Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଅଟାରେ ଏହି ୩ ଗୋଟି ଜିନିଷ ମିଶାଇ ରୁଟି କରିଥାଏ, ସେମାନଙ୍କ ଉପରେ ସର୍ବଦା ପ୍ରସନ୍ନ ହୋଇଥାନ୍ତି ଦେବୀ ମା ଲକ୍ଷ୍ମୀ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ଦେବୀ ଅନ୍ନପୂର୍ଣ୍ଣାଙ୍କ କୃପା ଯୋଗୁଁ ଅନ୍ନ ଖାଇବାକୁ ମିଳେ ବୋଲି ମାନା ଯାଇଥାଏ। ତେଣୁ ଆମେ ଭୋଜନକୁ ବହୁତ ସମ୍ମାନ କରିଥାଉ। ପ୍ରତ୍ୟେକ ଲୋକଙ୍କ ଘରେ ଭୋଜନ ବନା ଯାଇଥାଏ।କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଘରେ ଭୋଜନ ପ୍ରସ୍ତୁତ କରିବାର ଅନେକ ଗୁଡ଼ିଏ ନିୟମ ରହିଛି। ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ କି ରୁଟି କରିବା ସମୟରେ ଅଟାରେ ଏଭଳି କଣ ଜିନିଷ ମିଶାଇଲେ, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ସାଧାରଣତଃ କହିବାକୁ ଗଲେ ଆମେ ରୋଷେଇ ଘରେ ହିଁ ଖାଦ୍ୟ ପ୍ରସ୍ତୁତ କରିଥାଉ। ଆମକୁ ପ୍ରଥମେ ବାସ୍ତୁ ଅନୁସାରେ ଘରର ରୋଷେଇ ଘର ଠିକ ସ୍ଥାନରେ ତିଆରି ହୋଇଛି କି ନାହିଁ, ସେଥିପ୍ରତି ଧ୍ୟାନ ଦେବା ଉଚିତ। ଶାସ୍ତ୍ର ଅନୁଯାୟୀ ଆମ୍ଭର ରୋଷେଇଘର ସର୍ବଦା ଅଗ୍ନି କୋଣରେ ରହିବା ଉଚିତ। ଏହାଦ୍ଵାରା ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ।

– ମହିଳା ମାନଙ୍କର ଅଭ୍ୟାସ ରହିଥାଏ କି ଯେ ସେମାନେ ସମୟ ବଞ୍ଚାଇବା ପାଇଁ ଏକାଥରକେ ଦିନ ଓ ରାତି ପାଇଁ ଅଟା ଚକଟି ରଖିଥାନ୍ତି।କିନ୍ତୁ ଏଭଳି କରିବା ଉଚିତ ନୁହେଁ।ପ୍ରଥମେ ଆପଣ ଆବଶ୍ୟକତା ଅନୁଯାୟୀ ଅଟା ଚକଟି ରଖନ୍ତୁ। ଅଟା ପୂର୍ବରୁ ଚକଟି ରଖିଲେ, ଖରାପ ଶକ୍ତି ଖୁବ୍ ଶୀଘ୍ର ଆକୃଷ୍ଟ ହୋଇଥାଏ ଏବଂ ଏହି ରୁଟି ଖାଇବା ଦ୍ଵାରା ପରିବାର ଲୋକଙ୍କର ମାନସିକ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ।

– ମହିଳା ମାନେ ଅଟା ଚକଟି ସାରିବା ପରେ ସେଥିରେ ନିଜ ଆଙ୍ଗୁଠିର ଚିହ୍ନ କରି ଦେଇଥାନ୍ତି। ଆମେ ମୃତ ବ୍ୟକ୍ତିର ପିଣ୍ଡ ଦାନ ସମୟରେ ଅଟାକୁ ପିଣ୍ଡ ଭାବରେ ଖାଇବାକୁ ଦେଇଥାଉ।ତେଣୁ ଏଭଳି ଅଟା ଚକଟି ରଖନ୍ତୁ ନାହିଁ।

– ଅଟାର ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ସମସ୍ତେ ଖାଇ ସାରିବା ପରେ ଶେଷ ରୁଟିକୁ କୁକୁରକୁ ଖାଇବାକୁ ଦିଅନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ ଘରକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ।

– ସାଧାରଣତଃ ଆପଣ ଅଟା ଚକଟିବା ସମୟରେ ସେଥିରେ ଅଳ୍ପ ଲୁଣ ନିଶ୍ଚିତ ଭାବରେ ମିଶାଉଥିବେ। ତେବେ ଲୁଣ ସହିତ ଅଳ୍ପ ଦେଶୀ ଘିଅ ଓ ଅଳ୍ପ ଚିନି ମଧ୍ୟ ମିଶାଇ ଦିଅନ୍ତୁ।ଏଭଳି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିସବୁ ପଦାର୍ଥ ଧଳା ରଙ୍ଗର ହୋଇଥାଏ। ଏଗୁଡ଼ିକ ଶୁକ୍ର ଓ ଚନ୍ଦ୍ର ଗ୍ରହ ସହିତ ଜଡିତ ହୋଇଥା

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *