Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୁର୍ବରୁ କରନ୍ତୁ ଏହି କାମ,ହୋଇଯିବେ ସୁନ୍ଦର !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ।ଆଜିର ଦୁନିଆରେ ସୁନ୍ଦର ହେବା ପାଇଁ ସମସ୍ତେ ନିଜ ଚେହେରା ପ୍ରତି ଧ୍ୟାନ ରଖୁଛନ୍ତି ଏବଂ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍ସ ଆଦି ବ୍ୟବହାର କରୁଛନ୍ତି। କିନ୍ତୁ ଏହା ବିଶେଷ ଭାବରେ ଫଳପ୍ରଦ ହୋଇନଥାଏ। ପରବର୍ତ୍ତୀ ସମୟରେ ଏହା ବହୁତ ସମସ୍ୟା ସୃଷ୍ଟି କରିଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟକୁ ରାତିରେ ଶୋଇବା ପୁର୍ବରୁ ପ୍ରୟୋଗ କଲେ, ନିଶ୍ଚିତ ଭାବରେ ସୁଫଳ ମିଳିବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଆପଣ ରାତିରେ ଶୋଇବା ପୂର୍ବରୁ ସର୍ବଦା ପାଦରେ ଘିଅ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ଵାରା ସମସ୍ତ ପ୍ରକାରର ଦାଗ ଦୂର ହୋଇଥାଏ ଏବଂ ଆପଣଙ୍କୁ ଆରାମ ମିଳିବ।

– କମଳା ଲେମ୍ବୁର ଚୋପାକୁ ଶୁଖାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରି ସେଥିରେ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇବା ଉଚିତ। ଏଭଳି କରିବା ଦ୍ଵାରା ତ୍ୱଚା ଅତ୍ୟନ୍ତ ଉଜ୍ୱଳ ହୋଇଥାଏ।

– ରାତିରେ ଶୋଇବା ପୂର୍ବରୁ ଆପଣ ମୁହଁରେ ଲେମ୍ବୁ ଘଷନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କୁ ଆରାମ ଲାଗିବା ସହିତ ସୁଖ ନିଦ୍ରା ହେବ।

– ଯଦି ଆପଣଙ୍କ ପରିବାରରେ ସର୍ବଦା ଆର୍ଥିକ ସଙ୍କଟ ଲାଗି ରହୁଛି, ତାହେଲେ ବଣିଆ ଦୋକାନରୁ ହକିକ ପଥର କିଣି କୌଣସି ମନ୍ଦିର କିମ୍ବା ମସଜିତରେ ଅର୍ପଣ କରନ୍ତୁ। ଏହାକୁ ଆପଣ ନଦୀରେ ମଧ୍ୟ ଭସାଇ ପାରିବେ। ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

– ଯଦି ଶନିବାର ଦିନ ଧଳା ଚାଉଳ, ଗହମ ଆଦି ଗୁଣ୍ଡ କଲେ ନିଶ୍ଚିତ ଭାବରେ ଶୁଭଫଳ ମିଳିଥାଏ।

– ଘରର ନୈରୁତ କୋଣରେ ଯଦି ଶୌଚାଳୟ କିମ୍ବା ରୋଷେଇ ଘର ରହେ, ତାହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହେ ଏବଂ ଉଭୟଙ୍କ ଶରୀର ଅସୁସ୍ଥ ରହିଥାଏ।

– ଆପଣ ଚୈତ୍ର ମାସରେ ୧୫ ଦିନ ପର୍ଯ୍ୟନ୍ତ ଭାତ କିମ୍ୱା ତରକାରୀରେ ଲୁଣ ମିଶାଇ ଖାଆନ୍ତୁ ନାହି।ଏଭଳି କରିବା ଦ୍ୱାରା ଆସନ୍ତା ଚୈତ୍ର ମାସ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ। ଆପଣ ସର୍ବଦା ସୁସ୍ଥ ରହିବେ।

– ରୋଷେଇ ଘରେ ଭୁଲରେ ମଧ୍ୟ ଡଷ୍ଟବିନ ବା ଆବର୍ଜନା କୁଣ୍ଡ ରଖନ୍ତୁ ନାହିଁ। ଏହା ଘର ପାଇଁ ଅଶୁଭ ହୋଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *