Excuse Me Odisha

ଯାହା କହିବୁ ସତ କହିବୁ

ଘରେ ତୁଳସୀ ଗଛ ପାଖରେ ଏହି ଗଛ ରହିଲେ ଘରେ ସବୁବେଳେ ଟଙ୍କା ଭରି ହୋଇ ରହିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ତୁଳସୀ ଗଛ ପାଖରେ ଏହି ଗଛ ରହିଲେ ଘରେ ସବୁବେଳେ ଟଙ୍କା ଭରି ହୋଇରହିଥାଏ।

ପ୍ରାଚୀନ କାଳରେ ବାସ୍ତୁଦୋଷ ନିବାରଣ ପାଇଁ ଆମର ପୁର୍ବଜ ତୁଟକାର ପ୍ରୟୋଗ କରୁଥିଲେ। ସେହି ସମୟରେ ଅଲଗା ଅଲଗା ମାନବ ସଭ୍ୟତାରେ ଅନେକ ପ୍ରକାରର ତୁଟକାର ପ୍ରଚଳିତ ଅଛି। ଏହି ତୁଟକା ବି ନିଜ ସ୍ଥାନରେ ଅକ୍ଷୁଣ୍ଣ ଏବଂ ଚମତ୍କାରୀ ଏବଂ ବିଚିତ୍ର ଉପାୟରେ କାମ କରିଥାନ୍ତି। ଏହି ତୁଟକାରେ ଖର୍ଚ୍ଚ ବି ମଧ୍ୟ ହୋଇନଥାଏ କିନ୍ତୁ ପ୍ରାଣୀଙ୍କୁ ଆତ୍ମ ସନ୍ତୁଷ୍ଟି ତଥା ସନ୍ତୋଷ ପ୍ରାପ୍ତ ହୋଇଥାଏ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରେ ଯଦି ନକରାତ୍ମକ ଉର୍ଜାର ସଂଚାର ଅଧିକ ମାତ୍ରାରେ ହୁଏ ତ ଘରେ କ୍ଳେଶ ଆର୍ଥିକ କ୍ଷତି ବିମାରୀ ପ୍ରତିଷ୍ଠାରେ କମି ଏମିତି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଏବଂ ଯଦି ସକରାତ୍ମକ ଉର୍ଜା ପ୍ରଚୁର ମାତ୍ରାରେ ଥାଏ ତ ଘରେ ସୁଖ ଶାନ୍ତି ଆର୍ଥିକ ସମ୍ପର୍ଣ୍ଣତା ଏବଂ ସମାଜରେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କିଛି ଏମିତି ବାସ୍ତୁଦୋଷ ନିବାରଣ ଉପାୟ ବିଷୟରେ। ଯେଉଁଥିରେ ନିଜ ଘରେ ସୁଖ ସମୃଦ୍ଧି ଆଣିପାରିବେ। ତ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟରେ।

ପ୍ରଥମ କଥା। ଆମ ଭାରତ ବର୍ଷରେ ପ୍ରାଚୀନ କାଳରୁ ଏହି ମାନ୍ୟତା ଅଛି ଯେ ଅଶୋକ ପତ୍ର ତଥା ଆମ୍ବ ଗଛ ଅସ୍ତ ଗଛ ଏବଂ କନିୟର ପତ୍ରକୁ ଏକ କପଡ଼ାରେ ବାନ୍ଧି ତାର ମାଳା ବାନ୍ଧି ଯଦି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଆଯାଏ ତେବେ ଘରେ ସୁଖ ସମୃଦ୍ଧି ସହିତ ଧନ ଏବଂ ମନର ଶାନ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ।

ଦ୍ୱିତୀୟ କଥା। ବାସ୍ତୁଦୋଷ ନିବାରଣ ପାଇଁ କିଛି ଲୋକ ନିଜ ଘରର ମୁଖ୍ୟ କବାଟରେ କଳା ଘୋଡାର ନାଳ ଲଗେଇ ଦିଅନ୍ତି। କାରଣ ଲୁହାର ଶନିଦେବଙ୍କ ବାସ ହୋଇଥାଏ ଏବଂ କଳା ଘୋଡାର ପାଦରେ ଆପେ ଆପେ ଘୋଷି ହେଉଥିବା ନାଳର ବହୁତ ଅଧିକ ମହତ୍ୱ ଥାଏ। ଏହା ଦ୍ବାରା ଶନି ଗ୍ରହଙ୍କ ଦୋଷରୁ ମୁକ୍ତି ମିଳିଥାଏ ଏବଂ ବ୍ୟକ୍ତିଙ୍କୁ ମାନସିକ ଚାପରୁ ମୁକ୍ତି ମିଳିଥାଏ। ତଥା ଘରେ ସୁଖଶାନ୍ତି ବନି ରହିଥାଏ।

ତୃତୀୟ କଥା। ନୂତନ ଘର କିମ୍ବା ନୂତନ ଫେକ୍ଟ୍ରି ଆରମ୍ଭ କରିବା ପୂର୍ବରୁ ଭୂମି ପୂଜା କରି ତାର ନିୟମ ଅନୁସାରେ ଚାନ୍ଦିର ଏକ ସର୍ପ ତିଆରି କରି ରଖିଲେ ଘର ମଜବୁତ ହୋଇଥାଏ। କେବେବି ଭାଙ୍ଗି ନଥାଏ। ଘର ବି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଥାଏ। ଆଉ ଘରେ କେବେବି ସାପ ବିଛା ଆସନ୍ତି ନାହିଁ।

ଚତୁର୍ଥ କଥା। ବାସ୍ତୁଶାସ୍ତ୍ର ଅନୁସାରେ ଗୃହିଣୀଙ୍କୁ ନିଜର ଘରର ବାହାରେ ପ୍ରବେଶ ଦ୍ୱାରରେ ନିଜର ସିଡି ଉପରେ ରଙ୍ଗୋଲି ବନେଇବା ଉଚିତ ଏବଂ କୁମକୁମରେ ମା ଲକ୍ଷ୍ମୀଙ୍କ ପାଦ ବନେଇବା ଉଚିତ। ଏମିତି କରିବା ଦ୍ୱାରା ସୂର୍ଯ୍ୟଦେଵ କାଳରେ ସୂକ୍ଷ୍ମ ରୂପରେ ଦେବତା ଅତିଥି ଭାବରେ ଘରକୁ ପ୍ରବେଶ କରିଥାନ୍ତି। ଏହି ରଙ୍ଗୋଲି ସେହି ମାନଙ୍କ ସ୍ୱାଗତ ପାଇଁ ବନାଯାଇଥାଏ ଏବଂ ଦେବୀ ଦେବତା ଏହା ଦ୍ବାରା ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ପଞ୍ଚମ କଥା। ଯଦି ଆପଣ ବଡ଼ ଜମି କିଣିଛନ୍ତି ଏବଂ ତା ଉପରେ ଘର ନିର୍ମାଣ କରିବା ପାଇଁ ଟଙ୍କା ନାହିଁ ତ ଆପଣ କୌଣସି ବି ମାସର ଶୁକ୍ଳପକ୍ଷ ହସ୍ତ ନକ୍ଷତ୍ର ଦିନ ଡାଳିମ୍ବ ଗଛକୁ ନିଜର ଜମିରେ ଲଗେଇ ଦିଅନ୍ତୁ। ଆଉ ତାର ଭଲ ଭାବରେ ଦେଖାଶୁଣା କରନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ପାଖରେ ଘର ଫ୍ୟାକ୍ଟ୍ରି ଏବଂ ଉଦ୍ୟାନ ହେବା ଯୋଗୁ ଶୀଘ୍ର ହିଁ ଧନର ବ୍ୟବସ୍ଥା ହୋଇଯିବ। କୁହାଯାଏ କି ଡାଳିମ୍ବ ଗଛରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏହି ତୁଟକା ତନ୍ତ୍ର ବିଦ୍ୟା ଉପରେ ପ୍ରୟୋଗ କରାଯାଏ। କିନ୍ତୁ ବାସ୍ତୁର ଏହାର ପ୍ରୟୋଗର ମାନ୍ୟତା ଅଛି।

ଷଷ୍ଠ କଥା। ଘରର ମୁଖ୍ୟ ଦ୍ୱାର ଉପରେ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗେଇବା ଦ୍ୱାରା ଶୀଘ୍ର ହିଁ ଉନ୍ନତି ହୋଇଥାଏ। ଏବଂ ଘରେ କେବେବି ଦୁଃଖ କ୍ଳେଶ ଆସିନଥାଏ।

ସପ୍ତମ କଥା। ପ୍ରତ୍ୟକ ବ୍ୟକ୍ତିଙ୍କୁ ନିଜର ରୋଜଗାରର କିଛି ନାଁ କିଛି ଅଂଶ ଧାର୍ମିକ କାର୍ଯ୍ୟ ମାନବ ସେବା ସାମାଜିକ କାର୍ଯ୍ୟ ଅଥବା ଗରିବ ଲୋକଙ୍କୁ ଦାନ ରୂପରେ ନିଶ୍ଚୟ ଦେବା ଉଚିତ। କୁହାଯାଏ କି ମନୁଷ୍ୟର ଖରାପ ସମୟରେ ତା ପାଇଁ କରାଯାଇଥିବା ଦାନ କାର୍ଯ୍ୟ ହିଁ କାମରେ ଆସିଥାଏ। କେବେ କେବେ ଦୁର୍ଘଟଣାରୁ ଲୋକ ବଞ୍ଚିଯାଇଥାଏ।

ଅଷ୍ଟମ କଥା। ପୁଷ୍ପ ମାଳାର ଉପାୟ। ପ୍ରତ୍ୟକ ବ୍ୟକ୍ତି ସେ ବ୍ୟବସାୟୀ ହୋଇଥାଉ ଦୁକାନୀ ହୋଇଥାଉ ଫ୍ୟାକ୍ଟ୍ରିର ମାଲିକ ହୋଇଥାଉ ଅଥବା ଚାକିରୀ ମଧ୍ୟ କରିଥାଉ ପଛେ ତାକୁ ପରିଦିନ ନିଜ ପୂଜା ଘରେ ଫୁଲର ଏକ ତାଜା ମାଳା ନିଜର ଇଷ୍ଟ ଦେବଙ୍କୁ ନିଶ୍ଚୟ ଅର୍ପଣ କରିବା ଉଚିତ। ଏହା ଦ୍ବାରା ବ୍ୟବସାୟରେ ଉନ୍ନତି ତ ହୋଇଥାଏ ଏହା ସହିତ ସୁଖ ଶାନ୍ତି ଏବଂ ଐଶ୍ୱର୍ଯ୍ୟର ବୃଦ୍ଧି ହୋଇଥାଏ।

ଅଷ୍ଟମ କଥା। ଇସାଣ କୋଣରେ ତମ୍ବା ପାତ୍ରରେ ପାଣି ଭରି ତା ଭିତରେ ଚାନ୍ଦିର ଥାଳି ରଖନ୍ତୁ। ସେହି ଥାଳିରେ ୪ ଟି ମୋତି ରଖନ୍ତୁ। ଏହିପରି ତାହା ଶୁଦ୍ଧ ହୋଇ ଶ୍ରୀରରକୁ ଦିବ୍ୟ ଶକ୍ତି ପ୍ରଦାନ କରିଥାଏ।

ନବମ କଥା। ଧନର କୋଷ କେବେବି ଖାଲି ରଖିବା ଉଚିତ ନୁହେଁ। ଏଥିପାଇଁ ନିଜର ତିଜରି ଅବା ଆକମାରୀରେ କୁବେର ଯନ୍ତ୍ର ଶ୍ରୀଯନ୍ତ୍ର ସ୍ଥାପନ କରିବା ଉଚିତ। ଦୁକାନର ଶୁଭତ୍ୱର ବୃଦ୍ଧି ହେତୁ ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ଦୁଇ ପାର୍ଶ୍ଵରେ ଏମିତି ଲଗେଇବା ଉଚିତ କି ଗୋଟିଏ ଫୋଟର ମୁଖ ଦୁକାନ ବାହାରକୁ ଆଉ ଗୋଟେ ମୂର୍ତ୍ତିର ଦୃଷ୍ଟି ଦୁକାନ ଭିତରକୁ ପଡିବ।

ଘରେ ଅଫିସରେ ମାଛ ଅବା ତାଜା ଫୁଲ ରଖିବା ଦ୍ୱାରା ସୁଖ ସମୃଦ୍ଧି ଭାଗ୍ୟର ବୃଦ୍ଧି ହୋଇଥାଏ।

ଘରେ ମନୀପ୍ଲାଣ୍ଟର ବୃକ୍ଷ ରହିଲେ ଘରେ ଧନ ସମ୍ପତ୍ତିର ସଂକେତ ଦେଇଥାଏ।

ହଳଦୀ ଖଣ୍ଡ ଡାଲଚିନିର ଖଣ୍ଡ ଯେଉଁଠି ବି ଥାଏ ସେଠାରେ ମା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ଏଥିପାଇଁ ନିଜ ଆଲମାରୀରେ ଖଣ୍ଡ ହଳଦୀ ଏବଂ ଡାଲଚିନି କାଠକୁ ଅବଶ୍ୟ ରଖନ୍ତୁ। ଦୁକାନ କିମ୍ବା ଅଫିସରେ ଉତ୍ତର-ପୂର୍ବ କୋଣରେ ପୂଜା ସ୍ଥଳ ବନାନ୍ତୁ ଏବଂ ସକାଳ ସନ୍ଧ୍ୟାରେ ଦୀପ ଧୂପ ନିଶ୍ଚୟ ଦିଅନ୍ତୁ। ଦେବତା ମାନଙ୍କୁ ପ୍ରତିଦିନ ତାଜା ତାଜା ଫୁଲର ମାଳା ଦିଅନ୍ତୁ। ଦକ୍ଷିଣ-ପୂର୍ବ ଦିଗରେ ପକ୍ଷୀ ମାନଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବା ଦ୍ୱାରା ଘରର ଲୋକଙ୍କର ଆର୍ଥିକ ଉନ୍ନତି ହୋଇଥାଏ।

ମୁଖ୍ୟ ଦ୍ୱାରରେ ପଞ୍ଚମୁଖୀ ଭଗବାନ ହନୁମାନଙ୍କ ଫୋଟ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *