Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଯେଉଁଠି ମିଳିଯାଉଛି ଏହି ଫୁଲ,ତୋଳି ଆଣନ୍ତୁ,୨୪ ଘଣ୍ଟାରେ ଯାହା କହିବେ ତାହା ସତ ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଯେଉଁଠି ମିଳିଯାଉଛି ଏହି ଫୁଲ ତୋଳି ଆଣନ୍ତୁ। ୨୪ ଘଣ୍ଟାରେ ଯାହା କହିବେ ତାହା ସତ ହେବ।

ବନ୍ଧୁଗଣ ଯେତେବେଳେ ସମସ୍ୟା ବଢିଯାଏ ସେତେବେଳେ ଆମର ଆଖପାଖରେ ଏମିତି ବହୁତ ସାରା ଗଛ ଲତା ଅଛି ଯାହାର ତାନ୍ତ୍ରିକ କ୍ରିୟାରେ ଅବା ତୁଟକାରେ ପ୍ରୟୋଗ କରାଯାଏ କିନ୍ତୁ ଆଜି ଯେଉଁ ଗଛ ବିଷୟରେ ଜଣେଇବୁ ଏହି ଗଛ ମନସ୍କାମନା ପୂରଣ କରିବା ଗଛ। ଏହି ଗଛକୁ ସାକ୍ଷତ ଭଗବାନ ଗଣେଶଙ୍କର ସ୍ୱରୂପ କିମ୍ବା ଏମିତି ବୁଝିନିଅନ୍ତୁ କି ଭଗବାନ ଶିବଙ୍କର ବିଶେଷ ପ୍ରିୟ ଗଛ ଅଟେ।

ଅରଖ ଫୁଲ। ଏହି ଗଛର ପତ୍ର ଏହି ଗଛର ଫୁଲ ଏମିତିକି ଏହି ଗଛର କ୍ଷୀରରୁ ମଧ୍ୟ ବସିକରଣ କରାଯାଏ। ଆଜି ଆମେ ଆପଣଙ୍କୁ ୩ଟି ଉପାୟ ଜଣେଇବୁ ଯାହା ଦ୍ୱାରା ଆପଣ ଶତ୍ରୁ ଉପରେ ଏହି ଉପାୟ ପ୍ରୟୋଗ କରିପାରିବେ ଯେଉଁଥି ପାଇଁ ଶତ୍ରୁ ଶାନ୍ତ ହୋଇପାରିବ ଏବଂ ଶତ୍ରୁ ବସିକରଣ ହୋଇଯିବେ। ପ୍ରେମୀ ପ୍ରେମିକା ଲଭ ରିଲେସନ୍ସିପରେ କିମ୍ବା ବୈବାହିକ ଜୀବନରେ ସମସ୍ୟା ଥିବ ତ ସେଥିରେ ବି ମଧ୍ୟ ଏହା ଦ୍ବାରା ବସିକରଣ କରିପାରିବେ। ସମ୍ପୂର୍ଣ୍ଣ ଭାବେ ସ୍ୱାତିକ ଅଟେ। ଏହା ଦ୍ବାରା କାହାରି ଅସୁବିଧା ହେବ ନାହିଁ ଏବଂ ତୃତୀୟରେ ଯଦି ଚାକିରୀ ବ୍ୟାପାରେ କୌଣସି ଅସୁବିଧା ଅଛି ତ ସେଥିରେ ବି ମଧ୍ୟ ବସିକରଣ କରିପାରିବେ।

ଏହି ଅରଖ ଗଛର ପତ୍ରରେ ବସିକରଣ କରିବା ବହୁତ ସହଜ ଅଟେ। ଏହି ଅରଖ କେବଳ ଧଳା ରଙ୍ଗର ହୋଇଥିବା ଦରକାର। ଏହା ବହୁତ ଶୀଘ୍ର ଲାଭ ଦେଇଥାଏ। ପ୍ରଥମେ ଏହି ଗଛକୁ ନିମନ୍ତ୍ରଣ କରିବେ। ଆପଣ ଗୋଟେ ଗୁଆ ଗୋଟେ ପଇସା ଏବଂ ଅଳ୍ପ ଜଳ ନେଇକି ଯାଆନ୍ତୁ ଏବଂ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ଏହା ପରେ ଯେଉଁ ଗୁଆ ଏବଂ ପଇସା ସେଠାରେ ରଖିଦିଅନ୍ତୁ ଏବଂ ନିଜର ପରିଚୟ ଦିଅନ୍ତୁ ଆପଣ କିଏ ଆପଣଙ୍କ ପିତାଙ୍କ ନାମ କଣ ଆଉ କେଉଁ ଉଦେଶ୍ୟ ନେଇ ଆପଣ ଆସିଛନ୍ତି ତାହା ମଧ୍ୟ କୁହନ୍ତୁ ଆଉ ତାଙ୍କୁ ପ୍ରଣାମ କରି ଘରକୁ ଫେରି ଆସନ୍ତୁ ଆଉ ଏହାର ପର ଦିନ ପ୍ରୟୋଗ କରନ୍ତୁ। ଧ୍ୟାନ ରଖନ୍ତୁ ଆପଣ ଏକ ଛୋଟ ପ୍ରୟୋଗ ଜଣେଇବୁ। ଅନେକ ଥର ଏମିତି ହୋଇଥାଏ ଅରଖ ଗଛର ଅନେକ ପ୍ରକାରର ତାନ୍ତ୍ରିକ କ୍ରିୟା ପାଇଁ କରାଯାଇଥାଏ। ତ ଆଜି ଆମେ ଅନେକ ପ୍ରକାରର ପ୍ରୟୋଗ ହୋଇଥାଏ ଯେଉଁଥିରେ ଆପଣଙ୍କୁ କୌଣସି ବଡ଼ ଧରଣର ତାନ୍ତ୍ରିକ ପ୍ରୟୋଗ ଜଣାଉନାହୁଁ। ସହଜରେ ଆପଣ ଶତ୍ରୁଙ୍କୁ ଶାନ୍ତ କରିବେ। ପ୍ରେମୀ ପ୍ରେମିକା ପରସ୍ପର ପାଖକୁ ଆସିବେ।

ପ୍ରଥମେ ଆସନ୍ତୁ ଜାଣିବା। ଯେଉଁ ଘରେ ବା ଘର ପାଖରେ ଏହି ଧଳା ଅରଖ ଗଛ ଅଛି ସେହି ଘରେ କେବେବି କାହାରି ନଜର ଦୋଷ ଲାଗିନଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ଯଦି ଆପଣଙ୍କ ଘର ସାମ୍ନାରେ ଏହି ଗଛ ଅଛି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। ଏହି ଗଛ ରହିବା ବହୁତ ଭଲ ହୋଇଥାଏ। ଏହା ଲୋକଙ୍କର ତନ୍ତ୍ର କ୍ରିୟାର ଅସର ପଡିନଥାଏ। ଏହି ଗଛକୁ ଲଗାଇବାର ବାସ୍ତୁ ନିୟମ ମଧ୍ୟ ଅଛି। ଏହି ଗଛକୁ ଯେବେବି ଲଗେଇବେ ଘରର ମୁଖ୍ୟ ଦ୍ୱାର ବାହାରେ ଡାହାଣ ସାଇଟରେ ଲଗେଇବେ। ଯେବେବି ଆପଣ କୌଣସି ଯାଦୁ କରନ୍ତି ତ ଶନିବାର ଦିନକୁ ଅଧିକ ଶୁଭ ମାନାଯାଏ। ଏହି ଦିନ କରିବାକୁ ବହୁତ ଶୁଭ ମାନାଯାଏ। ଆପଣଙ୍କୁ ଶୁକ୍ରବାର ଦିନ ନିମନ୍ତ୍ରଣ କରି ଆସିବାକୁ ହେବ।

ଏହା ଦ୍ବାରା ସେ ଆପଣଙ୍କର ଦୁଃଖ ଶୁଣିବେ ଆପଣଙ୍କ ମନସ୍କାମନା ଶୁଣିବେ। ଶୁକ୍ରବାର ଦିନ ଆପଣ ଖାଇ ସାରିବା ପରେ ମଧ୍ୟ ନିମନ୍ତ୍ରଣ କରି ପାରିବେ। ଏହାର ପ୍ର ଦିନ ମାନେ ଶନିବାର ଦିନ ସ୍ନାନ ଶୌଚ ସାରି ଗଛ ପାଖକୁ ଯାଇ ତାର ଫୁଲ ଏବଂ କଅଁଳିଆ ପତ୍ର ଏକା ସହିତ ଜଡ଼ିତ ଥିବା ଅବସ୍ଥାରେ ଆଣିବାକୁ ଚେଷ୍ଟା କରିବେ।

ଏହାକୁ ଆଣି ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଭଗବାନ ହନୁମାନଙ୍କ ଚରଣରେ ଯେଉଁ ସିନ୍ଦୁର ହୋଇଥାଏ ଆପଣ ତାହାକୁ ଅଳ୍ପ ଟିକେ ଆଙ୍ଗୁଳିରେ ନିଅନ୍ତୁ ଏବଂ ନେଇ ଆପଣ ନିଜର ଏବଂ ସେହି ବ୍ୟକ୍ତିର ନାମ ଲେଖନ୍ତୁ ଯାହା ସହିତ ଆପଣଙ୍କର ସମ୍ପର୍କ ମଧୁର କରିବାର ଅଛି ଅର୍ଥାତ ଯାହାକୁ ଆପଣ ବସିକରଣ କରିବାକୁ ଚାହୁଁଛନ୍ତି ତାହାରି ନାମ ଲେଖିବେ ଭଗବାନ ହନୁମାନଙ୍କ ଚରଣରେ ଥିବା ସିନ୍ଦୁର ସାହାର୍ଯ୍ୟରେ। ଆପଣ ସେହି ପତ୍ର ଉପରେ ଲେଖିବେ ଫୁଲରେ ନୁହେଁ। ଏହା କରିବା ପରେ ମାଟିରେ ପୋତି ଦିଅନ୍ତୁ ଆଉ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ।

ଯଦି ଶତ୍ରୁ ବିରୋଧୀ ଅଧିକ ଅସୁବିଧା କରୁଛନ୍ତି କି ଯେବେ ଆପଣଙ୍କୁ ଲାଗୁଛି କି ଆପଣ ସେଥିରୁ ବାହାରକୁ ବାହାରି ପାରୁନାହାଁନ୍ତି ଶତ୍ରୁ ବହୁତ ହଇରାଣ କରୁଛନ୍ତି ତ ଆପଣ ଏହି ଛୋଟ ପ୍ରୟୋଗ ଟିଏ କରନ୍ତୁ। ଆପଣ ନିମନ୍ତ୍ରଣ କରି ଆସିବେ ତା ପର ଦିନ ଏହି ପ୍ରୟୋଗ ସେହି ଶତ୍ରୁ ଉପରେ କରିବେ। ପ୍ରଥମେ ଧଳା ରଙ୍ଗର ଅରଖ ଗଛ ପାଖକୁ ଆପଣ ଯାଆନ୍ତୁ ଏହା ପରେ ଗୋଟେ ପତ୍ର ତୋଳନ୍ତୁ।

ଆଉ ପତ୍ରରେ ଯେଉଁ କ୍ଷୀର ବାହାରିଥାଏ ସେହି କ୍ଷୀରରେ ପତ୍ର ଉପରେ ଶତ୍ରୁର ନାମ ଲେଖନ୍ତୁ। ଆଉ ସେହି ପତ୍ରକୁ ସେହି ମାଟି ତଳେ ଗଛ ମୂଳରେ ପୋତିଦିଅନ୍ତୁ। ଶତ୍ରୁ ଶାନ୍ତ ହୋଇଯିବେ। ଆପଣ ଆଉ ଚିନ୍ତିତ ହେବେ ନାହିଁ। ଏହି ଉପାୟରେ ଏହି କାମ ଏକା ଥରେ କାମ କରିଥାଏ। ଅମାବାସ୍ୟା ପୂର୍ଣ୍ଣିମା ଶନିବାର ଦିନ ଏହି ଉପାୟ କଲେ ବହୁତ ଶୀଘ୍ର କାମ କରିଥାଏ।

ଜ୍ୟୋତିଷଙ୍କ ଅନୁସାରେ ଯଦି ଏହି ଅଟଖ ଗଛର ଚେରକୁ ତାବିଜି ଭିତରେ ପୁରେଇ କଳା ସୂତାରେ ବାନ୍ଧି ଗଳାରେ କିମ୍ବା ହାତ ବାହୁରେ ପିନ୍ଧାଯାଏ ତ ଆପଣଙ୍କ ଉପରେ ଯେତେ ବଡ଼ ବି ତାନ୍ତ୍ରିକ କ୍ରିୟା ହୋଇଥାଉ ନାଁ କାହିଁକି ତାହା ସମାପ୍ତ ହୋଇଯିବ ଆଉ ଗୋଟେ ମାସ ପରେ ଏହି ତାବିଜିକୁ ମାଟିରେ ପୋତିଦିଅନ୍ତୁ।

ଅନେକ ଥର ଏମିତି ହୋଇଥାଏ ଆପଣଙ୍କ ଅଫିସରେ ଆପଣଙ୍କ ବ୍ୟବସାୟ ସ୍ଥାନରେ ଲୋକ ବହୁତ ହଇରାଣ କରିଥାନ୍ତି ଏମିତିକି ଘର ଲୋକ ମଧ୍ୟ ବହୁତ ହଇରାଣ କରିଥାନ୍ତି। ତ ଏମିତି ସ୍ଥିତିରେ ଏକ ଛୋଟ କାମ କରନ୍ତୁ ଆପଣ ଏହି ଧଳା ଅରଖ ଗଛର ପତ୍ରରେ ବସିକରଣ କରାଯାଇଥାଏ ଲୋକେ ହଇରାଣ କରିନଥାନ୍ତି। ଆପଣ କୌଣସି ବି ଶନିବାର ଦିନ ଏହି ଧଳା ଅରଖ ଗଛ ଚେରରୁ ଅଳ୍ପ ଟିକେ ନେଇ ଆସନ୍ତୁ କିନ୍ତୁ ଶୁକ୍ରବାର ଦିନ ପ୍ରଥମେ ନିମନ୍ତ୍ରଣ କରି ଆସିଥିବେ। ଏହା ସହିତ ଗୋଟେ ପତ୍ର ବି ମଧ୍ୟ ତୋଳି ଆଣିଥିବେ। ଅଳ୍ପ ଟିକେ ଚେର ଏବଂ ଗୋଟେ ପତ୍ର। ଏବେ ଏହି ଚେରକୁ ଭଲ ଭାବରେ ପେଶୀ ଦିଅନ୍ତୁ। ଏବଂ ସେହି ଅରଖ ଗଛର ପତ୍ରକୁ ଧୋଇ ତା ଉପରେ ପେଶା ହୋଇଥିବା ଚେରକୁ ଅଳ୍ପ ଟିକେ ଘିଅ ସହିତ ରଖନ୍ତୁ। ଏବଂ ଏହାର ଆପଣ ତିଳକ କରିପାରିବେ। ଯାହା ସାମ୍ନାକୁ ବି ଆପଣ ଯିବେ ସେ ବସିକରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *