Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ମାନେ ଗୋଡରେ ମୁଦି ପିନ୍ଧିବା ଦ୍ଵାରା,କ’ଣ ପାଇଁ ସ୍ୱାମୀ ଋଣ ଆଉ କଷ୍ଟରେ ବୁଡିଯାଆନ୍ତି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁସ୍ତ୍ରୀମାନେ ଗୋଡ଼ରେ ମୁଦି ପିନ୍ଧିବା ଦ୍ୱାରା କଣ ପାଇଁ ସ୍ୱାମୀ ଋଣ ଏବଂ କଷ୍ଟରେ ବୁଡିଯାନ୍ତି।

ଝୁଣ୍ଟିଆ ନାରୀ ମାନଙ୍କର ସବୁ ଅଳଙ୍କାର ମଧ୍ୟରୁ ଗୋଟେ ଅଳଙ୍କାର ହୋଇଥାଏ। ଯାହାକୁ ପିନ୍ଧିଲେ ସ୍ତ୍ରୀ ଲୋକମାନଙ୍କର ପାଦର ସୌନ୍ଦର୍ଯ୍ୟ ବଢିଥାଏ। ବନ୍ଧୁଗଣ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ କହିବୁ କି ଝୁଣ୍ଟିଆକୁ କେଉଁ ଆଙ୍ଗୁଠିରେ ପିନ୍ଧିବା ଉଚିତ ଓ କେଉଁ ଆଙ୍ଗୁଳିରେ ପିନ୍ଧିବା ଉଚିତ ନୁହେଁ ଏବଂ ଝୁଣ୍ଟିଆ ସହ ଜଡିତ କେଉଁ କେଉଁ ସବୁ ବଡ଼ ଭୁଲ ସ୍ତ୍ରୀ ଲୋକମାନେ ଭୁଲ କରି ବସିଥାନ୍ତି ଯାହାର କାରଣରୁ ତାଙ୍କ ସ୍ବାମୀ ମାନଙ୍କୁ ଦୁର୍ଭାଗ୍ୟର ପରିସ୍ଥିତି ସାମ୍ନା କରିବାକୁ ପଡିଥାଏ। ତ ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ହିନ୍ଦୁଧର୍ମରେ ବାହା ହୋଇଥିବା ମହିଳା ମାନେ ପାଦରେ ଝୁଣ୍ଟିଆ ପିନ୍ଧିଥାଆନ୍ତି। ଆମ ଧର୍ମରେ ଦୁଇ ପାଦର ଆଙ୍ଗୁଠି ମଝିରେ ଥିବା ତିନି ଆଙ୍ଗୁଳିରେ ଝୁଣ୍ଟିଆ ପିନ୍ଧିବାର ପରମ୍ପରା ଅଛି। ସ୍ତ୍ରୀ ଲୋକମାନଙ୍କର ସବୁ ଅଳଙ୍କାର ଝୁଣ୍ଟିଆ ଠୁ ନେଇ ମଥା ମଣି ପର୍ଯ୍ୟନ୍ତ ହୋଇଥାଏ। ମାନନ୍ତି ଝୁଣ୍ଟିଆ ନାରୀ ମାନଙ୍କର ଶେଷ ଅଳଙ୍କାର ହୋଇଥାଏ।

ନାରୀ ମାନଙ୍କର ମୁଣ୍ଡରେ ସୁନାର ମଥା ମଣି ଏବଂ ପାଦରେ ଚାନ୍ଦି ବା ରୁପାର  ଝୁଣ୍ଟିଆ ପିନ୍ଧିବାର କାରଣ ଏହା ଅଟେ ଯେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର କୃପା ପତି ବା ପତ୍ନୀ ବା ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ଉପରେ ଜୀବନସାରା ବନିରହୁ। କିନ୍ତୁ ଏହି କଥା ବଧେ ଆପଣ ଜାଣି ନଥିବେ କି ଝୁଣ୍ଟିଆ ସ୍ୱାମୀର ଗରିବ ବା ଦାରିଦ୍ରତାର କାରଣ ମଧ୍ୟ ବନିପାରେ। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା। ବନ୍ଧୁଗଣ ଯଦି ଆପଣବି ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତ ଏହି ସବୁ କଥାର ଧ୍ୟାନ ନିଶ୍ଚୟ ରଖନ୍ତୁ।

ବନ୍ଧୁଗଣ ହିନ୍ଦୁଧର୍ମରେ ବାହାଘର ପରେ ପରେ ସ୍ତ୍ରୀ ଲୋକ ମାନେ ପାଦର ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଥାନ୍ତି ଏବଂ ଝୁଣ୍ଟିଆ ପିନ୍ଧିବା କେବଳ ଏହି କଥାର ପ୍ରତୀକ ନୁହେଁ କି ସେ ବିବାହିତ ଅଟନ୍ତି ବରଂ ଏହାକି ଏହା ଦ୍ୱାରା ନାରୀ ମାନଙ୍କର ମାସିକ ଚକ୍ର ନିୟମ ହୋଇଥାଏ।

ଆସନ୍ତୁ ଜାଣିବା କି ଝୁଣ୍ଟିଆ କେଉଁ ଆଙ୍ଗୁଠିରେ ପିନ୍ଧିବା ଉଚିତ ହୋଇଥାଏ।

ବିବାହିତ ନାରୀ ମାନଙ୍କୁ ଝୁଣ୍ଟିଆକୁ ବାମ ଏବଂ ଡାହାଣ ପାଦର ଦ୍ୱିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ ହୋଇଥାଏ। ମାନେ ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିବା ଏହାକୁ ଠିକ ବୋଲି ମାନି ନିଆଯାଇଥାଏ। କେତେକ ନାରୀମାନେ ଝୁଣ୍ଟିଆକୁ ଯୋଡି କରି ପିନ୍ଧିଥାନ୍ତି ତାହାବି ଠିକ ଅଛି କିନ୍ତୁ କେବେବି ଆପଣ ତିନୋଟି ଝୁଣ୍ଟିଆକୁ ଏକାଠି ଏକା ସାଙ୍ଗରେ ଗୋଟିଏ ଆଙ୍ଗୁଠିରେ ପିନ୍ଧିବା ଉଚିତ ନୁହେଁ। ଏହା କରିବା ଶୁଭ ବୋଲି ମାନି ନିଆଯାଇ ନଥାଏ।

ଆସନ୍ତୁ ଏବେ ଜାଣିବା କି କାହାକୁ ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ।

ପ୍ରତ୍ୟକ ନାରୀ ବାହାଘର ପରେ ନିଜର ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି ଏଥର ଏହି କଥାର ଧ୍ୟାନ ରଖିବା ଉଚିତ କି ଝୁଣ୍ଟିଆ କେବଳ ବିବାହିତ ନାରୀ ମାନଙ୍କୁ ପିନ୍ଧିବା ଉଚିତ। କୁଆଁରୀ ଝିଅ ମାନଙ୍କୁ ଭୁଲରେ ବି ଝୁଣ୍ଟିଆ ପିନ୍ଧିବା ଉଚିତ ହୋଇନଥାଏ। ଏହା ଛଡା ବିବାହିତ ନାରୀମାନଙ୍କ ପାଇଁ ଝୁଣ୍ଟିଆ ବହୁତ ହିଁ ଜରୁରୀ ଅଟେ। ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଗର୍ଭଧାରଣରେ କିଛିବି ସମସ୍ୟା ଆସିନଥାଏ।କିନ୍ତୁ ଏହି କଥା ବହୁତ କମ ଲୋକଙ୍କୁ ଜଣା ଥିବ କି ସ୍ତ୍ରୀ ଲୋକ ମାନଙ୍କର ନିଜ ପାଦରେ ଝୁଣ୍ଟିଆ ଠିକ ଭାବରେ ଯଦି ସେମାନେ ପିନ୍ଧିବେ ନାହିଁ ତ ଝୁଣ୍ଟିଆ ସ୍ୱାମୀର ଗରିବର କାରଣବି ବନିପାରେ।

ବନ୍ଧୁଗଣ ନାରୀମାନେ ଷୋଳଶୃଙ୍ଗର କରିଥାନ୍ତି। ମଥାମଣି ଠାରୁ ନେଇ ପାଦରେ ପିନ୍ଧିଥିବା ଝୁଣ୍ଟିଆ ପର୍ଯ୍ୟନ୍ତ ପ୍ରତ୍ୟକ ଅଳଙ୍କାରର ଏକ ମହତ୍ତ୍ୱ ଥାଏ। କିନ୍ତୁ ଝୁଣ୍ଟିଆ ସ୍ୱାମୀର ଗରିବର କାରଣ କାହିଁକି ବନିଥାଏ। ଆସନ୍ତୁ ଜାଣିବା। ଏହି କଥାର ଖାସ ଧ୍ୟାନ ରଖିବା ଦରକାର କି ଝୁଣ୍ଟିଆ ସବୁବେଳେ ଚାନ୍ଦିର ହିଁ ପିନ୍ଧିବା ଉଚିତ। ଭୁଲରେ ବି କେବେ ସୁନାର ଝୁଣ୍ଟିଆ ପିନ୍ଧିବେ ନାହିଁ। ସ୍ତ୍ରୀ ଲୋକ ମାନଙ୍କୁ ବହୁତ ଢିଲା କରି କେବେ ପିନ୍ଧିବା ଉଚିତ ହୋଇନଥାଏ। ତାହା ପାଦରୁ ବାହାରି ଯିବ

ଏହି କଥାର ଖାସ ଧ୍ୟାନ ରଖିବେ କି ନିଜର ପିନ୍ଧି ଥିବା ଝୁଣ୍ଟିଆକୁ କେବେବି କାହାରିକୁ ଦେବେନାହିଁ। ଏହା କରିବା ଦ୍ୱାରା ସ୍ୱାମୀକୁ କାଙ୍ଗାଳ ଓ ଦାରିଦ୍ରତାର ସାଙ୍ଘାତିକ ପରିସ୍ଥିତି ଦେଖିବାକୁ ପଡିଥାଏ। ତ ଏହି ଭୁଲ କେବେ ଭୁଲରେ ମଧ୍ୟ କରିବେ ନାହିଁ। ଏହା ସହିତ ଏହି କଥାରବି ଆପଣ ଧ୍ୟାନ ରଖିବେ କି ପାଦରେ ପାଉଁଜି କିମ୍ବା ପାୟଲ ବା ଝୁଣ୍ଟିଆ ଘୁଙ୍ଗୁର ବାଲାହିଁ ପିନ୍ଧିବା ଉଚିତ ହୋଇଥାଏ। କାହିଁକିନା ଏହାର ଘୁଙ୍ଗୁରର ଶବ୍ଦରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏବଂ ଏମିତିକା ଘରେ ବାସ ମଧ୍ୟ କରିଥାନ୍ତି।

ବନ୍ଧୁଗଣ ଯଦି ଆପଣଙ୍କ ସ୍ୱାମୀଙ୍କୁ ପ୍ରତ୍ୟକ କାମରେ ଅସଫଳତା ମିଳୁଛି ଓ ପଇସାର ବହୁତ ଖରାପ ସିଚ୍ୟୁସନ ସାମ୍ନା କରିବାକୁ ପଡୁଛି ତ କେବଳ ଝୁଣ୍ଟିଆ ହିଁ ନୁହେଁ ବରଂ ଆହୁରି କିଛି ଜିନିଷର ସାବଧାନତା ମଧ୍ୟ ରଖିବା ଦରକାର। ବନ୍ଧୁଗଣ ବିବାହିତ ମହିଳା ମାନଙ୍କୁ ଭଲରେ ବି ଉପହାରରେ ମିଲିଥିବା ସିନ୍ଦୁରର କେବେ ବ୍ୟବହାର କରିବା ଉଚିତ ହୋଇନଥାଏ। ଯଦି ସିନ୍ଦୁର ଆପଣଙ୍କ ସ୍ୱାମୀ ଦେଇଛନ୍ତି ତ ଆପଣ ତାକୁ ନିଶ୍ଚିତ ପ୍ରୟୋଗ କରିପାରିବେ କିନ୍ତୁ ସ୍ୱାମୀ ଛଡା ଯଦି ଆଉ କେହି ଆପଣଙ୍କୁ ସିନ୍ଦୁର ଦେଇଛନ୍ତି ତ ତାକୁ ଆପଣ ଆପଣଙ୍କ ମଥାରେ କେବେବି ଭୁଲରେ ବି ପିନ୍ଧିବେ ନାହିଁ। ଏହା ଅଶୁଭ ବୋଲି ମାନିନିଆଯାଇଥାଏ।

ଏହା ସହିତ ଶଙ୍ଖା ଚୁଡି ସହ ଯୋଡ଼ା ଏହି ଖାସ କଥାର ବି ଆପଣ ନିଶ୍ଚୟ ଜାଣି ନେବା ଉଚିତ। କି ବିବାହିତ ମହିଳା ମାନଙ୍କୁ ମଙ୍ଗଳବାର ଏବଂ ଶନିବାର ଦିନ କେବେବି ଶଙ୍ଖା ଚୁଡି କିଣିବା ଉଚିତ ହୋଇନଥାଏ। ଏହି ଦିନ ଚୁଡି କିଣିବାରେ ଅଶୁଭ ହୁଏ ବୋଲି ମାନି ନିଆଯାଇଥାଏ। ଯଦି ଆପଣ ଏହି ଦିନ କିଣିଥିବା ଚୁଡି ପିନ୍ଧିବେ ତ ଏହାର ପ୍ରଭାବ ଆପଣଙ୍କର ସ୍ବାମୀଙ୍କର ଦୁର୍ଭାଗ୍ୟକୁ ଡାକିଥାଏ। ଏହି କଥା ଜାଣିନିଅନ୍ତୁ କି ବିବାହିତ ମହିଳା ମାନଙ୍କୁ ଶଙ୍ଖା ଚୁଡି ପିନ୍ଧିବା ଯେତେ ଜରୁରୀ ହୋଇଥାଏ ସେତିକି ହିଁ ଜରୁରୀ ହୋଇଥାଏ ଚୁଡିର ରଙ୍ଗ। କାହିଁକିନା ବନ୍ଧୁଗଣ ଆପଣ କେଉଁ ରଙ୍ଗର ଚୁଡି ପିନ୍ଧୁଛନ୍ତି ଏହାର ସିଧା ପ୍ରଭାବ ଆପଣଙ୍କ ସ୍ବାମୀଙ୍କ ଉପରେ ପଡିଥାଏ।

ଏହା ସହିତ ମନେ ରଖିବେ କି ଚୁଡି ଯଦି କେବେ ଭୁଲରେ ଭାଙ୍ଗିଯାଏ ତ ତାକୁ ସଙ୍ଗେ ସଙ୍ଗେ ହିଁ ହାତରୁ ବାହାର କରିନେବା ଉଚିତ। ଭଙ୍ଗା ଚୁଡି ପିନ୍ଧିବାରେ ସ୍ବାମୀଙ୍କର ଖରାପ ସମୟ ଆସିବାର ସଂକେତ ମିଳିଥାଏ। ଆସନ୍ତୁ ଏବେ ଜାଣିବା ଚୁଡି ଗୁଡ଼ାକର ରଙ୍ଗ କିପରି ହେବା ଉଚିତ। ଆମେ କଥା ହେବା ତ ଚୁଡି ଗୁଡାକର ରଙ୍ଗ ଆପଣ ମାନଙ୍କୁ ନାଲି ରଙ୍ଗର ଚୁଡି ପିନ୍ଧିବା ଉଚିତ ହୋଇଥାଏ। ନାଲି ରଙ୍ଗର ଚୁଡି ପିନ୍ଧିବା ଶୁଭ ବୋଲି ମାନି ନିଆଯାଇଥାଏ। ଏହା ଦ୍ୱାରା ଆପଣଙ୍କର ସ୍ୱମୀଙ୍କର ଜୀବନରେ ଶୁଭ ସମୟ ଆସିବାର ଦେଖିବାକୁ ମିଳିଥାଏ ଏବଂ ସ୍ୱମୀଙ୍କର ଲମ୍ବା ଆୟୁଷ ପାଇଁ ମଧ୍ୟ ଏହା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିଥାଏ।

ଏମିତି ତ ମହିଳା ମାନେ କୌଣସିବି ରଙ୍ଗର ଚୁଡି ପିନ୍ଧିପାରିବେ। କିନ୍ତୁ ବିବାହିତା ମହିଳାମାନଙ୍କୁ ଧଳା ଏବଂ କଳା ରଙ୍ଗର ଚୁଡି ଗୁଡା କେବେବି ପିନ୍ଧିବା ଉଚିତ ହୋଇନଥାଏ। ଧଳା ଓ କଳା ରଙ୍ଗର ଚୁଡି ବିବାହିତା ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥାଏ ଏବଂ ଏହା ବହୁତ ଖରାପ ଭାଗ୍ୟ ନେଇ ଆସିଥାଏ ଏବଂ ଏହାର ନକରାତ୍ମକତା ପ୍ରଭାବ ଆପଣଙ୍କର ସ୍ୱାମୀ ଉପରେ ପଡିଥାଏ। ଯେଉଁ ମହିଳା ଧଳା ଓ କଳା ରଙ୍ଗର ଚୁଡି ପିନ୍ଧିଥାଏ ତ ତାଙ୍କ ସ୍ବାମୀଙ୍କ ଜୀବନରେ ଦୁର୍ଭାଗ୍ୟ ବହୁତ ଜଲଦି ହିଁ ଆସିଥାଏ। ଏହା ବହୁତ ଅଧିକ ଅଶୁଭ ହୋଇଯାଇଥାଏ କି ଖରାପ ଭାଗ୍ୟ ସହ ଆପଣଙ୍କ ସ୍ୱାମୀଙ୍କୁ ବି କୌଣସି ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ। ସେଥିଲାଗି ସବୁ ନାରୀମାନେ ଏହି ସବୁ କଥାର ବିଶେଷ ଧ୍ୟାନ ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *