Excuse Me Odisha

ଯାହା କହିବୁ ସତ କହିବୁ

କରଜରୁ ମୁକ୍ତି ଏବଂ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ମାତ୍ର ୧୦ ଦିନରେ କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେକରିବାକୁ ହେବ ଏହି ୫ଟି ଉପାୟ। ନିଶ୍ଚୟ ପୁରଣ ହୋଇଯିବ ସମସ୍ତ ମନସ୍କାମନା। ଅନେକ ଲୋକ ନିଜର ସୌଖୀନ ଜୀବନ ଯାପନ ପାଇଁ କିଛ ବି କରିଥାନ୍ତି। ଏପରି କି ମିଜ ଘରକୁ ମଧ୍ୟ ବନ୍ଧା ପକେଇ ଦିଅନ୍ତ। ଏମିତିବି ସମୟ ଆସିଯାଏ କି ସେହି ମଣିଷକୁ ଘର ଛାଡିବାକୁ ମଧ୍ୟ ପଡିଥାଏ। ଦେଖିବାକୁ ଗଲେ କରଜ ଠାରୁ କଷ୍ଟଦାୟକ କଥା ଆଉ କିଛି ବି ନାହିଁ।

ଯଦି ଆପଣ ବି ମଧ୍ୟ କରଜର ବୋଝ ମୁଣ୍ଡାଇ ଚାଲୁଛନ୍ତି କରଜର ଦୁଃଖକୁ ନେଇ ସର୍ବଦା ଚିନ୍ତାରେ ରହୁଛନ୍ତି ତେବେ ୩ କାମ ନିଶ୍ଚୟ କରନ୍ତୁ। ମାତ୍ର ୨ ରୁ ୧୦ ଦିନ ମଧ୍ୟରେ ସୁଫଳ ଦେଖିବାକୁ ମିଳିଥାଏ। ଏହି ଉପାୟ କରି ଅନେକ ଲୋକ ଦୁଃଖ ଦୁର୍ଦଶାରୁ ମୁକ୍ତି ପାଇପାରିବେ। ଧନ ଏବଂ ସୁଖ ଆନନ୍ଦରେ ଜୀବନ ବ୍ୟତୀତ କରୁଛନ୍ତି। ଏଥିପାଇଁ ଜୀବନରେ ଧନୀ ଏବଂ ସୁଖୀ ରହିବା ପାଇଁ ଏହି ୫ ଟି କାମ କରିବାକୁ ହେବ। ତେବେ ଯାଇ କରଜରୁ ମୁକ୍ତି ପାଇବା ସହିତ ଜୀବନ ଧନ ଏବଂ ସୁଖ ସମୃଦ୍ଧିରେ ଭରିଯିବ। ତେବେ ଆସନ୍ତୁ ଜାଣିନେବା ସେହି ୫ ଗୋଟି କାମ ବିଷୟରେ।

ପକ୍ଷୀ। ବନ୍ଧୁଗଣ ପକ୍ଷୀ ମାନଙ୍କୁ ଅନେକ ପ୍ରକାରର ଖାଇବାକୁ ଦେବା ଦ୍ୱାରା ଜୀବନରେ ସେହି ସମସ୍ତ ସୁଖ ଯାହାକୁକି ଆପଣ କଳ୍ପନା ମଧ୍ୟ କରିନଥିବେ। ପ୍ରତିଦିନ ହେଉ ଅବା ପ୍ରତିଦିନ ଶନିବାର ଏବଂ ମଙ୍ଗଳବାର ଦିନ କିଛି ଦାନା ନେଇ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଖୁବ ଶୀଘ୍ର କରଜରୁ ମୁକ୍ତି ପାଇବାକୁ ଲାଗିଥାଏ। ଯାହାର ପ୍ରଭାବ ୨ ରୁ ୩ ମଧ୍ୟରେ ଅନୁଭବ କରିପାରିବେ।

ଜନ୍ଦା ପିମ୍ପୁଡି। ଜନ୍ଦା ପିମ୍ପୁଡି ମାନଙ୍କୁ ଯଦି ସେମାନଙ୍କର ମନ ପସନ୍ଦର ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଜୀବନରେ ସେହି ସମସ୍ତ ସୁଖ ମିଳିଥାଏ ଯାହା ସମସ୍ତଙ୍କୁ ତାହା ଅଧିକ ଆବଶ୍ୟକ ରହିଥାଏ। ଏଥିପାଇଁ ଏହି ଉପାୟଟିକୁ କରିଚାଲନ୍ତୁ। ଏପରି କରିବା ଦ୍ୱାରା ଖୁବଶୀଘ୍ର କରଜରୁ ମୁକ୍ତି ମିଳିଥାଏ।

ମାଙ୍କଡ଼। ଯଦି ପ୍ରତି ମଙ୍ଗଳବାର ଦିନ ମାଙ୍କଡ଼ଙ୍କୁ ମିଠା କିମ୍ବା କଦଳୀ କିମ୍ବା ବୁଟ ଖାଇବାକୁ ଦିଅନ୍ତି ତେବେ ଜୀବନରେ ଚାଲୁଥିବା ସେହି ଦୁଃଖ କଷ୍ଟ ଏବଂ ଦୁର୍ଦ୍ଦଶା ଦୂର ହୋଇଥାଏ। ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ବଜରଙ୍ଗୀ ବାଲୀ ଅତି ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ସବୁ ଦୁଃଖ ହରଣ କରିଥାନ୍ତି।

କୁକୁର। ଯଦି କୁକୁରକୁ ମିଠା ବିସ୍କୁଟ ଖାଇବାକୁ ଦିଅନ୍ତି ତେବେ କରଜରୁ ମୁକ୍ତି ତ ମିଳିଥାଏ ଏହା ସହିତ ଘରେ ଚାଲୁଥିବା ଅଶାନ୍ତି ଲଢେଇ ଝଗଡା ଏବଂ ସମସ୍ତ ନକରାତ୍ମକ ଉର୍ଜା ମଧ୍ୟ ନଷ୍ଟ ହୋଇଯାଇଥାଏ।

ଗୋମାତା। ବନ୍ଧୁଗଣ ଏହା ପ୍ରାୟ ସମସ୍ତେ ଜାଣିଥିବେ କି ଗାଈର ପିଠିର ଶରୀରରେ ସମସ୍ତ ଦେବା ଦେବୀଙ୍କ ବାସ ହୋଇଥାଏ ଏଥିପାଇଁ ଗାଈକୁ ଗୋମାତା ବୋଲି କହିଥାନ୍ତି। ଯଦି ଆମେ ପ୍ରଥମେ ଗାଈକୁ ରନ୍ଧା ହୋଇଥିବା ଖାଦ୍ୟ ବା ପ୍ରଥମ ରୁଟିକୁ ଖାଇବାକୁ ଦେବା ତେବେ ଶୁଭ ପରିଣାମ ସେହି ଦିନ ଠାରୁ ହିଁ ଦେଖିବାକୁ ମିଳିବ ଏବଂ ଧୀରେ ଧୀରେ ଆମର ସମସ୍ତ ସମସ୍ୟା ମାନ ଦୂର ହୋଇଯାଇଥାଏ।

ଯଦି ଆପଣ କୌଣସି କଥାକୁ ନେଇ ଭୟ କରୁଛନ୍ତି ତେବେ ଯଦି ଆପଣଙ୍କୁ କୌଣସି ଚିନ୍ତା କଷ୍ଟ ଦେଉଥାଏ ତେବେ ଏହିପରି ସମୟରେ ଆପଣ ନିଜର ମୁଣ୍ଡ ଉପରେ 7 ଥର ୫ ଟି ବେଶନର ଲଡୁ ହାତରେ ଧରି ବୁଲାଇ ଦିଅନ୍ତୁ।ଏବଂ ଏହାକୁ ବାମରୁ ଡାହାଣ ପଟକୁ ବୁଲାଇବାକୁ ହେବ। ଏହାକୁ ୭ ଥର ମୁଣ୍ଡ ଉପରେ ବୁଲାଇବା ପରେ ତାହାକୁ ନେଇ କୌଣସି ଏକ କଳା ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ତେବେ ଏପରି କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ ଏବଂ ଏହା ସହିତ ସମସ୍ତ ପାପରୁ ମଧ୍ୟ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *