Excuse Me Odisha

ଯାହା କହିବୁ ସତ କହିବୁ

ଏହି ନାମର ପୁଅମାନେ ନିଜ ପତ୍ନୀଙ୍କୁ ଅଧିକ ପ୍ରେମ କରିବା ସହିତ ହୋଇଥାନ୍ତି ଭାଗ୍ୟଶାଳୀ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଅଧିକାଂଶ ପୁରୁଷ ଲୋକେ ବିବାହ ପରେ ପରିବର୍ତ୍ତନ ହୋଇ ଯାଇଥାନ୍ତି ବୋଲି ଅନେକ ମହିଳା ମାନେ ମତ ଦେଇଥାନ୍ତି। ବିବାହ କରିବା ଅନେକ ଲୋକଙ୍କର ସ୍ବପ୍ନ ଅଟେ। ସମସ୍ତଙ୍କୁ ଆଶାନୁରୂପ ଜୀବନସାଥୀଟିଏ ପାଇବା ପାଇଁ ଇଛା ରହିଥାଏ।କିଛି କ୍ଷେତ୍ରରେ ବିବାହ ପରେ ଅନେକ ଦମ୍ପତ୍ତି ପରସ୍ପରକୁ ବହୁତ ପ୍ରେମ କରିଥାନ୍ତି।

ଆଉକିଛି କ୍ଷେତ୍ରରେ ବିବାହ ପରେ ଦମ୍ପତିଙ୍କ ମଧ୍ୟରେ ଅଧିକ ବିବାଦ ସୃଷ୍ଟି ହୋଇଥାଏ।କହିବାକୁ ଗଲେ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଆଜି ଆମେ ଆପଣଙ୍କୁ ସେହି ପୁରୁଷ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରିଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

A ନାମ ଥିବା ପୁରୁଷମାନେ –

ଯେଉଁ ପୁରୁଷମାନଙ୍କ ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦର ଓ ଉତ୍ତମ ସ୍ୱଭାବର ହୋଇଥାନ୍ତି।ଏମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରିଥାନ୍ତି ଏବଂ ତାଙ୍କର ସମସ୍ତ ଇଛା ପୂରଣ କରିଥାନ୍ତି। ଏହି ନାମର ପୁରୁଷମାନେ ନିଜ ପତ୍ନୀଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ଦେଇଥାନ୍ତି।

K ନାମ ଥିବା ପୁରୁଷମାନେ –

ଯେଉଁ ପୁରୁଷମାନଙ୍କ ନାମ K ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି। ବିବାହ ପୂର୍ବରୁ ଏମାନେ ବହୁତ ଗର୍ବିତ ବ୍ୟକ୍ତି ଦେଖା ଯାଇଥାନ୍ତି। କିନ୍ତୁ ବିବାହ ପରେ ଏମାନେ ସର୍ବଦା ପତ୍ନୀଙ୍କ ଅଧୀନରେ ରହିଥାନ୍ତି। ଏମାନେ ନିଜ ପତ୍ନୀଙ୍କ ପାଇଁ ସବୁକିଛି କରି ପାରନ୍ତି।

R ନାମ ଥିବା ଝିଅମାନେ –

R ନାମ ବିଶିଷ୍ଟ ପୁରୁଷମାନେ ଖୁବ୍ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଏମାନେ ପତ୍ନୀଙ୍କୁ କୌଣସି ପ୍ରକାରର ଦୁଃଖ ଦେବାକୁ ଚାହାଁନ୍ତି ନାହିଁ। ବିବାହ ପରେ ଏମାନେ ନିଜ ପତ୍ନୀଙ୍କୁ ବହୁତ ଖୁସିରେ ରଖିଥାନ୍ତି।ଏମାନେ ନିଜ ପତ୍ନୀଙ୍କ ସହିତ ସବୁ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ନିଜ ପତ୍ନୀ ଓ ପରିବାର ଲୋକଙ୍କ ପାଇଁ ସବୁକିଛି କରି ପାରନ୍ତି।

P ନାମ ଥିବା ଝିଅମାନେ –

ଯେଉଁ ପୁରୁଷ ମାନଙ୍କ ନାମରେ ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଗମ୍ଭୀର ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏମାନେ ବହୁତ ବୁଝାମଣା ସହିତ ସମ୍ପର୍କ ଗଢନ୍ତି।ଏମାନେ ନିଜ ପତ୍ନୀଙ୍କୁ କେବେବି ଅବହେଳା ବା ଦୁଃଖ ଦେବା ପାଇଁ ଚିନ୍ତା ମଧ୍ୟ କରି ନଥାନ୍ତି।ଏମାନେ ନିଜ ପତ୍ନୀଙ୍କୁ ପାଗଳ ଭାବରେ ପ୍ରେମ କରନ୍ତି।

ବନ୍ଧୁଗଣ ଆପଣଙ୍କୁ ଆମେ ଏହିଭଳି ସ୍ବାସ୍ଥ୍ୟ, ବାସ୍ତୁ, ଗୁରୁତ୍ବପୂର୍ଣ୍ଣ ଖବର, ଭାଇରାଲ ଖବର, ଓଲିଉଡ଼, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ ଆଦିର ଖବର ଆପଣ ମାନଙ୍କ ପାଇଁ ନେଇ ଆସିବୁ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *