Excuse Me Odisha

ଯାହା କହିବୁ ସତ କହିବୁ

ଓଁ କହି ମନ୍ଦିରରୁ ନେଇ ଆସନ୍ତୁ ଏହି ଜିନିଷ,ଏତେ ଟଙ୍କା ପଇସା ଆସିବ ଯେ ଅଭାବ କଣ ଭୁଲି ଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଓଁ କହି ମନ୍ଦିରରୁ ନେଇ ଆସନ୍ତୁ ଏହି ଜିନିଷ ଏତେ ଟଙ୍କା ପଇସା ଆସିବ ଯେ ଅଭାବ କଣ ଭୁଲି ଯିବେ

ବନ୍ଧୁଗଣ ଓଁ ଉଚାରଣ କରି ଏହି ଜିନିଷକୁ ପାଖରେ ରଖିଦିଅନ୍ତୁ କିମ୍ବା ପର୍ସରେ କିମ୍ବା ଦୁକାନ ଅଫିସରେ ଯେଉଁଠି ଟଙ୍କା ରଖୁଥିବେ ସେହି ସ୍ଥାନରେ ରଖିଦିଅନ୍ତୁ। ଆପଣଙ୍କର ଭାଗ୍ୟ ବଦଳିଯିବ। ଦିନକୁ ଦିନ ଉନ୍ନତି କରିବାକୁ ଲାଗିବେ। ୫୦୦ ରୋଜଗାର କରିଥିବା ଲୋକ ୫୦ ହଜାର ରୋଜଗାର କରିବ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଏପରି ଏକ ବସ୍ତୁ ବିଷୟରେ ଜଣାଇବୁ ଯାହାକି ସମସ୍ତ ମନ୍ଦିରରେ ଅତି ସହଜରେ ମିଳିଥାଏ ଏବଂ ତାହାକୁ ଓଁ ଉଚାରଣ କରି ମନ୍ଦିରରୁ ନେଇ ଆସନ୍ତୁ। ଆପଣ ବିଶ୍ୱାସ କରି ପାରିବେ ନାହିଁ କି ଆପଣ କେତେଯେ ଉନ୍ନତି କରିବେ।

ପ୍ରଥମ କଥାଟି ହେଉଛି। ଭଗବାନ ଶିବ ମନ୍ଦିର ହେଉ ଅବା ଭଗବାନ ହନୁମାନଙ୍କ ମନ୍ଦିର ହେଉ କିମ୍ବା ମାତାଙ୍କର କୌଣସି ମନ୍ଦିର ହେଉ ସମସ୍ତ ସ୍ଥାନରେ ବେଲ ପତ୍ର ଚଢାଯାଇଥାଏ। ଏହି ବେଲ ପତ୍ରରେ ସେହି ଦେବତାଙ୍କର ଆଶୀର୍ବାଦ ସମାହିତ ରହିଥାଏ। ଏହା ଯେଉଁ ଦେବତାଙ୍କ ଉପରେ ଚଢା ଯାଇଥାଏ ଯେପରି କି ଭଗବାନ ଶିବଙ୍କ ମନ୍ଦିରରେ ଚଢା ହୋଇଥିଲେ ଭଗବାନ ଶିବଙ୍କର ଆଶୀର୍ବାଦ ରହିଥାଏ। ମାତାଙ୍କର ମନ୍ଦିରରେ ଚଢା ଯାଇଥିଲେ ମାଙ୍କ ଆଶୀର୍ବାଦ ରହିଥାଏ ଏବଂ ହନୁମାନଙ୍କ ମନ୍ଦିରରେ ଚଢା ଯାଇଥିଲେ ହନୁମାନଙ୍କ ଆଶୀର୍ବାଦ ରହିଥାଏ।

ଏଣୁ ଏହି ପତ୍ର ଗୁଡ଼ିକ ସବୁ ଆମ ମାନଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ହୋଇଥାଏ। ଓଁ ହେଉଛି ବୀଜ ମନ୍ତ୍ର ଏବଂ ବିନା ବୀଜରେ ଅଙ୍କୁର ସୃଷ୍ଟି ହେବା ଅସମ୍ଭବ ହୋଇଥାଏ। ଯଦି ଏହି ବେଲ ପତ୍ର କୌଣସି ମନ୍ଦିରରେ ଚଢା ହୋଇଥାଏ ସେହି ମନ୍ଦିରରୁ ଏହି ବେଲ ପତ୍ର ଆଣିବା ସମୟରେ ଓଁ ବୀଜ ମନ୍ତ୍ରକୁ ୫ ଥର ଉଚାରଣ କରି ଆଣନ୍ତି ତେବେ ଏହା ଜଳ ପରେ ଥିଲେ ସେଥିରେ ଜୀବନ ସଂଚାର ହୋଇଥାଏ। ଜଳ ଏହା ଚେତନ ସଦୃଶ ହୋଇଯାଏ। ଏଣୁ ଏହିପରି ବେଲ ପତ୍ରକୁ ଆଣି ଆପଣଙ୍କର ଧନ ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଅବା ଅଫିସ କିମ୍ବା ଦୁକାନ ବ୍ୟବସାୟରେ ରଖିଦିଅନ୍ତୁ ଅବା ନିଜ ପକେଟ କିମ୍ବା ପର୍ସରେ ରଖିଦିଅନ୍ତୁ। ତେବେ ଏହା ଦ୍ବାରା ଆପଣଙ୍କର ବହୁ ମାତ୍ରାରେ ଆର୍ଥିକ ଉନ୍ନତି ହୋଇଥାଏ।

ଦ୍ୱିତୀୟ କଥା। ଫୁଲ। ଆମେ ମାନେ ଯେଉଁ ଫୁଲ ମାଙ୍କ ଚରଣରେ ଚାଢ଼ାଇ ଥାଉ ଅବା ଭଗବାନ ଶିବ କିମ୍ବା ଭଗବାନ ହନୁମାନ ଲକ୍ଷ୍ମୀନାରାୟଣ ଅବା ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଚଢାଇ ଥାଉ ସେହିସବୁ ଫୁଲ ଭଗବାନଙ୍କ ଚରଣରେ ଚଢ଼ିବା ପରେ ହିଁ ପବିତ୍ର ଓ ଦିବ୍ୟଗୁଣ ବିଶିଷ୍ଟ ହୋଇଯାଇଥାଏ। ଏଣୁ ତାହା ଅରଖ ଫୁଲ ହେଉ ଅବା କନିୟର ଫୁଲ ହେଉ ଅବା ମନ୍ଦାର ଫୁଲ ହେଉ ଏହିସବୁ ଫୁଲ କୌଣସି ଦେବୀ ଦେବତାଙ୍କୁ ଅର୍ପଣ କରା ହୋଇଥିଲେ ସେହି ଅର୍ପିତ ଫୁଲକୁ ଓଁ ବୀଜ ମନ୍ତ୍ରକୁ ୫ ଥର ଉଚାରଣ କରି ନେଇ ଆସନ୍ତୁ ତାହାକୁ ଆଣି ଆପଣଙ୍କ ପାଖରେ ରଖନ୍ତୁ ଅବା ପର୍ସରେ ରଖିଦିଅନ୍ତୁ।

ତେବେ ଆପଣ ଯୁଆଡେ ବି ଯାଆନ୍ତୁ ନାଁ କାହିଁକି ସେଠି ଉନ୍ନତି ହିଁ କରିବେ। କାହିଁକିନା ସେହି ଦେବୀ ଦେବତାଙ୍କର ଅସୀମ କୃପା ଓ ସେହି ଦେବୀ ଦେବତାଙ୍କର ଉର୍ଜା ଶକ୍ତି ସେଥିରେ ସମାହିତ ରହିଥାଏ ଏଣୁ ସେହି ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏଣୁ ଓଁ ଏହି ମନ୍ତ୍ରକୁ ନିଶ୍ଚୟ ୫ ଥର ଉଚାରଣ କରି ଆଣନ୍ତୁ। କାରଣ ଓଁ ଏପରି ଏକ ବୀଜ ମନ୍ତ୍ର ଯାହାକି ସମସ୍ତ ମନ୍ତ୍ର ପୂର୍ବରୁ ରହିଥାଏ। ଓଁ ବିନା ସମସ୍ତ ମନ୍ତ୍ର ଅସମ୍ପୂର୍ଣ୍ଣ ହୋଇଥାଏ। ସେହି ମନ୍ତ୍ରର କିଛି ମହତ୍ୱ ରହିଥାଏ। ଓଁ ମନ୍ତ୍ର ଏକ ବୀଜ ମନ୍ତ୍ର ହୋଇଥାଏ। ବିନା ବୀଜରେ ଅଙ୍କୁର ସମ୍ଭବ ନୁହେଁ।

ତୃତୀୟ କଥା। ଆପଣ କୌଣସି ବି ମନ୍ଦିରକୁ ଯାଆନ୍ତୁ ସେଠି ଧୂପ ଜଳିଥାଏ। ଚାଉଳ ଚଢା ଯାଇଥାଏ କିମ୍ବା ଚୁନେରୀ କିମ୍ବା ବସ୍ତ୍ର କିମ୍ବା ବାନା ଚଢା ଯାଇଥାଏ। ଏହିସବୁ ଚଢା ଯାଇଥିବା ଦ୍ରବ୍ୟ ମଧ୍ୟରେ ସେହି ଦେବୀ ଦେବତାଙ୍କର କୃପା ଲୁଚି ରହିଥାଏ। ଯାହାକି ଆମ ମାନଙ୍କର ଦାରିଦ୍ର୍ୟତା ହରଣ କରିବାର ଶକ୍ତି ଭରି ରହିଥାଏ। ଏଣୁ ଏହିସବୁ ଦ୍ରବ୍ୟ ମଧ୍ୟରୁ ବସ୍ତ୍ର ହେଉ ଚନେରୀ ହେଉ ଚାଉଳ ହେଉ ଅବା କିଛି ନମିଳିଲେ ସେହି ମନ୍ଦିରରେ ଜଳୁଥିବା ଧୂପ କାଠିର ପାଉଁଶ ହେଉ ଯାହାକୁ କି ବିଭୁତି ବୋଲି କହିଥାନ୍ତି

ସେଥିରୁ ଚିମୁଟାଏ ହେଉ ମଧ୍ୟ ଓଁ ବୀଜ ମନ୍ତ୍ରକୁ ୫ ଥର ଉଚାରଣ କରି ନେଇ ଆସନ୍ତୁ ଏବଂ ଏହାକୁ ପଇସା ଡ୍ରରେ ହେଉ ଅବା ଅଫିସ ଦୁକାନ ଯେକୌଣସି ସ୍ଥାନରର ରଖିଦିଅନ୍ତୁ ଅବା ଛିଞ୍ଚି ଦିଅନ୍ତୁ। ତେବେ ଏହା ଦ୍ୱାରା ଆପଣଙ୍କର ଦରିଦ୍ରତା ନାଶ ହୋଇଥାଏ। କାରଣ ଏହା ଭଗବାନଙ୍କର ଦିବ୍ୟ ପ୍ରସାଦ ହୋଇଥାଏ। ଏହା ଭିତରେ ଦୁଃଖ କଷ୍ଟ ଦାରିଦ୍ର୍ୟତାକୁ ହରଣ କରିବାର ଶକ୍ତି ବା କ୍ଷମତା ରହିଥାଏ। ଏମିତି କରନ୍ତୁ ଦେଖିବେ ଆପଣ କେତେ ଶୀଘ୍ର ଉନ୍ନତି କରିବାକୁ ଲାଗୁଛନ୍ତି। ୫୦୦ ରୋଜଗାର କରୁଥିବା ଲୋକେ ୫ ହଜାର ରୋଜଗାର କରିପାରିବେ। ଏହା ଆମର ଦରିଦ୍ରତା ଦୂର କରି ଉନ୍ନତି କରିଥାଏ। ଜୀବନରେ ଥିବା ଅଂଦ୍ଧକାର ଦୂର କରିଥାଏ। ଏଥିରେ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *