Excuse Me Odisha

ଯାହା କହିବୁ ସତ କହିବୁ

ଅଣ୍ଟା ଓ ପେଟର ଚର୍ବି ବରଫ ଭଳି ତରଳି ଯିବ,ବାସ ପାଣି ସହିତ ମିଶାଇକି ଏହାକୁ ୭ ଦିନ ପର୍ଯ୍ୟନ୍ତ ପିଅନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିକାଲି ଲୋକମାନେ ଅଜାଣତରେ ନିଜ ଶରୀରକୁ ହାନୀ ପହଞ୍ଚାଇ ଥାନ୍ତି। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି। ଶରୀରର ମୋଟାପଣ ଯୋଗୁଁ ଲୋକମାନେ ଅନେକ ରୋଗରେ ଶିକାର ହେଉଛନ୍ତି। ବୈଜ୍ଞାନିକ ମାନଙ୍କର ଗଣନା ଅନୁସାରେ ପୁରାତନ ଯୁଗରେ ଲୋକେ ନିଜର ମୃତ୍ୟୁ ବେଳକୁ ସୁସ୍ଥ ରହୁଥିଲେ।କିନ୍ତୁ ଆଧୁନିକ ଯୁଗରେ ଲୋକେ ୩୦ ବର୍ଷ ବୟସରୁ ଅସୁସ୍ଥ ହୋଇ ଯାଉଛନ୍ତି।ଏହିସବୁ ସମସ୍ୟା ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ହେବା ଯୋଗୁଁ ସୃଷ୍ଟି ହୋଇଥାଏ।

ଓଜନ କମାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ କରିବା ସହିତ ଔଷଧ ମଧ୍ୟ ସେବନ କରୁଛନ୍ତି। ଭୋକରେ ରହିବା, ଅଧିକ ଫାଷ୍ଟ ଫୁଡ଼ ସେବନ, ଜୀବନଶୈଳୀ ଠିକ ନରହିବା ଆଦି ଶରୀରର ଅଦରକାରୀ ଚର୍ବି ବଢିବା ବା ମେଦବହୁଳତାର ବଡ଼ କାରଣ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜର ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଏହାଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ଶରୀରର ଏହି ଅଦରକାରୀ ଚର୍ବିକୁ ହଟାଇବା ପାଇଁ ଆପଣ ମାନଙ୍କୁ କିଛି ଘରୋଇ ଉପଚାର କରିବା ଆବଶ୍ୟକ। ଏଥିପାଇଁ ରସୁଣ, ମହୁ ଓ ଗରମ ପାଣି ନିହାତି ଜରୁରୀ ଅଟେ। ଆପଣ ମାନେ ଜାଣିଥିବେ କି ରସୁଣ ମଧ୍ୟ ମେଟାବୋଲିଯିମ ଅଧିକ ପରିମାଣରେ ରହିଥାଏ। ଏହାକୁ ସେବନ କରିବା ଦ୍ଵାରା ଥଣ୍ଡା, ଜ୍ଵର, କଲେଷ୍ଟ୍ରଲ ଭଳି ସମସ୍ୟା ଦୂର ହୋଇ ଯାଇଥାଏ।

ତେଣୁ ପ୍ରଥମେ ୭ଟି ବଡ଼ ରସୁଣକୁ ଚୋପା ଛଡ଼ାଇ ତାର କଞ୍ଚା ବାସ୍ନା ଦୂର ହେବା ପାଇଁ ଅଳ୍ପ ଭାଜି ନିଅନ୍ତୁ। ଏହାପରେ ଗୋଟେ ଗ୍ଲାସ ଗରମ ପାଣି କରି ସେଥିରେ ଦୁଇ ଚାମୋଚ ମହୁ ମିଶାଇ ଦିଅନ୍ତୁ। ଭାଜିଥିବା ରସୁଣ ଚୋବାଇ ଖାଆନ୍ତୁ ଏବଂ ମହୁ ମିଶା ଗରମ ପାଣି ମଧ୍ୟ ସେବନ କରନ୍ତୁ। ଆପଣମାନେ ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ। ଏହାକୁ ସେବନ କରିବାର ୪୦ ମିନିଟ ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଆନ୍ତୁ ନାହିଁ।ତେବେ ବନ୍ଧୁଗଣ ଏଭଳି ଗୋଟେ ସପ୍ତାହ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ତେବେ ଆଉ କିଛି ଜରୁରୀ କଥା ଆପଣଙ୍କୁ କହି ରଖୁଛୁ କି ଯଦି ଆପଣ ନିଜ ଶରୀରର ଅଦରକାରୀ ଚର୍ବିକୁ ହଟାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ନିଜ ଜୀବନଶୈଳୀ ମଧ୍ୟରେ ଧ୍ୟାନ ଦେବା ଆବଶ୍ୟକ। ଯେପରି ଖାଦ୍ୟ ଖାଇବା ସମୟରେ ଭଲ ଭାବରେ ଚୋବାଈ ଖାଆନ୍ତୁ।ଏହାସହିତ ସର୍ବଦା ସବୁଜ ପାନିବାରିବା, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଯୋଗ ପ୍ରାଣାୟାମ ମଧ୍ୟ କରନ୍ତୁ। ଭାତ ଅଳ୍ପ ଖାଇ ଅଧିକ ତରକାରୀ ଖାଆନ୍ତୁ। ଏହିପରି ଭାବରେ ନିଜର ଜୀବନଶୈଳୀ ପରିବର୍ତ୍ତନ କରନ୍ତୁ, ଦେଖିବେ ଆପଣଙ୍କର ଖୁବ୍ ଶୀଘ୍ର ଜୀବନ ପରିବର୍ତ୍ତନ ହୋଇଯିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *