Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ଏହି ଜାଗାରେ କଳାଯାଇ ଥିଲେ,ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କର ଏହି ଜାଗାରେ କଳାଯାଇ ଥିଲେ ଭାଗ୍ୟଶାଳୀ।

ବନ୍ଧୁଗଣ ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗରେ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ଥିଲେ ଶୁଭ ହୋଇଥାଏ। ତେବେ ଆଜିର ଏହି ପୋଷ୍ଟରେ ଜାଣିବା ନାରୀମାନଙ୍କର କେଉଁ ଅଙ୍ଗରେ କଳାଯାଇ ଥିଲେ ସେହି ନାରୀ ସୁଗୁଣା ସୁଶିଳା ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟ ଶାଳୀନୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ନାରୀ ମାନଙ୍କ ନାଭି ତଳେ ବା ନାଭି ପାଖରେ କଳାଯାଇ ବା ତିଳ ଥିଲେ ଏହା ଉତ୍ତମ ହୋଇଥାଏ। ଏହି ସ୍ଥାନରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଭୋଗ ବିଳାସ ମିଳିଥାଏ। ଗାଡି ଘର ଏବଂ ଉତ୍ତମ ସ୍ୱାମୀ ମଧ୍ୟ ମିଳିଥାଏ।

ସେହିପରି କୌଣସି ନାରୀରର ପିଠିରେ ତିଳ ଚିହ୍ନ ରହିଲେ ସେହି ନାରୀ ରୋମାଣ୍ଟିକ ପ୍ରକୃତିର ହୋଇଥାଏ। ଧନ ଅର୍ଜନରେ ମାହୀର ହୋଇଥାଏ ଏବଂ ଖର୍ଚ୍ଚ ମଧ୍ୟ ପ୍ରଚୁର କରିଥାଏ। ନିଜର ବିଳାସ ବ୍ୟସନରେ ଖର୍ଚ୍ଚ ମଧ୍ୟ ଅନେକ କରିଥାଏ।

କୌଣସି ନାରୀରର ମଥାରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଧନୀ ପୁରୁଷକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଗୁଣବାନ ମଧ୍ୟ ହୋଇଥାଏ। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖ ବି ମିଳିଥାଏ।

ଏବେ ଆସନ୍ତୁ ଜାଣିବା ଆଙ୍ଗୁଳି ମାନଙ୍କ ବିଷୟରେ।

ତର୍ଜନୀ ବା ବିସି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ ହୋଇଥାଏ ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇ-ରାଣ ହୋଇପାରନ୍ତି।

ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନ ଯଶ ଏବଂ ସମସ୍ତ ସୁଖ ମିଳିଥାଏ ଏବଂ ଉଚ୍ଚ ପଦବୀ ମଧ୍ୟ ପାଇଥାଏ।

ମଧ୍ୟମା ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଶାନ୍ତ ସ୍ୱାଭାବର ହୋଇଥାନ୍ତି।

କନିଷ୍ଠା ବା କାନୀ ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଯଶ ମିଳିଥାଏ କିନ୍ତୁ ମନରେ ଅଶାନ୍ତି ରହିଥାଏ। ହାତର ପାପୁଲିରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ଜୀବନରେ କିଛି ବି ଅଭାବ ହୋଇନଥାଏ।

ଗଳା ବା ବେକରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉତ୍ତମ ନାରୀ ହୋଇଥାଏ। ସ୍ୱାମୀ ଏବଂ ପରିବାର ପ୍ରତି ଉତ୍ସ୍ୟର୍ଗୀକୃତ ହୋଇଥାଏ। ସଦା ଭାବ ପ୍ରବଣ ହୋଇଥାଏ।

ନାରୀମାନଙ୍କର ଅଣ୍ଟାରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉଚ୍ଚ ପଦବୀରେ ପହଁଚି ଥାଏ। ଜୀବନରେ ଓଏସ ଆଏସ ଆପିଏସ ମଧ୍ୟ ପାଇଥାଏ ଏବଂ ସେମାନଙ୍କର ଜୀବନ ସଫଳ ମଧ୍ୟ ହୋଇଥାଏ। ଏହି ପ୍ରକାରର ନାରୀମାନେ ଭୋଗ ବିଳାସୀ ହୋଇଥାନ୍ତି।

ଜଙ୍ଘରେ ତିଳ ଚିହ୍ନ ଥିଲେ ସେହି ନାରୀ ପୁରୁଷ ମାନଙ୍କୁ ସମହନ କରିଥାନ୍ତି। ପୁରୁଷ ମାନଙ୍କୁ ତାଙ୍କର ଇସାରାରେ କାର୍ଯ୍ୟ କରାଇଥାନ୍ତି।

ବାହୁ ବା ହାତରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ।

କୌଣସି ନାରୀରର ଥୋଡିରେ ତିଳ ଚିହ୍ନ ଥିଲେ ସର୍ବଦା ଧନର ଭଣ୍ଡାର ମିଳିଥାଏ। ଟଙ୍କା ପଇସାର ଅଭାବ ଦେଖାଦେଇନଥାଏ। ଜୀବନରେ ସମସ୍ତ ପ୍ରକାରର ସୁଖ ମିଳିଥାଏ।

ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ। ଏହି ତିଳ ଚିହ୍ନ ବା କଳାଯାଇ ଧନୀ କରାଇଥାଏ। ବହୁତ ଉତ୍ତମ ଫଳ ଦେଇଥାଏ। ସମସ୍ତ ପ୍ରକାରର ସୁଖ ମିଳିଥାଏ। ବିବାହ ପରେ ବି ସେହି ନାରୀ ସୁଖ ଏବଂ ଶାନ୍ତିରେ ରହିଥାଏ।

ଲଲାଟ ବା ମଥାରେ ତିଳ ଚିହ୍ନ ଥିଲେ ରାଜଯୋଗ ହୋଇଥାଏ ବା ସେହି ନାରୀ ଅତି ଭାଗ୍ୟଶାଳୀ ହୋଇଥାଏ। ଦାମ୍ଫତ୍ୟ ଜୀବନ ସୁଖମୟ ହୋଇଥାଏ। ପ୍ରଚୁର ଧନର ପ୍ରାପ୍ତି ମଧ୍ୟ ହୋଇଥାଏ।

ନାରୀ ମାନଙ୍କର ଛାତିରେ ତିଳ ଚିହ୍ନ ଥିଲେ ଏହିପରି ନାରୀମାନେ ସର୍ବଦା ଖୁସିରେ ରହିଥାନ୍ତି। ସମସ୍ତ ପ୍ରକାରର ସୁଖ ମିଳିଥାଏ। ସ୍ୱାମୀ ସୁଖ ସହିତ ଐଶ୍ୱର୍ଯ୍ୟ ମଧ୍ୟ ମିଳିଥାଏ। ଏବଂ ବହୁତ ଉତ୍ତମ ସ୍ୱାମୀ ମଧ୍ୟ ମିଳିଥାଏ।

ନାରୀ ମାନଙ୍କର ଓଠରେ ବା ଉପର ଓଠରେ ତିଳ ଚିହ୍ନ ଥିଲେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ। ସମାଜରେ ଭଲ ପରିଚୟ ମିଳିଥାଏ। ଧନ ଐଶ୍ୱର୍ଯ୍ୟ ମିଳିଥାଏ। ପ୍ରଭାବଶାଳୀ ମଧ୍ୟ ହୋଇଥାଏ।

ଆଖି ପୋତା ଉପରେ ତିଳ ଚିହ୍ନ ଥିଲେ ସେହି ନାରୀମାନେ ନିଜ ପରିଶ୍ରମରେ ଧନ ଅର୍ଜନ କରିଥାନ୍ତି ଏବଂ ପ୍ରଚୁର ଖର୍ଚ୍ଚ ମଧ୍ୟ କରିଥାନ୍ତି।

ପାଦରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉଚ୍ଚ ପଦବୀରେ ପିହଁଚି ଥାଏ। ଜୀବନରେ ସଫଳତା ମିଳିଥାଏ। ପାଦର ଆଙ୍ଗୁଳରେ ତିଳ ଚିହ୍ନ ଥିଲେ ସେହି ନାରୀ ସମାଜରେ ମୁଖିଆ ହୋଇଥାଏ ଏବଂ ସମାଜକୁ ଶାସନ କରିବାର ଗାଦି ମିଳିଥାଏ। ଘର ଏବଂ ପରିବାରର ପ୍ରିୟ ହୋଇଥାଏ ଏବଂ ସମସ୍ତେ ସେହି ନାରୀରର କଥା ମାନିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *