Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଚୁର ଧନ ବା ଟଙ୍କାପଇସା ମିଳିବାର ଥିଲେ ଭଗବାନ ଏହି ପାଞ୍ଚଟି ସ୍ବପ୍ନ ଦେଖାଇଥାନ୍ତି,ଏହା କାହାରିକୁ କୁହନ୍ତୁ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କ ମାନଙ୍କୁ ଜଣେଇବୁ ଅଚାନକ ପ୍ରଚୁର ଧନ ମିଳିବା ପୂର୍ବରୁ ଏହି ୫ ଟି ସ୍ୱପ୍ନ ଦେଖାଇଥାନ୍ତି ଏହି ସ୍ୱପ୍ନ ଦେଖୁଥିଲେ କାହାରିକୁ କୁହନ୍ତୁ ନାହିଁ।

ବନ୍ଧୁଗଣ ଏହି ୫ ଟି ସ୍ୱପ୍ନକୁ ସବୁଦିନ ପାଇଁ ଆପଣଙ୍କୁ ଗୁପ୍ତ ରଖିବା ଉଚିତ। ଏହି ୫ ଟି ସ୍ୱପ୍ନ କେବେବି କାହାରିକୁ କହିବାର ଭୁଲ କରନ୍ତୁ ନାହିଁ କାରଣ ଆପଣ ଖୁବ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଏହି ୫ ଟି ସ୍ୱପ୍ନ ସବୁଦିନ ପାଇଁ ଲୁଚାଇ ରଖିବା ଉଚିତ। ଆମେମାନେ ସର୍ବଦା ଅନେକ ପ୍ରକାରର ସ୍ୱପ୍ନ ମାନ ଦେଖିଥାଉ ସେଥି ମଧ୍ୟରୁ ଅନେକ ସ୍ୱପ୍ନ ଆମର ଜୀବନ ଆମର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ। ରାତିରେ ଆମକୁ ବିଭିନ୍ନ ପ୍ରକାରର ଭୟଭୀତ କରିବା ଭଳି ସ୍ଵପ୍ନ ଆସିଥାଏ ତ କେବେକେବେ ସୁନ୍ଦର ସୁନ୍ଦର ମନମୋହକ କଲା ଭଳି ସ୍ୱପ୍ନ ଆସିଥାଏ।

ଯାହା ଆମେ ଅନୁମାନ କରିପାରି ନଥାଉ। ଏଣୁ ସ୍ୱପ୍ନର ଦୁନିଆକୁ ଅତି ସୁନ୍ଦର ଦୁନିଆ ମାନାଯାଇଛି। ଏହି ସ୍ୱପ୍ନ ମଧ୍ୟରୁ ଏପରି ସ୍ୱପ୍ନ ଅଛି ଯାହା କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଭୁଲରେ ମଧ୍ୟ ଏହି ୫ ଟି ସ୍ୱପ୍ନକୁ କାହା ଆଗରେ ସେୟାର କରନ୍ତୁ ନାହିଁ। ନଚେତ ଆପଣଙ୍କୁ ମିଳିବାକୁଥିବା ଫଳମାନ ପାଇବେ ନାହିଁ ଆଉ କୋଟିପତି ହେବାର ସ୍ୱପ୍ନ ଆପଣଙ୍କର ଭାଙ୍ଗିଯାଇଥାଏ। ଏଣୁ କେବେବି କାହାରିକୁ ଏହି ୫ ଟି ସ୍ୱପ୍ନ ବିଷୟରେ କୁହନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ୱପ୍ନ ବିଷୟରେ ଯାହାକୁ ଗୁପ୍ତ ରଖିବା ଦରକାର।

ସ୍ୱୟଂ ଭଗବାନଙ୍କୁ ଦେଖିବା। ଅନେକ ଲୋକ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଆଉ ସେମାନେ ଏହି ସ୍ୱପ୍ନକୁ ଗୁପ୍ତ ନରଖି ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ଦେଇଥାନ୍ତି କିନ୍ତୁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ। ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ମାନ ଦେବୀ ଦେବତାଙ୍କ ସ୍ୱପ୍ନ ମାନ ସେହି ବ୍ୟକ୍ତି ମାନଙ୍କ ସ୍ୱପ୍ନରେ ଆସିଥାଏ ଯେଉଁ ମାନେ ଇଶ୍ୱରଙ୍କର ପ୍ରିୟ ହୋଇଥାନ୍ତି ଯାହାର ହୃଦୟ କୋମଳ ହୋଇଥାଏ।

ଆପଣ ଧନୀ ହେବାକୁ ଯାଉଛନ୍ତି ସେଥିପାଇଁ ଯଦି ଆପଣଙ୍କ ସ୍ୱପ୍ନରେ ଦୈବୀ ଶକ୍ତି ମାନେ ଆସନ୍ତି ତେବେ ଏହି କଥାଏ ଗୁପ୍ତ ରଖନ୍ତୁ କେବେବି କାହା ଆଗରେ ଭୁଲରେ ବି ସେୟାର କରନ୍ତୁ ନାହିଁ। ନଚେତ ଏହାର ଫଳ ଓଲଟା ପଡିପାରେ କାରଣ ଏହି ସ୍ୱପ୍ନ ଧନବାନ ବନିବାର ସୂଚକ ଦେଇଥାଏ। ଭଗବାନ ଆପଣଙ୍କ ସ୍ୱପ୍ନରେ ଏଇଥି ପାଇଁ ଆସିଥାନ୍ତି କି ସେ ଆପଣଙ୍କୁ ଖୁସିରେ ଦେଖିବା ପାଇଁ ଚାହୁଁଥାନ୍ତି। କାହିଁକିନା ଆପଣ ଜଣେ ସଚା ଓ କୋମଳ ହୃଦୟର ହୋଇଥାନ୍ତି। ଏଣୁ ସେ ଆପଣଙ୍କୁ ଅନେକ କିଛି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କୁ ଶ୍ରଦ୍ଧା କରନ୍ତୁ।

ସ୍ୱପ୍ନରେ ତୀର୍ଥ ସ୍ଥାନ ଦେଖିବା। ଯଦି ସ୍ୱପ୍ନରେ କେହି ତୀର୍ଥ ସ୍ଥାନ ଦେଖେ ତେବେ ସେ ବ୍ୟକ୍ତି ବହୁତ ଅଧିକ ସକାରାତ୍ମକ ଉର୍ଜାରେ ଘେରି ହୋଇରହିଥାଏ ତ ତାକୁ ଏହିପରି ସ୍ୱପ୍ନ ଆସିଥାଏ। ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କର ମନ କାମନା ପୂରଣ ହେବାର ସଂକେତ ଦେଇଥାଏ ଏବଂ ଆପଣ ଖୁବଶୀଘ୍ର କମ ଦିନରେ ଧନୀ ହେବାକୁ ଯାଉଛନ୍ତି।

ସ୍ୱପ୍ନରେ ହରା ଭରା କ୍ଷେତ ଘାସ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତ ବୁଝିନିଅନ୍ତୁ କି ଆପଣଙ୍କ ବ୍ୟାପାରରେ ଏବଂ ଚାକିରୀ ଉନ୍ନତି ମିଳିବାର ସଂକେତ ଦେଇଥାଏ। କେଉଁଠୁ ବି ଅନେକ ଖୁସି ଆସିବାର ସଂକେତ ମିଳିଥାଏ। ଏହିପରି ସ୍ୱପ୍ନ ମାନ ଏହା ସୂଚନା ଦେଇଥାଏ କି ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ବନୁଅଛି। ସେଥିପାଇଁ ଏହି ସ୍ୱପ୍ନ ଆପଣଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ। ନଚେତ ଏହାର ଫଳ ଓଲଟା ମିଳିପାରେ।

ଗଙ୍ଗା ନଦୀରେ ବହି ଯାଉଥିବା ପାଣି। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ଆପଣ ବହୁତ ଖୁସି ହେବା ଉଚିତ। ଏମିତି ସ୍ୱପ୍ନର ଅର୍ଥ ଆପଣଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି। ଏହି ସ୍ୱପ୍ନ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଯେଉଁ ବ୍ୟକ୍ତିଙ୍କୁ ଆସିଥାଏ ତାର ପାପର ବିନାଶ ହୋଇଥାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି।

ସ୍ୱପ୍ନରେ ମାତା ପିତାଙ୍କୁ ଦେଖିବା। ସ୍ୱପ୍ନରେ ଯଦି ଆପଣଙ୍କର ପିତା କିମ୍ବା ମାତା ଆପଣଙ୍କୁ ପାଣି ପିଆଇବାର ଦେଖନ୍ତି ତେବେ ବୁଝିଯାଅନ୍ତୁ ଆପଣ ବହୁତ ଶୀଘ୍ର ସଫଳ ହେବାକୁ ଯାଉଛନ୍ତି। ପିତା ମାତା ସ୍ୱପ୍ନ ଦେଖିବା ସାକ୍ଷତ ଭଗବାନଙ୍କୁ ଦେଖିବା ଓ ତାଙ୍କର ଆଶୀର୍ବାଦ ପାଇବାର ସଂକେତ ଅଟେ। ଏହିପରି ପରିସ୍ଥିତିରେ ଯାହାବି ସମସ୍ୟା ଥାଉ ସେ ନିଶ୍ଚୟ ସଫଳ ହେବେ।

ଉଚ୍ଚ ପର୍ବତରୁ ଝରି ଆସୁଥିବା ଝରଣା ସ୍ଵପ୍ନରେ ଦେଖନ୍ତି ତେବେ ଆପଣ ନିଶ୍ଚୟ ଧନୀ ହେବାକୁ ଯାଉଛନ୍ତି। ଯାହାକି ଏହି ସ୍ୱପ୍ନ ମାନ କିଛି ଖାସ ଲୋକମାନଙ୍କୁ ହିଁ ଦେଖାଯାଇଥାଏ। ଏହା ସହିତ ଯଦି କାହାରି ସ୍ୱପ୍ନରେ ମା ଲକ୍ଷ୍ମୀ ଆସିଯାନ୍ତି ତେବେ ଆପଣ ଗୁପ୍ତ ରଖନ୍ତୁ କାହିଁକିନା ଏବେ ଆପଣଙ୍କର ଖରାପ ଦିନ ସରିବାକୁ ଯାଉଛି ଏବଂ ଆପଣ କଦବେବି ଜଣେ ଧନବାନ ବ୍ୟକ୍ତି ହୋଇଯିବେ। ଧ୍ୟାନ ରଖିବେ କି ଏହି ଗୁପ୍ତ ସ୍ୱପ୍ନ କଥା କେବେବି କାହାରିକୁ କହିବେ ନାହିଁ। ଆପଣଙ୍କର ମଙ୍ଗଳ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *