Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ସ୍ତ୍ରୀକୁ ଚିହିଁବେ କେମିତି ? ସ୍ୱୟଂ ମା ଲକ୍ଷ୍ମୀ ୟାକୁ ନେଇ କରିଛନ୍ତି ବର୍ଣନା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭାଗ୍ୟଶାଳୀ ସ୍ତ୍ରୀରର ଶରୀରରେ ଏହି ଲକ୍ଷଣ ଦେଖାଯାଏ ସେ ସାକ୍ଷତ ମା ଲକ୍ଷ୍ମୀଙ୍କର ରୂପ ହୋଇଥାଏ

କୌଣସି ଘରର ଖୁସି ମୁଖ୍ୟତଃ ସେହି ଘରର ମହିଳା ମାନଙ୍କ ଉପରେ ନିର୍ଭର କରିଥାଏ। ମହିଳା ଘରର ଖୁସି ହୋଇଥାନ୍ତି ଆଉ ତାଙ୍କ ବିନା କୌଣସି ଘର ଘର ହୋଇ ରହେନାହିଁ। ମହିଳା ମାନଙ୍କ ଯୋଗୁ ଘରର ସୁଖ ଏବଂ ସୌନ୍ଦର୍ଯ୍ୟ ବଢିଥାଏ। ବିବାହ ଏମିତି ଏକ ବନ୍ଧନ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ସାତ ଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି। ବିବାହ ପୂର୍ବରୁ ପ୍ରଥମେ ସ୍ତ୍ରୀ ଏବଂ ପୁରୁଷଙ୍କ ମନରେ ନିଜ ଜୀବନସାଥୀଙ୍କୁ ନେଇ କେତେ ଗୁଡିଏ କଳ୍ପନା ଏବଂ ଆବେଗ ରହିଥାଏ

ଯେବେ ମହିଳା ନିଜ ଜୀବନସାଥୀର କଳ୍ପନା କରିଥାଏ ତ ତା ମନରେ ସ୍ୱାମୀ ରୂପରେ ଏକ ଏମିତି ସାଥୀର କଳ୍ପନା କରିଥାଏ ଯିଏ ତାର ଧ୍ୟାନ ରଖିବ ତାର ସମ୍ମାନ କରିବ ଏବଂ ତାକୁ ସୁରକ୍ଷିତ ଜୀବନ ଦେବ। ଯଦି କୌଣସି ପୁରୁଷ ବିବାହ ପୂର୍ବରୁ ସ୍ତ୍ରୀକୁ ନେଇ ଏମିତି କଳ୍ପନା କରେ ବା ଏମିତି ସ୍ତ୍ରୀର କାମନା କରିଥାଏ ଯିଏ ତାଙ୍କ ଘରକୁ ସୁଖ ଶାନ୍ତି ଏବଂ ସମୃଦ୍ଧିରେ ଭରିଦେବ। ସେ ଘରକୁ ଆସିଲେ ଘରର ସୌନ୍ଦର୍ଯ୍ୟର ଚାର ଚାନ୍ଦ ଯେମିତି ଲାଗିଯିବ। ଭଲ ଗୁଣି ଏବଂ ସଦାଚାରି ଚରିତ୍ରବାନ ଏବଂ ପତିବ୍ରତା ହେଉ। ବଡ଼ ମାନଙ୍କର ମାନ ସମ୍ମାନ କରୁଥିବ ଏବଂ ଛୋଟ ମାନଙ୍କୁ ପ୍ରେମ କରିଥିବ କିନ୍ତୁ ବିବାହ ପୂର୍ବରୁ ତ ଆମେ କାହାରି ସ୍ଵଭାବ ଜାଣି ପାରିନଥାଉ।

ତ ଏହା କେମିତି ଜାଣିହେବ ଯେ କୌଣସି ଝିଅ ଗୁଣବାନ ଭାଗ୍ୟଶାଳୀ ହୋଇଥିବ। ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳାଙ୍କ ଶରୀରରେ କିଛି ଅଙ୍ଗର ବିଷୟରେ କୁହାଯାଇଛି ଯେଉଁଥିରେ ଆମେ ଜାଣିପାରିବା ଯେ ସେ ମହିଳାର ସ୍ଵଭାବ କେମିତି ହୋଇଥିବ ତାର ଭାଗ୍ୟ ଏବଂ ଚରିତ୍ର କେମିତି ହୋଇଥିବ। ତ ଆସନ୍ତୁ ଆଜି ଜାଣିବା। ସମୁଦ୍ର ଶାସ୍ତ୍ରରେ ମହିଳା ମାନଙ୍କର ଏମିତି କେଉଁ ଅଙ୍ଗ ବିଷୟରେ କୁହାଯାଇଛି ଯେଉଁଥିରେ ଜଣା ପଡିଥାଏ କି ସେ ମହିଳା ଭାଗ୍ୟଶାଳୀ ହୋଇଥିବ। ଆଉ ପରିବାର ପାଇଁ ମଙ୍ଗଳକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ଲମ୍ବା କେଶ। ଯେଉଁ ମହିଳାଙ୍କ କେଶ ଲମ୍ବା କଳା ଗହଳିଆ ସିଧା ହୋଇଥିବ ଏବଂ ଚମକଦାର ହୋଇଥିବ ଏମିତି ମହିଳା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଆପଣ ଅନେକ ଥର ମା ଲକ୍ଷ୍ମୀଙ୍କ ଚିତ୍ର ଏବଂ ମୂର୍ତିରେ ଦେଖିଥିବେ ତାଙ୍କର କେଶ ଲମ୍ବା କଳା ଗହଳିଆ ହୋଇଥାଏ। କଳା ଲମ୍ବା ଏବଂ ଗହଳିଆ କେଶ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟର ପ୍ରତୀକ ଅଟେ। ଏଥିପାଇଁ ଯେଉଁ ମହିଳାଙ୍କ କେଶ ଲମ୍ବା କଳା ଗହଳିଆ ସିଧା ହୋଇଥିବ ଏବଂ ଚମକଦାର ହୋଇଥିବ ସେମାନଙ୍କୁ ଜୀବନରେ ସୁଖ ଏବଂ ଐଶ୍ଵର୍ଯ୍ୟର ପ୍ରାପ୍ତି ହୋଇଥାଏ। ଏମିତି ମହିଳାଙ୍କୁ ବିବାହ କରିବା ପୁରୁଷ ଜୀବନରେ ସର୍ବଦା ଉନ୍ନତି କରିଥାନ୍ତି।

ଦ୍ୱିତୀୟ କଥା। ଯେଉଁ ମହିଳାଙ୍କ ଗୋଲ ଚେହେରା ବଡ଼ ବଡ଼ ଆଖି ଥିବା ମହିଳାଙ୍କୁ ଅତ୍ୟନ୍ତ ଦୟାଳୁ ସ୍ୱାଭାବର ହୋଇଥାନ୍ତି। ଏମିତି ମହିଳା ନିଜ ସ୍ୱାମୀଙ୍କ ପ୍ରତି ବିଶ୍ୱାସୀ ହୋଇଥାନ୍ତି। ଏହା ସହିତ ଏହି ମହିଳାମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ କେବେବି କ୍ଳେଶର ବାତାବରଣ ଆସିନଥାଏ ଏବଂ ଏମାନଙ୍କର ଆଗମନରେ ପରିବାରର ଭାଗ୍ୟ ବି ଚମକି ଯାଇଥାଏ।

ତୃତୀୟ କଥା। ଯେଉଁ ମହିଳା ମାନଙ୍କର ମଥା ଚଉଡା ହୋଇଥାଏ ମୁହଁରେ ଚମକ ଆସିଥାଏ ଏମିତି ମହିଳା ଉତ୍ତମ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ପରିବାରର ମଙ୍ଗଳକାରୀ ହୋଇଥାନ୍ତି।

ଚତୁର୍ଥ କଥା। ଯେଉଁ ମହିଳା ମାନଙ୍କର ନାକର ଅଗ୍ର ଭାଗରେ ତିଳ ହୋଇଥାଏ ଏମିତି ମହିଳା ମାନେ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସୁଖ ସମୃଦ୍ଧିରେ ଭରପୁର ଜୀବନ ବ୍ୟତୀତ କରିଥାନ୍ତି। ଏହି ମହିଳାଙ୍କ ଯୋଗୁ ତାଙ୍କର ଦୁଇ କୂଳ ମଧ୍ୟରେ ସୁଖ ସମୃଦ୍ଧି ଆସିଥାଏ।

ପଞ୍ଚମ କଥା। ଯେଉଁ ମହିଳା ମାନଙ୍କର ଦାନ୍ତ ଧଳା ହୋଇଥାଏ ଏବଂ ଏକା ସାଇଜର ହୋଇଥାଏ ଏବଂ ଦାନ୍ତ ମଝିରେ ଗ୍ୟାପ ହୋଇଥାଏ ଜିଭ ପତଳା ହୋଇଥାଏ ଲାଲ ଏବଂ ଗୋଲାପୀ ରଙ୍ଗର ହୋଇଥାଏ ଓଠ ହାଲକା ଗୋଲାପୀ ହୋଇଥାଏ ଏବଂ ଓଠ ଉପରେ ତିଳ ହୋଇଥାଏ ତ ଏମିତି ମହିଳା ମାନଙ୍କୁ ଭାଗ୍ୟଶାଳୀ ମାନାଯାଇଛି। ଏମିତି ମହିଳା ପରିବାର ପାଇଁ ମଙ୍ଗଳକାରୀ ଏବଂ ଭାଗ୍ୟଶାଳୀ ମାନାଯାଇଛି।

ଷଷ୍ଠ କଥା। ଯେଉଁ ମହିଳା ମାନଙ୍କ ଗୋଳା ପତଳା ଏବଂ ଲମ୍ବା ହୋଇଥାଏ ଏମିତି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କୁ ବିବାହ କରୁଥିବା ପୁରୁଷ ନିଜର ବ୍ୟାପାର ଏବଂ ଚାକିରୀରେ ସର୍ବଦା ଉନ୍ନତି କରିଥାନ୍ତି। କୌଣସି କାମରେ ଅସଫଳତା ମିଳିନଥାଏ।

ସପ୍ତମ କଥା। ଯେଉଁ ମହିଳା ମାନଙ୍କର କାନ୍ଧ ଆଗ ଆଡ଼କୁ ନଇଁ ପଡିଥାଏ ହାତ ଚିକ୍ଣ ଏବଂ ଗୋଲାପୀ ଏବଂ ମାଂସ ଭରା ହୋଇଥାଏ ହାତରେ ଶଙ୍ଖ ଚକ୍ର ଯେମିତି କୌଣସି ଶୁଭ ଚିହ୍ନ ହୋଇଥାଏ ଆଙ୍ଗୁଳି ଲମ୍ବା ଏବଂ ସୁନ୍ଦର ହୋଇଥାଏ ଏମିତି ମହିଳାଙ୍କ ହାତରେ ହିଁ ସେମାନଙ୍କ ସୌଭାଗ୍ୟ ଚମକିଥାଏ। ଏପରି ମହିଳା ଧନକୁ ଦେଖି ଚାହିଁ ଖର୍ଚ୍ଚ କରିଥାନ୍ତି। ଧନର ସଞ୍ଚୟ କରିଥାନ୍ତି ଏବଂ ସ୍ୱାମୀଙ୍କର ସମସ୍ତ ପରିସ୍ଥିତିର ସାଥ ଦେଇଥାନ୍ତି।

ଅଷ୍ଟମ କଥା। ଯେଉଁ ମହିଳା ମାନଙ୍କର ପାଦ ଲମ୍ବା ହୋଇଥାଏ ଯେଉଁମାନଙ୍କର ପାଦ ମାଂସାସି ହୋଇଥାଏ ପାଦ ତଳ ସଫା ଏବଂ ଚିକ୍ଣ ସୁନ୍ଦର ହୋଇଥାଏ ପାଦର ଆଙ୍ଗୁଳି ପାଖକୁ ପାଖକୁ ଭିଡ଼ିକି ହୋଇଥାଏ, ଗୋଇଁଠି ଗୋଲ ଚିକ୍ଣ ଏବଂ ନରମ ହୋଇଥାଏ ଏମିତି ମହିଳା ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। କାରଣ ପୁରାଣ ଅନୁସାରେ ଏମିତି ପାଦ ମା ଲକ୍ଷ୍ମୀଙ୍କର ହୋଇଥାଏ ବୋଲି ମାନାଯାଏ।

ନବମ କଥା। ଯେଉଁ ମହିଳା ମାନଙ୍କର ନାଭି ଗୋଲ ଗମ୍ଭୀର ତଥା ବଡ଼ ହୋଇଥାଏ ଏବଂ ନାଭିର ଆଖପାଖରେ ତିଳ ହୋଇଥାଏ ଏମିତି ମହିଳା ସୌଭାଗ୍ୟବତୀ ମାନାଯାଏ। ଏମାନଙ୍କ ସୌଭାଗ୍ୟରେ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ ଏବଂ ପରିବାରର ଭାଗ୍ୟ ଉଦୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *