Excuse Me Odisha

ଯାହା କହିବୁ ସତ କହିବୁ

ଲୁଚେଇକି ୨ ଟି କଳା ମରିଚ ଏହିଠାରେ ପୋତି ଦିଅନ୍ତୁ,ଘରେ ପଇସାର ବର୍ଷା ହେବ,ସବୁ ସମସ୍ୟା ୨୪ ଘଣ୍ଟାରେ ଦୂର ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଲୁଚେଇକି ୨ ଟି କଳା ମରିଚ ଏହିଠାରେ ପୋତି ଦିଅନ୍ତୁ ଘରେ ପଇସାର ବର୍ଷା ହେବ। ସବୁ ସମସ୍ୟା ୨୪ ଘଣ୍ଟାରେ ଦୂର ହେବ।

ବନ୍ଧୁଗଣ ଆମ ଘରେ ଏମିତି ବହୁତ ଜିନିଷ ଅଛି ଯାହାକି କେତେ ଗ୍ରହର ପ୍ରତିନିଧିତ୍ୱ କରିଥାଏ। ଯାହାର ପ୍ରୟୋଗ କରିବା ଦ୍ୱାରା ସବୁ ଗ୍ରହ ଆପଣଙ୍କ କୁଣ୍ଡଳୀରେ ଯାହା ଥାଏ ତାହା ମଜବୁତ ହୋଇଥାଏ ଏବଂ ଯେତେବେଳେ ସବୁ ଗ୍ରହ ମଜବୁତ ହୋଇଥାଏ ଆପଣ ଯାହା ଚାହାଁନ୍ତି ଜୀବନରେ ତାହା ପାଇଥାନ୍ତି। ବନ୍ଧୁଗଣ ଏମିତି ହିଁ ଗୋଟେ ଜିନିଷ ଯାହା ଆପଣଙ୍କ ରୋଷେଇ ଘରେ ସହଜରେ ମିଳିଯାଏ ଯାହାକି କଳା ମରିଚ କୁହାଯାଏ। ଏହା ସେମିତିରେ ବି ବହୁତ ଉପଯୋଗୀ ଅଟେ। ଆୟୁର୍ବେଦ ଉପାୟରେ ଏହାକୁ ବ୍ୟବହାର କରାଯାଏ। ଏହା ବ୍ୟତୀତ ଏହାକୁ ତନ୍ତ୍ର ମନ୍ତ୍ର ଯନ୍ତ୍ର ଜ୍ୟୋତିଷ ଶାସ୍ତ୍ରରେ ବହୁତ ଉପଯୋଗ କରାଯାଏ। ଆଜି ଆମେ ଏହାର କିଛି ଖାସ ଉପାୟ ବିଷୟରେ ଜାଣିବା।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ଘର ଉପରେ କାହାର ଖରାପ ନଜର ରହିଛି ବା ଯାଦୁ ହୋଇଛି କିମ୍ବା ନେଗେଟିଭ ଏନର୍ଜୀ ହୋଇଛି ଘର ଖାଲି ଖାଲି ଲାଗୁଛି ଅଯଥାରେ କଳି ଲାଗୁଛି ତେବେ ଆପଣ ଭାବିନିଅନ୍ତୁ କି ଆପଣଙ୍କ ଘରେ କେଉଁ ନେଗେଟିଭ ଏନର୍ଜୀ ରହିଛି ତେବେ କାହାର ଯାଦୁ ହୋଇଛି। ଏଥିପାଇଁ ଆପଣ କଣ କରିବେ। ଆପଣ ନିଜ ମୁଖ୍ୟ ଦ୍ୱାର ଆଗରେ ଷ୍ଟିଲ ବା ପିତଳ ପାତ୍ରରେ ୪ ଟି କଳା ମରିଚ ଦାନା ରଖିଦିଅନ୍ତୁ

ଯେତେବେଳେ କିଏ ପ୍ରବେଶ କରିବ ନେଗେଟିଭ ଏନର୍ଜୀକୁ କଳା ମରିଚ ଅବଶୋସିତ କରିନେବ ଏବଂ ତା ପର ଦିନ ଏହି ଦାନାକୁ ନେଇକି ଜଳରେ ପ୍ରଭାହିତ କରିଦିଅନ୍ତୁ କିମ୍ବା ଗଛ ତଳେ ରଖିଦିଅନ୍ତୁ। ଏହି ଉପାୟ ସେତେ ଦିନ ପର୍ଯ୍ୟନ୍ତ କରନ୍ତୁ ଯେବେ ଯାଏଁ ଆପଣଙ୍କୁ ଲାଗୁଥିବ କି ନେଗେଟିଭ ଏନର୍ଜୀ ରହିଥିବ କଳା ମରିଚ ଶୁକ୍ର ଏବଂ ଚନ୍ଦ୍ରମାଙ୍କ ପ୍ରତିନିଧିତ୍ୱ କରିଥାଏ। ଚନ୍ଦ୍ରରେ ସୀତା ସମ୍ବଦ୍ଧ ଆପଣଙ୍କ ମନ ସହ ଥାଏ। ଯାହା କୁଣ୍ଡଳୀରେ ଚନ୍ଦ୍ରମା ମଜବୁତ ଥାଏ ତାର ମନ ମଜବୁତ ଥାଏ।

ଯେଉଁ ବ୍ୟକ୍ତିର ମନ ମଜବୁତ ଥାଏ ତାକୁ ସଫଳତା ପ୍ରାପ୍ତ କରିବାରେ କେହି ରୋକିପାରିବେ ନାହିଁ। ଶୁକ୍ର ଭୋଗ ବିଳାସର ସମ୍ବଦ୍ଧ ରଖିଥାନ୍ତି। ଯେବେ ଆପଣଙ୍କ କୁଣ୍ଡଳୀରେ ଶୁକ୍ର ମଜବୁତ ଥାଏ ଆପଣଙ୍କ ଜୀବନରେ ଘର ଗାଡି ଆଦି ଭୋଗ ବିଳାସ ଜିନିଷ ମିଳିଥାଏ। ଯଦି ଆପଣ ଏହିସବୁ ଜିନିଷର ଆନନ୍ଦ ନେବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଘରୁ କୌଣସି କାମ ପାଇଁ ବାହାରିଲେ ପାଟିରେ କୌଣସି ୨ ଟି କଳା ମରିଚ ଚୋବେଇକି ଯାଆନ୍ତୁ ଏବଂ ଓମ ଶୁକ୍ରାୟ ନମଃ ଜପ ମନ୍ତ୍ର ଜପ କରି ଯାଆନ୍ତୁ। ଅଳ୍ପ କଳା ମରିଚ ଗୋଟିଏ ଦୀପରେ ପକେଇକି ଜାଳନ୍ତୁ ଏବଂ ଘରେ କୌଣସି କୋଣରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଖରାପ ନଜର ନକରାତ୍ମକତା ଦୂର ହୋଇଥାଏ।

ଶନିଦୋଷ ଦୂର କରିବା ପାଇଁ ଗୋଟେ କଳା କପଡ଼ାରେ କିଛି କଳା ମରିଚ ଏବଂ ଟଙ୍କା ବାନ୍ଧି କରି ଦାନ କରନ୍ତୁ।ଏହା ଦ୍ବାରା ଶନିଦୋଷ ଦୂର ହୋଇଥାଏ।

ଧନ ପ୍ରାପ୍ତି ପାଇଁ ୫ ଟି କଳା ମରିଚ ନିଅନ୍ତୁ ନିଜ ମୁଣ୍ଡ ଉପର ଦେଇ ୭ ଥର ବୁଲାଇ ଏହାକୁ କୌଣସି ଚାରି ଛକିକୁ ଯାଇ ଚାରି ଦିଗକୁ ୪ ଟି ପକାନ୍ତୁ ଏବଂ ଏବଂ ପଞ୍ଚମଟି ଆକାଶକୁ ପକାନ୍ତୁ। ଏହାପରେ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏହା ଦ୍ବାରା ଧନ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *