Excuse Me Odisha

ଯାହା କହିବୁ ସତ କହିବୁ

କିଛିଦିନ ମଧ୍ୟରେ ଭଗବାନ ଶନିଦେବଙ୍କ କୃପାରୁ ବଦଳିବାକୁ ଯାଉଛି ଏହି ୪ ଗୋଟି ରାଶିର ଭାଗ୍ୟ। ମିଳିବ ଫାଇଦା ହିଁ ଫାଇଦା !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ଟି ଗ୍ରହ ସର୍ବଦା ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ଏଥିରେ ଶନି ଗ୍ରହର ଚଳନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ। ଭଗବାନ ଶନିଙ୍କ କୃପାରୁ ଏହି ୪ ଗୋଟି ରାଶିର ଲୋକମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

– ରୋଜଗାରରେ ହେବ ବୃଦ୍ଧି।

– ନୂଆ ଚାକିରୀରେ ମିଳିବ ସଫଳତା।

– ଆସିବ ଭଲ ଦିନ।

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନକୁ ଖାସ୍ ମାନା ଯାଇଛି। କାରଣ ଏହାର ସିଧାସଳଖ ପ୍ରଭାବ ମଣିଷ ଉପରେ ପଡ଼ିବ। ୯ଟି ଗ୍ରହ ସର୍ବଦା ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ଏଥିରେ ଶନି ଗ୍ରହର ଚଳନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ। ଭଗବାନ ଶନିଙ୍କ କୃପାରୁ ଏହି ୪ ଗୋଟି ରାଶିର ଲୋକମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଶନି କୌଣସି ରାଶିରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ଗୋଚର କରିଥାନ୍ତି।ସମୁଦାୟ ୩୦ ବର୍ଷ ପରେ ୨୦୨୨ ମସିହା ଏପ୍ରିଲ ୨୯ ତାରିଖ ଦିନ ଶନି ଗ୍ରହ କୁମ୍ଭ ରାଶିର ପ୍ରବେଶ କରିବେ। ଏହାର ପ୍ରଭାବରେ ୪ ଗୋଟି ରାଶିର ଲୋକଙ୍କ ଭାଗ୍ୟ ପ୍ରଭାବିତ ହୋଇପାରେ।

ଧନୁ ରାଶି –

କୁମ୍ଭ ରାଶିରେ ଶନି ଗ୍ରହ ଗୋଚର କରିବା କାରଣରୁ ଏହି ରାଶି ଉପରେ ଚାଲିଥିବା ଶନିଙ୍କ ସାଢ଼େସାତୀ ସମାପ୍ତ ହେବ। ଏମାନଙ୍କ ଉପରେ ଭଗବାନ ଶନି ସର୍ବଦା ନିଜର କୃପା ଦୃଷ୍ଟି ରଖିବେ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଆର୍ଥିକ ସଙ୍କଟ ଦୂର ହୋଇଯିବ।ବ୍ୟବସାୟରେ ଲାଭବାନ ହେବା। ଶାରୀରିକ ଓ ମାନସିକ କଷ୍ଟରୁ ମୁକ୍ତି ପାଇବେ।

ବୃଷ ରାଶି –

ଭଗବାନ ଶନିଙ୍କର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଅଚାନକ ଧାନ ପ୍ରାପ୍ତି ହେବ। ବିଦେଶ ଯାତ୍ରା କରି ପାରନ୍ତି।ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ମିଳିବ।ଆପଣଙ୍କର ଅଟକି ରହିଥିବା ଟଙ୍କା ସଠିକ ସମୟରେ ଆପଣଙ୍କୁ ଫେରସ୍ତ ମିଳିବ। ଆପଣ ସର୍ବଦା ସୁଖଶାନ୍ତିରେ ରହିବେ।

ସିଂହ ରାଶି –

ଶନି ଗ୍ରହ କୁମ୍ଭ ରାଶିର ପ୍ରବେଶ କରିବା ଦ୍ୱାରା ଏହି ରାଶିର ଲୋକଙ୍କୁ ସବୁ ଦୁଃଖକଷ୍ଟରୁ ମୁକ୍ତି ମିଳିବ। ଏହାସହିତ ଜୀବନରେ ନୂଆ ଆରମ୍ଭ କରିବେ । କୌଣସି ସ୍ଥାନରେ ନିବେଶ କରି ଲାଭ ପ୍ରାପ୍ତ କରିବେ। ଚାକିରି କ୍ଷେତ୍ରରେ ଆଶାନୁରୂପ ସଫଳତା ଅର୍ଜନ କରିବେ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ

ମେଷ ରାଶି –

କୁମ୍ଭ ରାଶିରେ ଭଗବାନ ଶନିଙ୍କ ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆଶାନୁରୂପ ଚାକିରି ମିଳିବାର ଯୋଗ ରହିଛି।ବ୍ୟବସାୟରେ ଉତ୍ତମ ଲାଭ ହାସଲ କରିବେ। ଘରର ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *