Excuse Me Odisha

ଯାହା କହିବୁ ସତ କହିବୁ

ଦେବୀ କାଳୀଙ୍କ ଆଶୀର୍ବାଦରୁ ଧନ୍ୟ ହୋଇଯିବେ ଏହି ୪ ଗୋଟି ରାଶିର ଲୋକମାନେ,ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କମାଇବେ ବହୁତ ଟଙ୍କା,ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଅଛି ନା ନାହିଁ !

ସେୟାର୍ କରନ୍ତୁ

ଦେବୀ କାଳୀ ଭଗବାନ ଶିବଙ୍କର ପତ୍ନୀ ମାଆ ପାର୍ବତୀଙ୍କ ସ୍ୱରୂପ ଅଟନ୍ତି। ଭଗବାନ ଶିବଙ୍କର ଯେପରି ରୁଦ୍ର ରୂପ ହେଉଛି କାଳଭୈରବ, ସେହିପରି ଦେବୀ ପାର୍ବତୀଙ୍କର କ୍ରୋଧିତ ରୂପ ହେଉଛି ମାଆ କାଳୀ। କୁହାଯାଏ କି ଦେବୀ କାଳୀଙ୍କ କ୍ରୋଧ ବହୁତ ଭୟଙ୍କର ଅଟେ। ମାଆ କାଳୀ ତାଙ୍କ ଭକ୍ତ ମାନଙ୍କ ଉପରେ କୃପା ଦୃଷ୍ଟି ମଧ୍ୟ ରଖିଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଏକ ବଡ଼ ମହାସଂଯୋଗ ବନିବାକୁ ଯାଉଛି।ସେଥିପାଇଁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କିଛି ବିଶେଷ ରାଶିର ଲୋକଙ୍କ ଉପରେ ମାଆ କାଳୀଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ଉପରେ ମାଆ କାଳୀଙ୍କର କୃପା ଦୃଷ୍ଟି ୧୦ ବର୍ଷ ପର୍ଯ୍ୟନ୍ତ ପଡ଼ିବାକୁ ଯାଉଛି। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଅଧିକ ଉପାର୍ଜନ ପାଇଁ ନୂତନ ଅବସର ପ୍ରାପ୍ତ ହେବ। ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କୌଣସି ସ୍ଥାନରୁ ବିବାହର ପ୍ରସ୍ତାବ ଆସିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣ ବିଚାର କରି ପାରନ୍ତି। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଯାତ୍ରା କରି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ କରି ପାରନ୍ତି। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ମିଥୁନ ରାଶି –

ଦେବୀ କାଳୀଙ୍କ ଆଶୀର୍ବାଦ ସର୍ବଦା ଏହି ରାଶିର ଲୋକଙ୍କ ଉପରେ ରହିବ।ପରିବାରରେ ସୁଖଶାନ୍ତି ବାତାବରଣ ରହିବ।ପରିବାର ଲୋକଙ୍କ ତରଫରୁ ସର୍ବଦା ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଗୁରୁଜନ ଲୋକଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ସାଥିରେ ରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ପ୍ରାପ୍ତ ହେବ। ପ୍ରେମ ବିବାହ କରିବା ପାଇଁ ବିଚାର କରୁଥିଲେ, ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ଘର ପାଖରେ ଥିବା ପଡୋଶୀ ବିପଦ ସମୟରେ ଆପଣଙ୍କୁ ସାହାଯ୍ୟ କରିବେ।

ସିଂହ ରାଶି –

ଏହି ରାଶିର ଲୋକଙ୍କ ଉପରେ ଦେବୀ କାଳୀ ସର୍ବଦା ନିଜର କୃପା ଦୃଷ୍ଟି ବଜାୟ ରଖିବେ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ।ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ବ୍ୟବସାୟରେ ସୁଖଦ ସମାଚାର ମିଳିପାରେ। ରୋଜଗାର ନଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଚାକିରି ମିଳିଯିବ। ସରକାରୀ ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ମାଆ କାଳୀଙ୍କର ଆରାଧନା କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ।

ମକର ରାଶି –

ମାଆ କାଳୀଙ୍କର କୃପା ଦୃଷ୍ଟି ସର୍ବଦା ଏହି ରାଶିର ଲୋକଙ୍କ ଉପରେ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବେ ଏବଂ ଆଗକୁ ବଢିବେ। ଘରେ ସୁଖଶାନ୍ତି ବିରାଜମାନ କରିବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ ଏବଂ ପ୍ରେମ ବିବାହ ହେବାର ଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *