Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର ୧ଘଣ୍ଟା ପୂର୍ବରୁ ମିଳିଥାଏ ଏହି ୫ ଟି ସଂକେତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ୍ୟୁର ୧ଘଣ୍ଟା ପୂର୍ବରୁ ମିଳିଥାଏ ଏହି ୫ ଟି ସଂକେତ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯାହାର ଜନ୍ମ ହୋଇଛି ତାର ମୃତ୍ୟୁବି ନିଶ୍ଚିତ ଅଟେ। କିନ୍ତୁ ମଣିଷ ନିଜର ମୃତ୍ୟୁକୁ ସବୁବେଳେ ନମାନିବାକୁ ଚେଷ୍ଟା କରିଥାଏ କିନ୍ତୁ ସେ ଏହା ଜାଣିନାହିଁ କି ତାର ମୃତ୍ୟୁ ନିଶ୍ଚିତ ଅଟେ ଏବଂ ଯେତେବେଳେ ତାର ମୃତ୍ୟୁ ହେବାକୁ ଥିବ ସ୍ୱୟଂ ତାକୁ ଜଣା ପଡିଯିବ କି ତାର ମୃତ୍ୟୁର ସମୟ ଏବେ ପାଖେଇ ଆସିଛି। ମୃତ୍ୟୁର କିଛି ସମୟ ପୂର୍ବରୁ ମଣିଷକୁ ଏହା ଅନୁଭବ ହୋଇଯାଏ କି ତାର ମୃତ୍ୟୁ ଆଉ କିଛି ସମୟରେ ହେବାକୁ ଯାଉଛି।

ମୃତ୍ୟୁ ଆସିବା ପୂର୍ବରୁ କିଛି ଏମିତି ସଂକେତ ଦେଇଥାଏ କି ଏହା ଦ୍ବାରା ମନୁଷ୍ୟକୁ ଜଣା ପଡିଯିବ କି ତାର ମୃତ୍ୟୁ ମାତ୍ର ୧ ଘଣ୍ଟାରେ ହେବାକୁ ଯାଉଛି। ଭଗବାନ ଶ୍ରୀକୃଷ୍ଣ ଏମିତି ୫ ଟି ସଂକେତ ଦେଇଛନ୍ତି। ଯେଉଁଥିରେ ମନୁଷ୍ୟ ଜିନର ମୃତ୍ୟୁ ବିଷୟରେ ଜାଣିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ସଂକେତ ମାଧ୍ୟମରେ ମନୁଷ୍ୟକୁ ନିଜର ମୃତ୍ୟର ସମୟ ଜାଣି ନିଜର ପରିବାର ଲୋକ ଏବଂ ପ୍ରିୟ ଲୋକଙ୍କ ସହିତ ଶେଷ କଥା ହୋଇପାରିବ। ଯାହା କେବଳ ମୃତ୍ୟର କିଛି ସମୟ ପୂର୍ବରୁ କରାଯାଇପାରିବ। ତେବେ ଆସନ୍ତୁ ଜାଣିନେବା ସେହି ୫ ଟି ସଂକେତ ବିଷୟରେ।

ପ୍ରଥମ କଥା। ଜୀବନସାରାର କର୍ମ ଦେଖାଦେବା। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାକୁ ଥାଏ ସେହି ମନୁଷ୍ୟକୁ ୧ ଘଣ୍ଟା ପୂର୍ବରୁ ନିଜ ଜୀବନରେ କରିଥିବା ସବୁ ଛୋଟ ବଡ଼ କର୍ମ ଦେଖାଦେବାକୁ ଲାଗିଥାଏ। ତାକୁ ତାର ନିଜ ଜୀବନରେ କରିଥିବା ପାପ ଏବଂ ପୁଣ୍ୟର ପରିବାର ଏବଂ ବନ୍ଧୁଙ୍କ ସହିତ ବିତାଇଥିବା ସମୟ ଦେଖାଦେବାକୁ ଲାଗିଥାଏ ଏବଂ ମନୁଷ୍ୟ ଧ୍ୟାନ ଯଜ୍ଞ ଆଡ଼କୁ ପହଁଚି ଯାଇଥାଏ। ଯେଉଁଠି ତାକୁ ମାତ୍ର କର୍ମ ହିଁ ଦେଖା ଦେଇଥାଏ। ତାକୁ ଅନୁଭବ ହୋଇନଥାଏ କି ସେ କେଉଁଠି ବସିଛି ଆଉ ତାର ଆଖପାଖରେ କିଏ ବସିଛି। ଏହି ସଂକେତ କିଛି ସମୟ ପାଇଁ ହୋଇଥାଏ ଯାହା ପରେ ସେ ମନୁଷ୍ୟ ପୁଣି ଚେତନାରେ ଆସିଯାଏ।।

ଦ୍ୱିତୀୟ ସଂକେତ। ସ୍ୱପ୍ନରେ ସ୍ୱର୍ଗ ଏବଂ ନର୍କର ଦ୍ୱାର ଦେଖାଦେବା। ମନୁଷ୍ୟର ଦ୍ୱିତୀୟ ସଂକେତ ଅଟେ କି ତାକୁ ତାର ସ୍ୱପ୍ନରେ ସ୍ୱର୍ଗ କିମ୍ବା ନର୍କର ଦ୍ୱାର ଦେଖାଦେଇଥାଏ। ଏହି ପ୍ରକାରର ସ୍ୱପ୍ନ ମନୁଷ୍ୟକୁ ତାର ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଆସିଥାଏ। ତାକୁ ତାର ସ୍ବପ୍ନରେ ସ୍ୱର୍ଗର ଦ୍ୱାର ଏବଂ ନର୍କର ଦ୍ୱାର ବାରମ୍ବାର ଦେଖାଦେବାକୁ ଲାଗିଥାଏ। ଆଉ ସେ ମନୁଷ୍ୟ ଦ୍ୱାର ବାହାରେ ଅପେକ୍ଷା କରି ଛିଡା ହୋଇଥାଏ। ସ୍ୱପ୍ନରେ ମନୁଷ୍ୟକୁ ନାଁ କେବଳ ନର୍କରେ ସଜା ଦେବା ଦେଖାଯାଏ ନାଁ ସ୍ଵର୍ଗରେ ମିଳିବାକୁ ଥିବା ସୁଖ। ତାକୁ ମାତ୍ର ସ୍ଵର୍ଗରେ ଏବଂ ନର୍କରେ ପ୍ରବେଶ କରୁଥିବା ବିଶାଳକାୟ ଦ୍ୱାର ଦେଖାଯାଏ।

ତୃତୀୟ ସଂକେତ। ଯମରାଜଙ୍କ ଦୂତ ରହିବାର ଅନୁଭବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାର ଥିବ ତାକୁ ୧ ଘଂଟା ପୂର୍ବରୁ ତାର ଆଖପାଖରେ ଯମରାଜଙ୍କ ଦୂତ ରହୁଥିବାର ଅନୁଭବ ହୋଇଥାଏ। ସେ ବ୍ୟକ୍ତି ଚିନ୍ତିତ ଅନୁଭବ କରିବାକୁ ଲାଗିଥାଏ। ତାକୁ ଲାଗେ କି ତାର ପରିଜନଙ୍କ ବ୍ୟତୀତ ଆଉ କିଏ ବି ଅଛି କିନ୍ତୁ ସେ ବ୍ୟକ୍ତିକୁ ମାତ୍ର ୨୧ ସେକେଣ୍ଡ ରହିଥାଏ ତ ସେତେବେଳେ ତାକୁ ଯମରାଜଙ୍କ ଦୂତ ଦେଖାଯିବାକୁ ଲାଗିଥାନ୍ତି। ସେଥିପାଇଁ ଅନେକ ଲୋକ ଏହି ଦୂତ ମାନଙ୍କୁ ଦେଖି କାନ୍ଦିବାକୁ ଲାଗିଥାନ୍ତି। କିନ୍ତୁ ତାଙ୍କର ପରିଜନ ବୁଝିପାରନ୍ତି ନାହିଁ କି ବ୍ୟକ୍ତି କାହିଁକି କାନ୍ଦୁଛି ଆଉ ସେ ବ୍ୟକ୍ତିର କିଛି ସମୟ ଭିତରେ ମୃତ୍ୟୁ ହୋଇଯାଏ।

ଚତୁର୍ଥ ସଂକେତ। ନିଜର ପୁର୍ବଜଙ୍କୁ ସ୍ୱପ୍ନରେ ଦେଖିବା। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟ ହେବାର ଏ ସବୁଠାରୁ ବଡ଼ ସଂକେତ ଅଟେ। ତାକୁ ତାର ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ତାକୁ ତାର ପୁର୍ବଜ ସ୍ୱପ୍ନରେ ଦେଖାଦେବାକୁ ଲାଗିଥାନ୍ତି। ଯେଉଁ ବ୍ୟକ୍ତିର ମୃତ୍ୟୁ ହେବାକୁ ଥାଏ ସେହି ବ୍ୟକ୍ତିର ପରିବାର ସଦସ୍ୟ ଯେଉଁ ମାନଙ୍କର ମୃତ୍ୟୁ ହୋଇସାରିଛି ସେମାନେ ସେହି ବ୍ୟକ୍ତିକୁ ବାରମ୍ବାର ଦେଖା ଦେଇଥାନ୍ତି କିଛି ଲୋକ ଏହାକୁ ପିତୃଦୋଷ ଲାଗିବାର ଅନୁମାନ କରିଥାନ୍ତି କିନ୍ତୁ ପୁର୍ବଜଙ୍କ ବାରମ୍ବାର ସ୍ୱପ୍ନରେ ଆସିବା ମୃତ୍ୟର ସଂକେତ ହୋଇଥାଏ।

ପଞ୍ଚମ ସଂକେତ। ସ୍ୱପ୍ନରେ ପେଚା ଏବଂ ଜଳୁଥିବା କାଠ ଦେଖାଯିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତିଙ୍କ ସ୍ୱପ୍ନରେ
ପେଚା ଏବଂ ଜଳୁଥିବା କାଠ ଦେଖାଯାଏ ସେହି ବ୍ୟକ୍ତିର ମୃତ୍ୟୁ ବହୁତ ନିକଟତର ହୋଇଥାଏ। ଏମିତି ବ୍ୟକ୍ତିର ମୃତ୍ୟୁ ୨୧ ରୁ ୯୧ ଦିନ ମଧ୍ୟରେ ହୋଇଯାଇଥାଏ।

ଷଷ୍ଠ ସଂକେତ କୁଆ। ଯଦି କୁଆ କାହାର କାନ୍ଧ ଉପରେ ବସିଯାଏ ତ ଏହାର ଅର୍ଥ ଧନ ହାନି କିମ୍ବା ମୃତ୍ୟୁର ସଂକେତ ମାନାଯାଏ। ଏହା ବ୍ୟତୀତ ପେଚା ଘରର ଛାତ ଉପରେ ଆସି ବସି ଆବାଜ ଦିଏ ତ ଏହା ମୃତ୍ୟୁର ସଂକେତ ହୋଇଥାଏ।

ସପ୍ତମ ସଂକେତ। ଯେବେ କୌଣସି ବ୍ୟକ୍ତି ନିଜର ପ୍ରତିବିମ୍ବକୁ ଆଇନାରେ ଦେଖିବାକୁ ଅସମର୍ଥ ଅନୁଭବ କରେ ତ ଏହା ଇଶାରା କରିଥାଏ ବ୍ୟକ୍ତିର ମୃତୁ ୬୦୦ ମାସ ଭିତରେ ନିଶ୍ଚିତ ଅଟେ।

ଅଷ୍ଟମ ସଂକେତ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେବେ ମନୁଷ୍ୟର ଶରୀରର ରଙ୍ଗ ହାଲକା ହଳଦିଆ ହୋଇଯାଏ କିମ୍ବା ଧଳା କିମ୍ବା ଟିକେ ଲାଲ ହେବାକୁ ଲାଗେ ତ ଏହାର ସଂକେତ ବ୍ୟକ୍ତିର ମୃତୁ ୬୦୦ ମାସ ଭିତରେ ନିଶ୍ଚିତ ଅଟେ।

ନବମ ସଂକତ। ଯେବେ କୌଣସି ବ୍ୟକ୍ତି ଚନ୍ଦ୍ରମା ସୁର୍ଯ୍ୟଙ୍କୁ ଦେଖିବା ପାଇଁ ଅସମର୍ଥ ଅନୁଭବ କରେ ତ ଏହାର ସଂକେତ ବ୍ୟକ୍ତିର ମୃତୁ ୬୦୦ ମାସ ଭିତରେ ନିଶ୍ଚିତ ଅଟେ।

ଦଶମ ସଂକେତ। ଯେଉଁ ଲୋକକୁ ଏହା ଅନୁଭବ ହୁଏ କି ତାର ମଥା ଗାଲ ଜିଭ ପଥର ପରି ହୋଇଯାଉଛି ତ ସେହି ବ୍ୟକ୍ତିର ମୃତୁ ୬୦୦ ମାସ ଭିତରେ ନିଶ୍ଚିତ ଅଟେ।

ଏହି ସବୁ ସଂକେତ ଯଦି ଦେଖାଯାଉଛି ତେବେ ଏମିତି ବ୍ୟକ୍ତିଙ୍କୁ ତାଙ୍କର ବାକି ସମୟ ପରିବାର ପରିଜନଙ୍କ ସହିତ ବସି ପ୍ରେମରେ ବ୍ୟତୀତ କରିବା ଦରକାର ଏବଂ ତାର ଜୀବନରେ କରିଥିବା ଭୁଲକୁ ସୁଧାରି ନେବା ଉଚିତ। ସ୍ୱପ୍ନରେ ଜଳୁଥିବା କାଠ ନିଜର ଅର୍ଥିର ସଂକେତ ହୋଇଥାଏ। ସ୍ୱପ୍ନରେ ପେଚା ତାକୁ ତାର କାଳ କୁ ଦେଖା ଦେଇଥାଏ।

ବନ୍ଧୁଗଣ ମୃତ୍ୟୁ ତ ସଂସାରର ନିଶ୍ଚିତ ଅଟେ କିନ୍ତୁ କିଛି ଲୋକଙ୍କର ମୃତ୍ୟୁ ସମୟ ହେବା ପୂର୍ବରୁ ହୋଇଥାଏ। ଯେମିତିକି ରୋଡ଼ ଆକ୍ସିଡେଣ୍ଟରେ କିମ୍ବା ଏମିତି କୌଣସି ଦୁର୍ଘଟଣାରେ ହୋଇଯାଏ ଯାହାକୁ ଆମେ ଅକାଳ ମୃତ୍ୟୁ କହିଥାଉ। ଅକାଳ ମୃତ୍ୟୁର କାରଣ ଘରେ ଥିବା ବାସ୍ତୁଦୋଷ ଅଟେ। ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ବାସ୍ତୁଦୋଷର ଏହି ଉପାୟକୁ ନିଶ୍ଚୟ କରିନେବା ଉଚିତ। ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିକୁ ଅକାଳ ମୃତ୍ୟୁର ଭୟ ଚିନ୍ତିତ କରୁଛି ତେବେ ଅଟା ଏବଂ ଗୁଡ଼ର ଗୋଳା ବନେଇ ନିଜ ଶରୀରରେ ୭ ଥର ବୁଲାଇ ଚିଲ କିମ୍ବା କୁଆକୁ ଖାଇବାକୁ ଦେଇଦିଅନ୍ତୁ।

ମାନାଯାଏ କି ଏହି ଉପାୟ ଅକାଳ ମୃତ୍ୟୁର ଭୟରୁ ବଞ୍ଚାଇଥାଏ। ଏହି ଉପାୟ ମଙ୍ଗଳବାର ଶନିବାର ଏବଂ ରବିବାର ଦିନ କରିବେ। ଏହା ବ୍ୟତୀତ କଳା ତିଳ ଏବଂ ଅଟାକୁ ତେଲରେ ଗୋଳେଇ ରୁଟି ତିଆରି କରି ଯେଉଁ ବ୍ୟକ୍ତିର ଅକାଳ ମୃତ୍ୟର ଡର ଥାଏ ତା ଉପରେ ୭ ଥର ବୁଲାଇ ସେହି ରୁଟିକୁ ଗାଈକୁ ଖୁଆଇଦେବେ। ମାନ୍ୟତା ଅଛି କି ଏହି ଉପାୟ ଦ୍ୱାରା ଅକାଳ ମୃତ୍ୟର ଭୟ ରହିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *