାରେ ସେମାନେ ନିଜର ଧନ ରଖିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଶାସ୍ତ୍ର ଅନୁସାରେ ଯେଉଁଠି ଆପଣ ନିଜର ଧନ ରଖୁଛନ୍ତି ପ୍ରକୃତରେ ତାହାକୁ ତିଜରି ମାନାଯାଏ। ଯେଉଁଠି ଆପଣ ଧନ ରଖୁଛନ୍ତି ସେଠାରେ ଭୁଲରେ ବି ଏହି ଜିନିଷ ରଖିବା ଉଚିତ ନୁହେଁ। ଏମିତିରେ ଘରେ ଭୟଙ୍କର ଗରିବୀ ଆସିଥାଏ। ଅନାବଶ୍ୟକ ଖର୍ଚ୍ଚ ବଢି ଯାଇଥାଏ। ଦୁର୍ଘଟଣା ଘରେ ହେବାକୁ ଲାଗିଥାଏ। ଏଥିପାଇଁ ଆଲମାରୀରେ ଏହି ଜିନିଷ ରଖନ୍ତୁ ନାହିଁ ଯଦି ଥାଏ ତ ତୁରନ୍ତ ବାହାର କରିଦିଅନ୍ତୁ ନଚେତ କୋଟିପତିରୁ ରୋଡ଼ପତି ହେବାକୁ ଡେରି ଲାଗିବ ନାହିଁ। ତେବେ ଆସନ୍ତୁ ଜାଣିବା।

ଆଲମାରୀରେ ମୃତ୍ୟୁ ଲୋକଙ୍କ ଫୋଟ ରଖିବା ଉଚିତ ନୁହେଁ। ଏହା ଦ୍ବାରା ନେଗେଟିଭିଟି ବଢିଥାଏ ଆଉ ମା ଲକ୍ଷ୍ମୀ ଓଲଟା ପାଦରେ ଫେରି ଯାଇଥାନ୍ତି ଏବଂ ଆପଣଙ୍କୁ ଗରିବିର ସାମ୍ନା କରିବାକୁ ପଡିଥାଏ। ଏହା ଦ୍ବାରା ଅନାବଶ୍ୟକ ଖର୍ଚ୍ଚ ବଢି ଯାଇଥାଏ। ଆଉ ଧିରେ ଧିରେ ଆଲମାରୀ ଖାଲି ହେବାକୁ ଲାଗିଥାଏ। ଏମିତି ସ୍ଥିତିରେ ଆପଣଙ୍କୁ କରଜଦାର ବନିବାକୁ ପଡିଥାଏ।

ଆଲମାରୀରେ ଧନ ରଖାଯାଏ। ଅପରିଷ୍କାର ଜିନିଷ ରଖିବେ ନାହିଁ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଆଲମାରୀରେ ବିନା କାରଣରେ ପେପରକୁ ରଖି ଦିଅନ୍ତି ଯାହାକି ବହୁତ ଅଶୁଭ ମାନାଯାଏ। ବାସ୍ତୁ ଶାସ୍ତ୍ରରେ ଏମିତି ଆଲମାରୀକୁ ଶୁଭ ମାନାଯାଏ ନାହିଁ। ଏହା ଦ୍ବାରା ଧନର ବର୍ବାଦି ହୋଇଥାଏ ଏବଂ ବ୍ୟକ୍ତିକୁ କରଜଦାର ବନିବାକୁ ପଡିଥାଏ।

ଆଲମାରୀରେ ଯେଉଁଠି ଆପଣ ନିଜର ଧନ ରଖନ୍ତି ସେହି ଜାଗାର ତଳେ ଆପଣ ଗୋଟେ ଲାଲ କପଡା ବିଛେଇ ଦେବେ। ଏମିତି କରିଲେ ମା ଲକ୍ଷ୍ମୀ ବହୁତ ଖୁସି ହୋଇଯାନ୍ତି ଆଉ ସର୍ବଦା ସେହି ସ୍ଥାନ ଉପରେ ବାସ କରିଥାନ୍ତି। ଲାଲ କପଡା ବିଛା ହେବା ଦ୍ୱାରା ଟଙ୍କାର ବୃଦ୍ଧି ହୋଇଥାଏ ଆଉ ସୁନା ବି ଆକର୍ଷିତ ହୋଇଥାଏ।

ବହୁତ ଧନୀ ଲୋକବି ଆଲମାରୀର ମୁହଁ ଏମିତି ରଖନ୍ତି ନାହିଁ। ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ଆଲମାରୀର ମୁହଁ କେବେବି ଖୋଲିବା ଉଚିତ ନୁହେଁ। ଗରିବୀ ଦୁଃଖ ସମସ୍ୟା ଆସିଥାଏ ଆଉ ଅନାବଶ୍ୟକ ଖର୍ଚ୍ଚ ବଢି ଯାଇଥାଏ। ଏଥିପାଇଁ ଆଲମାରୀକୁ ସର୍ବଦା ଉତ୍ତର ଏବଂ ପୂର୍ବ ଦିଗରେ ଖୋଲିବା ଉଚିତ।

ଏହି କଥାର ଧ୍ୟାନ ରଖିବେ କି ଆଲମାରୀରେ ସମ୍ପୂର୍ଣ୍ଣ ଟଙ୍କା କେବେବି କାଢ଼ିବେ ନାହିଁ। ଆଲମାରୀ ଖାଲି କଲେ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି। ଆଉ କେବେବି ଆସନ୍ତି ନାହିଁ। ଆଲମାରୀରେ ଭଙ୍ଗା ରୁଜା ଜିନିଷ ରଖିଲେ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଆଉ କେବେବି ଆପଣଙ୍କ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଆଲମାରୀକୁ ସବୁବେଳେ ଭରି କରି ରଖନ୍ତୁ ଏବଂ ସମୟ ସମୟରେ ଧନ କାଢ଼ିବା ଉଚିତ। ଏକା ଥରେ ଧନ କାଢ଼ିଲେ ଗରିବୀ ଆସିଥାଏ। ମା ଲକ୍ଷ୍ମୀ ରାଗି ଯାଇପାରନ୍ତି

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *